1 Chronicles 24 - BBE (Oriya)
1 Now the divisions into which the sons of Aaron were grouped were these: the sons of Aaron, Nadab and Abihu, Eleazar and Ithamar.ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା : ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର।
2 But Nadab and Abihu came to their end before their father, and had no children; so Eleazar and Ithamar did the work of priests.କିନ୍ତୁ ନାଦବ୍, ଅବୀହୂ ସମାନଙ୍କେ ପିତାଙ୍କ ମୃତ୍ଯୁ ପୂର୍ବରୁ ମରଣ ଲଭିଥିଲେ। ଆଉ ନାଦବ୍ ଓ ଅବୀହୂଙ୍କର କୌଣସି ପୁତ୍ର ସନ୍ତାନ ନ ଥିଲେ। ତେଣୁ ଇଲିଯାସର ଓ ଈଥାମର ଯାଜକରୂପେ ସବୋକାର୍ୟ୍ଯ କଲେ।
3 And David, with Zadok of the sons of Eleazar, and Ahimelech of the sons of Ithamar, made distribution of them into their positions for their work.ଦାଉଦ ଇଲିଯାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳ ରେ ବିଭକ୍ତ କରିଥିଲେ। ସହେି ଦଳମାନେ ସମାନଙ୍କେୁ ଦତ୍ତ କାର୍ୟ୍ଯ ଯେପରି ସୂଚାରୁରୂପେ କରିପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ।
4 And there were more chiefs among the sons of Eleazar than among the sons of Ithamar; and this is how they were grouped: of the sons of Eleazar there were sixteen, all heads of families; and of the sons of Ithamar, heads of families, there were eight.ସାଦୋକ୍ ଓ ଅହୀମଲେକ୍ଙ୍କ ସାହାର୍ୟ୍ଯ ରେ ଏହା କରିଥିଲେ। ସାଦୋକ୍ ଇଲିଯାସରଙ୍କ ବଂଶଧର ଓ ଅହୀମଲେକ୍ ଇଥାମରଙ୍କ ବଂଶଧର ଥିଲେ।
5 So they were put into groups, by the Lord's decision, one with another; for there were rulers of the holy place and rulers of the house of God among the sons of Eleazar and the sons of Ithamar.ପ୍ରତି ପରିବାରରୁ ଲୋକମାନେ ମନୋନୀତ ହାଇେଥିଲେ। ସମାନେେ ଗୁଳିବାଣ୍ଟ ଦ୍ବାରା ମନୋନୀତ ହାଇେଥିଲେ। ପବିତ୍ର ସ୍ଥାନର ଦାଯିତ୍ବ ରେ ରହିବା ନିମନ୍ତେ କେତଜେଣ ବ୍ଯକ୍ତିଙ୍କୁ ମନୋନୀତ କରାୟାଇଥିଲା। ଆଉ ଅନ୍ୟ ଜଣେ ବ୍ଯକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାୟାଇଥିଲା। ଏହି ସମସ୍ତ ବ୍ଯକ୍ତିମାନେ ଇଲିଯାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।
6 And Shemaiah, the son of Nethanel the scribe, who was a Levite, put down their names in writing, the king being present with the rulers, and Zadok the priest, and Ahimelech, the son of Abiathar, and the heads of families of the priests and the Levites; one family being taken for Eleazar and then one for Ithamar, and so on.ଶମଯିଯ ସଂପାଦକ ଥିଲେ। ସେ ନଥନଲଙ୍କେ ପୁତ୍ର ଥିଲେ। ଶମଯିଯ ଲବେୀ ଗୋଷ୍ଠୀରୁ ଆସିଥିଲେ। ଶମଯିଯ ସହେି ବଂଶଧରମାନଙ୍କ ନାମ ଲେଖିଲେ। ସେ ସହେି ନାମଗୁଡ଼ିକୁ ରାଜା ଦାଉଦ ଓ ସହେି ନେତାଗଣ : ଯାଜକ ସାଦୋକ, ଅହୀମଲକେ, ଯାଜକମାନଙ୍କର ବଂଶଜ ନେତା ଓ ଲବେୀ ବଂଶଜ ନେତାମାନଙ୍କ ସମ୍ମୁଖ ରେ ଲେଖିଲେ। ଅହୀମଲକେ ଅବିଯାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଳାବାଣ୍ଟ ଦ୍ବାରା ସମାନେେ ଜଣେ ବ୍ଯକ୍ତିକୁ ମନୋନୀତ କଲେ ଓ ଶମଯିଯ ସହେି ଲୋକର ନାମ ଲେଖି ରଖିଲେ। ତେଣୁ ସମାନେେ ଇଲିଯାସର ଓ ଈଥାମରଙ୍କ ପରିବାରର ବ୍ଯକ୍ତିମାନଙ୍କର ମଧ୍ଯ କାମକୁ ଭାଗ କରି ଦେଲେ।
7 Now the first name to come out was that of Jehoiarib; the second Jedaiah,ପ୍ରଥମ ଦଳ ଥିଲା ଯିହାୟୋଦାରରୀବଙ୍କ ଦଳ।
8 The third Harim, the fourth Seorim,ତୃତୀୟ ଦଳ ଥିଲା ହାରୀମଙ୍କ ଦଳ।
9 The fifth Malchijah, the sixth Mijamin,ପଞ୍ଚମ ଦଳ ଥିଲା ମଲକିଯଙ୍କ ଦଳ।
10 The seventh Hakkoz, the eighth Abijah,ସପ୍ତମ ଦଳ ଥିଲା ହକ୍କୋସଙ୍କ ଦଳ।
11 The ninth Jeshua, the tenth Shecaniah,ନବମ ଦଳ ଥିଲା ଯଶୂେଯଙ୍କ ଦଳ।
12 The eleventh Eliashib, the twelfth Jakim,ଏକାଦଶ ଦଳ ଥିଲା ଇଲୀଯାଶୀବଙ୍କ ଦଳ।
13 The thirteenth Huppah, the fourteenth Jeshebeab,ତ୍ରଯୋଦଶ ଦଳ ଥିଲା ହୁପ୍ପଙ୍କ ଦଳ।
14 The fifteenth Bilgah, the sixteenth Immer,ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ।
15 The seventeenth Hezir, the eighteenth Happizzez,ସପ୍ତଦଶ ଦଳ ହଷେୀରଙ୍କ ଦଳ ଥିଲା।
16 The nineteenth Pethahiah, the twentieth Jehezkel,ଊନବିଂଶ ଦଳ ଥିଲା ପଥାହିଯଙ୍କ ଦଳ।
17 The twenty-first Jachin, the twenty-second Gamul,ଏକବିଂଶ ଦଳ ଥିଲା ୟାଖୀନଙ୍କ ଦଳ।
18 The twenty-third Delaiah, the twenty-fourth Maaziah.ତ୍ରଯୋବିଂଶ ଦଳ ଥିଲା ଦଲାଯଙ୍କ ଦଳ।
19 So they were put into their different groups, to take their places in the house of the Lord, in agreement with the rules made by Aaron their father, as the Lord, the God of Israel, had given him orders.ମନ୍ଦିର ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହାଇେଥିଲେ। ମନ୍ଦିରର ସବୋକାର୍ୟ୍ଯ ପାଇଁ ହାରୋଣଙ୍କ ଦତ୍ତ ନିଯମର ସମାନେେ ବାଧ୍ଯ ହେଲେ। ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ହାରୋଣଙ୍କୁ ଏହି ନିଯମଗୁଡ଼ିକ ପ୍ରଦାନ କରିଥିଲେ।
20 And of the rest of the sons of Levi: of the sons of Amram, Shubael; of the sons of Shubael, Jehdeiah.ଲବେୀଙ୍କ ଅବଶିଷ୍ଟ ବଂଶଧରଙ୍କ ନାମ ଏହା ଥିଲା : ଅମ୍ରାମଙ୍କ ବଂଶଧରମାନଙ୍କ ମଧ୍ଯରୁ : ଶୂଯଲେ ଶବୂଯଲଙ୍କେ ବଂଶଧରମାନଙ୍କ ମଧ୍ଯରୁ : ଯହଦେିଯ
21 Of Rehabiah; of the sons of Rehabiah, Isshiah the chief.ରହବିଯରୁ : ୟିଶିଯ (ୟିଶିଯ ଜେଷ୍ଠ ପୁତ୍ର ଥିଲେ)
22 Of the Izharites, Shelomoth; of the sons of Shelomoth, Jahath.ୟିଶହରିଯ ପରିବାରବର୍ଗ ଶ ଲୋମୀତ୍।
23 And the sons of Hebron: Jeriah the chief, Amariah the second, Jahaziel the third, Jekameam the fourth.ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରିଯ।
24 The sons of Uzziel, Micah; of the sons of Micah, Shamir.ଉଷୀଯଲଙ୍କେ ପୁତ୍ର ଥିଲେ ମୀଖା।
25 The brother of Micah, Isshiah; of the sons of Isshiah, Zechariah.ୟିଶିଯ ମୀଖାଙ୍କ ଭ୍ରାତା ଥିଲେ।
26 The sons of Merari: Mahli and Mushi; the sons of Jaaziah.ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ
27 The sons of Merari: of Jaaziah, Shoham and Zaccur and Ibri.ମରାରିଙ୍କ ପୁତ୍ର ୟାସିଯଙ୍କ ପୁତ୍ରମାନେ ଥିଲେ : ବିନୋ, ଶୋହମ୍, ସକୂର ଓ ଇବ୍ରି।
28 Of Mahli: Eleazar, who had no sons.ମହଲିଙ୍କ ପୁତ୍ର ଥିଲେ ଇଲିଯାସର। କିନ୍ତୁ ଇଲିଯାସରଙ୍କ ପୁତ୍ର ସନ୍ତାନ ନ ଥିଲେ।
29 Of Kish: the sons of Kish, Jerahmeel.କୀଶଙ୍କ ପୁତ୍ର ଥିଲେ ୟିରହମଲେ।
30 And the sons of Mushi: Mahli and Eder and Jerimoth. These were the sons of the Levites by their families.ମୂଶିଙ୍କ ପୁତ୍ରମାନେ ଥିଲେ ମହଲି, ଏଦର ଓ ଯିରମୋେତ୍।
31 Selection was made of these in the same way as of their brothers the sons of Aaron, David the king being present, with Zadok, and Ahimelech, and the heads of families of the priests and of the Levites; the families of the chief in the same way as those of his younger brother.ସମାନେେ ବିଶଷେ କର୍ମ କରିବା ନିମନ୍ତେ ମନୋନୀତ ହାଇେଥିଲେ। ସମାନେେ ସମାନଙ୍କେର ଆତ୍ମୀଯ, ଯାଜକମାନଙ୍କ ପରି ଗୁଳାବାଣ୍ଟ କଲେ। ଯାଜକମାନେ ହାରୋଣଙ୍କ ବଂଶଧର ଥିଲେ। ସମାନେେ ରାଜା ଦାଉଦ, ସାଦୋକ, ଅହୀମଲକେ, ଯାଜକ ଏବଂ ଲବେୀୟ ବଂଶର ନେତାମାନଙ୍କ ସମ୍ମୁଖ ରେ ଗୁଳାବାଣ୍ଟ କଲେ। ଜେଷ୍ଠ ପରିବାର ଓ କନିଷ୍ଠ ପରିବାର ନିମନ୍ତେ ଯେତବେେଳେ କାର୍ୟ୍ଯ ସ୍ଥିର କରାଗଲା, ସେତବେେଳେ ସମାନଙ୍କେ ପ୍ରତି ସମାନ ବ୍ଯବହାର କରାଗଲା।
Oriya Bible