1 Kings 22:30
ଇଶ୍ରାୟେଲର ରାଜା ୟିହୋଶାଫଟ୍କୁ କହିଲେ, ମୁଁ ଛଦ୍ମ ବେଶ ରେ ୟୁଦ୍ଧ କରିବାକୁ ୟିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ। ତେଣୁ ଇଶ୍ରାୟେଲର ରାଜା ଛଦ୍ମ ବେଶ ରେ ୟୁଦ୍ଧକୁ ଗଲେ।
1 Kings 22:30 in Other Translations
King James Version (KJV)
And the king of Israel said unto Jehoshaphat, I will disguise myself, and enter into the battle; but put thou on thy robes. And the king of Israel disguised himself, and went into the battle.
American Standard Version (ASV)
And the king of Israel said unto Jehoshaphat, I will disguise myself, and go into the battle; but put thou on thy robes. And the king of Israel disguised himself, and went into the battle.
Bible in Basic English (BBE)
And the king of Israel said to Jehoshaphat, I will make a change in my clothing, so that I do not seem to be the king, and will go into the fight; but do you put on your robes. So the king of Israel made a change in his dress and went into the fight.
Darby English Bible (DBY)
And the king of Israel said to Jehoshaphat, I will disguise myself, and will enter into the battle; but put thou on thy robes. And the king of Israel disguised himself, and went into the battle.
Webster's Bible (WBT)
And the king of Israel said to Jehoshaphat, I will disguise myself, and enter into the battle; but put thou on thy robes. And the king of Israel disguised himself, and went into the battle.
World English Bible (WEB)
The king of Israel said to Jehoshaphat, I will disguise myself, and go into the battle; but put you on your robes. The king of Israel disguised himself, and went into the battle.
Young's Literal Translation (YLT)
And the king of Israel saith unto Jehoshaphat to disguise himself, and to go into battle, `And thou, put on thy garments.' And the king of Israel disguiseth himself, and goeth into battle.
| And the king | וַיֹּאמֶר֩ | wayyōʾmer | va-yoh-MER |
| of Israel | מֶ֨לֶךְ | melek | MEH-lek |
| said | יִשְׂרָאֵ֜ל | yiśrāʾēl | yees-ra-ALE |
| unto | אֶל | ʾel | el |
| Jehoshaphat, | יְהֽוֹשָׁפָ֗ט | yĕhôšāpāṭ | yeh-hoh-sha-FAHT |
| myself, disguise will I | הִתְחַפֵּשׂ֙ | hitḥappēś | heet-ha-PASE |
| and enter | וָבֹ֣א | wābōʾ | va-VOH |
| into the battle; | בַמִּלְחָמָ֔ה | bammilḥāmâ | va-meel-ha-MA |
| on put but | וְאַתָּ֖ה | wĕʾattâ | veh-ah-TA |
| thou | לְבַ֣שׁ | lĕbaš | leh-VAHSH |
| thy robes. | בְּגָדֶ֑יךָ | bĕgādêkā | beh-ɡa-DAY-ha |
| And the king | וַיִּתְחַפֵּשׂ֙ | wayyitḥappēś | va-yeet-ha-PASE |
| Israel of | מֶ֣לֶךְ | melek | MEH-lek |
| disguised himself, | יִשְׂרָאֵ֔ל | yiśrāʾēl | yees-ra-ALE |
| and went | וַיָּב֖וֹא | wayyābôʾ | va-ya-VOH |
| into the battle. | בַּמִּלְחָמָֽה׃ | bammilḥāmâ | ba-meel-ha-MA |
Cross Reference
2 Chronicles 35:22
କିନ୍ତୁ ଯୋଶିୟଯ ଚାଲିଗଲେ ନାହିଁ। ସେ ନଖୋଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ସ୍ଥିର କଲେ, ତେଣୁ ସେ ତାଙ୍କର ରୂପ ବଦଳାଇଲେ ଓ ୟୁଦ୍ଧ କରିବା ନିମନ୍ତେ ୟୁଦ୍ଧକ୍ଷେତ୍ରକୁ ଗଲେ। ନଖୋ ପରମେଶ୍ବରଙ୍କ ଆଦେଶ ସମ୍ବନ୍ଧ ରେ ଯାହା କହିଲେ, ଯୋଶିୟଯ ତାହା ଶୁଣିବାକୁ ଅଗ୍ରାହ୍ଯ କଲେ। ଯୋଶିୟଯ ମାଗିଦ୍ଦୋ ସମତଳ ଭୂମିରେ ୟୁଦ୍ଧ କରିବାକୁ ଗଲେ।
Jeremiah 23:24
ସଦାପ୍ରଭୁ କହନ୍ତି, କୌଣସି ବ୍ଯକ୍ତି ଆମ୍ଭଠାରୁ ନିଜକୁ ଗୋପନୀଯ କରି ରହିପାରିବ ନାହିଁ। କାରଣ ଆମ୍ଭେ ସ୍ବର୍ଗ ଓ ମର୍ତ୍ତ୍ଯ ସବୁଠା ରେ ବ୍ଯାପି ରହିଅଛୁ।
Proverbs 21:30
ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।
Psalm 12:2
ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି।
2 Chronicles 18:29
ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ୟୁଦ୍ଧକୁ ୟିବା ପୂର୍ବରୁ ମୁଁ ଛଦ୍ମବେଶ ଧାରଣ କରିବି। କିନ୍ତୁ ତୁମ୍ଭେ ତୁମ୍ଭର ରାଜକୀଯ ପୋଷାକ ପିନ୍ଧ। ତେଣୁ ଇଶ୍ରାୟେଲର ରାଜା ଛଦ୍ମବେଶ ଧାରଣ କଲେ, ଆଉ ଦୁଇ ରାଜା ୟୁଦ୍ଧକୁ ଗଲେ।
1 Kings 22:10
ସହେି ସମୟରେ ଇଶ୍ରାୟେଲର ରାଜା ଆହାବ୍ ଓ ଯିହୁଦାର ରାଜା ୟିହୋଶାଫଟ୍ ନିଜ ନିଜର ରାଜ ପୋଷାକ ପରିଧାନ କରି ଶମରିଯାର ପ୍ରବେଶଦ୍ବାର ନିକଟବର୍ତ୍ତୀ ମଲୋ ରେ ନିଜ ନିଜ ସିଂହାସନ ରେ ବସିଥିଲେ ଓ ସମାନଙ୍କେ ସମ୍ମୁଖ ରେ ସମସ୍ତ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯଦ୍ବାଣୀ ପ୍ରଗ୍ଭର କରୁଥିଲେ।
1 Kings 20:38
ତେଣୁ ଭବିଷ୍ଯଦ୍ବକ୍ତା ଆପଣା ମୁଖ ରେ ବସ୍ତ୍ର ଆବୃତ କରି ଛଦ୍ମ ବେଶ ରେ ରହିଲା ଓ ତାକୁ କହେି ଜାଣିପାରିଲେ ନାହିଁ। ସେ ପଥ ମଧିଅରେ ସହେି ଦେଶ ରେ ରାଜାଙ୍କୁ ଅପେକ୍ଷା କରି ରହିଲା।
1 Kings 14:2
ୟାରବିଯାମ ନିଜର ପତ୍ନୀକୁ କହିଲେ, ତୁମ୍ଭେ ଯେପରି ମାରେ ପତ୍ନୀ ବୋଲି ଜଣା ନ ପଡିବ, ସହେିପରି ଛଦ୍ମ ବେଶ ରେ ଶୀଲୋକୁ ୟାଅ। ସଠାେରେ ଅହିଯ ଭବିଷ୍ଯଦ୍ବକ୍ତା ବାସ କରନ୍ତି। ସେ ମାେତେ କହିଥିଲେ ମୁଁ ଇଶ୍ରାୟେଲ ଲୋକମାନଙ୍କ ଉପରେ ରାଜା ହବେି।
2 Samuel 14:2
ଏଣୁ ଯୋୟାବ ତକୋଯକକ୍ସ୍ଟ ଲୋକ ପଠାଇ ସଠାେରକ୍ସ୍ଟ ଏକ ଜ୍ଞାନବତୀ ସ୍ତ୍ରୀ ଲୋକ ଆଣିବାକକ୍ସ୍ଟ କହିଲା। ଯୋୟାବ ସହେି ବକ୍ସ୍ଟଦ୍ଧିମତୀ ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ଦୟାକରି ବହକ୍ସ୍ଟତ ଦକ୍ସ୍ଟଃଖିତ ଥିବାର ଛଳନା କର। ଶାେକ ବସ୍ତ୍ର ପରିଧାନ କର। ତୁମ୍ଭର କେଶ ରେ ଓ ମକ୍ସ୍ଟଖ ରେ ତଲେିଆ ପ୍ରସାଧାନ ଲଗାଅନାହିଁ। ମାତ୍ର ମୃତ ଲୋକ ପାଇଁ ବହକ୍ସ୍ଟକାଳରକ୍ସ୍ଟ ଶାେକକାରିଣୀ ସ୍ତ୍ରୀ ପରି ବ୍ଯବହାର କର।
1 Samuel 28:8
ଶାଉଲ ଛଦ୍ମ ବେଶ ରେ ଅଲଗା ବସ୍ତ୍ର ପିନ୍ଧି ତାଙ୍କର ଦକ୍ସ୍ଟଇଜଣ ଲୋକଙ୍କ ସହିତ ସହେି ସ୍ତ୍ରୀ ଲୋକକୁ ରାତି ରେ ଦଖାେ କରିବାକୁ ଗଲେ। ଶାଉଲ ତାଙ୍କୁ କହିଲେ, ତୁମ୍ଭେ ମାେପାଇଁ ଗୋଟିଏ ଆତ୍ମାକକ୍ସ୍ଟ ଡାକ ୟିଏକି ଭବିଷ୍ଯତ ରେ କଣ ହବୋକକ୍ସ୍ଟ ଯାଉଛି ମାେତେ କହି ପାରିବ। ତୁମ୍ଭେ ଏକ ଆତ୍ମାକକ୍ସ୍ଟ ଆଣ ଯାହାର ନାମ ମୁ କହକ୍ସ୍ଟଛି।