Bible

2 Chronicles 36:17 Image in Oriya

ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।

ତେଣୁପରମେଶ୍ବରଯିହୁଦାୟିରୁଶାଲମରଲୋକମାନଙ୍କୁଆକ୍ରମଣକରିବାନିମନ୍ତେବାବିଲରରାଜାକୁଆଣିଲେ।ୟୁବାଲୋକମାନେମନ୍ଦିରମଧିଅରେଥିଲେସୁଦ୍ଧା,ବାବିଲରରାଜାସମାନଙ୍କେୁହତ୍ଯାକଲେ।ସେଯିହୁଦାୟିରୁଶାଲମରଲୋକମାନଙ୍କୁକିଛିଦୟାକଲେନାହିଁ।ବାବିଲରରାଜାଉଭୟୟୁବାବୃଦ୍ଧଲୋକମାନଙ୍କୁହତ୍ଯାକଲେ।ସେପୁରୁଷସ୍ତ୍ରୀଙ୍କୁହତ୍ଯାକଲେ।ସେରୋଗୀସୁସ୍ଥଲୋକଙ୍କୁହତ୍ଯାକଲେ,ପରମେଶ୍ବରଯିହୁଦାୟିରୁଶାଲମରଲୋକମାନଙ୍କଉପରେନବୂଖଦ୍ନିତ୍ସରଙ୍କୁବିଜଯୀକଲେ।
Click consecutive words to select a phrase. Click again to deselect.

2 Chronicles 36:17 Picture in Oriya