1 Kings 16:17
ତେଣୁ ଅମ୍ରି ଏବଂ ସମଗ୍ର ଇଶ୍ରାୟେଲ ଲୋକ ଗିଦ୍ଦଥୋନ ତ୍ଯାଗ କରି ତିର୍ସା ଆକ୍ରମଣ କଲେ।
And Omri | וַיַּֽעֲלֶ֥ה | wayyaʿăle | va-ya-uh-LEH |
went up | עָמְרִ֛י | ʿomrî | ome-REE |
from Gibbethon, | וְכָל | wĕkāl | veh-HAHL |
and all | יִשְׂרָאֵ֥ל | yiśrāʾēl | yees-ra-ALE |
Israel | עִמּ֖וֹ | ʿimmô | EE-moh |
with | מִֽגִּבְּת֑וֹן | miggibbĕtôn | mee-ɡee-beh-TONE |
him, and they besieged | וַיָּצֻ֖רוּ | wayyāṣurû | va-ya-TSOO-roo |
עַל | ʿal | al | |
Tirzah. | תִּרְצָֽה׃ | tirṣâ | teer-TSA |
Cross Reference
Judges 9:45
ଅବୀମଲେକ୍ ସହେିଦିନ ୟାକ ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଓ ନଗର ହସ୍ତଗତ କରି ନଗର ରେ ବସବାସ କରୁଥିବା ଲୋକମାନଙ୍କୁ ହତ୍ଯା କଲେ। ପକ୍ସ୍ଟଣି ସେ ନଗରକକ୍ସ୍ଟ ସମଭୂମି କରି ତହିଁ ଉପରେ ଲବଣ ଗ୍ଭଷ କଲେ।
Judges 9:50
ଏହାପରେ ଅବୀମଲେକ୍ ତବସେ ସହରକକ୍ସ୍ଟ ଗଲେ, ସଠାେରେ ଛାଇଣୀ ସ୍ଥାପନ କଲେ ଓ ତାକକ୍ସ୍ଟ ଅକ୍ତିଆର କଲେ।
Judges 9:56
ଏହିପରି ଅବୀମଲେକ୍ ନିଜର ସତକ୍ସ୍ଟରି ଭାଇଙ୍କକ୍ସ୍ଟ ହତ୍ଯାକରି ନିଜର ପିତା ବିରକ୍ସ୍ଟଦ୍ଧ ରେ ଯେଉଁ ପାପ କରିଥିଲେ, ସେଥିପାଇଁ ସଦାପ୍ରଭୁ ପରମେଶ୍ବର ଅବୀମଲକେକକ୍ସ୍ଟ ଯଥାର୍ଥ ଦଣ୍ତ ଦେଲେ।
2 Kings 6:24
ଏହାପରେ ଅରାମର ରାଜା ବିନ୍ହଦଦ୍ ନିଜର ସମସ୍ତ ସୈନ୍ଯ ଏକତ୍ର କରି ଶମରିଯାକୁ ୟାଇ ଘରେିଗଲେ ଓ ଆକ୍ରମଣ କଲେ।
2 Kings 18:9
ଅନନ୍ତର ଯିହୁଦାର ରାଜା ହିଜକିଯଙ୍କର ରାଜତ୍ବର ଚତୁର୍ଥ ବର୍ଷ ରେ ଓ ଇଶ୍ରାୟେଲର ରାଜା ଏଲାଙ୍କର ପୁତ୍ର ହାେେଶୟଙ୍କ ରାଜତ୍ବର ସପ୍ତମ ବର୍ଷ ରେ ଅଶୂରର ରାଜା ଶଲ୍ମନଷେର ଶମରିଯା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ୟାଇ ତାଙ୍କୁ ଅବରୋଧ କଲେ।
2 Kings 25:1
ଅନନ୍ତର ସିଦିକିଯଙ୍କ ରାଜତ୍ବର ନବମ ବର୍ଷ ରେ ଦଶମ ମାସର ଦଶମ ଦିନ ରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାଙ୍କର ସମସ୍ତ ସୈନ୍ଯ ୟିରୁଶାଲମ୍ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଲେ ଏବଂ ୟିରୁଶାଲମକୁ ଅବରୋଧ କଲେ ଓ ତା'ର ଚାରିପାଖ ରେ ସୈନ୍ଯ କତ୍ତୃର୍କ ଅବରୋଧ ନିର୍ମାଣ କଲେ।
Luke 19:43
ତୁମ୍ଭ ସକାେଶ ଏପରି ସମୟ ଆସୁଛି। ଯେତବେେଳେ କି ତୁମ୍ଭର ଶତୃମାନେ ତୁମ୍ଭ ଚାରିପଟେ ଗୋଟିଏ ପାଚରେୀ ତିଆରି କରି ଦବେେ। ତୁମ୍ଭ ଶତୃମାନେ ତୁମ୍ଭକୁ ଫରେିଯାଇ ଅବ ରୋଧ କରିବେ।