2 Kings 24
8 ୟିହୋଯାଖୀନ୍ ଅଷ୍ଟାଦଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ମାତ୍ର ତିନି ମାସ ରାଜତ୍ବ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ୟିରୁଶାଲମ୍ ନିବାସୀ ଇଲ୍ନାଥନ୍ର କନ୍ଯା।
9 ଯିହାୟୋଦାରଖୀନ୍ ତାଙ୍କ ପିତାଙ୍କ ତୁଲ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମମାନ କଲେ।
10 ସହେି ସମୟରେ ନବୂଖଦ୍ନିତ୍ସରଙ୍କ ଅଧିକାରୀମାନେ ୟିରୁଶାଲମ୍କୁ ଆସି ତାଙ୍କୁ ଅବରୋଧ କଲେ।
11 ତା'ପରେ ବାବିଲର ରାଜା ନବୂଖଦ୍ତ୍ସର ଅବରୋଧ ହାଇେଥିବା ନଗର ରେ ତାଙ୍କର ଅଧିକାରୀମାନଙ୍କ ଦ୍ବାରା ଉପସ୍ଥିତ ହେଲେ।
12 ତେଣୁ ଯିହୁଦାର ରାଜା ୟିହୋଯାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନଫୁସକମାନେ ବାବିଲ ରାଜାଙ୍କୁ ଭଟେିବାକୁ ଗଲେ। ମାତ୍ର ବାବିଲର ରାଜା ଯିହାୟୋଦାରଖୀନ୍ଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ବ କାଳ ରେ ଘଟିଥିଲା।
13 ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ୟିରୁଶାଲମ୍ର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନଇଗେଲେ। ସେ ରାଜା ଶଲୋମନଙ୍କ ଦ୍ବାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ବର୍ଣ୍ଣମଯ ପାତ୍ରଗୁଡିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।
14 ଆଉ ସେ ୟିରୁଶାଲମ୍ର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନଇଗେଲେ କବଳେ ଦେଶ ରେ ନିତାନ୍ତ ଦରିଦ୍ର ଲୋକ ଛଡା ଆଉ ଅବଶିଷ୍ଟ କହେି ରହିଲେ ନାହିଁ।
15 ପୁଣି ନବୂଖଦ୍ନିତ୍ସର ଯିହାୟୋଦାରଖୀନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନଫୁସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କର ୟିରୁଶାଲମ୍ରୁ ବାବିଲକୁ ନଇେ ଗଲେ।
16 ଆଉ ମଧ୍ଯ ସେ 7,000 ବଳବାନ ସୈନିକ ଓ 1,000 ଶିଳ୍ପୀ ଓ କର୍ମଚାରୀମାନଙ୍କୁ ବନ୍ଦୀ କରି ୟିରୁଶାଲମରୁ ନଇଗେଲା। ଏମାନେ ସମସ୍ତେ ତାଲିମ୍ପ୍ରାପ୍ତ ସୈନିକ ଥିଲେ ଓ ୟୁଦ୍ଧ ଯୋଗ୍ଯ ଥିଲେ।
8 Jehoiachin was eighteen years old when he began to reign, and he reigned in Jerusalem three months. And his mother’s name was Nehushta, the daughter of Elnathan of Jerusalem.
9 And he did that which was evil in the sight of the Lord, according to all that his father had done.
10 At that time the servants of Nebuchadnezzar king of Babylon came up against Jerusalem, and the city was besieged.
11 And Nebuchadnezzar king of Babylon came against the city, and his servants did besiege it.
12 And Jehoiachin the king of Judah went out to the king of Babylon, he, and his mother, and his servants, and his princes, and his officers: and the king of Babylon took him in the eighth year of his reign.
13 And he carried out thence all the treasures of the house of the Lord, and the treasures of the king’s house, and cut in pieces all the vessels of gold which Solomon king of Israel had made in the temple of the Lord, as the Lord had said.
14 And he carried away all Jerusalem, and all the princes, and all the mighty men of valour, even ten thousand captives, and all the craftsmen and smiths: none remained, save the poorest sort of the people of the land.
15 And he carried away Jehoiachin to Babylon, and the king’s mother, and the king’s wives, and his officers, and the mighty of the land, those carried he into captivity from Jerusalem to Babylon.
16 And all the men of might, even seven thousand, and craftsmen and smiths a thousand, all that were strong and apt for war, even them the king of Babylon brought captive to Babylon.
2 Kings 24 in Tamil and English
8 ୟିହୋଯାଖୀନ୍ ଅଷ୍ଟାଦଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ମାତ୍ର ତିନି ମାସ ରାଜତ୍ବ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ୟିରୁଶାଲମ୍ ନିବାସୀ ଇଲ୍ନାଥନ୍ର କନ୍ଯା।
Jehoiachin was eighteen years old when he began to reign, and he reigned in Jerusalem three months. And his mother’s name was Nehushta, the daughter of Elnathan of Jerusalem.
9 ଯିହାୟୋଦାରଖୀନ୍ ତାଙ୍କ ପିତାଙ୍କ ତୁଲ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମମାନ କଲେ।
And he did that which was evil in the sight of the Lord, according to all that his father had done.
10 ସହେି ସମୟରେ ନବୂଖଦ୍ନିତ୍ସରଙ୍କ ଅଧିକାରୀମାନେ ୟିରୁଶାଲମ୍କୁ ଆସି ତାଙ୍କୁ ଅବରୋଧ କଲେ।
At that time the servants of Nebuchadnezzar king of Babylon came up against Jerusalem, and the city was besieged.
11 ତା'ପରେ ବାବିଲର ରାଜା ନବୂଖଦ୍ତ୍ସର ଅବରୋଧ ହାଇେଥିବା ନଗର ରେ ତାଙ୍କର ଅଧିକାରୀମାନଙ୍କ ଦ୍ବାରା ଉପସ୍ଥିତ ହେଲେ।
And Nebuchadnezzar king of Babylon came against the city, and his servants did besiege it.
12 ତେଣୁ ଯିହୁଦାର ରାଜା ୟିହୋଯାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନଫୁସକମାନେ ବାବିଲ ରାଜାଙ୍କୁ ଭଟେିବାକୁ ଗଲେ। ମାତ୍ର ବାବିଲର ରାଜା ଯିହାୟୋଦାରଖୀନ୍ଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ବ କାଳ ରେ ଘଟିଥିଲା।
And Jehoiachin the king of Judah went out to the king of Babylon, he, and his mother, and his servants, and his princes, and his officers: and the king of Babylon took him in the eighth year of his reign.
13 ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ୟିରୁଶାଲମ୍ର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନଇଗେଲେ। ସେ ରାଜା ଶଲୋମନଙ୍କ ଦ୍ବାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ବର୍ଣ୍ଣମଯ ପାତ୍ରଗୁଡିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ଘଟିଲା।
And he carried out thence all the treasures of the house of the Lord, and the treasures of the king’s house, and cut in pieces all the vessels of gold which Solomon king of Israel had made in the temple of the Lord, as the Lord had said.
14 ଆଉ ସେ ୟିରୁଶାଲମ୍ର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନଇଗେଲେ କବଳେ ଦେଶ ରେ ନିତାନ୍ତ ଦରିଦ୍ର ଲୋକ ଛଡା ଆଉ ଅବଶିଷ୍ଟ କହେି ରହିଲେ ନାହିଁ।
And he carried away all Jerusalem, and all the princes, and all the mighty men of valour, even ten thousand captives, and all the craftsmen and smiths: none remained, save the poorest sort of the people of the land.
15 ପୁଣି ନବୂଖଦ୍ନିତ୍ସର ଯିହାୟୋଦାରଖୀନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନଫୁସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କର ୟିରୁଶାଲମ୍ରୁ ବାବିଲକୁ ନଇେ ଗଲେ।
And he carried away Jehoiachin to Babylon, and the king’s mother, and the king’s wives, and his officers, and the mighty of the land, those carried he into captivity from Jerusalem to Babylon.
16 ଆଉ ମଧ୍ଯ ସେ 7,000 ବଳବାନ ସୈନିକ ଓ 1,000 ଶିଳ୍ପୀ ଓ କର୍ମଚାରୀମାନଙ୍କୁ ବନ୍ଦୀ କରି ୟିରୁଶାଲମରୁ ନଇଗେଲା। ଏମାନେ ସମସ୍ତେ ତାଲିମ୍ପ୍ରାପ୍ତ ସୈନିକ ଥିଲେ ଓ ୟୁଦ୍ଧ ଯୋଗ୍ଯ ଥିଲେ।
And all the men of might, even seven thousand, and craftsmen and smiths a thousand, all that were strong and apt for war, even them the king of Babylon brought captive to Babylon.