1 John 2:15 ତୁମ୍ଭମାନେେ ସଂସାରକୁ ବା ସେଥି ରେ ଥିବା ବିଷୟଗୁଡ଼ିକୁ ଭଲ ପାଅ ନାହିଁ। ଯଦି କହେି ସଂସାରକୁ ଭଲ ପାଏ, ତବେେ ପିତାଙ୍କ ପ୍ ରମେ ତାହାଠା ରେ ନାହିଁ।
1 John 2:15 in Other Translations
King James Version (KJV) Love not the world, neither the things that are in the world. If any man love the world, the love of the Father is not in him.
American Standard Version (ASV) Love not the world, neither the things that are in the world. If any man love the world, the love of the Father is not in him.
Bible in Basic English (BBE) Have no love for the world or for the things which are in the world. If any man has love for the world, the love of the Father is not in him.
Darby English Bible (DBY) Love not the world, nor the things in the world. If any one love the world, the love of the Father is not in him;
World English Bible (WEB) Don't love the world, neither the things that are in the world. If anyone loves the world, the Father's love isn't in him.
Young's Literal Translation (YLT) Love not ye the world, nor the things in the world; if any one doth love the world, the love of the Father is not in him,
not
Μὴ
mē
may
Love
ἀγαπᾶτε
agapaō
ah-ga-PA-oh
the
τὸν
ho
oh
world,
κόσμον
kosmos
KOH-smose
neither
μηδὲ
mēde
may-THAY
the things
τὰ
ho
oh
in
ἐν
en
ane
the
τῷ
ho
oh
world.
κόσμῳ
kosmos
KOH-smose
If
ἐάν
ean
ay-AN
any man
τις
tis
tees
love
ἀγαπᾷ
agapaō
ah-ga-PA-oh
the
τὸν
ho
oh
world,
κόσμον
kosmos
KOH-smose
not
οὐκ
ou
oo
is
ἔστιν
esti
ay-STEE
the
ἡ
ho
oh
love
ἀγάπη
agapē
ah-GA-pay
the
τοῦ
ho
oh
of Father
πατρὸς
patēr
pa-TARE
in
ἐν
en
ane
him.
αὐτῷ·
autos
af-TOSE
Read Full Chapter :
1 John 2
Cross Reference
ଯାକୁବଙ୍କ ପତ୍ 4:4
ଏହାଦ୍ବାରା ତୁମ୍ଭମାନେେ ପରମେଶ୍ବରଙ୍କ ନିକଟରେ ବିଶ୍ବସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ବରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କହେି ଏହି ସଂସାରର ଅଂଶୀ ହବୋ ପାଇଁ ଇଚ୍ଛା କରେ, ତବେେ ସେ ନିଜକୁ ପରମେଶ୍ବରଙ୍କୁ ଶତ୍ରୁ କରି ପକାଏ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:2
ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।
ମାଥିଉଲିଖିତ ସୁସମାଚାର 6:24
'ଜଣେ କବେେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସବେକ ହାଇେ ପାରିବ ନାହିଁ।
ଯୋହନଙ୍କ ପ୍ରଥମ ପତ୍ର 3:17
ଯେଉଁ ବିଶ୍ବାସୀ ଜଗତର ସମସ୍ତ ଧନ ରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା ରେ ଦେଖି ମଧ୍ଯ ତାହାକୁ ସାହାୟ୍ଯ କରେ ନାହିଁ, ତା' ହୃଦୟ ରେ ପରମେଶ୍ବରଙ୍କର ପ୍ ରମେ ନାହିଁ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:1
ତୁମ୍ଭମାନେେ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁରୁ ଜୀବିତ ହାଇେଛ। ଅତଏବ ସ୍ବର୍ଗ ରେ ଥିବା ବିଷୟଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠା ରେ ଖ୍ରୀଷ୍ଟ, ପରମେଶ୍ବରଙ୍କ ଡାହାଣ ରେ ବସିଛନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:10
ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ଛାଡ଼ି ଦଇେଛନ୍ତି। କିନ୍ତୁ ସପରେି କରିବା ଦ୍ବାରା ସମାନେେ ନିଜ ଉପରକୁ ଅନକେ ଦୁଃଖ ଟାଣି ଆଣିଛନ୍ତି।
ଲୂକଲିଖିତ ସୁସମାଚାର 16:13
ଜଣେ ସବେକ ଏକା ସଙ୍ଗ ରେ ଦୁଇଜଣ ମାଲିକଙ୍କ ସବୋ କରିପାରିବ ନାହିଁ। ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ଶ୍ରଦ୍ଧା କରିବ। କିମ୍ବା ସେ ଜଣକ ପ୍ରତି ବିଶ୍ବସ୍ତ ରହିବ ଓ ଅନ୍ୟ ଜଣକୁ ବଖାେତିର କରିବ। ତୁମ୍ଭମାନେେ ଏକା ବେଳେ ପରମେଶ୍ବର ଓ ଧନ ଦୁହିଁଙ୍କ ସବୋକରି ପାରିବ ନାହିଁ।
ଯୋହନଲିଖିତ ସୁସମାଚାର 15:19
ତୁମ୍ଭମାନେେ ଯଦି ଏ ଜଗତର ହାଇେଥାଆନ୍ତ, ତବେେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥାଆନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।
ଯୋହନଙ୍କ ପ୍ରଥମ ପତ୍ର 5:4
ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:10
ତୁମ୍ଭମାନେେ କ'ଣ ଭାବୁଛ ଯେ, ଲୋକେ ମାେତେ ଯେପରି ଗ୍ରହଣ ଓ ସମର୍ଥନ କରନ୍ତି ସେଥିପାଇଁ ମୁଁ ଚେଷ୍ଟା କରୁଛି ? ନା! ଜଣେ ପରମେଶ୍ବର ଅଛନ୍ତି, ମୁଁ କବଳେ ତାହାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛି। ମୁଁ ଯଦି ମଣିଷମାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଥାନ୍ତି, ତବେେ ଖ୍ରୀଷ୍ଟଙ୍କର ସବେକ ହାଇେ ନ ଥାନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:2
ଅତୀତ ରେ ତୁମ୍ଭେ ସହେି ପାପ କାର୍ୟ୍ଯ ସହିତ ଜଡ଼ିତ ଥିଲ। ତୁମ୍ଭେ ସାଂସାରିକ ଜୀବନଯାପନ କରୁଥିଲ। ପୃଥିବୀ ରେ ମନ୍ଦ ଶକ୍ତିର ଶାସକକୁ ତୁମ୍ଭେ ଅନୁସରଣ କରୁ ଥିଲ। ସହେି ମନ୍ଦ ଶକ୍ତି ଏବେ ମଧ୍ଯ ପରମେଶ୍ବରଙ୍କୁ ଅମାନ୍ଯ କରୁଥିବା ଲୋକଙ୍କ ଭିତ ରେ କାମ କରୁଛି।
ଯୋହନଙ୍କ ପ୍ରଥମ ପତ୍ର 4:5
ସହେି ଲୋକମାନେ ଜଗତର ଅଟନ୍ତି। ସେଥିପାଇଁ ସମାନଙ୍କେର କଥାଗୁଡ଼ିକ ଜାଗତିକ ଅଟେ। ଏବଂ ଜଗତ ସମାନଙ୍କେ କଥା ଶୁଣେ।
ଯୋହନଙ୍କ ପ୍ରଥମ ପତ୍ର 5:10
ପରମେଶ୍ବଙ୍କର ପୁତ୍ରଙ୍କୁ ବିଶ୍ବାସ କରୁଥିବା ବ୍ଯକ୍ତି ନିଜ ହୃଦୟ ରେ ସହେି ବାକ୍ଯ ସାକ୍ଷ୍ଯ ପାଇଅଛି। ପରମେଶ୍ବରଙ୍କଠା ରେ ବିଶ୍ବାସ କରୁ ନ ଥିବା ବ୍ଯକ୍ତି ପରମେଶ୍ବରଙ୍କୁ ମିଥ୍ଯାବାଦୀ କରିଦିଏ, କାରଣ ଈଶ୍ବର ଆପଣା ପୁତ୍ରଙ୍କ ସମ୍ବନ୍ଧ ରେ ଯାହା କହିଛନ୍ତି, ସେ ତାହା ବିଶ୍ବାସ କରେ ନାହିଁ।