1 Kings 12:22 in Oriya

Oriya Oriya Bible 1 Kings 1 Kings 12 1 Kings 12:22

1 Kings 12:22
ସଦାପ୍ରଭୁ ପରମେଶ୍ବରଙ୍କ ଲୋକ ଶମଯିଯକୁ ଏହା କହିଲେ।

1 Kings 12:211 Kings 121 Kings 12:23

1 Kings 12:22 in Other Translations

King James Version (KJV)
But the word of God came unto Shemaiah the man of God, saying,

American Standard Version (ASV)
But the word of God came unto Shemaiah the man of God, saying,

Bible in Basic English (BBE)
But the word of God came to Shemaiah, the man of God, saying,

Darby English Bible (DBY)
But the word of God came to Shemaiah the man of God, saying,

Webster's Bible (WBT)
But the word of God came to Shemaiah the man of God, saying,

World English Bible (WEB)
But the word of God came to Shemaiah the man of God, saying,

Young's Literal Translation (YLT)
And the word of God is unto Shemaiah a man of God, saying,

But
the
word
וַֽיְהִי֙wayhiyva-HEE
of
God
דְּבַ֣רdĕbardeh-VAHR
came
הָֽאֱלֹהִ֔יםhāʾĕlōhîmha-ay-loh-HEEM
unto
אֶלʾelel
Shemaiah
שְׁמַעְיָ֥הšĕmaʿyâsheh-ma-YA
the
man
אִישׁʾîšeesh
of
God,
הָֽאֱלֹהִ֖יםhāʾĕlōhîmha-ay-loh-HEEM
saying,
לֵאמֹֽר׃lēʾmōrlay-MORE

Cross Reference

2 Chronicles 11:2
କିନ୍ତୁ ସଦାପ୍ରଭୁଙ୍କଠାରୁ ଶମଯିଯଙ୍କ ନିକଟକୁ ବାର୍ତ୍ତା ଆସିଲା। ଶମଯିଯ ପରମେଶ୍ବରଙ୍କର ଜଣେ ବ୍ଯକ୍ତି ଥିଲେ। ସଦାପ୍ରଭୁ କହିଲେ,

1 Timothy 6:11
କିନ୍ତୁ ତୁମ୍ଭେ ଜଣେ ପରମେଶ୍ବରଙ୍କର ଲୋକ। ଅତଏବ ତୁମ୍ଭେ ସହେି ସବୁ ବିଷୟଠାରୁ ଦୂର ରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ବରଙ୍କ ଉପାସନା କର। ତୁମ୍ଭ୍ ଜୀବନ ରେ ବିଶ୍ବାସ, ପ୍ ରମେ, ର୍ଧୈୟ୍ଯ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।

2 Chronicles 12:5
ଏହାପରେ ଭବଷ୍ଯଦ୍ବକ୍ତା ଶମଯିଯ, ରିହବିଯାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସହେି ନେତାମାନେ ୟିରୁଶାଲମ ରେ ରୁଣ୍ଡ ହାଇେଥିଲେ। କାରଣ ସମାନେେ ଶୀଶକଙ୍କୁ ଅତ୍ଯନ୍ତ ଭୟ କରୁଥିଲେ। ଶମଯିଯ ସମାନଙ୍କେୁ କହିଲେ, ସଦାପ୍ରଭୁ କହନ୍ତି : 'ତୁମ୍ଭମାନେେ ଆମ୍ଭକୁ ପରିତ୍ଯାଗ କରିଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାୟ୍ଯ ବିନା ଶୀଶକ୍ର ସମ୍ମୁଖୀନ ହବୋ ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିଅଛୁ।'

2 Kings 4:27
ଅନନ୍ତର ସେ ପରମେଶ୍ବରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡିଲା। ଏଥି ରେ ଗି ହଜେୀ ତାକୁ ଟାଣିବାରୁ ପରମେଶ୍ବରଙ୍କ ଲୋକ କହିଲେ, ତାହାକୁ ଛାଡିଦିଅ। କାରଣ ତା'ର ପ୍ରାଣ ଶାେକାକୁଳ। ମାତ୍ର ସଦାପ୍ରଭୁ ମାେତେ ଜାଣାଇଲେ ନାହିଁ କ'ଣ ବାଳକ ପ୍ରତି ଘଟିଅଛି। ସେ ଏହା ମାଠାରୁେ ଗୋପନ ରଖିଲେ।

2 Kings 4:25
ଏହିରୂପେ ସେ କର୍ମିଲ ପର୍ବତ ରେ ପହଞ୍ଚି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।

2 Kings 4:22
ସେ ସ୍ତ୍ରୀ ଲୋକଟି ତା'ର ସ୍ବାମୀକୁ ଡାକି କହିଲା, ମୁଁ ବିନଯ କରୁଛି, ଦାସମାନଙ୍କ ମଧ୍ଯରୁ ଜଣକୁ ଓ ଗୋଟିଏ ଗର୍ଦ୍ଦଭକୁ ମାେ ନିକଟକୁ ପଠାନ୍ତୁ। ହେଲେ ମୁଁ ପରମେଶ୍ବରଙ୍କ ଲୋକ ଇଲୀଶାୟକୁ ଶୀଘ୍ର ଆଣି ଫରେି ଆସିବି।

2 Kings 4:16
ଇଲୀଶାୟ ସହେି ସ୍ତ୍ରୀ ଲୋକକୁ କହିଲେ, ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବଳକେୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।

1 Kings 17:24
ତହୁଁ ସ୍ତ୍ରୀ ଲୋକଟି ଏଲିଯଙ୍କୁ କହିଲା, ତୁମ୍ଭେ ଯେ ପରମେଶ୍ବରଙ୍କ ଲୋକ ଓ ତୁମ୍ଭ ମୁଖ ରେ ସଦାପ୍ରଭୁଙ୍କ ବାକ୍ଯ ଯେ ସତ୍ଯ ମୁଁ ଏହା ଏବେ ଜାଣିଲି।

1 Kings 17:18
ସହେି ସ୍ତ୍ରୀ ଲୋକଟି ଏଲିଯକୁ କହିଲେ, ହେ ପରମେଶ୍ବରଙ୍କ ଲୋକ, ମାେ ବିରୁଦ୍ଧ ରେ ତୁମ୍ଭର କ'ଣ ଅଛି? ତୁମ୍ଭେ କ'ଣ ମାରେ ପାପ ସ୍ମରଣ କରଇବୋକୁ ଓ ମାରେପୁତ୍ରର ମୃତ୍ଯୁର କାରଣ ହବୋ ପାଇଁ ଆସିଅଛ?

1 Kings 13:11
ସେ ସମୟରେ ବୈଥଲେ ରେ ଜଣେ ପ୍ରାଚୀନ ଭବିଷ୍ଯଦବକ୍ତା ବାସ କରୁଥିଲେ। ତାଙ୍କର ପୁତ୍ରମାନେ ଆସି ବୈଥଲେ ରେ ପରମେଶ୍ବରଙ୍କ ଲୋକ ଯାହା ଯାହା କରିଥିଲେ ତାହାସବୁ ତାଙ୍କୁ ଜଣାଇଲେ। ସମାନେେ ପରମେଶ୍ବରଙ୍କ ଲୋକ ୟାରବିଯାମ ରାଜାଙ୍କୁ ଯାହା କହିଥିଲେ ତାହା ମଧ୍ଯ ଆପଣା ପିତାଙ୍କୁ ଜଣାଇଲେ।

1 Kings 13:4
ବୈଥଲେ ରେ ୟଜ୍ଞବଦେୀ ବିଷଯ ରେ ପରମେଶ୍ବରଙ୍କ ଲୋକ ମୁହଁରୁ ରାଜା ୟାରବଯାମ ଏହି ବାର୍ତ୍ତା ଶୁଣିଲେ। ସେ ସହେି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, ତାକୁ ବନ୍ଦୀ କର! ମାତ୍ର ରାଜା ତାହା ବିରୁଦ୍ଧ ରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତତ୍କ୍ଷଣାତ୍ ପକ୍ଷଘାତ ହାଇଗେଲା।

1 Kings 13:1
ସଦାପ୍ରଭୁ ଯିହୁଦା ରେ ଥିବା ଏକ ପରମେଶ୍ବରଙ୍କ ଲୋକକୁ ବୈଥଲେ ୟିବାକୁ ଆଦେଶ ଦେଲେ। ଯେତବେେଳେ ୟାରବିଯାମ ୟଜ୍ଞବଦେୀ ନିକଟରେ ଧୂପ ଜଳାଇବା ପାଇଁ ଛିଡା ହାଇେଥିଲେ ସେତବେେଳେ ପରମେଶ୍ବରଙ୍କ ଲୋକ ସଠାେରେ ଉପସ୍ଥିତ ହେଲେ।

Deuteronomy 33:1
ମାଶାେ ଏହି ଆଶୀର୍ବାଦମାନ ଦଇେଥିଲେ, ଯେ କି ପରମେଶ୍ବରଙ୍କର ଲୋକ ଇଶ୍ରାୟେଲକକ୍ସ୍ଟ ମଲା ପୂର୍ବରକ୍ସ୍ଟ ଦଇେଥିଲେ।