ଓଡ଼ିଆ
2 Chronicles 26:18 Image in Oriya
ସମାନେେ ଉଷିୟଙ୍କୁ କହିଲେ, ଯେ, ସେ ଭୂଲ କାର୍ୟ୍ଯ କରୁଛନ୍ତି। ସମାନେେ ତାଙ୍କୁ କହିଲେ, ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଧୂପ ଜ୍ବଳାଇବା ତୁମ୍ଭର କାର୍ୟ୍ଯ ନୁହେଁ। ଏହି କାର୍ୟ୍ଯ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ।ଯାଜକ ଓ ହାରୋଣଙ୍କ ବଂଶଧରମାନେ କବଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁଗନ୍ଧିଧୂପ ଜ୍ବଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ବଳାଇବାର ପବିତ୍ର ସବୋକାର୍ୟ୍ଯ ନିମନ୍ତେ ତାଲିମପ୍ରାପ୍ତ ହାଇେଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ୟାଅ। ତୁମ୍ଭେ ବିଶ୍ବସ୍ତ ହାଇେ ନାହଁ। ସଦାପ୍ରଭୁ ପରମେଶ୍ବର ଏଥି ନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।