2 Corinthians 12

fullscreen11 ମୁଁ ମୂର୍ଖଙ୍କ ଭଳି କହିଚାଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭମାନେେ ମାେତେ ବାଧ୍ଯ କରିଥିଲ। ତୁମ୍ଭମାନେେ ହେଉଛ ସହେିଲୋକ, ଯେଉଁମାନେ ମାେ ସପକ୍ଷ ରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସହେି ମହାନ୍ ପ୍ ରରେିତ ମାନେ ମାେ ଠାରୁ ଅଧିକ ମଧ୍ଯ ନୁହଁନ୍ତି।

fullscreen12 ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ, ଜଣେ ପ୍ ରରେିତ ବୋଲି ପ୍ରମାଣିତ କରୁଥିବା କାମ ମୁଁ କରିଥିଲି - ମୁଁ ନାନାଦି ଚିହ୍ନ, ଅଦ୍ଭୂତ ଓ ଆଶ୍ଚର୍ୟ୍ଯଜନକ କାମ ଦଖାଇେଥିଲି। ଏ ସବୁ ମୁଁ ଅନକେ ର୍ଧୈୟ୍ଯର ସହିତ କରିଥିଲି।

fullscreen13 ଅତଏବ, ଅନ୍ୟ ମଣ୍ଡଳୀଗୁଡ଼ିକ ଯାହା ପାଇ ଥିଲେ ତା'ସବୁ ତୁମ୍ଭମାନେେ ମଧ୍ଯ ପାଇଛ। କବଳେ ଗୋଟିଏ କଥା ତନ୍ମଧ୍ଯରୁ ଅଲଗା : ମୁଁ ତୁମ୍ଭମାନଙ୍କ ଉପରେ କବେେ ହେଲେ ଭାରସ୍ବରୂପ ନ ଥିଲି। ଏଥିପାଇଁ ମାେତେ କ୍ଷମା କରି ଦିଅ।

fullscreen14 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ୟିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ହବେି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କରେ ନାହିଁ। ପ୍ରତି ବଦଳ ରେ ମୁଁ ତୁମ୍ଭମାନଙ୍କୁ ଚା ହେଁ। ସନ୍ତାନମାନଙ୍କର ନିଜ ମାତାପିତା ଲାଗି କୌଣସି ସଞ୍ଚୟର ଆବଶ୍ଯକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି।

fullscreen15 ଏଣୁ ମାେ ପାଖ ରେ ଯାହା ଅଛି, ମୁଁ ଆନନ୍ଦର ସହିତ ତୁମ୍ଭମାନଙ୍କୁ ଦବେି। ତୁମ୍ଭମାନଙ୍କ ଲାଗି ମୁଁ ନିଜକୁ ମଧ୍ଯ ଦଇେ ଦବେି। ଯଦି ମୁଁ ତୁମ୍ଭମାନଙ୍କୁ ଅଧିକ ଭଲ ପାଏ ତା' ହେଲେ ତୁମ୍ଭମାନେେ କ'ଣ ମାେତେ ସ୍ନହେ ରେ ଊଣା କରିବ ?

fullscreen16 ମୁଁ ତୁମ୍ଭମାନଙ୍କ ଉପରେ ଭାରସ୍ବରୂପ ହବୋକୁ ଚା ହେଁ ନାହିଁ କିନ୍ତୁ ଏହା ନିଶ୍ଚିତ ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଛଳ ଭାବରେ ମିଥ୍ଯା କହି ତୁମ୍ଭମାନଙ୍କୁ ଜାଲ ରେ ପକାଇବା ପାଇଁ ଚେଷ୍ଟା କରିବି।

fullscreen17 ମୁଁ ତୁମ୍ଭମାନଙ୍କ ପାଖକୁ ପଠାଇଥିବା ଲୋକମାନଙ୍କ ମଧ୍ଯରୁ କାହାରି ମାଧ୍ଯମ ରେ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଛି କି ? ନା, ତୁମ୍ଭମାନେେ ଜାଣ ଯେ, ଏସବୁ ମୁଁ କଦାପି କରି ନାହିଁ।

fullscreen18 ମୁଁ ତିତସଙ୍କୁ ଓ ଆମର ଜଣେ ଭାଇଙ୍କୁ ତାହାଙ୍କ ସହିତ ପଠାଇଥିଲି। ତିତସ କ'ଣ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଥିଲେ କି ? ନା! ତୁମ୍ଭମାନେେ ଜାଣ ଯେ ତିତସ ଓ ମୁଁ ଦୁ ହେଁ ତୁମ୍ଭମାନଙ୍କ ପାଇଁ ସମାନ ଭାବରେ ଓ ସମାନ ଉତ୍ସାହ ରେ କାମ କରିଛୁ। ସହେି ପବିତ୍ରଆତ୍ମାର ପ୍ ରରଣୋ ରେ ଆମ୍ଭେ ଦୁ ହେଁ କାମ କରିଥିଲୁ।

fullscreen19 ତୁମ୍ଭମାନେେ କ'ଣ ଭାବୁଛ ଯେ ଆମ୍ଭେ ଏତେ ସମୟ ଧରି ଆମ୍ଭ ପକ୍ଷ ରେ ୟୁକ୍ତି ବାଢୁ ଥିଲୁ। ଆମ୍ଭେ ଖ୍ରୀଷ୍ଟଙ୍କର ଅନୁସରଣକାରୀ ହିସାବ ରେ ପରମେଶ୍ବରଙ୍କ ଆଗ ରେ କହିଥିଲୁ। ତୁମ୍ଭମାନେେ ଆମ୍ଭର ପ୍ରିୟ ମିତ୍ର। ଆମ୍ଭେ ଯାହା କିଛି କହୁଛୁ ତାହା ତୁମ୍ଭମାନେେ ଆଧ୍ଯାତ୍ମିକ ଭାବରେ ଶକ୍ତିଶାଳୀ ହବେ ବୋଲି କହୁଛୁ।

fullscreen20 ଏଭଳି କହିବାର ଉଦ୍ଦେଶ୍ଯ ଯେ, ମାରେଭୟ ହେଉଛି : ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି ସେତବେେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସହେି ରୂପରେ ନ ପାଇ ପା ରେ ଓ ତୁମ୍ଭମାନେେ ମଧ୍ଯ ମାେତେ ଯାହା ଭାବିଛ ଠିକ୍ ସହେି ରୂପରେ ପାଇ ନ ପାର। ମାରେଭୟ ଯେ, କାଳେ ତୁମ୍ଭମାନଙ୍କ ମଧିଅରେ କଳହ, ଇର୍ଷା, କୋର୍ଧ, ସ୍ବାର୍ଥପରତା, ପରଚର୍ଚ୍ଚା, କାନ କୁହାକୋହି, ଗର୍ବ ଓ ଦ୍ବନ୍ଦ ଦେଖିବାକୁ ମିଳିବ।

11 I am become a fool in glorying; ye have compelled me: for I ought to have been commended of you: for in nothing am I behind the very chiefest apostles, though I be nothing.

12 Truly the signs of an apostle were wrought among you in all patience, in signs, and wonders, and mighty deeds.

13 For what is it wherein ye were inferior to other churches, except it be that I myself was not burdensome to you? forgive me this wrong.

14 Behold, the third time I am ready to come to you; and I will not be burdensome to you: for I seek not yours, but you: for the children ought not to lay up for the parents, but the parents for the children.

15 And I will very gladly spend and be spent for you; though the more abundantly I love you, the less I be loved.

16 But be it so, I did not burden you: nevertheless, being crafty, I caught you with guile.

17 Did I make a gain of you by any of them whom I sent unto you?

18 I desired Titus, and with him I sent a brother. Did Titus make a gain of you? walked we not in the same spirit? walked we not in the same steps?

19 Again, think ye that we excuse ourselves unto you? we speak before God in Christ: but we do all things, dearly beloved, for your edifying.

20 For I fear, lest, when I come, I shall not find you such as I would, and that I shall be found unto you such as ye would not: lest there be debates, envyings, wraths, strifes, backbitings, whisperings, swellings, tumults:

2 Corinthians 12 in Tamil and English

11 ମୁଁ ମୂର୍ଖଙ୍କ ଭଳି କହିଚାଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭମାନେେ ମାେତେ ବାଧ୍ଯ କରିଥିଲ। ତୁମ୍ଭମାନେେ ହେଉଛ ସହେିଲୋକ, ଯେଉଁମାନେ ମାେ ସପକ୍ଷ ରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସହେି ମହାନ୍ ପ୍ ରରେିତ ମାନେ ମାେ ଠାରୁ ଅଧିକ ମଧ୍ଯ ନୁହଁନ୍ତି।
I am become a fool in glorying; ye have compelled me: for I ought to have been commended of you: for in nothing am I behind the very chiefest apostles, though I be nothing.

12 ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ, ଜଣେ ପ୍ ରରେିତ ବୋଲି ପ୍ରମାଣିତ କରୁଥିବା କାମ ମୁଁ କରିଥିଲି - ମୁଁ ନାନାଦି ଚିହ୍ନ, ଅଦ୍ଭୂତ ଓ ଆଶ୍ଚର୍ୟ୍ଯଜନକ କାମ ଦଖାଇେଥିଲି। ଏ ସବୁ ମୁଁ ଅନକେ ର୍ଧୈୟ୍ଯର ସହିତ କରିଥିଲି।
Truly the signs of an apostle were wrought among you in all patience, in signs, and wonders, and mighty deeds.

13 ଅତଏବ, ଅନ୍ୟ ମଣ୍ଡଳୀଗୁଡ଼ିକ ଯାହା ପାଇ ଥିଲେ ତା'ସବୁ ତୁମ୍ଭମାନେେ ମଧ୍ଯ ପାଇଛ। କବଳେ ଗୋଟିଏ କଥା ତନ୍ମଧ୍ଯରୁ ଅଲଗା : ମୁଁ ତୁମ୍ଭମାନଙ୍କ ଉପରେ କବେେ ହେଲେ ଭାରସ୍ବରୂପ ନ ଥିଲି। ଏଥିପାଇଁ ମାେତେ କ୍ଷମା କରି ଦିଅ।
For what is it wherein ye were inferior to other churches, except it be that I myself was not burdensome to you? forgive me this wrong.

14 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ୟିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ହବେି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କରେ ନାହିଁ। ପ୍ରତି ବଦଳ ରେ ମୁଁ ତୁମ୍ଭମାନଙ୍କୁ ଚା ହେଁ। ସନ୍ତାନମାନଙ୍କର ନିଜ ମାତାପିତା ଲାଗି କୌଣସି ସଞ୍ଚୟର ଆବଶ୍ଯକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି।
Behold, the third time I am ready to come to you; and I will not be burdensome to you: for I seek not yours, but you: for the children ought not to lay up for the parents, but the parents for the children.

15 ଏଣୁ ମାେ ପାଖ ରେ ଯାହା ଅଛି, ମୁଁ ଆନନ୍ଦର ସହିତ ତୁମ୍ଭମାନଙ୍କୁ ଦବେି। ତୁମ୍ଭମାନଙ୍କ ଲାଗି ମୁଁ ନିଜକୁ ମଧ୍ଯ ଦଇେ ଦବେି। ଯଦି ମୁଁ ତୁମ୍ଭମାନଙ୍କୁ ଅଧିକ ଭଲ ପାଏ ତା' ହେଲେ ତୁମ୍ଭମାନେେ କ'ଣ ମାେତେ ସ୍ନହେ ରେ ଊଣା କରିବ ?
And I will very gladly spend and be spent for you; though the more abundantly I love you, the less I be loved.

16 ମୁଁ ତୁମ୍ଭମାନଙ୍କ ଉପରେ ଭାରସ୍ବରୂପ ହବୋକୁ ଚା ହେଁ ନାହିଁ କିନ୍ତୁ ଏହା ନିଶ୍ଚିତ ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଛଳ ଭାବରେ ମିଥ୍ଯା କହି ତୁମ୍ଭମାନଙ୍କୁ ଜାଲ ରେ ପକାଇବା ପାଇଁ ଚେଷ୍ଟା କରିବି।
But be it so, I did not burden you: nevertheless, being crafty, I caught you with guile.

17 ମୁଁ ତୁମ୍ଭମାନଙ୍କ ପାଖକୁ ପଠାଇଥିବା ଲୋକମାନଙ୍କ ମଧ୍ଯରୁ କାହାରି ମାଧ୍ଯମ ରେ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଛି କି ? ନା, ତୁମ୍ଭମାନେେ ଜାଣ ଯେ, ଏସବୁ ମୁଁ କଦାପି କରି ନାହିଁ।
Did I make a gain of you by any of them whom I sent unto you?

18 ମୁଁ ତିତସଙ୍କୁ ଓ ଆମର ଜଣେ ଭାଇଙ୍କୁ ତାହାଙ୍କ ସହିତ ପଠାଇଥିଲି। ତିତସ କ'ଣ ତୁମ୍ଭମାନଙ୍କଠାରୁ ଫାଇଦା ଉଠାଇଥିଲେ କି ? ନା! ତୁମ୍ଭମାନେେ ଜାଣ ଯେ ତିତସ ଓ ମୁଁ ଦୁ ହେଁ ତୁମ୍ଭମାନଙ୍କ ପାଇଁ ସମାନ ଭାବରେ ଓ ସମାନ ଉତ୍ସାହ ରେ କାମ କରିଛୁ। ସହେି ପବିତ୍ରଆତ୍ମାର ପ୍ ରରଣୋ ରେ ଆମ୍ଭେ ଦୁ ହେଁ କାମ କରିଥିଲୁ।
I desired Titus, and with him I sent a brother. Did Titus make a gain of you? walked we not in the same spirit? walked we not in the same steps?

19 ତୁମ୍ଭମାନେେ କ'ଣ ଭାବୁଛ ଯେ ଆମ୍ଭେ ଏତେ ସମୟ ଧରି ଆମ୍ଭ ପକ୍ଷ ରେ ୟୁକ୍ତି ବାଢୁ ଥିଲୁ। ଆମ୍ଭେ ଖ୍ରୀଷ୍ଟଙ୍କର ଅନୁସରଣକାରୀ ହିସାବ ରେ ପରମେଶ୍ବରଙ୍କ ଆଗ ରେ କହିଥିଲୁ। ତୁମ୍ଭମାନେେ ଆମ୍ଭର ପ୍ରିୟ ମିତ୍ର। ଆମ୍ଭେ ଯାହା କିଛି କହୁଛୁ ତାହା ତୁମ୍ଭମାନେେ ଆଧ୍ଯାତ୍ମିକ ଭାବରେ ଶକ୍ତିଶାଳୀ ହବେ ବୋଲି କହୁଛୁ।
Again, think ye that we excuse ourselves unto you? we speak before God in Christ: but we do all things, dearly beloved, for your edifying.

20 ଏଭଳି କହିବାର ଉଦ୍ଦେଶ୍ଯ ଯେ, ମାରେଭୟ ହେଉଛି : ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି ସେତବେେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସହେି ରୂପରେ ନ ପାଇ ପା ରେ ଓ ତୁମ୍ଭମାନେେ ମଧ୍ଯ ମାେତେ ଯାହା ଭାବିଛ ଠିକ୍ ସହେି ରୂପରେ ପାଇ ନ ପାର। ମାରେଭୟ ଯେ, କାଳେ ତୁମ୍ଭମାନଙ୍କ ମଧିଅରେ କଳହ, ଇର୍ଷା, କୋର୍ଧ, ସ୍ବାର୍ଥପରତା, ପରଚର୍ଚ୍ଚା, କାନ କୁହାକୋହି, ଗର୍ବ ଓ ଦ୍ବନ୍ଦ ଦେଖିବାକୁ ମିଳିବ।
For I fear, lest, when I come, I shall not find you such as I would, and that I shall be found unto you such as ye would not: lest there be debates, envyings, wraths, strifes, backbitings, whisperings, swellings, tumults: