Bible

2 Chronicles 9 - MALAYALAM (Oriya)

1 ശെബാരാജ്ഞി ശലോമോന്റെ കീർത്തികേട്ടിട്ടു കടമൊഴികളാൽ ശലോമോനെ പരീക്ഷിക്കേണ്ടതിന്നു അതിമഹത്തായ പരിവാരത്തോടും സുഗന്ധവർഗ്ഗവും അനവധി പൊന്നും രത്നവും ചുമന്ന ഒട്ടകങ്ങളോടും കൂടെ യെരൂശലേമിൽ വന്നു; അവൾ ശലോമോന്റെ അടുക്കൽ വന്നശേഷം തന്റെ മനോരഥം ഒക്കെയും അവനോടു പ്രസ്താവിച്ചു.ଶିବାର ରାଣୀ ଶଲୋମନଙ୍କର ସୁଖ୍ଯାତି ବିଷଯ ରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ବାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ୟିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ଯ ପଥର ରେ ଲଦି ହାଇେଥିବା ଓଟମାନେ ଥିଲେ। ସେ ଶ ଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷଯ ରେ ଆଲୋଚନା କରିବାକୁ ଚାହୁଁଥିଲେ, ସେ ବିଷଯ ରେ ପଚାରିଲେ। ଶଲୋମନଙ୍କୁ ପଚାରିବା ନିମନ୍ତେ ତାଙ୍କ ନିକଟରେ ଅନକେ ପ୍ରଶ୍ନ ଥିଲା।

2 അവളുടെ സകലചോദ്യങ്ങൾക്കും ശലോമോൻ സമാധാനം പറഞ്ഞു; സമാധാനം പറവാൻ കഴിയാതെ ഒന്നും ശലോമോന്നു മറപൊരുളായിരുന്നില്ല.ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଲେ। ଶଲୋମନଙ୍କ ନିମନ୍ତେ ଉତ୍ତର ଦବୋ କିମ୍ବା ବୁଝାଇ ଦବୋ ପାଇଁ କୌଣସି କଠିନ ବିଷଯ ନ ଥିଲା।

3 ശെബാരാജ്ഞി ശലോമോന്റെ ജ്ഞാനവും അവൻ പണിത അരമനയുംଶିବାର ରାଣୀ ଶ ଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଦେଖିଲେ।

4 അവന്റെ മേശയിലെ ഭക്ഷണവും അവന്റെ ഭൃത്യന്മാരുടെ ഇരിപ്പും അവന്റെ ശുശ്രൂഷകന്മാരുടെ നിലയും അവരുടെ ഉടുപ്പും അവന്റെ പാനപാത്രവാഹകന്മാരെയും അവരുടെ ഉടുപ്പിനെയും യഹോവയുടെ ആലയത്തിലേക്കുള്ള അവന്റെ എഴുന്നെള്ളത്തും കണ്ടിട്ടു അമ്പരന്നുപോയി.ସେ ଶଲୋମନଙ୍କ ମଜେ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନକେ ବିଶଷେ କର୍ମଚାରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଚାକରମାନଙ୍କର ବସ୍ତ୍ର ଓ କାର୍ୟ୍ଯ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ମଦ୍ଯ ପରିବଷେଣକାରୀମାନଙ୍କୁ ଓ ସମାନଙ୍କେର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗୀକୃତ ହାମବେଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତବେେଳେ ଏହିସବୁ ବିଷଯ ଦେଖିଲେ, ସେ ହତଚକିତ ହାଇଗେଲେ।

5 അവൾ രാജാവിനോടു പറഞ്ഞതു എന്തെന്നാൽ: നിന്റെ കാര്യങ്ങളെയും ജ്ഞാനത്തെയും കുറിച്ചു ഞാൻ എന്റെ ദേശത്തുവെച്ചു കേട്ട വർത്തമാനം സത്യംതന്നേ;ଏହାପରେ ସେ ଶଲୋମନଙ୍କୁ କହିଲେ, ମୁଁ ମାେ ଦେଶ ରେ ଆପଣଙ୍କ ମହାନ୍ କାର୍ୟ୍ଯାବଳୀ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧ ରେ ଯାହା ଶୁଣିଥିଲି, ତାହା ସତ୍ଯ ଅଟେ।

6 ഞാൻ വന്നു സ്വന്തകണ്ണുകൊണ്ടു കാണുംവരെ ആ വർത്തമാനം വിശ്വസിച്ചില്ല; എന്നാൽ നിന്റെ ജ്ഞാനമാഹാത്മ്യത്തിന്റെ പാതിപോലും ഞാൻ അറിഞ്ഞിരുന്നില്ല, ഞാൻ കേട്ട കേൾവിയെക്കാൾ നീ ശ്രേഷ്ഠനാകുന്നു.ମୁଁ ଏହି ସ୍ଥାନକୁ ନ ଆସିବା ପର୍ୟ୍ଯନ୍ତ ଓ ନିଜ ଚକ୍ଷୁ ରେ ନ ଦେଖିବା ପର୍ୟ୍ଯନ୍ତ ସହେି ଗଳ୍ପଗୁଡ଼ିକୁ ବିଶ୍ବାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ୍ ଜ୍ଞାନର ଅର୍ଦ୍ଧକେ ସୁଦ୍ଧା ମାେତେ କୁହାୟାଇ ନ ଥଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି। ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ୍ ଅଟନ୍ତି।

7 നിന്റെ ഭാര്യമാർ ഭാഗ്യവതികൾ; നിന്റെ മുമ്പിൽ എല്ലായ്പോഴും നിന്നു നിന്റെ ജ്ഞാനം കേൾക്കുന്ന ഈ നിന്റെ ഭൃത്യന്മാരും ഭാഗ്യവാന്മാർ.ତୁମ୍ଭର ଲୋକମାନେ ଓ ସବେକଗଣ ଅତ୍ଯନ୍ତ ସୌଭାଗ୍ଯଶାଳୀ ଅଟନ୍ତି। ସମାନେେ ଆପଣଙ୍କର ସବୋ କରିବା ସମୟରେ ଆପଣଙ୍କ ଜ୍ଞାନର କଥା ଶୁଣିପାରିବେ।

8 നിന്റെ ദൈവമായ യഹോവെക്കു വേണ്ടി രാജാവായിട്ടു തന്റെ സിംഹാസനത്തിൽ നിന്നെ ഇരുത്തുവാൻ നിന്നിൽ പ്രസാദിച്ചിരിക്കുന്ന നിന്റെ ദൈവമായ യഹോവ വാഴ്ത്തപ്പെട്ടവൻ; നിന്റെ ദൈവം യിസ്രായേലിനെ എന്നേക്കും നിലനില്ക്കുമാറാക്കേണ്ടതിന്നു അവരെ സ്നേഹിച്ചതുകൊണ്ടു നീതിയും ന്യായവും നടത്തുവാൻ നിന്നെ അവർക്കു രാജാവാക്കിയിരിക്കുന്നു.ଆପଣଙ୍କର ସଦାପ୍ରଭୁ ପରମେଶ୍ବର ପ୍ରଶଂସିତ ହୁଅନ୍ତୁ। ସେ ଆପଣଙ୍କଠା ରେ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ସଦାପ୍ରଭୁ ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ସେ ଆପଣଙ୍କୁ ଏହି ସିଂହାସନ ରେ ଉପବିଷ୍ଟ କରାଇଅଛନ୍ତି। ଆପଣଙ୍କ ପରମେଶ୍ବର ଇଶ୍ରାୟେଲକୁ ପ୍ ରମେ କରନ୍ତି ଓ ଅନନ୍ତକାଳ ନିମନ୍ତେ ଇଶ୍ରାୟେଲର ସପକ୍ଷ ଅଟନ୍ତି। ସେଥିନିମନ୍ତେ ସଦାପ୍ରଭୁ ଉତ୍ତମ ଓ ଯଥାର୍ଥ କର୍ମ କରିବା ନିମନ୍ତେ ଆପଣଙ୍କୁ ଇଶ୍ରାୟେଲର ରାଜା କରିଅଛନ୍ତି।

9 അവൾ രാജാവിന്നു നൂറ്റിരുപതു താലന്തു പൊന്നും അനവധി സുഗന്ധവർഗ്ഗവും രത്നവും കൊടുത്തു; ശെബാരാജ്ഞി ശലോമോൻ രാജാവിന്നു കൊടുത്തതുപോലെയുള്ള സുഗന്ധവർഗ്ഗം പിന്നെ ഉണ്ടായിട്ടില്ല.ଏହାପରେ ଶିବାର ରାଣୀ ରାଜା ଶଲୋମନଙ୍କୁ 120 ତାଳନ୍ତ ସୁନା, ପ୍ରଚୁର ପରିମାଣର ମସଲା ଓ ମୂଲ୍ଯବାନ ପ୍ରସ୍ତରମାନ ପ୍ରଦାନ କଲେ। ଶିବାର ରାଣୀଙ୍କ ପରି କୌଣସି ବ୍ଯକ୍ତି ଶଲୋମନଙ୍କୁ ଏ ପ୍ରକାର ବିରୁଦ୍ଧ ମସଲା ଦଇେ ନ ଥିଲା।

10 ഓഫീരിൽനിന്നു പൊന്നു കൊണ്ടുവന്ന ഹൂരാമിന്റെ ദാസന്മാരും ശലോമോന്റെ ദാസന്മാരും ചന്ദനവും രത്നവും കൊണ്ടുവന്നു.ହୂରମ୍ଙ୍କ ଦାସ ଓ ଶଲୋମନଙ୍କ ଦାସମାନେ ଓଫୀରକୁ ସୁନା ଆଣିଲେ। ଆହୁରି ମଧ୍ଯ, ସମାନେେ ଆଲ୍ଗମ୍ କାଠ ଓ ବହୁମୂଲ୍ଯ ପଥରସବୁ ଆଣିଲେ।

11 രാജാവു ചന്ദനമരംകൊണ്ടു യഹോവയുടെ ആലയത്തിന്നും രാജധാനിക്കും അഴികളും സംഗീതക്കാർക്കു കിന്നരങ്ങളും വീണകളും ഉണ്ടാക്കി; ഈ വക പണ്ടു യെഹൂദാദേശത്തു അശേഷം കണ്ടിട്ടില്ല.ରାଜା ଶ ଲୋମନ ସଦାପ୍ରଭୁଙ୍କ ମନ୍ଦିରର ପହାଚ ଓ ରାଜାଙ୍କ ଗୃହ ନିର୍ମାଣ କରିବା ନିମନ୍ତେ ଆଲ୍ଗମ୍ କାଠକୁ ବ୍ଯବହାର କଲେ। ଶଲୋମନ ଗାଯକମାନଙ୍କ ନିମନ୍ତେ ବୀଣା ଓ ସାରଙ୍ଗ ବାଦ୍ଯ ନିର୍ମାଣ କରିବା ନିମନ୍ତେ ମଧ୍ଯ ଆଲ୍ଗମ୍ କାଠ ବ୍ଯବହାର କଲେ। ଯିହୁଦା ଦେଶର କୌଣସି ବ୍ଯକ୍ତି ଆଲ୍ଗମ୍ କାଠରୁ ଏପ୍ରକାର ସୁନ୍ଦର ବସ୍ତ୍ର ନିର୍ମିତ ହବୋ ପୂର୍ବରୁ କବେେ ମଧ୍ଯ ଦେଖି ନ ଥିଲେ।

12 ശെബാരാജ്ഞി രാജാവിന്നു കൊണ്ടുവന്നതിൽ പരമായി അവൾ ആഗ്രഹിച്ചതും ചോദിച്ചതുമൊക്കെയും ശലോമോൻ രാജാവു അവൾക്കു കൊടുത്തു; അങ്ങനെ അവൾ തന്റെ ബൃത്യന്മാരുമായി സ്വദേശത്തേക്കു മടങ്ങിപ്പോയി.ଶିବାର ରାଣୀ ରାଜା ଶଲୋମନଙ୍କୁ ଯାହାକିଛି ମାଗିଲେ, ସେ ତାଙ୍କୁ ସହେି ସମସ୍ତ ପ୍ରଦାନ କଲେ। ଶିବାରା ରାଣୀ ତାଙ୍କୁ ଦବୋ ନିମନ୍ତେ ଯେଉଁସବୁ ବସ୍ତୁ ଆଣିଥିଲେ, ଶଲୋମନ ତାହାଠାରୁ ଅଧିକ ପରିମାଣ ରେ ବସ୍ତୁ ତାଙ୍କୁ ଦେଲେ। ଏହାପରେ ଶିବାର ରାଣୀ ଓ ତାଙ୍କର ଦାସମାନେ ନିଜ ଦେଶକୁ ଫରେିଗଲେ।

13 സഞ്ചാരവ്യാപാരികളും കച്ചവടക്കാരും കൊണ്ടുവന്നതു കൂടാതെ ശലോമോന്നു ഓരോ ആണ്ടിൽ വന്നിരുന്ന പൊന്നിന്റെ തൂക്കം അറുനൂറ്ററുപത്താറു താലന്തു ആയിരുന്നു.ଏକ ବର୍ଷ ମଧିଅରେ ଶଲୋମନ ଯେତେ ପରିମାଣ ରେ ସୁନା ପାଇଥିଲେ, ତାହାର ଓଜନ 666 ତାଳନ୍ତ ହେଲା।

14 അരാബ്യരാജാക്കന്മാരൊക്കെയും ദേശാധിപതിമാരും ശലോമോന്നു പൊന്നും വെള്ളിയും കൊണ്ടുവന്നു.ଭ୍ରମଣକାରୀ ବଣିକ ଓ ବ୍ଯବସାଯୀମାନେ ଶଲୋମନଙ୍କ ନିମନ୍ତେ ଆହୁରି ସୁନା ଆଣିଲେ। ଆରବର ସମସ୍ତ ରାଜାଗଣ ଓ ଦେଶର ଶାସକଗଣ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ନଇେ ଆସିଲେ।

15 ശലോമോൻ രാജാവു പൊമ്പലകകൊണ്ടു ഇരുനൂറു വൻ പരിച ഉണ്ടാക്കി; ഓരോപരിചെക്കു അറുനൂറു ശേക്കെൽ പൊൻ പലക ചെലവായി.ଶ ଲୋମନ ପିଟା ସୁନାରୁ 200 ବୃହତ୍ ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକଟି ଢ଼ାଲ ନିମନ୍ତେ 600 ଶକେଲ ପିଟା ସୁନା ବ୍ଯବହୃତ ହାଇେଥିଲା।

16 അവൻ പൊൻ പലക കൊണ്ടു മുന്നൂറു ചെറുപരിചയും ഉണ്ടാക്കി; ഓരോ ചെറുപരിചെക്കു മുന്നൂറു ശേക്കെൽ പൊന്നു ചെലവായി. രാജാവു അവയെ ലെബാനോൻ വനഗൃഹത്തിൽവെച്ചു.ଆହୁରି ମଧ୍ଯ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକ ଢ଼ାଲ ନିମନ୍ତେ 300 ଶକେଲ ସୁନା ବ୍ଯବହୃତ ହାଇେଥିଲା। ରାଜା ଶଲୋମନ ଲିବାନୋନର ଅରଣ୍ଯ ନାମକ ଗୃହ ରେ ଏହି ସୁବର୍ଣ୍ଣ ଢ଼ାଲଗୁଡ଼ିକ ରଖିଲେ।

17 രാജാവു ദന്തംകൊണ്ടു ഒരു വലിയ സിംഹാസനം ഉണ്ടാക്കി തങ്കംകൊണ്ടു പൊതിഞ്ഞു.ରାଜା ଶଲୋମନ ଏକ ବୃହତ୍ ସିଂହାସନ ନିର୍ମାଣ କରିବା ନିମନ୍ତେ ହାତୀଦାନ୍ତର ବ୍ଯବହାର କଲେ। ସେ ସହେି ସିଂହାସନକୁ ଖାଣ୍ଟି ସୁନା ଦ୍ବାରା ଆବୃତ କଲେ।

18 സിംഹാസനത്തോടു ചേർത്തുറപ്പിച്ചതായി ആറു പതനവും പൊന്നുകൊണ്ടു ഒരു പാദപീഠവും ഉണ്ടായിരുന്നു; ഇരിപ്പിടത്തിന്റെ ഇരുഭാഗത്തും ഓരോ കൈത്താങ്ങലും കൈത്താങ്ങലിന്നരികെ നില്ക്കുന്ന രണ്ടു സിംഹവും ഉണ്ടായിരുന്നു.ସହେି ଛଅ ଗୋଟି ପାହାଚ ସିଂହାସନ ନିକଟକୁ ରାସ୍ତା କଢ଼ାଇ ନଲୋ। ସୁନା ରେ ନିର୍ମିତ ଏକ ପାଦପୀଠ ତାହାର ଥିଲା। ସିଂହାସନର ଆସନର ଉଭୟ ପାଶର୍‌ବ ରେ ବାହୁଭରାମାନ ଥିଲା। ପ୍ରେତ୍ୟକକ ବାହୁଭରାର ପାଶର୍‌ବ ରେ ଗୋଟିଏ ଲଖାଏଁେ ସିଂହମୂର୍ତ୍ତି ଦଣ୍ଡାଯମାନ ଥିଲା।

19 ആറു പതനത്തിൽ ഇപ്പുറത്തും അപ്പുറത്തുമായി പന്ത്രണ്ടു സിംഹം നിന്നിരുന്നു. ഒരു രാജ്യത്തും ഇങ്ങനെ ഉണ്ടായിരുന്നില്ല.ଛଅ ଗୋଟି ପାହାଚ ରେ ବାର ଗୋଟି ସିଂହଙ୍କର ପ୍ରତିମୂର୍ତ୍ତି ଥିଲା। ପ୍ରେତ୍ୟକକ ପାହାଚର ଶଷେ ରେ ଗୋଟିଏ ସିଂହ ଥିଲା। ଅନ୍ୟ କୌଣସି ରାଜ୍ଯ ରେ ଏ ପ୍ରକାର ସିଂହାସନ ନିର୍ମିତ ହାଇେ ନ ଥିଲା।

20 ശലോമോൻ രാജാവിന്റെ സകലപാനപാത്രങ്ങളും പൊന്നുകൊണ്ടും ലെബാനോൻ ഗൃഹത്തിലെ ഉപകരണങ്ങളൊക്കെയും തങ്കംകൊണ്ടും ആയിരുന്നു; വെള്ളിക്കു ശലോമോന്റെ കാലത്തു വിലയില്ലായിരുന്നു.ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନ ରେ ନିର୍ମିତ ହାଇେଥିଲା। ଲିବାନୋନର ଅରଣ୍ଯସ୍ଥିତ ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନା ରେ ନିର୍ମିତ ହାଇେଥିଲା। ଶ ଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ଯ ଦ୍ରବ୍ଯରୂପେ ଗଣ୍ଯ ହେଉ ନ ଥିଲା।

21 രാജാവിന്റെ കപ്പലുകളെ ഹൂരാമിന്റെ ദാസന്മരോടുകൂടെ തർശീശിലേക്കു അയച്ചിരുന്നു; മൂവാണ്ടിലൊരിക്കൽ തർശീശ് കപ്പലുകൾ പൊന്നു, വെള്ളി, ആനക്കൊമ്പു, കുരങ്ങു, മയിൽ എന്നിവയെ കൊണ്ടുവന്നു.ରାଜା ଶ ଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନିବର୍ଷ ରେ ଥରେ ସହେି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମଯୁରମାନ ବହି ଆଣୁଥିଲେ।

22 ഇങ്ങനെ ശലോമോൻ രാജാവു ഭൂമിയിലെ സകലരാജാക്കന്മാരിലുംവെച്ചു ധനംകൊണ്ടും ജ്ഞാനംകൊണ്ടും മികെച്ചവനായിരുന്നു.ରାଜା ଶଲୋମନ ପୃଥିବୀସ୍ଥ ଅନ୍ୟ ରାଜାମାନଙ୍କଠାରୁ ଧନସମ୍ପଦ ଓ ଜ୍ଞାନ ରେ ଅତ୍ଯନ୍ତ ମହାନ୍ ହାଇେ ଉଠିଲେ।

23 ദൈവം ശലോമോന്റെ ഹൃദയത്തിൽ കൊടുത്ത ജ്ഞാനം കേൾപ്പാൻ ഭൂമിയിലെ സകലരാജാക്കന്മാരും അവന്റെ മുഖദർശനം അന്വേഷിച്ചുവന്നു.ପୃଥିବୀର ସମସ୍ତ ରାଜାଗଣ ଶ ଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଚାର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ବର ଶଲୋମନଙ୍କୁ ସହେିପରି ଜ୍ଞାନ ପ୍ରଦାନ କରିଥିଲେ।

24 അവരിൽ ഓരോരുത്തനും ആണ്ടുതോറും താന്താന്റെ കാഴ്ചയായിട്ടു വെള്ളിപ്പാത്രം, പൊൻ പാത്രം, വസ്ത്രം, ആയുധം, സുഗന്ധവർഗ്ഗം, കുതിര, കോവർ കഴുത എന്നിവയെ കൊണ്ടുവന്നു.ପ୍ରତି ବର୍ଷ ସହେି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନଇେ ଆସୁଥିଲେ। ସମାନେେ ସୁନା, ରୂପା ଦ୍ରବ୍ଯ, ବସ୍ତ୍ର, ୟୁଦ୍ଧସାଜ, ମଶାଲ, ଅଶ୍ବଗୁଡ଼ିକ ଓ ଖଚରମାନ ଆଣିଲେ।

25 ശലോമോന്നു കുതിരകൾക്കും രഥങ്ങൾക്കും നാലായിരം ലായവും പന്തീരായിരം കുതിരച്ചേവകരും ഉണ്ടായിരുന്നു; അവരെ അവൻ രഥനഗരങ്ങളിലും യെരൂശലേമിൽ രാജാവിന്റെ അടുക്കലും പാർപ്പിച്ചിരുന്നു.ଅଶ୍ବ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4 ,000 ଅଶ୍ବଶାଳା ଥିଲା। ତାଙ୍କର 12,000 ରଥଚାଳକ ଥିଲେ। ଶଲୋମନ ସମାନଙ୍କେୁ ତାଙ୍କ ସଙ୍ଗ ରେ ୟିରୁଶାଲମ ରେ ଓ ରଥ ନିମନ୍ତେ ନିର୍ମିତ ବିଶଷେ ନଗରଗୁଡ଼ିକରେ ରଖିଲେ।

26 അവൻ നദി മുതൽ ഫെലിസ്ത്യദേശംവരെയും മിസ്രയീമിന്റെ അതൃത്തിവരെയും ഉള്ള സകലരാജാക്കന്മാരുടെമേലും വാണു.ଫରାତ୍ ନଦୀଠାରୁ ଆରମ୍ଭ କରି ପଲେଷ୍ଟୀୟ ଲୋକମାନଙ୍କର ଦେଶ ଓ ମିଶରର ସୀମା ପର୍ୟ୍ଯନ୍ତ ସମସ୍ତ ଦେଶ ଉପରେ ଶଲୋମନ ରାଜା ଥିଲେ।

27 രാജാവു യെരൂശലേമിൽ വെള്ളിയെ പെരുപ്പംകൊണ്ടു കല്ലുപോലെയും ദേവദാരുവിനെ താഴ്വീതിയിലെ കാട്ടത്തിമരംപോലെയും ആക്കി.ରୂପାର ପରିମାଣ ଏତେ ଥିଲା ଯେ, ତାହା ୟିରୁଶାଲମର ଗୋଡ଼ି, ପଥର ତୁଲ୍ଯ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦବଦୋରୁ କାଠ ଥିଲା ଯେ, ତାହା ଡ଼ିମ୍ବିରିଗଛ ତୁଲ୍ଯ ଥିଲା, ଯାହା ମାଳଭୂମିରେ ୟଥେଷ୍ଟ ପରିମାଣ ରେ ବଢ଼େ।

28 മിസ്രയീമിൽനിന്നും സകലദേശങ്ങളിൽനിന്നും ശലോമോന്നു കുതിരകളെ വാങ്ങി കൊണ്ടുവരും.ଲୋକମାନେ ମିଶର ଓ ଅନ୍ଯାନ୍ଯ ଦେଶମାନଙ୍କରୁ ଶଲୋମନଙ୍କ ନିମନ୍ତେ ଅଶ୍ବମାନ ଆଣିଲେ।

29 ശലോമോന്റെ മറ്റുള്ള വൃത്താന്തങ്ങൾ ആദ്യാവസാനം നാഥാൻ പ്രവാചകന്റെ വൃത്താന്തത്തിലും ശീലോന്യനായ അഹീയാവിന്റെ പ്രവാചകത്തിലും നെബാത്തിന്റെ മകനായ യൊരോബെയാമിനെപ്പറ്റിയുള്ള ഇദ്ദോ ദർശകന്റെ ദർശനങ്ങളിലും എഴുതിയിരിക്കുന്നുവല്ലോ.ଶଲୋମନ କରିଥିବା ଅନ୍ଯାନ୍ଯ କାର୍ୟ୍ଯସକଳ ଭବଷ୍ଯଦ୍ବକ୍ତା ନାଥନଙ୍କ ଲଖାେସବୁ, ଶୀଲୋନୀଯ ଭବିଷ୍ଯଦ୍ବକ୍ତା, ଅହିଯଙ୍କର ଭବିଷ୍ଯଦ୍ବାଣୀ ଓ ଭବିଷ୍ଯଦ୍ବକ୍ତା ଇଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଲଖାୟୋଇ ଅଛି। ଇଦ୍ଦୋ ୟିଏ ନବାଟଙ୍କ ପୁତ୍ର ୟାରବିଯାମ୍ଙ୍କ ବିଷଯ ରେ ଲେଖିଛନ୍ତି।

30 ശലോമോൻ യെരൂശലേമിൽ എല്ലായിസ്രായേലിന്നും നാല്പതു സംവത്സരം രാജാവായിരുന്നു.ଶଲୋମନ ସମଗ୍ର ଇଶ୍ରାୟେଲ ଉପରେ ୟିରୁଶାଲମ ରେ ଚାଳିଶ ବର୍ଷ ପର୍ୟ୍ଯନ୍ତ ରାଜା ହାଇେ ରହିଲେ।

31 പിന്നെ ശലോമോൻ തന്റെ പിതാക്കന്മാരെപ്പോലെ നിദ്രപ്രാപിച്ചു; അവനെ തന്റെ അപ്പനായ ദാവീദിന്റെ നഗരത്തിൽ അടക്കം ചെയ്തു; അവന്റെ മകനായ രെഹബെയാം അവന്നു പകരം രാജാവായി.ଏହାପରେ, ଶଲୋମନ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ଲୋକମାନେ ତାହାଙ୍କୁ ତାଙ୍କର ପିତା ଦାଉଦଙ୍କ ନଗର ରେ କବର ଦେଲେ। ଶଲୋମନଙ୍କ ସ୍ଥାନ ରେ ଶଲୋମନଙ୍କ ପୁତ୍ର ରିହବିଯାମ୍ ନୂତନ ରାଜା ହେଲ।

Oriya Bible