2 Chronicles 15:19
ଆସାଙ୍କ ରାଜତ୍ବର ପଞ୍ଚତିରିଶତମ ବର୍ଷ ପର୍ୟ୍ଯନ୍ତ ଆଉ ୟୁଦ୍ଧ ହେଲା ନାହିଁ।
2 Chronicles 15:19 in Other Translations
King James Version (KJV)
And there was no more war unto the five and thirtieth year of the reign of Asa.
American Standard Version (ASV)
And there was no more war unto the five and thirtieth year of the reign of Asa.
Bible in Basic English (BBE)
And there was no more war till the thirty-fifth year of the rule of Asa.
Darby English Bible (DBY)
And there was no war until the thirty-fifth year of the reign of Asa.
Webster's Bible (WBT)
And there was no more war until the five and thirtieth year of the reign of Asa.
World English Bible (WEB)
There was no more war to the five and thirtieth year of the reign of Asa.
Young's Literal Translation (YLT)
And war hath not been till the thirty and fifth year of the reign of Asa.
| And there was | וּמִלְחָמָ֖ה | ûmilḥāmâ | oo-meel-ha-MA |
| no | לֹ֣א | lōʾ | loh |
| more war | הָיָ֑תָה | hāyātâ | ha-YA-ta |
| unto | עַ֛ד | ʿad | ad |
| five the | שְׁנַת | šĕnat | sheh-NAHT |
| and thirtieth | שְׁלֹשִׁ֥ים | šĕlōšîm | sheh-loh-SHEEM |
| year | וְחָמֵ֖שׁ | wĕḥāmēš | veh-ha-MAYSH |
| of the reign | לְמַלְכ֥וּת | lĕmalkût | leh-mahl-HOOT |
| of Asa. | אָסָֽא׃ | ʾāsāʾ | ah-SA |
Cross Reference
1 Kings 15:16
ପୁଣି ଆସା ଯିହୁଦା ରେ ରାଜତ୍ବ କଲା ବେଳେ ୟାବଜ୍ଜୀବନ ଇଶ୍ରାୟେଲର ରାଜା ବାଶାଙ୍କ ସହିତ ୟୁଦ୍ଧ ରେ ରତ ରହିଲେ।
1 Kings 15:31
ନାଦବ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯକଳାପ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
1 Kings 15:33
ଯିହୁଦା ରେ ଆସା ରାଜତ୍ବ କରିବାର ତୃତୀୟ ବର୍ଷ ରେ ଅହିଯଙ୍କ ପୁତ୍ର ବାଶା ଇଶ୍ରାୟେଲର ରାଜା ହେଲେ। ବାଶା ତିର୍ସା ରେ ଚବିଶ ବର୍ଷ ରାଜତ୍ବ କଲେ।
2 Chronicles 16:1
ଆସା ରାଜା ହବୋର ଛତିଶ୍ତମ ବର୍ଷ ରେ, ବାଶା ଯିହୁଦା ଦେଶକୁ ଆକଅମଣ କଲେ। ବାଶା ଇଶ୍ରାୟେଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗ ରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ୟିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ଯବହାର କଲେ।