Bible

1 Peter 2 - BBE (Oriya)

1 So putting away all wrongdoing, and all tricks and deceits and envies and evil talk,ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ବିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର।

2 Be full of desire for the true milk of the word, as babies at their mothers' breasts, so that you may go on to salvation;ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁ' ପାନ ପାଇଁ ତୁମ୍ଭେ ଲାଳାଯିତ ହୁଅ। ଏହାକୁ ପାନ କରିବା ଦ୍ବାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ।

3 If you have had a taste of the grace of the Lord:ପ୍ରଭୁଙ୍କର ଉତ୍ତମତାର ସ୍ବାଦ ତୁମ୍ଭେ ଚାଖି ସାରିଛ।

4 To whom you come, as to a living stone, not honoured by men, but of great and special value to God;ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ ପଥର। ଜଗତର ଲୋକମାନେ ସହେି ପଥରଟି ଅଗ୍ରାହ୍ଯ କଲେ। କିନ୍ତୁ ପରମେଶ୍ବର ସହେି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ବରଙ୍କ ପାଇଁ ତାହାଙ୍କ ମୂଲ୍ଯ ଅଧିକ।

5 You, as living stones, are being made into a house of the spirit, a holy order of priests, making those offerings of the spirit which are pleasing to God through Jesus Christ.ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭମାନେେ ମଧ୍ଯ ଜୀବନ୍ତ ପଥର ଭଳି। ପରମେଶ୍ବର ଗୋଟିଏ ଆଧ୍ଯାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସହେି ମନ୍ଦିର ରେ ପରମେଶ୍ବରଙ୍କ ଦ୍ବାରା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଗୃହୀତ ହବୋ ଭଳି ଆଧ୍ଯାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହବୋ ପାଇଁ, ନିଜକୁ ନିଯୋଜିତ କର।

6 Because it is said in the Writings, See, I am placing a keystone in Zion, of great and special value; and the man who has faith in him will not be put to shame.ଶାସ୍ତ୍ର କୁ ହେ :

7 And the value is for you who have faith; but it is said for those without faith, The very stone which the builders put on one side, was made the chief stone of the building;ତୁମ୍ଭ୍ ଭଳି ବିଶ୍ବାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ଯବାନ। କିନ୍ତୁ ଯୀଶୁ ଅବିଶ୍ବାସୀମାନଙ୍କ ଲାଗି :

8 And, A stone of falling, a rock of trouble; the word is the cause of their fall, because they go against it, and this was the purpose of God.ଯେଉଁମାନେ ବିଶ୍ବାସ କରନ୍ତି ନାହିଁ ସମାନଙ୍କେ ଲାଗି :

9 But you are a special people, a holy nation, priests and kings, a people given up completely to God, so that you may make clear the virtues of him who took you out of the dark into the light of heaven.କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

10 In the past you were not a people, but now you are the people of God; then there was no mercy for you, but now mercy has been given to you.ଅତୀତ ରେ ତୁମ୍ଭେ ପରମେଶ୍ବରଙ୍କ ଲୋକ ନ ଥିଲ। କିନ୍ତୁ ଏବେ ତୁମ୍ଭେ ପରମେଶ୍ବରଙ୍କ ଲୋକ ଅଟ। ଅତୀତ ରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ। କିନ୍ତୁ ଏବେ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ଅନୁଗ୍ରହ ଲାଭ କରିଛ।

11 My loved ones, I make this request with all my heart, that, as those for whom this world is a strange country, you will keep yourselves from the desires of the flesh which make war against the soul;ପ୍ରିୟ ମିତ୍ରଗଣ, ତୁମ୍ଭମାନେେ ଏହି ଜଗତ ରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂର ରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧ ରେ ସଂଘର୍ଷ କରନ୍ତି।

12 Being of good behaviour among the Gentiles; so that though they say now that you are evil-doers, they may see your good works and give glory to God when he comes to be their judge.ଅବିଶ୍ବାସୀ ଲୋକମାନେ ତୁମ୍ଭ ଚାରିପଟେ ଅଛନ୍ତି। ସମାନେେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ୟ୍ଯ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା ହେଲେ ତୁମ୍ଭମାନେେ କରୁଥିବା ଭଲ କାମଗୁଡ଼ିକୁ ସମାନେେ ଦେଖିବେ ଓ ପରମେଶ୍ବରଙ୍କ ଆସିବା ଦିନ ସମାନେ ତାହାଙ୍କୁ ମହିମା ଦବେେ।

13 Keep all the laws of men because of the Lord; those of the king, who is over all,ଏହି ଜଗତ ରେ କ୍ଷମତାପ୍ରାପ୍ତ ଲୋକଙ୍କ ଆଜ୍ଞା ପାଳନ କର। ପ୍ରଭୁଙ୍କ ଲାଗି ଏହା କର। ସର୍ବୋଚ୍ଚ ଶାସନକର୍ତ୍ତା ରାଜାଙ୍କ ଆଜ୍ଞା ପାଳନ କର।

14 And those of the rulers who are sent by him for the punishment of evil-doers and for the praise of those who do well.ରାଜାଙ୍କ ଦ୍ବାରା ପ୍ ରରେିତ ନେତାମାନଙ୍କର ଆଜ୍ଞା ପାଳନ କର। ମନ୍ଦ କାମ କରୁଥିବା ଲୋକଙ୍କୁ ଦଣ୍ଡ ଦବୋ ଓ ଭଲ କାମ କରୁଥିବା ଲୋକଙ୍କୁ ପ୍ରଶଂସା କରିବା ଲାଗି ସମାନଙ୍କେୁ ପଠାଯାଇଥାଏ।

15 Because it is God's pleasure that foolish and narrow-minded men may be put to shame by your good behaviour:ଅତଏବ ଭଲ କାମ କରିବା ଦ୍ବାରା, ଯେଉଁମାନେ ତୁମ୍ଭ ବିଷୟ ରେ ନିର୍ବୋଧ କଥାଗୁଡ଼ିକ କୁହନ୍ତି, ସମାନଙ୍କେ ମୁହଁ ବନ୍ଦ ହାଇଯେିବ।

16 As those who are free, not using your free position as a cover for wrongdoing, but living as the servants of God;ପରମେଶ୍ବର ଏହା ଚାହାଁନ୍ତି। ସ୍ବାଧୀନ ଲୋକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ବାଧୀନତାର ଅପବ୍ଯବହାର କର ନାହିଁ। ପରମେଶ୍ବରଙ୍କ ସବୋ ରେ ଜୀବନ କାଟ।

17 Have respect for all, loving the brothers, fearing God, honouring the king.ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ବରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ବରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।

18 Servants, take orders from your masters with all respect; not only if they are good and gentle, but even if they are bad-humoured.ହେ କ୍ରୀତଦାସଗଣ ! ତୁମ୍ଭ ମାଲିକର ଶାସନକୁ ସମ୍ମାନର ସହିତ ଗ୍ରହଣ କର। ତୁମ୍ଭମାନେେ ଭଲ ଓ ଭଦ୍ର ମାଲିକ ଏବଂ ମନ୍ଦ ମାଲିକର ମଧ୍ଯ ଆଜ୍ଞା ପାଳନ କରିବା ଉଚିତ।

19 For it is a sign of grace if a man, desiring to do right in the eyes of God, undergoes pain as punishment for something which he has not done.ଜଣେ ଲୋକ ଭୁଲ ନ କରିଥିଲେ ମଧ୍ଯ ସେ ଦୁଃଖ ପାଇ ପା ରେ। ଯଦି ସେ ଲୋକ ପରମେଶ୍ବରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା ହେଲେ ପରମେଶ୍ବର ପ୍ରସନ୍ନ ହୁଅନ୍ତି।

20 What credit is it if, when you have done evil, you take your punishment quietly? but if you are given punishment for doing right, and take it quietly, this is pleasing to God.କିନ୍ତୁ ଯଦି ତୁମ୍ଭେ ଭୁଲ କରିଥିବାରୁ ଦଣ୍ଡିତ ହୁଅ, ତା' ହେଲେ ସହେି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ର୍ଧୈୟ୍ଯବାନ ରୁହ, ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।

21 This is God's purpose for you: because Jesus himself underwent punishment for you, giving you an example, so that you might go in his footsteps:ଏହା କରିବାକୁ ତୁମ୍ଭେ ଆହ୍ବାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦଖାଇେ ଦଇଯୋଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ଯ କଷ୍ଟ ଭୋଗିଲା ବେଳେ ର୍ଧୈୟ୍ଯଶୀଳ ହବୋ ଉଚିତ।

22 Who did no evil, and there was no deceit in his mouth: ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁ ରେ ଉଚ୍ଚାରଣ କରି ନ ଥିଲେ। ୟିଶାଇୟ 53:9

23 To sharp words he gave no sharp answer; when he was undergoing pain, no angry word came from his lips; but he put himself into the hands of the judge of righteousness:ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସମାନଙ୍କେୁ ମନ୍ଦ କଥା କହି ନାହାଁନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦଇେ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନବୋ ପାଇଁ ପରମେଶ୍ବରଙ୍କ ଠା ରେ ନିର୍ଭରଶୀଳ ହେଲେ।

24 He took our sins on himself, giving his body to be nailed on the tree, so that we, being dead to sin, might have a new life in righteousness, and by his wounds we have been made well.ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।

25 Because, like sheep, you had gone out of the way; but now you have come back to him who keeps watch over your souls.ମେଣ୍ଢା ଭଳି ତୁମ୍ଭମାନେେ ଭୁଲ ରାସ୍ତା ରେ ଚାଲି ଯାଇଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କର ଆତ୍ମାର ମଷେପାଳକ ଓ ରକ୍ଷକଙ୍କ ପାଖକୁ ଫରେି ଆସିଛ।

Oriya Bible