1 Timothy 1

fullscreen12 ମାେ ପ୍ରତି ଭରସା ରଖି ଏହି ସବୋ କାର୍ୟ୍ଯ ରେ ନିୟୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ଯବାଦ ଦିଏ। ସେ ମାେତେ ଶକ୍ତି ପ୍ରଦାନ କରନ୍ତି।

fullscreen13 ଅତୀତ ରେ ମୁଁ ଯୀଶୁଙ୍କ ବିରୁଦ୍ଧ ରେ କହିଛି, ତାହାଙ୍କୁ ତାଡ଼ନା ଦଇେଛି ଓ ତାହାଙ୍କୁ ଆଘାତ ଦବୋ ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ବର ମାେତେ ଦୟା କଲେ। ଅବିଶ୍ବାସୀ ଥିଲା ବେଳେ ମୁଁ ସପରେି କରିଥିଲି।

fullscreen14 କିନ୍ତୁ ପ୍ରଭୁଙ୍କର ଅନଗ୍ରହ ମାେତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସହେି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ବିଶ୍ବାସ ଓ ପ୍ ରମେ ମଧ୍ଯ ମାେତେ ମିଳିଲା।

fullscreen15 ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସମାନଙ୍କେ ମଧିଅରେ ସବୁଠାରୁ ଜଘନ୍ଯ ପାପୀ।

fullscreen16 କିନ୍ତୁ ମାେତ ଅନୁଗ୍ରହ ମିଳିଲା। ମାେତେ ଅନୁଗ୍ରହ ଦିଆଗଲା, ଯାହା ଦ୍ବାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମାେ ପ୍ରତି ଅସୀମ ର୍ଧୈୟ୍ଯ ଦଖାଇେଛନ୍ତି। ମାେ ଭଳି ବଡ଼ ପାପୀ ପ୍ରତି ସେ ର୍ଧୈୟ୍ଯଶୀଳତା ଦଖାଇେଲେ। ଯେଉଁମାନେ ତାହାଙ୍କୁ ବିଶ୍ବାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସମାନଙ୍କେ ପାଇଁ ମୁଁ ଯେପରି ଆଦର୍ଶ ସ୍ବରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଚାହିଁଲେ।

fullscreen17 ସହେି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ଯ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ୟୁଗେ ୟୁଗେ କବଳେ ପରମେଶ୍ବରଙ୍କର। ଆମେନ୍।

fullscreen18 ତୀମଥି ! ତୁମ୍ଭେ ମାେ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତ ରେ ତୁମ୍ଭ ବିଷୟ ରେ ଯାହା ସବୁ ଭବିଷ୍ଯଦ୍ ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସହେି ଭବିଷ୍ଯଦ୍ ବାଣୀର ଅନୁସରଣ କରିବ ଓ ବିଶ୍ବାସର ଉତ୍ତମ ଲଢ଼ଇେ ଲଢ଼ି ପାରିବ।

fullscreen19 ବିଶ୍ବାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାଁନ୍ତି। ତେଣୁ ସମାନଙ୍କେର ବିଶ୍ବାସ ନଷ୍ଟ ହାଇେଛି।

12 And I thank Christ Jesus our Lord, who hath enabled me, for that he counted me faithful, putting me into the ministry;

13 Who was before a blasphemer, and a persecutor, and injurious: but I obtained mercy, because I did it ignorantly in unbelief.

14 And the grace of our Lord was exceeding abundant with faith and love which is in Christ Jesus.

15 This is a faithful saying, and worthy of all acceptation, that Christ Jesus came into the world to save sinners; of whom I am chief.

16 Howbeit for this cause I obtained mercy, that in me first Jesus Christ might shew forth all longsuffering, for a pattern to them which should hereafter believe on him to life everlasting.

17 Now unto the King eternal, immortal, invisible, the only wise God, be honour and glory for ever and ever. Amen.

18 This charge I commit unto thee, son Timothy, according to the prophecies which went before on thee, that thou by them mightest war a good warfare;

19 Holding faith, and a good conscience; which some having put away concerning faith have made shipwreck:

1 Timothy 1 in Tamil and English

12 ମାେ ପ୍ରତି ଭରସା ରଖି ଏହି ସବୋ କାର୍ୟ୍ଯ ରେ ନିୟୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ଯବାଦ ଦିଏ। ସେ ମାେତେ ଶକ୍ତି ପ୍ରଦାନ କରନ୍ତି।
And I thank Christ Jesus our Lord, who hath enabled me, for that he counted me faithful, putting me into the ministry;

13 ଅତୀତ ରେ ମୁଁ ଯୀଶୁଙ୍କ ବିରୁଦ୍ଧ ରେ କହିଛି, ତାହାଙ୍କୁ ତାଡ଼ନା ଦଇେଛି ଓ ତାହାଙ୍କୁ ଆଘାତ ଦବୋ ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ବର ମାେତେ ଦୟା କଲେ। ଅବିଶ୍ବାସୀ ଥିଲା ବେଳେ ମୁଁ ସପରେି କରିଥିଲି।
Who was before a blasphemer, and a persecutor, and injurious: but I obtained mercy, because I did it ignorantly in unbelief.

14 କିନ୍ତୁ ପ୍ରଭୁଙ୍କର ଅନଗ୍ରହ ମାେତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସହେି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଥିବା ବିଶ୍ବାସ ଓ ପ୍ ରମେ ମଧ୍ଯ ମାେତେ ମିଳିଲା।
And the grace of our Lord was exceeding abundant with faith and love which is in Christ Jesus.

15 ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସମାନଙ୍କେ ମଧିଅରେ ସବୁଠାରୁ ଜଘନ୍ଯ ପାପୀ।
This is a faithful saying, and worthy of all acceptation, that Christ Jesus came into the world to save sinners; of whom I am chief.

16 କିନ୍ତୁ ମାେତ ଅନୁଗ୍ରହ ମିଳିଲା। ମାେତେ ଅନୁଗ୍ରହ ଦିଆଗଲା, ଯାହା ଦ୍ବାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମାେ ପ୍ରତି ଅସୀମ ର୍ଧୈୟ୍ଯ ଦଖାଇେଛନ୍ତି। ମାେ ଭଳି ବଡ଼ ପାପୀ ପ୍ରତି ସେ ର୍ଧୈୟ୍ଯଶୀଳତା ଦଖାଇେଲେ। ଯେଉଁମାନେ ତାହାଙ୍କୁ ବିଶ୍ବାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସମାନଙ୍କେ ପାଇଁ ମୁଁ ଯେପରି ଆଦର୍ଶ ସ୍ବରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଚାହିଁଲେ।
Howbeit for this cause I obtained mercy, that in me first Jesus Christ might shew forth all longsuffering, for a pattern to them which should hereafter believe on him to life everlasting.

17 ସହେି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ଯ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ୟୁଗେ ୟୁଗେ କବଳେ ପରମେଶ୍ବରଙ୍କର। ଆମେନ୍।
Now unto the King eternal, immortal, invisible, the only wise God, be honour and glory for ever and ever. Amen.

18 ତୀମଥି ! ତୁମ୍ଭେ ମାେ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତ ରେ ତୁମ୍ଭ ବିଷୟ ରେ ଯାହା ସବୁ ଭବିଷ୍ଯଦ୍ ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସହେି ଭବିଷ୍ଯଦ୍ ବାଣୀର ଅନୁସରଣ କରିବ ଓ ବିଶ୍ବାସର ଉତ୍ତମ ଲଢ଼ଇେ ଲଢ଼ି ପାରିବ।
This charge I commit unto thee, son Timothy, according to the prophecies which went before on thee, that thou by them mightest war a good warfare;

19 ବିଶ୍ବାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାଁନ୍ତି। ତେଣୁ ସମାନଙ୍କେର ବିଶ୍ବାସ ନଷ୍ଟ ହାଇେଛି।
Holding faith, and a good conscience; which some having put away concerning faith have made shipwreck: