Bible

1 Chronicles 8 - WEB (Oriya)

1 Benjamin became the father of Bela his firstborn, Ashbel the second, and Aharah the third,ବିନ୍ଯାମୀନ ବଲୋଙ୍କ ପିତା ଥିଲେ। ବଲୋ ବିନ୍ଯାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ଯାମୀନଙ୍କ ଦ୍ବିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ଯାମୀନଙ୍କ ତୃତୀୟ ପୁତ୍ର ଥିଲେ।

2 Nohah the fourth, and Rapha the fifth.ନୋହା ବିନ୍ଯାମୀନଙ୍କ ଚତୁର୍ଥ ପୁତ୍ର ଥିଲେ। ଏବଂ ରାଫା ବିନ୍ଯାମୀନଙ୍କ ପଞ୍ଚମ ପୁତ୍ର ଥିଲେ।

3 Bela had sons: Addar, and Gera, and Abihud,ବଲୋଙ୍କର ପୁତ୍ରମାନେ ଥିଲେ,

4 and Abishua, and Naaman, and Ahoah,ଅଦ୍ଦର, ଗରୋ, ଅବୀହୂଦ, ଅବୀଶୂଯ,

5 and Gera, and Shephuphan, and Huram.ନାମାନ୍, ଆହୋହ, ଗରୋ, ଶଫୂଫନ ଓ ହୂରମ୍।

6 These are the sons of Ehud: these are the heads of fathers' [houses] of the inhabitants of Geba, and they carried them captive to Manahath:ଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗବୋର ସମାନେେ ନିଜ ପରିବାରର ମୁଖ୍ଯ ଥିଲେ। ନିଜର ଗୃହ ତ୍ଯାଗ କରି ମାନହତକୁ ୟିବା ନିମନ୍ତେ ସମାନଙ୍କେୁ ବାଧ୍ଯ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମନା, ଅହିଯ ଓ ଗରୋ।

7 and Naaman, and Ahijah, and Gera, he carried them captive: and he became the father of Uzza and Ahihud.ଗରୋ ସମାନଙ୍କେୁ ଗୃହତ୍ଯାଗ କରିବା ନିମନ୍ତେ ବଳପ୍ରଯୋଗ କଲେ। ଗରୋ ଉଷ ଓ ଅହୀଦୂଦଙ୍କ ପିତା ଥିଲେ।

8 Shaharaim became the father of children in the field of Moab, after he had sent them away; Hushim and Baara were his wives.ଶହରଯିମ୍ ତାଙ୍କର ସ୍ତ୍ରୀଗଣ, ହୂଶୀମ୍ ଓ ବାରାଙ୍କୁ ମାୟୋବ ରେ ଛାଡ଼ପତ୍ର ଦେଲେ। ଏହାପରେ ସେ ତାଙ୍କର ଆଉ ଜଣେ ସ୍ତ୍ରୀଙ୍କଠାରୁ କେତେ ଗୋଟି ସନ୍ତାନ ଲାଭ କଲେ।

9 He became the father of Hodesh his wife, Jobab, and Zibia, and Mesha, and Malcam,ଶହରଯିମ୍ ଆପଣା ସ୍ତ୍ରୀ ହୋଦଶଙ୍କ ଦ୍ବାରା ୟୋବବ୍, ସିବିଯ, ମଶାେ, ମଲକମ୍, ୟିଯୁଶ, ଶଖିଯ, ଓ ମିର୍ମଙ୍କୁ ଜାତ କଲେ।

10 and Jeuz, and Shachia, and Mirmah. These were his sons, heads of fathers' [houses].ସମାନେେ ନିଜ ପରିବାରର ମୁଖ୍ଯ ଥିଲେ।

11 Of Hushim he became the father of Abitub and Elpaal.ଶରଯିମ ଓ ହୂଶୀମ୍ଙ୍କର ଆବୀଟୂବ୍ ଇଲ୍ପାଲ ନାମକ ଦୁଇ ପୁତ୍ର ଥିଲେ।

12 The sons of Elpaal: Eber, and Misham, and Shemed, who built Ono and Lod, with the towns of it;ଇଲ୍ପାଲଙ୍କ ପୁତ୍ରମାନେ ଥିଲେ ଏବର୍, ମିଶିଯମ୍, ଶମେଦ୍। ଶମଦେ, ଓନୋ ଓ ଲୋଦ୍ ସହିତ ଏହାର ନଗର ନିର୍ମାଣ କଲେ।

13 and Beriah, and Shema, who were heads of fathers' [houses] of the inhabitants of Aijalon, who put to flight the inhabitants of Gath;ବରୀଯ ଓ ଶମାେ ଅଯାଲୋନର ନିବାସୀମାନଙ୍କ ପରିବାରର ମୁଖ୍ଯ ଥିଲେ। ସହେି ପୁତ୍ରମାନେ ଗାଥର ନିବାସୀମାନଙ୍କୁ ସମାନଙ୍କେ ନଗର ଛାଡ଼ି ଚାଲିୟିବା ପାଇଁ ବାଧ୍ଯ କଲେ।

14 and Ahio, Shashak, and Jeremoth,ସମାନଙ୍କେର ଭାଇମାନେ ଥିଲେ, ଅହିଯୋ, ଶାଶକ୍ ଓ ଯିରମୋେତ୍,

15 and Zebadiah, and Arad, and Eder,ସବଦିଯ, ଅରାଦ, ଏଦର୍,

16 and Michael, and Ishpah, and Joha, the sons of Beriah,ମୀଖାଯଲେ, ୟିଶ୍ପା ଓ ୟୋହ, ବରୀଯଙ୍କ ପୁତ୍ରଗଣ ଥିଲେ।

17 and Zebadiah, and Meshullam, and Hizki, and Heber,ଇଲ୍ପାଲ୍ଙ୍କ ପୁତ୍ରମାନେ ଥିଲେ : ସବଦିଯ, ମଶୂଲ୍ଲମ୍, ହିଷକି, ହବେର୍,

18 and Ishmerai, and Izliah, and Jobab, the sons of Elpaal,ୟିଷ୍ମରଯ ଓ ୟୋବବ୍।

19 and Jakim, and Zichri, and Zabdi,ଶିମିଯିଙ୍କ ପୁତ୍ରମାନେ ଥିଲେ : ୟାକୀମ୍, ସିଖ୍ରି, ସବ୍ଦି,

20 and Elienai, and Zillethai, and Eliel,ଇଲୀ-ଐନଯ, ସିଲ୍ଲଥଯ ଇଲୀଯଲେ,

21 and Adaiah, and Beraiah, and Shimrath, the sons of Shimei,ଅଦାଯା, ବରାଯା ଓ ଶିମ୍ରତ୍।

22 and Ishpan, and Eber, and Eliel,ଶାଶକ୍ଙ୍କ ପୁତ୍ରମାନେ ଥିଲେ : ୟିଶ୍ପନ୍, ଏବର୍, ଇଲୀଯଲେ,

23 and Abdon, and Zichri, and Hanan,ଅବଦୋନ, ସିଖ୍ରି, ହାନନ୍,

24 and Hananiah, and Elam, and Anthothijah,ହନାନିଯ, ଏଲମ୍, ଅନ୍ତୋଥିଯ,

25 and Iphdeiah, and Penuel, the sons of Shashak,ୟିଫ୍ଦିଯ ଓ ପନୁଯଲେ।

26 and Shamsherai, and Shehariah, and Athaliah,ୟିରୋହମଙ୍କ ପୁତ୍ରମାନେ ଥିଲେ : ଶମଶରଯ, ଶହରିଯ, ଅଥଲିଯ,

27 and Jaareshiah, and Elijah, and Zichri, the sons of Jeroham.ୟାରିଶିଯ, ଏଲିଯ ଓ ସିଖ୍ରି,

28 These were heads of fathers' [houses] throughout their generations, chief men: these lived in Jerusalem.ଏହି ବ୍ଯକ୍ତିମାନେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେର ପାରିବାରିକ ଇତିହାସ ରେ ସମାନଙ୍କେୁ ମୁଖ୍ଯ ଭାବେ ଉଲ୍ଲେଖ କରାୟାଇଅଛି। ସମାନେେ ୟିରୁଶାଲମ ରେ ବାସ କରୁଥିଲେ।

29 In Gibeon there lived the father of Gibeon, [Jeiel], whose wife's name was Maacah;ୟିଯେଲ୍ ଗିବିଯୋନଙ୍କ ପିତା ଥିଲେ। ସେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା।

30 and his firstborn son Abdon, and Zur, and Kish, and Baal, and Nadab,ୟିଯଲଙ୍କେ ଜେଷ୍ଠପୁତ୍ର ଥିଲେ ଅବଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍,

31 and Gedor, and Ahio, and Zecher.ଗଦୋର, ଅହିଯୋ, ସଖର୍, (ଓ ମିକଲୋତ)।

32 Mikloth became the father of Shimeah. They also lived with their brothers in Jerusalem, over against their brothers.ମିକଲୋତ୍ ଶିମିଯଙ୍କ ପିତା ଥିଲେ। ଏହି ପୁତ୍ରମାନେ ମଧ୍ଯ ୟିରୁଶାଲମ ରେ ସମାନଙ୍କେର ଆତ୍ମୀଯମାନଙ୍କ ନିକଟରେ ବାସ କରୁଥିଲେ।

33 Ner became the father of Kish; and Kish became the father of Saul; and Saul became the father of Jonathan, and Malchishua, and Abinadab, and Eshbaal.ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂଯ, ଅବୀନାଦବ୍ ଓ ଇଶବାଲାଙ୍କ ପିତା ଥିଲେ।

34 The son of Jonathan was Merib Baal; and Merib Baal became the father of Micah.ଯୋନାଥନଙ୍କ ପୁତ୍ର ଥିଲେ ମରୀଦ୍ଦାଲ୍। ମରୀଦ୍ଦାଲ୍ ମୀଖାଙ୍କ ପିତା ଥିଲେ।

35 The sons of Micah: Pithon, and Melech, and Tarea, and Ahaz.ମୀଖାଙ୍କ ପୁତ୍ରମାନେ ଥିଲେ, ପିଥୋନ୍, ମଲେକ୍, ତ ରଯେ ଓ ଆହସ।

36 Ahaz became the father of Jehoaddah; and Jehoaddah became the father of Alemeth, and Azmaveth, and Zimri; and Zimri became the father of Moza.ଆହସ୍ ୟିହୋଯାଦାଙ୍କ ପିତା ଥିଲେ। ଯିହାୟୋଦାରଦା ଆଲମେତ୍, ଅସ୍ମାବତ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମାେତସାଙ୍କ ପିତା ଥିଲେ।

37 Moza became the father of Binea; Raphah was his son, Eleasah his son, Azel his son.ମାେତ୍ସା ବିନିଯାଙ୍କ ପିତା ଥିଲେ। ରାଫା ବିନିଯାଙ୍କ ପୁତ୍ର ଥିଲେ। ଇଲୀଯାସା ରାଫାଙ୍କ ପୁତ୍ର ଥିଲେ। ଏବଂ ଆତ ସେଲ୍, ଇଲୀଯାସାଙ୍କ ପୁତ୍ର ଥିଲେ।

38 Azel had six sons, whose names are these: Azrikam, Bocheru, and Ishmael, and Sheariah, and Obadiah, and Hanan. All these were the sons of Azel.ଆତ୍ ସେଲ୍ଙ୍କ ଛଅ ପୁତ୍ର ଥିଲେ। ସମାନଙ୍କେର ନାମ ଏହିପରି ଥିଲା -ଅସ୍ରୀକାମ୍, ବୋଖରୁ, ଇଶ୍ମାଯଲେ, ଶିଯରିଯ, ଓବଦିଯ ଓ ହାନନ।

39 The sons of Eshek his brother: Ulam his firstborn, Jeush the second, and Eliphelet the third.ଆତ ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏଶକ୍ଙ୍କର କେତକେ ପୁତ୍ର ଥିଲେ। ଏହିମାନେ ହେଲେ : ଉଲମ୍, ଏଶକ୍ଙ୍କର ଜେଷ୍ଠ ପୁତ୍ର, ୟିଯୁଶ୍, ଏଶକ୍ଙ୍କର ଦ୍ବିତୀୟ ପୁତ୍ର, ଏଲୀଫଲେଟ୍ ତୃତୀୟ ପୁତ୍ର ଥିଲେ।

40 The sons of Ulam were mighty men of valor, archers, and had many sons, and sons' sons, one hundred fifty. All these were of the sons of Benjamin.ଉଲମ୍ଙ୍କର ପୁତ୍ରମାନେ ପରାକ୍ରମୀ ସୈନ୍ଯ ଓ ଉତ୍ତମ ଧନୁର୍ଦ୍ଧର ଥିଲେ। ଉଲମଙ୍କର ପୁତ୍ରର ଅନକେ ପୁତ୍ର ଓ ନାତିଗଣ ଥିଲେ। ସର୍ବ ମାଟେ 150 ଜଣ।

Oriya Bible