1 Timothy 2
8 ମୁଁ ଚା ହେଁ ଯେ ସର୍ବତ୍ର ଲୋକେ ପ୍ରାର୍ଥନା କରନ୍ତୁ। ଯେଉଁ ଲୋକମାନେ ପ୍ରାର୍ଥନା ପାଇଁ ହାତ ଉେଠଇବେ, ସମାନେେ ପବିତ୍ର ହାଇେଥିବା ଆବଶ୍ଯକ। ସମାନେେ ରାଗି ୟିବା ଉଚିତ୍ ନୁହେଁ ଓ ୟୁକ୍ତିତର୍କ ରେ ପ୍ରବୃତ୍ତ ହବୋ ଉଚିତ ନୁହେଁ।
9 ମୁଁ ଏହା ମଧ୍ଯ ଚା ହେଁ ଯେ ସ୍ତ୍ରୀ ଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସମାନଙ୍କେ ପାଇଁ ଉପୟୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦଖାଇବୋ ଲାଗି ବେଶୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ଯବହାର କରନ୍ତୁ ନାହିଁ।
10 ଭଲ କାମ କରିବା ଦ୍ବାରା ନିଜକୁ ସୁନ୍ଦର ଭାବେ ସୁଶାେଭିତ କରନ୍ତୁ। ପରମେଶ୍ବରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହି ରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ଯକ।
11 ଜଣେ ସ୍ତ୍ରୀଲୋକ ନୀରବ ଭାବରେ ଶୁଣି ଶିକ୍ଷା ଗ୍ରହଣ କରୁ ଓ ତାହାର ବାଧ୍ଯ ହେଉ।
12 ଜଣେ ସ୍ତ୍ରୀ ଜଣେ ପୁରୁଷକୁ ଉପଦେଶ ଦବୋ ପାଇଁ ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଜଣେ ପୁରୁଷ ଉପରେ କତ୍ତୃର୍ତ୍ବ କରୁ, ଏହା ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଲୋକ ନୀରବ ହାଇେ ରହିବା ଦରକାର।
13 କାରଣ ଆଦମ ପ୍ରଥମ ରେ ସୃଷ୍ଟି ହେଲେ। ହବା ପରେ ସୃଷ୍ଟି ହେଲେ।
14 ଆହୁରି ଶୟତାନ ପ୍ରଥମେ ଆଦମକୁ ପ୍ରତାରଣା କରି ନ ଥିଲା। ହବା ପ୍ରତାରିତ ହାଇେଥିଲା। ଏବଂ ସେ ଜଣେ ପାପିନୀ ହାଇେଥିଲା।
8 I will therefore that men pray every where, lifting up holy hands, without wrath and doubting.
9 In like manner also, that women adorn themselves in modest apparel, with shamefacedness and sobriety; not with broided hair, or gold, or pearls, or costly array;
10 But (which becometh women professing godliness) with good works.
11 Let the woman learn in silence with all subjection.
12 But I suffer not a woman to teach, nor to usurp authority over the man, but to be in silence.
13 For Adam was first formed, then Eve.
14 And Adam was not deceived, but the woman being deceived was in the transgression.
1 Timothy 2 in Tamil and English
8 ମୁଁ ଚା ହେଁ ଯେ ସର୍ବତ୍ର ଲୋକେ ପ୍ରାର୍ଥନା କରନ୍ତୁ। ଯେଉଁ ଲୋକମାନେ ପ୍ରାର୍ଥନା ପାଇଁ ହାତ ଉେଠଇବେ, ସମାନେେ ପବିତ୍ର ହାଇେଥିବା ଆବଶ୍ଯକ। ସମାନେେ ରାଗି ୟିବା ଉଚିତ୍ ନୁହେଁ ଓ ୟୁକ୍ତିତର୍କ ରେ ପ୍ରବୃତ୍ତ ହବୋ ଉଚିତ ନୁହେଁ।
I will therefore that men pray every where, lifting up holy hands, without wrath and doubting.
9 ମୁଁ ଏହା ମଧ୍ଯ ଚା ହେଁ ଯେ ସ୍ତ୍ରୀ ଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସମାନଙ୍କେ ପାଇଁ ଉପୟୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦଖାଇବୋ ଲାଗି ବେଶୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ଯବହାର କରନ୍ତୁ ନାହିଁ।
In like manner also, that women adorn themselves in modest apparel, with shamefacedness and sobriety; not with broided hair, or gold, or pearls, or costly array;
10 ଭଲ କାମ କରିବା ଦ୍ବାରା ନିଜକୁ ସୁନ୍ଦର ଭାବେ ସୁଶାେଭିତ କରନ୍ତୁ। ପରମେଶ୍ବରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହି ରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ଯକ।
But (which becometh women professing godliness) with good works.
11 ଜଣେ ସ୍ତ୍ରୀଲୋକ ନୀରବ ଭାବରେ ଶୁଣି ଶିକ୍ଷା ଗ୍ରହଣ କରୁ ଓ ତାହାର ବାଧ୍ଯ ହେଉ।
Let the woman learn in silence with all subjection.
12 ଜଣେ ସ୍ତ୍ରୀ ଜଣେ ପୁରୁଷକୁ ଉପଦେଶ ଦବୋ ପାଇଁ ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଜଣେ ପୁରୁଷ ଉପରେ କତ୍ତୃର୍ତ୍ବ କରୁ, ଏହା ମୁଁ ଅନୁମତି ଦିଏ ନାହିଁ। ଜଣେ ସ୍ତ୍ରୀ ଲୋକ ନୀରବ ହାଇେ ରହିବା ଦରକାର।
But I suffer not a woman to teach, nor to usurp authority over the man, but to be in silence.
13 କାରଣ ଆଦମ ପ୍ରଥମ ରେ ସୃଷ୍ଟି ହେଲେ। ହବା ପରେ ସୃଷ୍ଟି ହେଲେ।
For Adam was first formed, then Eve.
14 ଆହୁରି ଶୟତାନ ପ୍ରଥମେ ଆଦମକୁ ପ୍ରତାରଣା କରି ନ ଥିଲା। ହବା ପ୍ରତାରିତ ହାଇେଥିଲା। ଏବଂ ସେ ଜଣେ ପାପିନୀ ହାଇେଥିଲା।
And Adam was not deceived, but the woman being deceived was in the transgression.