2 Chronicles 10:13 in Oriya

Oriya Oriya Bible 2 Chronicles 2 Chronicles 10 2 Chronicles 10:13

2 Chronicles 10:13
ଏହା ପରେ ରାଜା ସମାନଙ୍କେୁ ଅତି କର୍କଶ ଭାବେ କଥା କହିଲେ। ରାଜା ରିହବିଯାମ୍ ବୃଦ୍ଧ ବ୍ଯକ୍ତିମାନଙ୍କର ଉପଦେଶକୁ ଗ୍ରହଣ କରି ନ ଥିଲେ।

2 Chronicles 10:122 Chronicles 102 Chronicles 10:14

2 Chronicles 10:13 in Other Translations

King James Version (KJV)
And the king answered them roughly; and king Rehoboam forsook the counsel of the old men,

American Standard Version (ASV)
And the king answered them roughly; and king Rehoboam forsook the counsel of the old men,

Bible in Basic English (BBE)
And the king gave them a rough answer. So King Rehoboam gave no attention to the suggestion of the old men,

Darby English Bible (DBY)
And the king answered them roughly; and king Rehoboam forsook the advice of the old men,

Webster's Bible (WBT)
And the king answered them roughly; and king Rehoboam forsook the counsel of the old men,

World English Bible (WEB)
The king answered them roughly; and king Rehoboam forsook the counsel of the old men,

Young's Literal Translation (YLT)
And the king answereth them sharply, and king Rehoboam forsaketh the counsel of the aged men,

And
the
king
וַיַּֽעֲנֵ֥םwayyaʿănēmva-ya-uh-NAME
answered
הַמֶּ֖לֶךְhammelekha-MEH-lek
them
roughly;
קָשָׁ֑הqāšâka-SHA
and
king
וַֽיַּעֲזֹב֙wayyaʿăzōbva-ya-uh-ZOVE
Rehoboam
הַמֶּ֣לֶךְhammelekha-MEH-lek
forsook
רְחַבְעָ֔םrĕḥabʿāmreh-hahv-AM

אֵ֖תʾētate
the
counsel
עֲצַ֥תʿăṣatuh-TSAHT
of
the
old
men,
הַזְּקֵנִֽים׃hazzĕqēnîmha-zeh-kay-NEEM

Cross Reference

Genesis 42:7
ଯୋଷଫେ ସମାନଙ୍କେର ଭାଇମାନଙ୍କୁ ଦେଖିଲେ। ଯୋଷଫେ ସମାନଙ୍କେୁ ଚିହ୍ନି ପାରିଲେ ନାହିଁ। କିନ୍ତୁ ସମାନଙ୍କେୁ ନ ଚିହ୍ନିଲାପରି ଅଭିନଯ କଲେ। ଯୋଷଫେ ସମାନଙ୍କେୁ ମଧ୍ଯ ରୁକ୍ଷ ବ୍ଯବହାର କଲେ। ଯୋଷଫେ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ କେଉଁଠାରୁ ଆସିଛ?

Genesis 42:30
ସମାନେେ କହିଲେ, ସେ ଦେଶର କର୍ତ୍ତା ଆମ୍ଭମାନଙ୍କ ଉପରେ ରୁକ୍ଷ ବ୍ଯବହାର କଲେ। ସେ ଭାବିଲେ ଆମ୍ଭମାନେେ ଚର।

Exodus 10:28
ଏହାପରେ ଫାରୋ ମାଶାଙ୍କେୁ କହିଲେ, ମାେ ନିକଟରୁ ଦୂର ହୁଅ। ମୁଁ ତୁମ୍ଭର ମୁଖ ଯେପରି ଆଉ ନ ଦେଖେ। ଯଦି ମୁଁ ତୁମ୍ଭକୁ ପୁଣି ଦେଖେ, ତୁମ୍ଭେ ମୃତ୍ଯୁବରଣ କରିବ।

1 Samuel 25:10
ନାବଲ ଦାଉଦର ଲୋକମାନଙ୍କୁ ଉତ୍ତର ଦଇେ କହିଲେ, ଦାଉଦ କିଏ? ୟିଶୀର ପକ୍ସ୍ଟତ୍ର କିଏ? ଆଜିକାଲି ଅନକେ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମକ୍ସ୍ଟନିବଠାରକ୍ସ୍ଟ ପଳାଇୟାଇ ବକ୍ସ୍ଟଲକ୍ସ୍ଟଛନ୍ତି।

1 Kings 20:6
ଆସନ୍ତାକାଲି ପ୍ରାଯ ଏହି ସମୟରେ ମୁଁ ତୁମ୍ଭ ନିକଟକୁ ମାରେ ଦାସମାନଙ୍କୁ ପଠାଇବି, ସମାନେେ ତୁମ୍ଭର ଗୃହ ଓ ତୁମ୍ଭ ଅଧିକାରୀମାନଙ୍କର ଗୃହ ଅନୁସନ୍ଧାନ କରିବେ। ଯାହା କିଛି ମୂଲ୍ଯବାନ ଜିନିଷ ପାଇବେ ସମାନେେ ନଇେଯିବେ।'

2 Chronicles 10:8
କିନ୍ତୁ ରିହବିଯାମ୍ ବୃଦ୍ଧ ଲୋକମାନେ ଦଇେଥିବା ଉପଦେଶକୁ ଗ୍ରହଣ କଲେ ନାହିଁ। ରିହବିଯାମ୍ ତାଙ୍କ ସଙ୍ଗେ ଏକତ୍ର ବଢ଼ିଥିବା ଓ ତାଙ୍କର ସବୋ କରୁଥିବା ୟୁବା ଲୋକମାନଙ୍କ ସହିତ କଥା ହେଲେ।

Proverbs 15:1
କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।

Proverbs 19:27
ହେ ଆମ୍ଭର ପୁତ୍ର, ଯେଉଁ ଉପଦେଶ ଜ୍ଞାନର କଥାରୁ ତୁମ୍ଭକୁ ବିଚ୍ଯୁତ କରେ, ତାହା ଶୁଣିବାରୁ ନିବୃତ୍ତ ହୁଅ।