1 Corinthians 2

fullscreen1 ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଆସିଥିଲି, ସେତବେେଳେ ପରମେଶ୍ବରଙ୍କ ସତ୍ଯ ବିଷୟ ରେ କହିଥିଲି। କିନ୍ତୁ ମୁଁ କୌଣସି ବାକ୍ଚାତୁରୀ ବା ଜ୍ଞାନର କଥା କହି ନ ଥିଲି।

fullscreen2 କାରଣ ସ୍ଥିର କରିଥିଲି ଯେ ତୁମ୍ଭ ସହିତ ଥିବା ସମୟରେ, ମୁଁ ଯୀଶୁଖ୍ରୀଷ୍ଟ ଓ କୃଶ ରେ ତାହାଙ୍କ ମୃତ୍ଯୁ ଭୋଗ ବ୍ଯତୀତ, ଅନ୍ୟସବୁ କଥା ଭୁଲି ୟିବି।

fullscreen3 ଏଣୁ ମୁଁ ଦୁର୍ବଳ ଓ ଭୟ ରେ ଥରି ଥରି ସଠାେକୁ ଆସିଥିଲି।

fullscreen4 ମାରେକଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମାହୋର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ।

fullscreen5 ତୁମ୍ଭ ବିଶ୍ବାସ ମନୁଷ୍ଯର ଜ୍ଞାନର ନ ହାଇେ ପରମେଶ୍ବରଙ୍କ ଶକ୍ତି ରେ ହେଉ, ସେଥିପାଇଁ ମୁଁ ଏପରି କଲି।

1 And I, brethren, when I came to you, came not with excellency of speech or of wisdom, declaring unto you the testimony of God.

2 For I determined not to know any thing among you, save Jesus Christ, and him crucified.

3 And I was with you in weakness, and in fear, and in much trembling.

4 And my speech and my preaching was not with enticing words of man’s wisdom, but in demonstration of the Spirit and of power:

5 That your faith should not stand in the wisdom of men, but in the power of God.

1 Corinthians 2 in Tamil and English

1 ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଆସିଥିଲି, ସେତବେେଳେ ପରମେଶ୍ବରଙ୍କ ସତ୍ଯ ବିଷୟ ରେ କହିଥିଲି। କିନ୍ତୁ ମୁଁ କୌଣସି ବାକ୍ଚାତୁରୀ ବା ଜ୍ଞାନର କଥା କହି ନ ଥିଲି।
And I, brethren, when I came to you, came not with excellency of speech or of wisdom, declaring unto you the testimony of God.

2 କାରଣ ସ୍ଥିର କରିଥିଲି ଯେ ତୁମ୍ଭ ସହିତ ଥିବା ସମୟରେ, ମୁଁ ଯୀଶୁଖ୍ରୀଷ୍ଟ ଓ କୃଶ ରେ ତାହାଙ୍କ ମୃତ୍ଯୁ ଭୋଗ ବ୍ଯତୀତ, ଅନ୍ୟସବୁ କଥା ଭୁଲି ୟିବି।
For I determined not to know any thing among you, save Jesus Christ, and him crucified.

3 ଏଣୁ ମୁଁ ଦୁର୍ବଳ ଓ ଭୟ ରେ ଥରି ଥରି ସଠାେକୁ ଆସିଥିଲି।
And I was with you in weakness, and in fear, and in much trembling.

4 ମାରେକଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମାହୋର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ।
And my speech and my preaching was not with enticing words of man’s wisdom, but in demonstration of the Spirit and of power:

5 ତୁମ୍ଭ ବିଶ୍ବାସ ମନୁଷ୍ଯର ଜ୍ଞାନର ନ ହାଇେ ପରମେଶ୍ବରଙ୍କ ଶକ୍ତି ରେ ହେଉ, ସେଥିପାଇଁ ମୁଁ ଏପରି କଲି।
That your faith should not stand in the wisdom of men, but in the power of God.