Base Word
אָסָא
Short DefinitionAsa, the name of a king and of a Levite
Long Definitionking of Judah, son of Abijam, father of Jehoshaphat
Derivationof uncertain derivation
International Phonetic Alphabetʔɔːˈsɔːʔ
IPA modʔɑːˈsɑːʔ
Syllableʾāsāʾ
Dictionaw-SAW
Diction Modah-SA
UsageAsa
Part of speechn-pr-m

1 Kings 15:8
ଯେତବେେଳେ ଅବିଯାମ ମଲେ ତାଙ୍କୁ ପୁତୃ ଲୋକଙ୍କ ସହିତ ଦାଉଦ ନଗର ରେ କବର ଦିଆଗଲା। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଆସା ପରବର୍ତ୍ତୀ ରାଜା ହେଲେ।

1 Kings 15:9
ଇଶ୍ରାୟେଲ ରେ ୟାରବିଯାମଙ୍କ ବିଂଶତମ ବର୍ଷ ରାଜତ୍ବ କାଳ ରେ ଆସା ଯିହୁଦାର ରାଜା ହେଲେ।

1 Kings 15:11
ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ନ୍ଯାଯ ଓ ଯଥାର୍ଥ ଥିଲା, ସହେିପରି ଉତ୍ତମ କାର୍ୟ୍ଯମାନ କଲେ।

1 Kings 15:13
ଆସା ମଧ୍ଯ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡିତ କଲେ, କାରଣ ସେ ଆଶରୋ ଦବେତା ନାମ ରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସହେି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡି଼ ପକାଇଲେ।

1 Kings 15:14
ଆସା ଉଚ୍ଚସ୍ଥଳୀ ସବୁ ଧ୍ବଂସ କଲେ ନାହିଁ, ମାତ୍ର ସେ ୟାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ରହିଲେ।

1 Kings 15:16
ପୁଣି ଆସା ଯିହୁଦା ରେ ରାଜତ୍ବ କଲା ବେଳେ ୟାବଜ୍ଜୀବନ ଇଶ୍ରାୟେଲର ରାଜା ବାଶାଙ୍କ ସହିତ ୟୁଦ୍ଧ ରେ ରତ ରହିଲେ।

1 Kings 15:17
ବାଶା ଯିହୁଦା ବିରୁଦ୍ଧ ରେ ୟୁଦ୍ଧ କଲେ। ସେ କାହାରିକୁ ଆସାଙ୍କ ନିକଟକୁ ୟିବାକୁ ଦେଲେ ନାହିଁ କିମ୍ବା ସଠାରୁେ କାହାରିକୁ ଆସିବାକୁ ଦେଲେ ନାହିଁ। ତେଣୁ ସେ ଇଶ୍ରାୟେଲର ରାମା ନଗରକୁ ସୁଦୃଢ କଲେ।

1 Kings 15:18
ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନଇେ ଆପଣା ଦାସମାନଙ୍କ ହସ୍ତ ରେ ସମର୍ପଣ କଲେ। ସେ ହିଷିଯୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀଯ ରାଜା ନିକଟକୁ ସମାନଙ୍କେୁ ପଠାଇ ଏହି କଥା କହିଲେ।

1 Kings 15:18
ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନଇେ ଆପଣା ଦାସମାନଙ୍କ ହସ୍ତ ରେ ସମର୍ପଣ କଲେ। ସେ ହିଷିଯୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀଯ ରାଜା ନିକଟକୁ ସମାନଙ୍କେୁ ପଠାଇ ଏହି କଥା କହିଲେ।

1 Kings 15:20
ରାଜା ବିନ୍ହଦଦ୍ ଆସାଙ୍କ କଥା ରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ଯକ୍ଷ ରେ ଥିବା ତାଙ୍କର ସୈନ୍ଯଦଳ ପଠାଇଲେ ଏବଂ ଇଶ୍ରାୟେଲ ସହରର ଇଯୋନ୍, ଦାନ୍, ଆବେଲ୍ ବୈଥ୍ମାଖା, ମୁଦାଯ କିନ୍ନରେତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ।

Occurences : 58

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்