1 John 1
1 ଆମ୍ଭମାନେେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟ ରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା।
2 ସହେି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କ ରେ ପ୍ରମାଣ ଦଇପୋରୁ। ବର୍ତ୍ତମାନ ଆମ୍ଭେ ସହେି ଜୀବନ ସମ୍ପର୍କ ରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ବରଙ୍କ ସହିତ ଥିଲା। ପରମେଶ୍ବର ସହେି ଜୀବନ ଆମ୍ଭକୁ ପ୍ରକାଶିତ କଲେ।
3 ବର୍ତ୍ତମାନ ତୁମ୍ଭମାନଙ୍କୁ ସହେି ସମ୍ବନ୍ଧ ରେ କହିବୁ ଯାହା ଆମ୍ଭମାନେେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ବାରା ତୁମ୍ଭମାନେେ ଆମ୍ଭର ସହଭାଗୀ ହାଇପୋରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ଯ ସହଭାଗୀ।
4 ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍ଭେ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ।
5 ଆମ୍ଭେ ପରମେଶ୍ବରଙ୍କଠାରୁ ଯେଉଁ ସତ୍ଯଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ବର ଜ୍ଯୋତିଃସ୍ବରୂପ। ଆଉ ତାହାଙ୍କଠା ରେ ଆଦୌ ଅନ୍ଧକାର ନାହିଁ।
6 ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ବରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାର ରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ଯାବାଦୀ ଓ ସତ୍ଯର ଅନୁସରଣ କରୁ ନାହୁଁ।
7 ପରମେଶ୍ବର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ଯ ଆଲୋକରେ ବାସ କରିବା ଉଚିତ। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତବେେ ଆମ୍ଭେ ପରସ୍ପର ସହଭାଗୀ ହାଇପୋରିବା। ଯଦି ଆମ୍ଭମାନେେ ଆଲୋକରେ ରହୁ, ତବେେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।
8 ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।
9 ଯଦି ଆମ୍ଭେ ନିଜ ନିଜର ପାପ ସ୍ବୀକାର କରୁ ତବେେ ପରମେଶ୍ବର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ବସ୍ତ ଓ ନ୍ଯାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।
10 ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତବେେ ଆମ୍ଭେ ପରମେଶ୍ବରଙ୍କୁ ମିଥ୍ଯାବାଦୀ କରୁ ଏବଂ ତାହାଙ୍କ ସତ୍ଯଶିକ୍ଷା ଆମ୍ଭମାନେେ ଗ୍ରହଣ କରି ନାହୁଁ।
1 That which was from the beginning, which we have heard, which we have seen with our eyes, which we have looked upon, and our hands have handled, of the Word of life;
2 (For the life was manifested, and we have seen it, and bear witness, and shew unto you that eternal life, which was with the Father, and was manifested unto us;)
3 That which we have seen and heard declare we unto you, that ye also may have fellowship with us: and truly our fellowship is with the Father, and with his Son Jesus Christ.
4 And these things write we unto you, that your joy may be full.
5 This then is the message which we have heard of him, and declare unto you, that God is light, and in him is no darkness at all.
6 If we say that we have fellowship with him, and walk in darkness, we lie, and do not the truth:
7 But if we walk in the light, as he is in the light, we have fellowship one with another, and the blood of Jesus Christ his Son cleanseth us from all sin.
8 If we say that we have no sin, we deceive ourselves, and the truth is not in us.
9 If we confess our sins, he is faithful and just to forgive us our sins, and to cleanse us from all unrighteousness.
10 If we say that we have not sinned, we make him a liar, and his word is not in us.
Tamil Indian Revised Version
பிரியமானவனே, உன் ஆத்துமா வாழ்கிறதுபோல நீ எல்லாவற்றிலும் வாழ்ந்து சுகமாக இருக்கும்படி ஜெபித்துக்கொள்கிறேன்.
Tamil Easy Reading Version
எனது அன்பான நண்பனே, உனது ஆன்மா நலமாயிருக்கும் வண்ணம் ஒவ்வொரு வகையிலும் நீ நலமாயிருக்க வேண்டுமென நான் பிரார்த்திக்கிறேன்.
Thiru Viviliam
அன்புக்குரியவரே, நீர் ஆன்ம நலந்தோடியிருப்பதுபோல் உடல் நலத்தோடு இருக்கவும் அனைத்தும் இனிதே நிகழவும் வேண்டுகிறேன்.
King James Version (KJV)
Beloved, I wish above all things that thou mayest prosper and be in health, even as thy soul prospereth.
American Standard Version (ASV)
Beloved, I pray that in all things thou mayest prosper and be in health, even as thy soul prospereth.
Bible in Basic English (BBE)
My loved one, it is my prayer that you may do well in all things, and be healthy in body, even as your soul does well.
Darby English Bible (DBY)
Beloved, I desire that in all things thou shouldest prosper and be in health, even as thy soul prospers.
World English Bible (WEB)
Beloved, I pray that you may prosper in all things and be healthy, even as your soul prospers.
Young’s Literal Translation (YLT)
beloved, concerning all things I desire thee to prosper, and to be in health, even as thy soul doth prosper,
3 யோவான் 3 John 1:2
பிரியமானவனே, உன் ஆத்துமா வாழ்கிறதுபோல நீ எல்லாவற்றிலும் வாழ்ந்து சுகமாயிருக்கும்படி வேண்டுகிறேன்.
Beloved, I wish above all things that thou mayest prosper and be in health, even as thy soul prospereth.
Beloved, | Ἀγαπητέ, | agapēte | ah-ga-pay-TAY |
I wish | περὶ | peri | pay-REE |
above | πάντων | pantōn | PAHN-tone |
things all | εὔχομαί | euchomai | AFE-hoh-MAY |
that thou mayest | σε | se | say |
prosper | εὐοδοῦσθαι | euodousthai | ave-oh-THOO-sthay |
and | καὶ | kai | kay |
be in health, | ὑγιαίνειν | hygiainein | yoo-gee-A-neen |
even as | καθὼς | kathōs | ka-THOSE |
thy | εὐοδοῦταί | euodoutai | ave-oh-THOO-TAY |
soul | σου | sou | soo |
ἡ | hē | ay | |
prospereth. | ψυχή | psychē | psyoo-HAY |