1 Chronicles 8 - BBE (Oriya)
1 And Benjamin was the father of Bela his oldest son, Ashbel the second, and Aharah the third,ବିନ୍ଯାମୀନ ବଲୋଙ୍କ ପିତା ଥିଲେ। ବଲୋ ବିନ୍ଯାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ଯାମୀନଙ୍କ ଦ୍ବିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ଯାମୀନଙ୍କ ତୃତୀୟ ପୁତ୍ର ଥିଲେ।
2 Nohah the fourth, and Rapha the fifth.ନୋହା ବିନ୍ଯାମୀନଙ୍କ ଚତୁର୍ଥ ପୁତ୍ର ଥିଲେ। ଏବଂ ରାଫା ବିନ୍ଯାମୀନଙ୍କ ପଞ୍ଚମ ପୁତ୍ର ଥିଲେ।
3 And Bela had sons, Addar and Gera, the father of Ehud,ବଲୋଙ୍କର ପୁତ୍ରମାନେ ଥିଲେ,
4 And Abishua and Naaman and Ahoahଅଦ୍ଦର, ଗରୋ, ଅବୀହୂଦ, ଅବୀଶୂଯ,
5 And Gera and Shephuphan and Huram.ନାମାନ୍, ଆହୋହ, ଗରୋ, ଶଫୂଫନ ଓ ହୂରମ୍।
6 And these are the sons of Ehud, heads of families of those living in Geba: Iglaam and Alemethଏହିମାନେ ଏହୂଦଙ୍କର ବଂଶଧର ଥିଲେ। ଗବୋର ସମାନେେ ନିଜ ପରିବାରର ମୁଖ୍ଯ ଥିଲେ। ନିଜର ଗୃହ ତ୍ଯାଗ କରି ମାନହତକୁ ୟିବା ନିମନ୍ତେ ସମାନଙ୍କେୁ ବାଧ୍ଯ କରାଗଲା। ଏହୂଦଙ୍କ ବଂଶଧରମାନେ ଥିଲେ ନାମନା, ଅହିଯ ଓ ଗରୋ।
7 And Naaman and Ahijah and Gera; and Iglaam was the father of Uzza and Ahihud.ଗରୋ ସମାନଙ୍କେୁ ଗୃହତ୍ଯାଗ କରିବା ନିମନ୍ତେ ବଳପ୍ରଯୋଗ କଲେ। ଗରୋ ଉଷ ଓ ଅହୀଦୂଦଙ୍କ ପିତା ଥିଲେ।
8 And Shaharaim became the father of children in the country of the Moabites after driving out Hushim and Beerah his wives;ଶହରଯିମ୍ ତାଙ୍କର ସ୍ତ୍ରୀଗଣ, ହୂଶୀମ୍ ଓ ବାରାଙ୍କୁ ମାୟୋବ ରେ ଛାଡ଼ପତ୍ର ଦେଲେ। ଏହାପରେ ସେ ତାଙ୍କର ଆଉ ଜଣେ ସ୍ତ୍ରୀଙ୍କଠାରୁ କେତେ ଗୋଟି ସନ୍ତାନ ଲାଭ କଲେ।
9 And by Hodesh his wife he became the father of Jobab and Zibia and Mesha and Malcam.ଶହରଯିମ୍ ଆପଣା ସ୍ତ୍ରୀ ହୋଦଶଙ୍କ ଦ୍ବାରା ୟୋବବ୍, ସିବିଯ, ମଶାେ, ମଲକମ୍, ୟିଯୁଶ, ଶଖିଯ, ଓ ମିର୍ମଙ୍କୁ ଜାତ କଲେ।
10 And Jeuz and Shachia and Mirmah. These were his sons, heads of families.ସମାନେେ ନିଜ ପରିବାରର ମୁଖ୍ଯ ଥିଲେ।
11 And Hushim became the father of Abitub and Elpaal.ଶରଯିମ ଓ ହୂଶୀମ୍ଙ୍କର ଆବୀଟୂବ୍ ଇଲ୍ପାଲ ନାମକ ଦୁଇ ପୁତ୍ର ଥିଲେ।
12 And the sons of Elpaal: Eber and Misham and Shemed (he was the builder of Ono and Lod and their daughter-towns);ଇଲ୍ପାଲଙ୍କ ପୁତ୍ରମାନେ ଥିଲେ ଏବର୍, ମିଶିଯମ୍, ଶମେଦ୍। ଶମଦେ, ଓନୋ ଓ ଲୋଦ୍ ସହିତ ଏହାର ନଗର ନିର୍ମାଣ କଲେ।
13 And Beriah and Shema, who were heads of the families of those who were living in Aijalon, who put to flight the people living in Gath;ବରୀଯ ଓ ଶମାେ ଅଯାଲୋନର ନିବାସୀମାନଙ୍କ ପରିବାରର ମୁଖ୍ଯ ଥିଲେ। ସହେି ପୁତ୍ରମାନେ ଗାଥର ନିବାସୀମାନଙ୍କୁ ସମାନଙ୍କେ ନଗର ଛାଡ଼ି ଚାଲିୟିବା ପାଇଁ ବାଧ୍ଯ କଲେ।
14 And their brothers Shashak and Jeremoth.ସମାନଙ୍କେର ଭାଇମାନେ ଥିଲେ, ଅହିଯୋ, ଶାଶକ୍ ଓ ଯିରମୋେତ୍,
15 And Zebadiah and Arad and Ederସବଦିଯ, ଅରାଦ, ଏଦର୍,
16 And Michael and Ishpah and Joha, the sons of Beriah;ମୀଖାଯଲେ, ୟିଶ୍ପା ଓ ୟୋହ, ବରୀଯଙ୍କ ପୁତ୍ରଗଣ ଥିଲେ।
17 And Zebadiah and Meshullam and Hizki and Heberଇଲ୍ପାଲ୍ଙ୍କ ପୁତ୍ରମାନେ ଥିଲେ : ସବଦିଯ, ମଶୂଲ୍ଲମ୍, ହିଷକି, ହବେର୍,
18 And Ishmerai and Izliah and Jobab, the sons of Elpaal;ୟିଷ୍ମରଯ ଓ ୟୋବବ୍।
19 And Jakim and Zichri and Zabdiଶିମିଯିଙ୍କ ପୁତ୍ରମାନେ ଥିଲେ : ୟାକୀମ୍, ସିଖ୍ରି, ସବ୍ଦି,
20 And Elienai and Zillethai and Elielଇଲୀ-ଐନଯ, ସିଲ୍ଲଥଯ ଇଲୀଯଲେ,
21 And Adaiah and Beraiah and Shimrath, the sons of Shimei;ଅଦାଯା, ବରାଯା ଓ ଶିମ୍ରତ୍।
22 And Ishpan and Eber and Elielଶାଶକ୍ଙ୍କ ପୁତ୍ରମାନେ ଥିଲେ : ୟିଶ୍ପନ୍, ଏବର୍, ଇଲୀଯଲେ,
23 And Abdon and Zichri and Hananଅବଦୋନ, ସିଖ୍ରି, ହାନନ୍,
24 And Hananiah and Elam and Anathothijahହନାନିଯ, ଏଲମ୍, ଅନ୍ତୋଥିଯ,
25 And Iphdeiah and Penuel, the sons of Shashak;ୟିଫ୍ଦିଯ ଓ ପନୁଯଲେ।
26 And Shamsherai and Shehariah and Athaliahୟିରୋହମଙ୍କ ପୁତ୍ରମାନେ ଥିଲେ : ଶମଶରଯ, ଶହରିଯ, ଅଥଲିଯ,
27 And Jaareshiah and Elijah and Zichri, the sons of Jeremoth.ୟାରିଶିଯ, ଏଲିଯ ଓ ସିଖ୍ରି,
28 These were heads of families in their generations; chief men: these were living in Jerusalem.ଏହି ବ୍ଯକ୍ତିମାନେ ସମାନଙ୍କେ ପରିବାରର ମୁଖ୍ଯ ଥିଲେ। ସମାନଙ୍କେର ପାରିବାରିକ ଇତିହାସ ରେ ସମାନଙ୍କେୁ ମୁଖ୍ଯ ଭାବେ ଉଲ୍ଲେଖ କରାୟାଇଅଛି। ସମାନେେ ୟିରୁଶାଲମ ରେ ବାସ କରୁଥିଲେ।
29 And in Gibeon was living the father of Gibeon, Jeiel, whose wife's name was Maacah;ୟିଯେଲ୍ ଗିବିଯୋନଙ୍କ ପିତା ଥିଲେ। ସେ ଗିବିଯୋନ ସହର ରେ ବାସ କରୁଥିଲେ। ୟିଯଲଙ୍କେ ସ୍ତ୍ରୀଙ୍କ ନାମ ଥିଲା ମାଖା।
30 And his oldest son Abdon, and Zur and Kish and Baal and Ner and Nadabୟିଯଲଙ୍କେ ଜେଷ୍ଠପୁତ୍ର ଥିଲେ ଅବଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍,
31 And Gedor and Ahio and Zechariah and Mikloth.ଗଦୋର, ଅହିଯୋ, ସଖର୍, (ଓ ମିକଲୋତ)।
32 And Mikloth was the father of Shimeah. And they were living with their brothers in Jerusalem opposite their brothers.ମିକଲୋତ୍ ଶିମିଯଙ୍କ ପିତା ଥିଲେ। ଏହି ପୁତ୍ରମାନେ ମଧ୍ଯ ୟିରୁଶାଲମ ରେ ସମାନଙ୍କେର ଆତ୍ମୀଯମାନଙ୍କ ନିକଟରେ ବାସ କରୁଥିଲେ।
33 And Ner was the father of Abner, and Kish was the father of Saul, and Saul was the father of Jonathan and Malchi-shua and Abinadab and Eshbaal.ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂଯ, ଅବୀନାଦବ୍ ଓ ଇଶବାଲାଙ୍କ ପିତା ଥିଲେ।
34 And the son of Jonathan was Merib-baal; and Merib-baal was the father of Micah.ଯୋନାଥନଙ୍କ ପୁତ୍ର ଥିଲେ ମରୀଦ୍ଦାଲ୍। ମରୀଦ୍ଦାଲ୍ ମୀଖାଙ୍କ ପିତା ଥିଲେ।
35 And the sons of Micah: Pithon and Melech and Tarea and Ahaz.ମୀଖାଙ୍କ ପୁତ୍ରମାନେ ଥିଲେ, ପିଥୋନ୍, ମଲେକ୍, ତ ରଯେ ଓ ଆହସ।
36 And Ahaz was the father of Jehoaddah; and Jehoaddah was the father of Alemeth and Azmaveth and Zimri; and Zimri was the father of Moza;ଆହସ୍ ୟିହୋଯାଦାଙ୍କ ପିତା ଥିଲେ। ଯିହାୟୋଦାରଦା ଆଲମେତ୍, ଅସ୍ମାବତ ଓ ସିମ୍ରିଙ୍କ ପିତା ଥିଲେ। ସିମ୍ରି ମାେତସାଙ୍କ ପିତା ଥିଲେ।
37 And Moza was the father of Binea: Raphah was his son, Eleasah his son, Azel his son;ମାେତ୍ସା ବିନିଯାଙ୍କ ପିତା ଥିଲେ। ରାଫା ବିନିଯାଙ୍କ ପୁତ୍ର ଥିଲେ। ଇଲୀଯାସା ରାଫାଙ୍କ ପୁତ୍ର ଥିଲେ। ଏବଂ ଆତ ସେଲ୍, ଇଲୀଯାସାଙ୍କ ପୁତ୍ର ଥିଲେ।
38 And Azel had five sons, whose names are: Azrikam, his oldest, and Ishmael and Sheariah and Obadiah and Hanan. All these were the sons of Azel.ଆତ୍ ସେଲ୍ଙ୍କ ଛଅ ପୁତ୍ର ଥିଲେ। ସମାନଙ୍କେର ନାମ ଏହିପରି ଥିଲା -ଅସ୍ରୀକାମ୍, ବୋଖରୁ, ଇଶ୍ମାଯଲେ, ଶିଯରିଯ, ଓବଦିଯ ଓ ହାନନ।
39 And the sons of Eshek his brother: Ulam his oldest son, Jeush the second, and Eliphelet the third.ଆତ ସେଲଙ୍କ ଭ୍ରାତା ଥିଲେ ଏଶକ୍। ଏଶକ୍ଙ୍କର କେତକେ ପୁତ୍ର ଥିଲେ। ଏହିମାନେ ହେଲେ : ଉଲମ୍, ଏଶକ୍ଙ୍କର ଜେଷ୍ଠ ପୁତ୍ର, ୟିଯୁଶ୍, ଏଶକ୍ଙ୍କର ଦ୍ବିତୀୟ ପୁତ୍ର, ଏଲୀଫଲେଟ୍ ତୃତୀୟ ପୁତ୍ର ଥିଲେ।
40 And the sons of Ulam were men of war, bowmen, and had a great number of sons and sons' sons, a hundred and fifty. All these were the sons of Benjamin.ଉଲମ୍ଙ୍କର ପୁତ୍ରମାନେ ପରାକ୍ରମୀ ସୈନ୍ଯ ଓ ଉତ୍ତମ ଧନୁର୍ଦ୍ଧର ଥିଲେ। ଉଲମଙ୍କର ପୁତ୍ରର ଅନକେ ପୁତ୍ର ଓ ନାତିଗଣ ଥିଲେ। ସର୍ବ ମାଟେ 150 ଜଣ।
Oriya Bible