1 Kings 20:20
ଇଶ୍ରାୟେଲର ପ୍ରେତ୍ୟକକ ଯୋଦ୍ଧା ତାଙ୍କ ବିରୁଦ୍ଧ ରେ ଆସିଥିବା ଶତୃମାନଙ୍କୁ ବଧ କଲେ, ତା'ପରେ ଇଶ୍ରାୟେଲୀୟମାନେ ଅରାମୀଯମାନେ ପଳାଯନକାରୀମାନଙ୍କ ପଛ ରେ ଗୋଡଇଲେ। ଅରାମର ରାଜା ବିନହଦଦ୍ ଅଶ୍ବାରୋହୀମାନଙ୍କ ସହିତ ଏକ ଅଶ୍ବ ପୃଷ୍ଠ ରେ ପଳାଇୟାଇ ନିଜକୁ ରକ୍ଷା କଲେ।
1 Kings 20:20 in Other Translations
King James Version (KJV)
And they slew every one his man: and the Syrians fled; and Israel pursued them: and Benhadad the king of Syria escaped on an horse with the horsemen.
American Standard Version (ASV)
And they slew every one his man; and the Syrians fled, and Israel pursued them: and Ben-hadad the king of Syria escaped on a horse with horsemen.
Bible in Basic English (BBE)
And every one of them put his man to death, and the Aramaeans went in flight with Israel after them; and Ben-hadad, king of Aram, got away safely on a horse with his horsemen.
Darby English Bible (DBY)
And they slew every one his man; and the Syrians fled, and Israel pursued them; and Ben-Hadad the king of Syria escaped on a horse with the horsemen.
Webster's Bible (WBT)
And they slew every one his man: and the Syrians fled; and Israel pursued them: and Ben-hadad the king of Syria escaped on a horse with the horsemen.
World English Bible (WEB)
They killed everyone his man; and the Syrians fled, and Israel pursued them: and Ben Hadad the king of Syria escaped on a horse with horsemen.
Young's Literal Translation (YLT)
and smite each his man, and Aram fleeth, and Israel pursueth them, and Ben-Hadad king of Aram escapeth on a horse, and the horsemen;
| And they slew | וַיַּכּוּ֙ | wayyakkû | va-ya-KOO |
| every one | אִ֣ישׁ | ʾîš | eesh |
| his man: | אִישׁ֔וֹ | ʾîšô | ee-SHOH |
| Syrians the and | וַיָּנֻ֣סֽוּ | wayyānusû | va-ya-NOO-soo |
| fled; | אֲרָ֔ם | ʾărām | uh-RAHM |
| and Israel | וַֽיִּרְדְּפֵ֖ם | wayyirdĕpēm | va-yeer-deh-FAME |
| pursued | יִשְׂרָאֵ֑ל | yiśrāʾēl | yees-ra-ALE |
| Ben-hadad and them: | וַיִּמָּלֵ֗ט | wayyimmālēṭ | va-yee-ma-LATE |
| the king | בֶּן | ben | ben |
| of Syria | הֲדַד֙ | hădad | huh-DAHD |
| escaped | מֶ֣לֶךְ | melek | MEH-lek |
| on | אֲרָ֔ם | ʾărām | uh-RAHM |
| an horse | עַל | ʿal | al |
| with the horsemen. | ס֖וּס | sûs | soos |
| וּפָֽרָשִֽׁים׃ | ûpārāšîm | oo-FA-ra-SHEEM |
Cross Reference
Leviticus 26:8
ତୁମ୍ଭମାନଙ୍କ ମଧ୍ଯରୁ ପାଞ୍ଚ ଜଣ ଶତୃ ପକ୍ଷରୁ ଶ ହେ ଲୋକଙ୍କୁ ଘଉଡାଇ ଦବେେ ଓ ଶ ହେ ଜଣ ଦଶସହସ୍ର ଜଣଙ୍କୁ ଘଉଡାଇ ଦବେେ ତୁମ୍ଭମାନଙ୍କ ଖଡ୍ଗ ରେ ତୁମ୍ଭମାନଙ୍କର ଶତୃର ବିନାଶ ଘଟିବ।
Psalm 46:6
ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ଯମାନେ ଭୟରେ କମ୍ପି ଉଠନ୍ତି। ସହେି ରାଜ୍ଯସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହବେ।
Psalm 33:16
ଜଣେ ରାଜା ନିଜର ଶକ୍ତିଦ୍ବାରା ସୁରକ୍ଷିତ ହୁଏ ନାହିଁ। ଜଣେ ଶକ୍ତିଶାଳୀ ସୈନିକ କବଳେ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
2 Kings 19:36
ତେଣୁ ଅଶୂରର ରାଜା ସନ୍ ହରେୀବ୍ ପ୍ରସ୍ଥାନ କଲା ଓ ନିନିବୀ ରେ ଅବସ୍ଥାନ କଲା।
2 Kings 7:6
କାରଣ ସଦାପ୍ରଭୁ ଅରାମୀଯ ସୈନ୍ଯମାନଙ୍କୁ ରଥ ଶଦ୍ଦ, ଅଶ୍ବ ଶଦ୍ଦ ଓ ବିପୁଳ ସୈନ୍ଯବାହିନୀର ଶଦ୍ଦ ଶୁଣାଇବାକୁ କାରଣ ହେଲେ। ତହିଁରେ ସମାନେେ ପରସ୍ପରକୁ କହିଲେ, ଦେଖ, ଇଶ୍ରାୟେଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀଯ ଓ ମିଶରୀଯ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧ ରେ ବତନେ ଦଇେ ନିୟୁକ୍ତ କରିଅଛି।
2 Samuel 2:16
ପ୍ରେତ୍ୟକକ ସୈନ୍ଯ ଏକ ଆ ରକରେ ମସ୍ତକ ଧରିଲେ ଏବଂ ଏକ ଆ ରକେକକ୍ସ୍ଟ ଖଡ୍ଗ ରେ ଭୂଷିଲେ। ତେଣୁ ସମାନେେ ଏକତ୍ର ପଡିଗଲେ। ତେଣୁ ସହେି ସ୍ଥାନର ନାମ ତିକ୍ଷ୍ମ ଖଡ୍ଗ କ୍ଷେତ୍ର ବୋଲି ଡକାୟାଏ। ସହେି ସ୍ଥାନଟି ଗିବିଯୋନ ରେ ଥିଲା।
1 Samuel 30:16
ସହେି ମିଶରୀଯ ଜଣକ ଦାଉଦଙ୍କକ୍ସ୍ଟ ସମାନଙ୍କେ ନିକଟକକ୍ସ୍ଟ ନଇଗେଲେ। ଯେଉଁଠା ରେ ସମାନେେ ଗୋଟିଏ ଜାଗା ରେ ଏକତ୍ରୀତ ଭାବରେ ବସି ଖିଆପିଆ କରୁଥିଲେ। ସମାନେେ ପଲେଷ୍ଟୀୟମାନଙ୍କର ଓ ୟିହକ୍ସ୍ଟଦାରକ୍ସ୍ଟ ଲକ୍ସ୍ଟସ୍ଖନ କରିଥିବା ବହକ୍ସ୍ଟତ ସାମଗ୍ରିମାନ ଉପ ଭୋଗ କଲେ ଓ ସଠାେରେ ଉତ୍ସବ କରୁଥିଲେ।
1 Samuel 14:13
ଏଥି ରେ ଯୋନାଥନ ନିଜର ହାତ ଓ ଗୋଡ ଦଇେ ଉପରକକ୍ସ୍ଟ ଉଠିଗଲା ଓ ତାହାର ସାହାୟ୍ଯକାରୀ ତାଙ୍କ ପେଛ ପେଛ ଗଲା। ସମାନେେ ସହେି ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ, ଯୋନାଥନ ଆକ୍ରମଣ କଲା ଓ ଯେଉଁମାନେ ଆଗ ରେ ଥିଲେ ସମାନଙ୍କେୁ ହତ୍ଯା କଲା ଏବଂ ତାଙ୍କର ସାହାୟ୍ଯକାରୀ ପଛ ରେ ଯୋନାଥନଙ୍କ ଦ୍ବାରା ଆହତ ହାଇେଥିବା ଲୋକମାନଙ୍କୁ ହତ୍ଯା କଲା।
Judges 7:20
ଏହାପରେ ତିନିଟି ଦଳର ସମସ୍ତ ସୈନିକମାନେ ସମାନଙ୍କେର ତୂରୀ ବଜାଇଲେ ଓ ସମସ୍ତ ଜାର ଭାଙ୍ଗି ପକାଇଲେ। ଏବଂ ସହେି ଲୋକମାନେ ସମାନଙ୍କେର ବାମ ହସ୍ତ ରେ ମଶାଲ ଓ ଦକ୍ଷିଣ ହସ୍ତ ରେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ଧରିଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ, ସଦାପ୍ରଭୁଙ୍କ ପାଇଁ ଖଡ୍ଗଟିଏ ଏବଂ ଗିଦ୍ଦିୟୋନ ପାଇଁ ଖଡ୍ଗଟିଏ।
Ecclesiastes 9:11
ମୁଁ ଫରେି ସୂର୍ୟ୍ଯ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ୟୁଦ୍ଧର ବିଜଯ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ।ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ବାରା ପ୍ରଭାବିତ ହୁଏ।