2 Chronicles 6:11 in Oriya

Oriya Oriya Bible 2 Chronicles 2 Chronicles 6 2 Chronicles 6:11

2 Chronicles 6:11
ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ସହିତ କରିଥିବା ବିଶଷେ ଚୁକ୍ତିର ପ୍ରତିନିଧିତ୍ବ କରୁଥିବା ସିନ୍ଦୁକକୁ ମୁଁ ମନ୍ଦିର ରେ ରଖିଅଛି।'3

2 Chronicles 6:102 Chronicles 62 Chronicles 6:12

2 Chronicles 6:11 in Other Translations

King James Version (KJV)
And in it have I put the ark, wherein is the covenant of the LORD, that he made with the children of Israel.

American Standard Version (ASV)
And there have I set the ark, wherein is the covenant of Jehovah, which he made with the children of Israel.

Bible in Basic English (BBE)
And there I have put the ark, in which is the agreement of the Lord, which he made with the people of Israel.

Darby English Bible (DBY)
And in it have I put the ark, wherein is the covenant of Jehovah, which he made with the children of Israel.

Webster's Bible (WBT)
And in it have I put the ark, in which is the covenant of the LORD, that he made with the children of Israel.

World English Bible (WEB)
There have I set the ark, in which is the covenant of Yahweh, which he made with the children of Israel.

Young's Literal Translation (YLT)
and I place there the ark, where `is' the covenant of Jehovah that He made with the sons of Israel.'

And
in
it
וָֽאָשִׂ֥יםwāʾāśîmva-ah-SEEM
have
I
put
שָׁם֙šāmshahm

אֶתʾetet
the
ark,
הָ֣אָר֔וֹןhāʾārônHA-ah-RONE
wherein
אֲשֶׁרʾăšeruh-SHER

שָׁ֖םšāmshahm
covenant
the
is
בְּרִ֣יתbĕrîtbeh-REET
of
the
Lord,
יְהוָ֑הyĕhwâyeh-VA
that
אֲשֶׁ֥רʾăšeruh-SHER
made
he
כָּרַ֖תkāratka-RAHT
with
עִםʿimeem
the
children
בְּנֵ֥יbĕnêbeh-NAY
of
Israel.
יִשְׂרָאֵֽל׃yiśrāʾēlyees-ra-ALE

Cross Reference

2 Chronicles 5:10
ଦୁଇ ଗୋଟି ପ୍ରସ୍ତର ଫଳକ ବିନା ନିଯମ-ସିନ୍ଦୁକ ମଧିଅରେ ଆଉ କିଛି ନ ଥିଲା। ମାଶାେ 'ହାରେବେ' ପର୍ବତ ରେ ଏହି ଦୁଇଟି ଫଳକକୁ ନିଯମ-ସିନ୍ଦୁକ ମଧିଅରେ ରଖିଥିଲେ। 'ହାରେବେ' ସହେି ସ୍ଥାନ, ଯେଉଁଠା ରେ ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କ ସହିତ ଏକ ଚୁକ୍ତି କରିଥିଲେ। ଇଶ୍ରାୟେଲର ଲୋକମାନେ ମିଶରରୁ ବାହାରି ଆସିବା ପରେ ଏହା ଘଟିଥିଲା।

2 Chronicles 5:7
ଏହାପରେ ଯାଜକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହାଇେଥିବା ସ୍ଥାନକୁ ଆଣିଲେ। ସହେି ସ୍ଥାନ ମନ୍ଦିରର ଭିତର ପାଶର୍‌ବ କୋଠରୀ ରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା।

Exodus 40:20
ଏହାପରେ ମାଶାେ ନିଯମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧିଅରେ ରଖିଲେ। ସେ ସାଙ୍ଗିକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡାଇ ଦେଲେ।

1 Kings 8:9
ସହେି ପବିତ୍ର ସିନ୍ଦୁକରେ କବଳେ ଦୁଇଟି ପ୍ରସ୍ତର ଫଳକ ଥିଲା। ହାରେବେ ନିକଟରେ ମାଶାେ ଏହି ଫଳକ ଦୁଇଟିକୁ ରଖିଥିଲେ ଯେତବେେଳେ ଇଶ୍ରାୟେଲ ସନ୍ତାନଗଣ ମିଶର ଦେଶରୁ ବାହାରି ଆସିଥିଲେ। ସେତବେେଳେ ସଦାପ୍ରଭୁ ଏହି ହାରେବେ ରେ ଇଶ୍ରାୟେଲୀୟଙ୍କ ପାଇଁ ନିଯମ କରିଥିଲେ।

1 Kings 8:21
ସଦାପ୍ରଭୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସମାନଙ୍କେ ସହିତ ଯେଉଁ ନିଯମ କରିଥିଲେ ତାହା ଏହି ନିଯମ ସିନ୍ଦୁକ ମଧିଅରେ ଅଛି। ସହେି ନିଯମ ସିନ୍ଦୁକକୁ ରଖିବା ନିମନ୍ତେ ମୁଁ ଏକ ସ୍ଥାନ ସଦାପ୍ରଭୁଙ୍କ ଗୃହ ରେ ନିରୂପଣ କରିଅଛି।

Hebrews 9:4
ଏଠା ରେ ସୁଗନ୍ଧିତ ଦ୍ରବ୍ଯ ପୋଡ଼ିବା ପାଇଁ ଗୋଟିଏ ସୁନାର ବଦେୀ ଥିଲା। 'ପୁରାତନ ନିୟମ315 ଗୋଟିଏ ପବିତ୍ର ବାକ୍ସ ଭିତ ରେ ଥିଲା। ବାକ୍ସ ସୁନା ରେ ତିଆରି ହାଇେଥିଲା। ସହେି ବାକ୍ସ ଭିତ ରେ ସୁନା ରେ ତିଆରି ମାନ୍ନା316 ରଖା ହାଇେଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହାଇେ ପତ୍ର କଅଁଳି ଥିଲା ମଧ୍ଯ ଥିଲା। ସହେି ବାକ୍ସ ରେ ପୁରାତନ ନିୟମର ଦଶଆଜ୍ଞା ଲଖାେଥିବା ପ୍ରସ୍ତର ଫଳକମାନ ମଧ୍ଯ ଥିଲା।