2 Kings 19:34 in Oriya

Oriya Oriya Bible 2 Kings 2 Kings 19 2 Kings 19:34

2 Kings 19:34
ମୁଁ ଏହି ନଗରକୁ ରକ୍ଷା କରିବି। ମାେ ନିଜ ସକାେଶ ଓ ମାରେ ଦାସ ଦାଉଦ ନିମନ୍ତେ ମୁଁ ଏ ନଗରକୁ ସୁରକ୍ଷା ଦବେି।

2 Kings 19:332 Kings 192 Kings 19:35

2 Kings 19:34 in Other Translations

King James Version (KJV)
For I will defend this city, to save it, for mine own sake, and for my servant David's sake.

American Standard Version (ASV)
For I will defend this city to save it, for mine own sake, and for my servant David's sake.

Bible in Basic English (BBE)
For I will keep this town safe, for my honour, and for the honour of my servant David.

Darby English Bible (DBY)
And I will defend this city, to save it, For mine own sake, and for my servant David's sake.

Webster's Bible (WBT)
For I will defend this city, to save it, for my own sake, and for my servant David's sake.

World English Bible (WEB)
For I will defend this city to save it, for my own sake, and for my servant David's sake.

Young's Literal Translation (YLT)
And I have covered over this city, To save it, for Mine own sake, And for the sake of David My servant.'

For
I
will
defend
וְגַנּוֹתִ֛יwĕgannôtîveh-ɡa-noh-TEE

אֶלʾelel
this
הָעִ֥ירhāʿîrha-EER
city,
הַזֹּ֖אתhazzōtha-ZOTE
to
save
לְהֽוֹשִׁיעָ֑הּlĕhôšîʿāhleh-hoh-shee-AH
sake,
own
mine
for
it,
לְמַֽעֲנִ֔יlĕmaʿănîleh-ma-uh-NEE
and
for
my
servant
וּלְמַ֖עַןûlĕmaʿanoo-leh-MA-an
David's
דָּוִ֥דdāwidda-VEED
sake.
עַבְדִּֽי׃ʿabdîav-DEE

Cross Reference

2 Kings 20:6
ଆମ୍ଭେ ତୁମ୍ଭର ଆଯୁଷ ପନ୍ଦର ବର୍ଷ ବୃଦ୍ଧି କରିବୁ। ପୁଣି ତୁମ୍ଭକୁ ଓ ଏହି ନଗରକୁ ଅଶୂରୀଯ ରାଜାର ହସ୍ତରୁ ରକ୍ଷା କରିବୁ। ଏହା ମୁଁ ନିଜ ସକାେଶ ଓ ଆମ୍ଭର ସବେକ ଦାଉଦଙ୍କ ସକାେଶ ଏହି ନଗରକୁ ରକ୍ଷା କରିବି।'

Isaiah 31:5
ଯେପରି ପକ୍ଷୀମାନେ ଉଡ଼ି ଉଡ଼ି ବସାକୁ ରକ୍ଷା କରନ୍ତି। ସହେିପରି ସର୍ବଶକ୍ତିମାନ ସଦାପ୍ରଭୁ ୟିରୁଶାଲମକୁ ରକ୍ଷା କରିବେ। ସେ ତାକୁ ଉଦ୍ଧାର ଓ ନିସ୍ତାର' କରିବେ।

1 Kings 11:12
ଯେ ହତେୁ ଆମ୍ଭେ ତୁମ୍ଭର ପିତା ଦାଉଦଙ୍କୁ ଭଲ ପାଉଥିଲୁ। ତୁମ୍ଭ ଜୀବିତାବସ୍ଥା ରେ ତୁମ୍ଭଠାରୁ ରାଜ୍ଯ ନବୋ ନାହିଁ। ମାତ୍ର ତୁମ୍ଭର ପୁତ୍ର ରାଜା ହେଲାପରେ ତାଙ୍କଠାରୁ ରାଜ୍ଯ ଛଡଇେ ନବୋ।

Isaiah 38:6
ମୁଁ ତୁମ୍ଭକୁ ଓ ତୁମ୍ଭର ନଗରକୁ ଅଶୂରୀଯ ରାଜା ହସ୍ତରୁ ରକ୍ଷା କରିବି ଓ ଏହି ନଗରର ସପକ୍ଷ ନବେି।

1 Kings 15:4
ଯେ ହତେୁ ସଦାପ୍ରଭୁ ଦାଉଦଙ୍କୁ ପ୍ ରମେ କରିଥିବାରୁ ସେ ଅବିଯାମକୁ ୟିରୁଶାଲମ ଦଇେଥିଲେ। କବଳେ ଦାଉଦଙ୍କ ସକାେଶ ସେ ୟିରୁଶାଲମକୁ ସୁରକ୍ଷିତ ରଖିଥିଲେ ଓ ତାଙ୍କୁ ଉତ୍ତରାଧିକାରୀ ରୂପେ ଏକ ପୁତ୍ର ଦଇେଥିଲେ।

Ephesians 1:14
ପରମେଶ୍ବର ନିଜ ଲୋକଙ୍କୁ ଯେସମସ୍ତ ବିଷୟ ଦବୋ ନିମନ୍ତେ ପ୍ରତିଶୃତି ଦଇେଛନ୍ତି, ତାହା ଯେ ଆମ୍ଭମାନେେ ନିଶ୍ଚିତ ରୂପେ ପାଇବା, ଏଥିପାଇଁ ପବିତ୍ର ଆତ୍ମା ହେଉଛନ୍ତି ପରମେଶ୍ବରଙ୍କ ନିର୍ଭରୟୁକ୍ତ ପ୍ରତିଶୃତି। ଯେଉଁମାନେ ପରମେଶ୍ବରଙ୍କର ଲୋକ ଅଟନ୍ତି, ସମାନଙ୍କେ ନିମନ୍ତେ ଏହା ପୂର୍ଣ୍ଣ ସ୍ବାଧୀନତା ଆଣିଦବେ। ଏହାର ଉଦ୍ଦେଶ୍ଯ ପରମେଶ୍ବରଙ୍କ ମହିମାର ପ୍ରଶଂସା ହବେ।

Ephesians 1:6
ପରମେଶ୍ବରଙ୍କ ଆଶ୍ଚର୍ୟ୍ଯଜନକ ଅନୁଗ୍ରହ ସକାେଶ ତାହାଙ୍କର ପ୍ରଶଂସା ହୁଏ। ଯାହାଙ୍କୁ ପରମେଶ୍ବର ପ୍ ରମେ କରନ୍ତି, ସହେି ଖ୍ରୀଷ୍ଟଙ୍କ ଦ୍ବାରା ସେ ଆମ୍ଭକୁ ସହେି ଅନୁଗ୍ରହ ମୁକ୍ତ ଭାବରେ ଦଇେଥାନ୍ତି।

Ezekiel 36:22
ତେଣୁ ଇଶ୍ରାୟେଲର ଲୋକମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ହେ ଇଶ୍ରାୟେଲ ପରିବାର, ତେଣୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ଯାହା କହିବା କଥା ତାହା ମାରେ ନାମର ସୁରକ୍ଷା ପାଇଁ କରୁ ନାହଁ। ତୁମ୍ଭମାନେେ ଯେଉଁଠାକୁ ଗଲେ, ସହେି ରାଷ୍ଟ୍ରମାନଙ୍କ ମଧିଅରେ ମାରେ ନାମକୁ କଳୁଷିତ କଲ।

Jeremiah 33:26
ତାହା ହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସବେକ ଦାଉଦର ବଂଶଧରଗଣଙ୍କୁ ଅବ୍ରାହାମ, ଇସହାକ୍ ଓ ଯାକୁବର ବଂଶଧରଗଣ ଉପ ରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ଯାଖାନ କରିବା କି ? ଏହା ହବେ ନାହିଁ, କାରଣ ଆମ୍ଭେ ସମାନଙ୍କେର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସମାନଙ୍କେ ଉପ ରେ କୃପା କରିବା।

Jeremiah 33:21
ମାତ୍ର ସେତବେେଳେ ଆମ୍ଭର ସବେକ ଦାଉଦ ସହିତ ନିଯମ ଭଙ୍ଗ କରାୟିବ। ତା'ର ବଂଶଧର ମଧ୍ଯରୁ ଜଣେ ସର୍ବଦା ୟିରୁଶାଲମ ରେ ଶାସନ କରିବ ଏବଂ ଏହି ଲବେୀୟ ଚିରଦିନ ମାରେ ଯାଜକ ରୂପେ ଦବୋ କରିବ।

Jeremiah 23:5
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।

Isaiah 48:11
ଆମ୍ଭେ କବଳେ ନିଜ ପାଇଁ, ନିଜ ସକାେଶ ଏହା କରିବା। କାରଣ ଆମ୍ଭର ନାମକୁ ଅପବିତ୍ର କାହିଁକି କରିବା ? ପୁଣି ଆମ୍ଭେ ନିଜର ମହିମା ଅନ୍ୟକୁ ଦବୋ ନାହିଁ।

Isaiah 48:9
ମାତ୍ର ଆମ୍ଭେ ନିଜର ପ୍ରଶଂସା ପାଇଁ କୋର୍ଧ ସମ୍ବରଣ କରିବା। ଏଥିପାଇଁ ତୁମ୍ଭକୁ ଉଚ୍ଛନ୍ନ କରିବା ନାହିଁ। ତୁମ୍ଭେ ଆମ୍ଭର କ୍ଷାନ୍ତ ଯୋଗୁଁ ପ୍ରଶଂସା କରିବ।

Isaiah 43:25
ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।

Isaiah 9:7
ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।

Psalm 46:5
ପରମେଶ୍ବର ସହେି ନଗରୀରେ ବାସ କରନ୍ତି। ଏହା କବେେ ବି ଧ୍ବଂସ ପାଇବ ନାହିଁ। ପରମେଶ୍ବର ଏପରିକି ସୂର୍ୟେ୍ଯାଦଯ ପୂର୍ବରୁ ସାହାୟ୍ଯ କରିବାକୁ ଉପସ୍ଥିତ ଥାନ୍ତି।

Deuteronomy 32:27
କିନ୍ତୁ ଆମ୍ଭେ ଜାଣକ୍ସ୍ଟ ତାଙ୍କର ଶତୃମାନେ କ'ଣ କହିବେ। ଶତୃମାନେ ବକ୍ସ୍ଟଝି ପାରକ୍ସ୍ଟ ନଥିବେ। ସମାନେେ ଏପରି କହି ପାରନ୍ତି, ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଧ୍ବଂସ କରି ନାହାଁନ୍ତି। ଆମ୍ଭେ ଆପଣା ଶକ୍ତି ବଳ ରେ ସମାନଙ୍କେୁ ଜିତିଛକ୍ସ୍ଟ।'

Psalm 48:2
ପରମେଶ୍ବରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ। ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ। ସିୟୋନ ପର୍ବତ ପ୍ରକୃତରେ ପରମେଶ୍ବରଙ୍କ ପବିତ୍ର ପର୍ବତ ଅଟେ। ଏହା ସହେି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।