Bible

2 Chronicles 32:18 Image in Oriya

ଏହାପରେ ଅଶୂରର ରାଜାର ଭୃତ୍ଯମାନେ ୟିରୁଶାଲମର ପ୍ରାଚୀର ଉପରେ ଥିବା ଲୋକମାନଙ୍କୁ ଉଚ୍ଚସ୍ବର ରେ ଡାକିଲେ। ସହେି ଭୃତ୍ଯମାନେ ୟିରୁଶାଲମର ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହିପରି କଲେ। ସମାନେେ ଯେପରି ୟିରୁଶାଲମ ନଗରକୁ ହସ୍ତଗତ କରିପାରନ୍ତି, ସେଥିନିମନ୍ତେ ସହେିସବୁ କଥା କହିଲେ।

ଏହାପରେଅଶୂରରରାଜାରଭୃତ୍ଯମାନେୟିରୁଶାଲମରପ୍ରାଚୀରଉପରେଥିବାଲୋକମାନଙ୍କୁଉଚ୍ଚସ୍ବରରେଡାକିଲେ।ସହେିଭୃତ୍ଯମାନେୟିରୁଶାଲମରଲୋକମାନଙ୍କୁଭୟଭୀତକରାଇବାନିମନ୍ତେଏହିପରିକଲେ।ସମାନେେଯେପରିୟିରୁଶାଲମନଗରକୁହସ୍ତଗତକରିପାରନ୍ତି,ସେଥିନିମନ୍ତେସହେିସବୁକଥାକହିଲେ।
Click consecutive words to select a phrase. Click again to deselect.

2 Chronicles 32:18 Picture in Oriya