Bible

2 Corinthians 13 - BBE (Oriya)

1 This is the third time that I am coming to you. From the mouth of two or three witnesses will every word be made certain.ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେ ରଖ : ପ୍ରେତ୍ୟକକ ଅଭିଯୋଗ ପାଇଁ ଚାଲିବା ତିନି ଜଣ ସାକ୍ଷୀ ଦବୋ ଦରମାର ଯେ ସମାନେେ ତାହାର ସତ୍ଯତା ବିଷୟ ରେ ଜାଣିଛନ୍ତି।

2 I said before, and still say it before I come, as being present for the second time, though I am still away from you, to those who have done wrong before, and to all the others, that if I come again I will not have pity;ମୁଁ ଯେତବେେଳେ ତୁମ୍ଭମାନଙ୍କ ସହିତ ଦ୍ବିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦଇେଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂର ରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦବେି।

3 Seeing that you are looking for a sign of Christ giving out his word in me; who is not feeble in relation to you, but is strong in you:ମାେ ଦ୍ବାରା ଖ୍ରୀଷ୍ଟ କହୁଛନ୍ତି କି ନାହିଁ, ଏଥିର ତୁମ୍ଭମାନେେ ପ୍ରମାଣ ଚାହୁଁଛ। ମାରେ ପ୍ରମାଣ ଏହି ଯେ, ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦଣ୍ଡ ପ୍ରଦାନ କରିବା ରେ ଦୁର୍ବଳ ନୁହଁନ୍ତି। କିନ୍ତୁ ସେ ତୁମ୍ଭମାନଙ୍କ ମଧିଅରେ ଶକ୍ତିଶାଳୀ ଅଟନ୍ତି।

4 For he was feeble in that he was put to death on the cross, but he is living by the power of God. And we are feeble in him, but we will be living with him through the power of God in relation to you.ଏହା ସତ୍ଯ ଯେ, ଯେତବେେଳେ ଖ୍ରୀଷ୍ଟ କୃଶ ଉପରେ ଚଢି଼ଲେ ସେତବେେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ବରଙ୍କ ମହାଶକ୍ତି ରେ ସେ ଜୀବିତ। ଆମ୍ଭେ ମଧ୍ଯ ଖ୍ରୀଷ୍ଟଙ୍କଠା ରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ବରଙ୍କ ଶକ୍ତି ରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ଯ ଜୀବିତ ହାଇେ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।

5 Make a test of yourselves, if you are in the faith; make certain of yourselves. Or are you not conscious in yourselves that Jesus Christ is in you, if you are truly Christ's?ତୁମ୍ଭମାନେେ ବିଶ୍ବାସ ରେ ଜୀବନ କାଟୁଛ କି ନାହିଁ ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭମାନେେ ଜାର ଯେ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭମାନେେ ପରୀକ୍ଷା ରେ ବିଫଳ ହୁଅ, ତାହା ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ରହୁ ନାହାଁନ୍ତି ତାହା ଜାଣ।

6 But it is my hope that you will have no doubt that we are truly Christ's.ମୁଁ ଆଶା କରେ ଆମ୍ଭମାନେେ ପରୀକ୍ଷା ରେ ବିଫଳ ହାଇେ ନାହୁଁ ବୋଲି ତୁମ୍ଭମାନେେ ଦେଖବି।

7 Now our prayer to God is that you may do no evil; not in order that it may be put to our credit, but so that you may do what is right, whatever we may seem.ଆମ୍ଭେ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁ ଯେ ତୁମ୍ଭମାନେେ କିଛି ଭୁଲ କାମ କରିବ ନାହିଁ। ଆମ୍ଭେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହାଇେଛୁ, ଏ କଥା ଲୋକମାନେ ଦେଖିବା ରେ କିଛି ଲାଭ ନାହିଁ। ପରୀକ୍ଷା ରେ ଆମ୍ଭମାନେେ ବିଫଳ ହାଇେଛୁ ବୋଲି ଯଦି ଲୋକଙ୍କୁ ଦଖାଯାେଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷ ରେ ଅଧିକ ଗୁରୁତ୍ବପୂର୍ଣ୍ଣ।

8 Because we are able to do nothing against what is true, but only for it.ଆମ୍ଭେ ସତ୍ଯର ବିପରୀତ କୌଣସି କାମ କରିବା ନାହିଁ। ଆମ୍ଭେ କବଳେ ସତ୍ଯ ପାଇଁ କିଛି କରି ପାରିବା।

9 For we are glad when we are feeble and you are strong: and this is our prayer, even that you may be made complete.ଯଦି ତୁମ୍ଭମାନେେ ବଳବାନ ଆମ୍ଭେ ଦୁର୍ବଳ ହବୋ ରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭମାନେେ ଅଧିକରୁ ଅଧିକ ଶକ୍ତିଶାଳୀ ହାଇେ ଯାଅ।

10 For this cause I am writing these things while I am away, so that there may be need for me, when I am present, to make use of sharp measures, by the authority which the Lord has given me for building up and not for destruction.ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତବେେଳେ ମୁଁ ଆ ସେ, ସେତବେେଳେ ଦଣ୍ଡ ଦବୋ ପାଇଁ ମାେତେ ମାେ ଶକ୍ତିର ବ୍ଯବହାର କରିବାକୁ ନ ପଡ଼ୁ। ପରମେଶ୍ବର ମାେତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।

11 Let this be my last word, brothers; be glad; be complete; be comforted; be of the same mind; be at peace with one another: and the God of love and peace will be with you.ଭାଇ ଓ ଭଉଣୀମାନେ ! ମୁଁ ଏବେ ବିଦାୟ ନେଉଛି। ସିଦ୍ଧ ହବୋକୁ ଚେଷ୍ଟା କର। ମୁଁ ଯେପରି କହିଛି ସହେିପରି କାମ କରୁଥାଅ। ସମସ୍ତେ ଏକ ମନ ରେ ଓ ଶାନ୍ତି ରେ ରୁହ। କବେେ ଶାନ୍ତି ଓ ପ୍ ରମରେ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିବେ।

12 Give one another a holy kiss.ପବିତ୍ର ଚୁମ୍ବନ ଦ୍ବାରା ପରସ୍ପରକୁ ସ୍ବାଗତ ଜଣାଅ।

13 All the saints send their love to you.ପରମେଶ୍ବରଙ୍କ ସମସ୍ତ ଲୋକ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।

14 The grace of our Lord Jesus Christ, and the love of God, and the harmony of the Holy Spirit, be with you all.ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ବରଙ୍କ ପ୍ ରମେ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ।

Oriya Bible