2 Chronicles 28:9
କିନ୍ତୁ ସଦାପ୍ରଭୁଙ୍କର ଭବିଷ୍ଯଦ୍ବକ୍ତା ମାନଙ୍କ ମଧ୍ଯରୁ ଜଣେ ଥିଲେ। ଏହି ଭବିଷ୍ଯତ୍ବକ୍ତାମାନଙ୍କର ନାମ ଥିଲା ଓବେଦ୍। ଓବେଦ୍ ଶମରିଯାକୁ ଫରେି ଆସିଥିବା ଇଶ୍ରାୟେଲୀୟ ସୈନ୍ଯଦଳକୁ ଭଟେିଲେ। ଓବେଦ୍ ଇଶ୍ରାୟେଲୀୟ ସୈନ୍ଯଦଳକୁ କହିଲେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କୁ ମାନିଥିଲେ, ସେ ତୁମ୍ଭମାନଙ୍କ ଦ୍ବାରା ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ, କାରଣ ସେ ସମାନଙ୍କେ ପ୍ରତି ଅତ୍ଯନ୍ତ କୋରଧ କରିଛନ୍ତି। ତୁମ୍ଭମାନେେ ଯିହୁଦାର ଲୋକମାନଙ୍କୁ ଅତ୍ଯନ୍ତ କଦର୍ୟ୍ଯ ଭାବରେ ହତ୍ଯା ଓ ଦଣ୍ଡିତ କରିଅଛ।
2 Chronicles 28:9 in Other Translations
King James Version (KJV)
But a prophet of the LORD was there, whose name was Oded: and he went out before the host that came to Samaria, and said unto them, Behold, because the LORD God of your fathers was wroth with Judah, he hath delivered them into your hand, and ye have slain them in a rage that reacheth up unto heaven.
American Standard Version (ASV)
But a prophet of Jehovah was there, whose name was Oded: and he went out to meet the host that came to Samaria, and said unto them, Behold, because Jehovah, the God of your fathers, was wroth with Judah, he hath delivered them into your hand, and ye have slain them in a rage which hath reached up to heaven.
Bible in Basic English (BBE)
But a prophet of the Lord was there, named Oded; and he went out in front of the army which was coming into Samaria and said to them, Truly, because the Lord, the God of your fathers, was angry with Judah, he gave them up into your hands, and you have put them to death in an outburst of wrath stretching up to heaven.
Darby English Bible (DBY)
But a prophet of Jehovah was there, whose name was Oded; and he went out before the host that came to Samaria, and said unto them, Behold, because Jehovah the God of your fathers was wroth with Judah, he gave them into your hand, and ye have slain them in a rage that reaches up to heaven.
Webster's Bible (WBT)
But a prophet of the LORD was there, whose name was Oded: and he went out before the army that came to Samaria, and said to them, Behold, because the LORD God of your fathers was wroth with Judah, he hath delivered them into your hand, and ye have slain them in a rage that reacheth to heaven.
World English Bible (WEB)
But a prophet of Yahweh was there, whose name was Oded: and he went out to meet the host that came to Samaria, and said to them, Behold, because Yahweh, the God of your fathers, was angry with Judah, he has delivered them into your hand, and you have slain them in a rage which has reached up to heaven.
Young's Literal Translation (YLT)
And there hath been there a prophet of Jehovah (Oded `is' his name), and he goeth out before the host that hath come in to Samaria, and saith to them, `Lo, in the fury of Jehovah God of your fathers against Judah, He hath given them into your hand, and ye slay among them in rage -- unto the heavens it hath come;
| But a prophet | וְ֠שָׁם | wĕšom | VEH-shome |
| of the Lord | הָיָ֨ה | hāyâ | ha-YA |
| was | נָבִ֥יא | nābîʾ | na-VEE |
| there, | לַֽיהוָה֮ | layhwāh | lai-VA |
| whose name | עֹדֵ֣ד | ʿōdēd | oh-DADE |
| was Oded: | שְׁמוֹ֒ | šĕmô | sheh-MOH |
| out went he and | וַיֵּצֵ֗א | wayyēṣēʾ | va-yay-TSAY |
| before | לִפְנֵ֤י | lipnê | leef-NAY |
| the host | הַצָּבָא֙ | haṣṣābāʾ | ha-tsa-VA |
| that came | הַבָּ֣א | habbāʾ | ha-BA |
| Samaria, to | לְשֹֽׁמְר֔וֹן | lĕšōmĕrôn | leh-shoh-meh-RONE |
| and said | וַיֹּ֣אמֶר | wayyōʾmer | va-YOH-mer |
| unto them, Behold, | לָהֶ֗ם | lāhem | la-HEM |
| Lord the because | הִ֠נֵּה | hinnē | HEE-nay |
| God | בַּֽחֲמַ֨ת | baḥămat | ba-huh-MAHT |
| of your fathers | יְהוָ֧ה | yĕhwâ | yeh-VA |
| was wroth | אֱלֹהֵֽי | ʾĕlōhê | ay-loh-HAY |
| with | אֲבוֹתֵיכֶ֛ם | ʾăbôtêkem | uh-voh-tay-HEM |
| Judah, | עַל | ʿal | al |
| he hath delivered | יְהוּדָ֖ה | yĕhûdâ | yeh-hoo-DA |
| hand, your into them | נְתָנָ֣ם | nĕtānām | neh-ta-NAHM |
| and ye have slain | בְּיֶדְכֶ֑ם | bĕyedkem | beh-yed-HEM |
| rage a in them | וַתַּֽהַרְגוּ | wattahargû | va-TA-hahr-ɡoo |
| that reacheth up | בָ֣ם | bām | vahm |
| unto | בְזַ֔עַף | bĕzaʿap | veh-ZA-af |
| heaven. | עַ֥ד | ʿad | ad |
| לַשָּׁמַ֖יִם | laššāmayim | la-sha-MA-yeem | |
| הִגִּֽיעַ׃ | higgîaʿ | hee-ɡEE-ah |
Cross Reference
Revelation 18:5
ସ୍ବର୍ଗ ଯେତେ ଉଚ୍ଚ, ତହାର ପାପକାର୍ୟ୍ଯ ସତେିକି ଉଚ୍ଚ ହେଲାଣି। ପରମେଶ୍ବର ତା'ର ଭୁଲ କାମଗୁଡ଼ିକ ଭୁଲି ନାହାଁନ୍ତି। ସେ ତା'ର କୁକର୍ମ ସବୁ ମନେ ପକାଇଲାଣି।
Isaiah 47:6
ଆମ୍ଭେ ନିଜ ଲୋକମାନଙ୍କ ଉପ ରେ କ୍ରୋଧିତ ହେଲୁଁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତ ରେ ସମାନଙ୍କେୁ ସମର୍ପର କଲୁ। ତୁମ୍ଭେ ସମାନଙ୍କେ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପ ରେ ୟୁଆଳି ବଡ଼ ଭାରି କରି ଥୋଇଲ।
Ezra 9:6
ହେ ମାରେ ପରମେଶ୍ବର,
Zechariah 1:15
ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ଯନ୍ତ କ୍ଷୁବ୍ଧ ଥିଲୁ। କାରଣ ସମାନେେ ବିପର୍ୟ୍ଯଯକୁ ସର୍ବଦା ଆମନ୍ତ୍ରଣ କରୁଥିଲେ।
Isaiah 10:5
ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।
Jeremiah 15:17
ମୁଁ ଆମାଦେ ପ୍ରମାଦେକାରୀମାନଙ୍କ ସଭା ରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମାେତେ ମାରେ ଚତୁପାଶର୍ବସ୍ଥ ମନ୍ଦ ଯୋଗୁଁ କୋର୍ଧ ରେ ପୂର୍ଣ୍ଣ କରିଅଛ।
Ezekiel 25:12
ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, କାରଣ ଇଦୋମ ଯିହୁଦା ଉପ ରେ ପ୍ରତିଶୋଧ ନଇେଛି ଏବଂ ତାହା କରି ଦୋଷୀ ହାଇେଛି।
Ezekiel 26:2
ହେ ମନୁଷ୍ଯ ପୁତ୍ର, କାରଣ ସୋର ୟିରୁଶାଲମର ଦୁର୍ଭାଗ୍ଯ ସମୟରେ ଏହା କହି ପରିହାସ କରିଛି, କହିଛି : 'ଜଯଧ୍ବନି ରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମାେ ପାଇଁ ଖାଲିେ ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।
Obadiah 1:10
ତୁମ୍ଭେ ଲଜ୍ଜିତ ହବେ ଓ ଚିରଦିନ ପାଇଁ ଧ୍ବଂସ ହବେ। କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।
Psalm 69:26
ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସମାନେେ ୟାତନା ଦିଅନ୍ତି। ସମାନେେ ୟନ୍ତ୍ରଣା ବିଷଯରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।
2 Chronicles 28:5
ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ବର ଅରାମର ରାଜାଙ୍କ ଦ୍ବାରା ଆହସ୍ଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ଯଦଳ ଆହସ୍ଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନକେ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସହେି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନଇଗେଲେ। ସଦାପ୍ରଭୁ ଇଶ୍ରାୟେଲର ରାଜା ପକହଙ୍କେ ଦ୍ବାରା ମଧ୍ଯ ଆହସ୍ଙ୍କୁ ପରାସ୍ତ କଲେ।
Genesis 11:4
ଏହାପରେ ଲୋକମାନେ କହିଲେ, ଆସ ଆମ୍ଭ ପାଇଁ ଏକ ନଗର ଓ ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରିବା ଆମ୍ଭମାନେେ ଅତି ଜଣାଶୁଣା ହବୋ। ତା ହେଲେ ଆମ୍ଭମାନେେ ପୃଥିବୀର ଚ଼ାରିଆଡ଼େ ବିକ୍ଷିପ୍ତ ହବୋ ନାହିଁ।
Judges 3:8
ସଦାପ୍ରଭୁ କୋପ ଇଶ୍ରାୟେଲବାସୀଙ୍କ ଉପରେ ପଡିଲା। ତେଣୁ ସେ ଅରାମ ନହରଯିମର ରାଜା କୂଶନରିଶିଯାଥଯିମର ହସ୍ତ ରେ ଇଶ୍ରାୟେଲବାସୀଙ୍କକ୍ସ୍ଟ ପରାସ୍ତ କଲେ। ତେଣୁ ଇଶ୍ରାୟେଲବାସୀମାନେ ଆଠବର୍ଷ ପର୍ୟ୍ଯନ୍ତ ତାଙ୍କର ସବୋ କଲେ।
1 Kings 20:13
ସହେି ସମୟରେ ଜଣେ ଭବିଷ୍ଯଦ୍ବକ୍ତା ଇଶ୍ରାୟେଲ ରାଜାଙ୍କ ନିକଟକୁ ଆସି କହିଲେ, ହେ ରାଜା ଆହାବ୍ ସଦାପ୍ରଭୁ ଏହା କୁହନ୍ତି, 'ତୁମ୍ଭେ ଏହି ବିପୁଳ ସୈନ୍ଯବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ବାରା ଏହାକୁ ପରାଜିତ କରାଇବି, ତାହା ହେଲେ ତୁମ୍ଭେ ମାେତେ ସଦାପ୍ରଭୁ ବୋଲି ଜାଣିବ।
1 Kings 20:22
ତା'ପରେ ଭବିଷ୍ଯଦ୍ବକ୍ତା ଆହାବ୍ଙ୍କ ନିକଟକୁ ୟାଇ କହିଲେ, ଅରାମର ରାଜା ବିନହଦଦ୍ ପୁନର୍ବାର ୟୁଦ୍ଧ କରିବାକୁ ଆସନ୍ତା ବସନ୍ତ ରେ ଆସିବ। ତୁମ୍ଭେ ଘରକୁ ୟାଇ ନିଜର ସୈନ୍ଯବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦବୋକୁ ସୁଚିନ୍ତିତ ଯୋଜନା କର।
1 Kings 20:42
ତତ୍ପରେ ସେ ଭବିଷ୍ଯଦ୍ବକ୍ତା ରାଜାଙ୍କୁ କହିଲେ, ସଦାପ୍ରଭୁ ଏହିକଥା କହନ୍ତି, 'ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦଇେଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତ ରେ ଛାଡିଅଛ। ଏଣୁ ତା'ର ପ୍ରାଣ ବଦଳ ରେ ତୁମ୍ଭର ପ୍ରାଣ ୟିବ। ଆଉ ତାହାର ଲୋକମାନଙ୍କ ବଦଳ ରେ ତୁମ୍ଭର ଲୋକମାନେ ଯିବେ।'
2 Kings 20:14
ତା'ପରେ ଭବିଷ୍ଯଦ୍ବକ୍ତା ଯିଶାଇୟ ରାଜା ହିଜକିଯଙ୍କ ନିକଟକୁ ଆସି ପଚାରିଲେ, ଏହି ଲୋକମାନେ କ'ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?
2 Chronicles 19:1
ଯିହୁଦାର ରାଜା ଯିହାଶାଫେଟ୍ ନିରାପଦ ରେ ୟିରୁଶାଲମ ରେ ନିଜ ଗୃହକୁ ଫରେି ଆସିଲେ।
2 Chronicles 25:15
ସଦାପ୍ରଭୁ ଅମତ୍ସିଯଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କଲେ। ସଦାପ୍ରଭୁ ଅମତ୍ସିଯଙ୍କ ନିକଟକୁ ଜଣେ ଭବିଷ୍ଯତ୍ବକ୍ତାଙ୍କୁ ପଠାଇଲେ। ଭବିଷ୍ଯତ୍ବକ୍ତା କହିଲେ, ଅମତ୍ସିଯ, ତୁମ୍ଭେ କାହିଁକି ସହେି ଲୋକମାନେ ପୂଜା କରୁଥିବା ଦବେତାମାନଙ୍କର ପୂଜା କଲ ? ସହେି ଦବେତାମାନେ ସମାନଙ୍କେ ନିଜ ଲୋକମାନଙ୍କୁ ସୁଦ୍ଧା ତୁମ୍ଭଠାରୁ ରକ୍ଷା କରିପାରିଲେ ନାହିଁ।
Genesis 4:10
ଏହାପରେ ସଦାପ୍ରଭୁ କହିଲେ, ତୁମ୍ଭେ କ'ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡ଼ାକ ପକାଉଛି।