Base Word
תִּרְצָה
Short DefinitionTirtsah, a place in Palestine; also an Israelitess
Long Definition(n pr f) one of the 7 daughters of Zelophehad the son of Hepher of the tribe of Manasseh
Derivationfrom H7521; delightsomeness
International Phonetic Alphabett̪ɪrˈt͡sˤɔː
IPA modtiʁˈt͡sɑː
Syllabletirṣâ
Dictiontir-TSAW
Diction Modteer-TSA
UsageTirzah
Part of speechn-pr-f

Numbers 26:33
ସହେି ହଫରେର ପୁତ୍ର ସଲଫାଦର ପୁତ୍ର ନ ଥିଲା, କବଳେ ପାଞ୍ଚଟି କନ୍ଯା ଥିଲା। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତିର୍ସା

Numbers 27:1
ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।

Numbers 36:11
ଏଣୁ ସଲଫାଦରଙ୍କ କନ୍ଯାଗଣ ଯଥା: ମହଲା, ତିର୍ସା, ହଗ୍ଲା, ମିଲ୍କା ଓ ନୋଯା, ସମାନଙ୍କେ ପିତୃବ୍ଯ ପୁତ୍ରମାନଙ୍କୁ ବିବାହ କଲେ।

Joshua 12:24
ତିର୍ସାର ରାଜା 1

Joshua 17:3
ସଲଫାଦର ଥିଲେ ହଫରେ ପକ୍ସ୍ଟତ୍ର, ହଫରେ ଥିଲେ ଗିଲିଯଦର ପକ୍ସ୍ଟତ୍ର, ଗିଲିଯଦ ଥିଲେ ମାଖୀର ପକ୍ସ୍ଟତ୍ର ଏବଂ ମାଖୀର ଥିଲେ ମନଃଶିର ପକ୍ସ୍ଟତ୍ର। ସଲଫାଦର କୌଣସି ପକ୍ସ୍ଟତ୍ର ନଥିଲେ। କିନ୍ତୁ ତାଙ୍କର ପାଞ୍ଚ କନ୍ଯା ଥିଲେ। ସେ ଝିଅମାନଙ୍କର ନାମ ଥିଲା, ମହଲା, ନୋଯା, ହଗଲା, ମିଲ୍ଲା ଓ ତିର୍ସା।

1 Kings 14:17
ଏହାପରେ ୟାରବିଯାମଙ୍କ ପତ୍ନୀ ଉଠି ଗ୍ଭଲିଗଲା ଓ ତିର୍ସା ରେ ଉପସ୍ଥିତ ହେଲା। ସେ ଗୃହର ଦ୍ବାରବନ୍ଧ ନିକଟରେ ପହଞ୍ଚୁ ନପହଞ୍ଚୁଣୁ ତା'ର ପୁତ୍ର ମଲା।

1 Kings 15:21
ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡି ତିର୍ସା ରେ ବାସ କଲେ।

1 Kings 15:33
ଯିହୁଦା ରେ ଆସା ରାଜତ୍ବ କରିବାର ତୃତୀୟ ବର୍ଷ ରେ ଅହିଯଙ୍କ ପୁତ୍ର ବାଶା ଇଶ୍ରାୟେଲର ରାଜା ହେଲେ। ବାଶା ତିର୍ସା ରେ ଚବିଶ ବର୍ଷ ରାଜତ୍ବ କଲେ।

1 Kings 16:6
ବାଶା ମୃତ୍ଯୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସା ରେ କବର ପାଇଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଏଲା ରାଜା ହେଲେ।

1 Kings 16:8
ଯିହୁଦା ରେ ଆସାର ଛବିଶ୍ ବର୍ଷ ରାଜତ୍ବ କାଳ ରେ ବାଶାର ପୁତ୍ର ଏଲା ତିର୍ସା ରେ ଇଶ୍ରାୟେଲ ଉପରେ ଦୁଇବର୍ଷ ରାଜତ୍ବ କଲେ।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்