1 John 1:5 ଆମ୍ଭେ ପରମେଶ୍ବରଙ୍କଠାରୁ ଯେଉଁ ସତ୍ଯଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ବର ଜ୍ଯୋତିଃସ୍ବରୂପ। ଆଉ ତାହାଙ୍କଠା ରେ ଆଦୌ ଅନ୍ଧକାର ନାହିଁ।
1 John 1:5 in Other Translations
King James Version (KJV) This then is the message which we have heard of him, and declare unto you, that God is light, and in him is no darkness at all.
American Standard Version (ASV) And this is the message which we have heard from him and announce unto you, that God is light, and in him is no darkness at all.
Bible in Basic English (BBE) This is the word which came to us from him and which we give to you, that God is light and in him there is nothing dark.
Darby English Bible (DBY) And this is the message which we have heard from him, and declare to you, that God is light, and in him is no darkness at all.
World English Bible (WEB) This is the message which we have heard from him and announce to you, that God is light, and in him is no darkness at all.
Young's Literal Translation (YLT) And this is the message that we have heard from Him, and announce to you, that God is light, and darkness in Him is not at all;
then
Καὶ
kai
kay
This
αὕτη
houtos
OO-tose
is
ἐστὶν
esti
ay-STEE
the
ἡ
ho
oh
message
ἐπαγγελία
epangelia
ape-ang-gay-LEE-ah
which
ἣν
hos
ose
we have heard
ἀκηκόαμεν
akouō
ah-KOO-oh
of
ἀπ'
apo
ah-POH
him,
αὐτοῦ
autos
af-TOSE
and
καὶ
kai
kay
declare
ἀναγγέλλομεν
anangellō
ah-nahng-GALE-loh
unto you,
ὑμῖν
hymin
yoo-MEEN
that
ὅτι
hoti
OH-tee
ὁ
ho
oh
God
Θεὸς
theos
thay-OSE
light,
φῶς
phōs
fose
is
ἐστιν
esti
ay-STEE
and
καὶ
kai
kay
darkness
σκοτία
skotia
skoh-TEE-ah
in
ἐν
en
ane
him
αὐτῷ
autos
af-TOSE
no
οὐκ
ou
oo
is
ἔστιν
esti
ay-STEE
at all.
οὐδεμία
oudeis
oo-THEES
Read Full Chapter :
1 John 1
Cross Reference
ଯୋହନଲିଖିତ ସୁସମାଚାର 8:12
ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, ମୁଁ ଜଗତର ଆଲୋକ, ମାେତେ ଯେଉଁ ଲୋକ ଅନୁସରଣ କରେ, ସେ କବେେ ଅନ୍ଧକାର ରେ ଚାଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।
ଯାକୁବଙ୍କ ପତ୍ 1:17
ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।
ଗୀତସଂହିତା 27:1
ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:16
ପରମେଶ୍ବର ଅମର ଅଟନ୍ତି। ପରମେଶ୍ବର ଏତେ ଉଜ୍ଜ୍ବଳ ପ୍ରକାଶ ମଧିଅରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ପରମେଶ୍ବରଙ୍କୁ ମଧ୍ଯ ଦେଖି ପାରିବେ ନାହିଁ। ପରମେଶ୍ବରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ୟ୍ଯନ୍ତ ପ୍ରକାଶ ପାଉ। ଆମେନ୍।
ଯିଶାଇୟ 60:19
ଦିବସର ସୂର୍ୟ୍ଯ ତୁମ୍ଭର ଜ୍ଯୋତି ହବେ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ଯୋତ୍ସ୍ଲା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ଯୋତି ଓ ତୁମ୍ଭର ପରମେଶ୍ବର ତୁମ୍ଭର ମହିମାସ୍ବରୂପ ହବେେ।
ଯୋହନଲିଖିତ ସୁସମାଚାର 9:5
ମୁଁ ଜଗତ ରେ ଥିବା ପର୍ୟ୍ଯନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।
ଯୋହନଲିଖିତ ସୁସମାଚାର 1:4
ତାହାଙ୍କଠା ରେ ଜୀବନ ଥିଲା। ସହେି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା।
ଯୋହନଲିଖିତ ସୁସମାଚାର 1:9
ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି।
ଯୋହନଲିଖିତ ସୁସମାଚାର 12:35
ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:23
ସହେି ନଗରୀକୁ ଆଲୋକ ଦବୋପାଇଁ ସୂର୍ୟ୍ଯ ବା ଚନ୍ଦ୍ରର ଆବଶ୍ଯକତା ନାହିଁ। ପରମେଶ୍ବରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମଷେଶାବକ ସହେି ନଗରୀର ପ୍ରଦୀପ ସ୍ବରୂପ।
ଗୀତସଂହିତା 36:9
ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହିତ ହୁଏ ଓ ତୁମ୍ଭର ଆଲୋକ ଆମ୍ଭକୁ ଆ ଲୋକ ଦଖାେଏ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:5
ସଠାେରେ ଆଉ କବେେ ରାଜି ହବେ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ୟ୍ଯର ଆଲୋକ ଆଉ ଆବଶ୍ଯକ କରିବେ ନାହିଁ। ପ୍ରଭୁ ପରମେଶ୍ବର ସମାନଙ୍କେୁ ଆଲୋକ ଦବେେ। ସମାନେେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ବ କରିବେ।
ଯୋହନଙ୍କ ପ୍ରଥମ ପତ୍ର 3:11
ତୁମ୍ଭମାନେେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ ରମେ କରିବା ଉଚିତ।
ଗୀତସଂହିତା 84:11
ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।