1 Samuel 19

fullscreen1 ଶାଉଲ ଦାଉଦଙ୍କକ୍ସ୍ଟ ହତ୍ଯା କରିବା ପାଇଁ ତାଙ୍କର ପକ୍ସ୍ଟତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦକକ୍ସ୍ଟ ବହକ୍ସ୍ଟତ ଭଲ ପାଉଥିଲେ।

fullscreen2 ଯୋନାଥନ ଦାଉଦଙ୍କକ୍ସ୍ଟ ସତର୍କ କରାଇ କହିଲା, ମାରେ ପିତା ତୁମ୍ଭକୁ ମାରିବାକକ୍ସ୍ଟ ଗ୍ଭହାଁନ୍ତି। ତୁମ୍ଭେ ପ୍ରାତଃକାଳ ରେ ସାବଧାନ ସହକା ରେ କୌଣସି ଜାଗା ରେ ଲକ୍ସ୍ଟଚି ରକ୍ସ୍ଟହ।

fullscreen3 ତୁମ୍ଭେ ଯେଉଁଠା ରେ ଲକ୍ସ୍ଟଚିଥିବ, ମୁ ସେ ସ୍ଥାନ ନିକଟକକ୍ସ୍ଟ ୟାଇ ମାରେ ପିତାଙ୍କ ସହିତ ତକ୍ସ୍ଟମ୍ଭ ବିଷଯ ରେ କଥୋପକଥନ ହବେି। ଯଦି ମୁ କିଛି ଦେଖେ ତବେେ ମୁ ତୁମ୍ଭକୁ ଜଣାଇବି।

fullscreen4 ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷଯ ରେ ଭଲକଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, ମହାରାଜ ଆପଣା ଦାସ ଦାଉଦଙ୍କ ବିରକ୍ସ୍ଟଦ୍ଧ ରେ ପାପ କରନ୍ତକ୍ସ୍ଟ ନାହିଁ। କାରଣ ସେ ଆପଣଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିନାହିଁ। ତା'ର ସମସ୍ତ କର୍ମ ଆପଣଙ୍କ ପକ୍ଷ ରେ ଅତି ମଙ୍ଗଳଜନକ ହାଇେଅଛି।

fullscreen5 ସେ ଆପଣା ପ୍ରାଣକକ୍ସ୍ଟ ବିପଦ ରେ ପକାଇ ପଲେଷ୍ଟୀୟକକ୍ସ୍ଟ ହତ୍ଯା କଲା। ସେଥି ରେ ସଦାପ୍ରଭୁ ସମକ୍ସ୍ଟଦାଯ ଇଶ୍ରାୟେଲ ନିମନ୍ତେ ମହା ବିଜଯ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣ ରେ ଦାଉଦକକ୍ସ୍ଟ ହତ୍ଯା କରିବେ କାହିଁକି? ସେ ନିର୍ଦ୍ ଦୋଷ, ତାକକ୍ସ୍ଟ ହତ୍ଯା କରିବାର କିଛି କାରଣ ନାହିଁ।

fullscreen6 ଶାଉଲ ଯୋନାଥନର କଥା ଶୁଣିଲେ ଓ ପ୍ରତିଜ୍ଞା କଲେ। ସେ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମରିବ ନାହିଁ।

fullscreen7 ଯୋନାଥନ ଦାଉଦଙ୍କକ୍ସ୍ଟ ଡାକିଲା ଓ ତାଙ୍କୁ ସମସ୍ତ କଥା ଶକ୍ସ୍ଟଣାଇଲା। ଯୋନାଥନ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ଆଣିଲା, ତହିଁରେ ଦାଉଦ ପୂର୍ବପରି ଶାଉଲଙ୍କ ପାଖ ରେ ରହିଲେ।

1 And Saul spake to Jonathan his son, and to all his servants, that they should kill David.

2 But Jonathan Saul’s son delighted much in David: and Jonathan told David, saying, Saul my father seeketh to kill thee: now therefore, I pray thee, take heed to thyself until the morning, and abide in a secret place, and hide thyself:

3 And I will go out and stand beside my father in the field where thou art, and I will commune with my father of thee; and what I see, that I will tell thee.

4 And Jonathan spake good of David unto Saul his father, and said unto him, Let not the king sin against his servant, against David; because he hath not sinned against thee, and because his works have been to thee-ward very good:

5 For he did put his life in his hand, and slew the Philistine, and the Lord wrought a great salvation for all Israel: thou sawest it, and didst rejoice: wherefore then wilt thou sin against innocent blood, to slay David without a cause?

6 And Saul hearkened unto the voice of Jonathan: and Saul sware, As the Lord liveth, he shall not be slain.

7 And Jonathan called David, and Jonathan shewed him all those things. And Jonathan brought David to Saul, and he was in his presence, as in times past.

1 Samuel 19 in Tamil and English

1 ଶାଉଲ ଦାଉଦଙ୍କକ୍ସ୍ଟ ହତ୍ଯା କରିବା ପାଇଁ ତାଙ୍କର ପକ୍ସ୍ଟତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦକକ୍ସ୍ଟ ବହକ୍ସ୍ଟତ ଭଲ ପାଉଥିଲେ।
And Saul spake to Jonathan his son, and to all his servants, that they should kill David.

2 ଯୋନାଥନ ଦାଉଦଙ୍କକ୍ସ୍ଟ ସତର୍କ କରାଇ କହିଲା, ମାରେ ପିତା ତୁମ୍ଭକୁ ମାରିବାକକ୍ସ୍ଟ ଗ୍ଭହାଁନ୍ତି। ତୁମ୍ଭେ ପ୍ରାତଃକାଳ ରେ ସାବଧାନ ସହକା ରେ କୌଣସି ଜାଗା ରେ ଲକ୍ସ୍ଟଚି ରକ୍ସ୍ଟହ।
But Jonathan Saul’s son delighted much in David: and Jonathan told David, saying, Saul my father seeketh to kill thee: now therefore, I pray thee, take heed to thyself until the morning, and abide in a secret place, and hide thyself:

3 ତୁମ୍ଭେ ଯେଉଁଠା ରେ ଲକ୍ସ୍ଟଚିଥିବ, ମୁ ସେ ସ୍ଥାନ ନିକଟକକ୍ସ୍ଟ ୟାଇ ମାରେ ପିତାଙ୍କ ସହିତ ତକ୍ସ୍ଟମ୍ଭ ବିଷଯ ରେ କଥୋପକଥନ ହବେି। ଯଦି ମୁ କିଛି ଦେଖେ ତବେେ ମୁ ତୁମ୍ଭକୁ ଜଣାଇବି।
And I will go out and stand beside my father in the field where thou art, and I will commune with my father of thee; and what I see, that I will tell thee.

4 ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷଯ ରେ ଭଲକଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, ମହାରାଜ ଆପଣା ଦାସ ଦାଉଦଙ୍କ ବିରକ୍ସ୍ଟଦ୍ଧ ରେ ପାପ କରନ୍ତକ୍ସ୍ଟ ନାହିଁ। କାରଣ ସେ ଆପଣଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିନାହିଁ। ତା'ର ସମସ୍ତ କର୍ମ ଆପଣଙ୍କ ପକ୍ଷ ରେ ଅତି ମଙ୍ଗଳଜନକ ହାଇେଅଛି।
And Jonathan spake good of David unto Saul his father, and said unto him, Let not the king sin against his servant, against David; because he hath not sinned against thee, and because his works have been to thee-ward very good:

5 ସେ ଆପଣା ପ୍ରାଣକକ୍ସ୍ଟ ବିପଦ ରେ ପକାଇ ପଲେଷ୍ଟୀୟକକ୍ସ୍ଟ ହତ୍ଯା କଲା। ସେଥି ରେ ସଦାପ୍ରଭୁ ସମକ୍ସ୍ଟଦାଯ ଇଶ୍ରାୟେଲ ନିମନ୍ତେ ମହା ବିଜଯ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣ ରେ ଦାଉଦକକ୍ସ୍ଟ ହତ୍ଯା କରିବେ କାହିଁକି? ସେ ନିର୍ଦ୍ ଦୋଷ, ତାକକ୍ସ୍ଟ ହତ୍ଯା କରିବାର କିଛି କାରଣ ନାହିଁ।
For he did put his life in his hand, and slew the Philistine, and the Lord wrought a great salvation for all Israel: thou sawest it, and didst rejoice: wherefore then wilt thou sin against innocent blood, to slay David without a cause?

6 ଶାଉଲ ଯୋନାଥନର କଥା ଶୁଣିଲେ ଓ ପ୍ରତିଜ୍ଞା କଲେ। ସେ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମରିବ ନାହିଁ।
And Saul hearkened unto the voice of Jonathan: and Saul sware, As the Lord liveth, he shall not be slain.

7 ଯୋନାଥନ ଦାଉଦଙ୍କକ୍ସ୍ଟ ଡାକିଲା ଓ ତାଙ୍କୁ ସମସ୍ତ କଥା ଶକ୍ସ୍ଟଣାଇଲା। ଯୋନାଥନ ଦାଉଦଙ୍କକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ଆଣିଲା, ତହିଁରେ ଦାଉଦ ପୂର୍ବପରି ଶାଉଲଙ୍କ ପାଖ ରେ ରହିଲେ।
And Jonathan called David, and Jonathan shewed him all those things. And Jonathan brought David to Saul, and he was in his presence, as in times past.