1 Chronicles 13 - YLT (Oriya)
1 And David consulteth with the heads of the thousands, and of the hundreds, every leader,ଦାଉଦ ତାଙ୍କ ସୈନ୍ଯଦଳର ସମସ୍ତ ସନୋଧ୍ଯକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ।
2 and David saith to all the assembly of Israel, `If unto you it be good, and from Jehovah our God it hath broken forth -- we send unto our brethren, those left in all the lands of Israel, and with them the priests and the Levites, in the cities of their suburbs, and they are gathered unto us,ଏହାପରେ ଦାଉଦ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କରି ଆପଣା ନିକଟକୁ ଡାକିଲେ। ସେ ସମାନଙ୍କେୁ କହିଲେ, ଯଦି ତୁମ୍ଭମାନେେ ଭାବୁଛ ଯେ ଏହା ଏକ ଉତ୍ତମ ବିଷଯ ଓ ସଦାପ୍ରଭୁ ଯଦି ତାହା ହିଁ ଇଚ୍ଛା କରନ୍ତି, ତବେେ ଆସ, ଇଶ୍ରାୟେଲର ସମସ୍ତ ଅଞ୍ଚଳ ରେ ଥିବା ଆମ୍ଭମାନଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପ୍ ରରଣେ କରିବା। ଆମ୍ଭମାନଙ୍କ ଭ୍ରାତାମାନଙ୍କ ସହିତ ସମାନଙ୍କେ ସହର ରେ ଓ ସହର ନିକଟସ୍ଥ କ୍ଷେତ୍ରମାନଙ୍କ ରେ ବାସ କରୁଥିବା ଯାଜକ ଓ ଲବେୀୟମାନଙ୍କ ନିକଟକୁ ମଧ୍ଯ ବାର୍ତ୍ତା ପଠାଇବା। ଏହି ବାର୍ତ୍ତା ସମାନଙ୍କେୁ ଜଣାଉ ଯେ, ସମାନେେ ଆସି ଆମ୍ଭମାନଙ୍କ ସହିତ ୟୋଗ ଦିଅନ୍ତୁ।
3 and we bring round the ark of our God unto us, for we sought Him not in the days of Saul.'ଆମ୍ଭମାନେେ ୟିରୁଶାଲମ ରେ ଆମ୍ଭମାନଙ୍କ ନିକଟକୁ ନିଯମ ସିନ୍ଦୁକକୁ ଫରୋଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭମାନେେ ନିଯମସିନ୍ଦୁକ ପ୍ରତି ଯତ୍ନଶୀଳ ହାଇେ ନାହୁଁ।
4 And all the assembly say to do so, for the thing is right in the eyes of all the people.ଇଶ୍ରାୟେଲର ସମସ୍ତ ଲୋକ ଦାଉଦଙ୍କ ସହିତ ଏକମତ ହେଲେ। ସମାନଙ୍କେର ହୃଦବୋଧ ହେଲା ଯେ, ଏହା ହିଁ ଯଥାର୍ଥ କର୍ମ ଅଟେ।
5 And David assembleth all Israel from Shihor of Egypt even unto the entering in of Hamath, to bring in the ark of God from Kirjath-Jearim,ତେଣୁ ଦାଉଦ ମିଶରର ଶିଯୋରନଦୀଠାରୁ ହମାତର ସହର ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନଙ୍କୁ ଏକତ୍ର କଲେ। ସମାନେେ କିରିଯତ୍-ୟିଯାରୀମ ସହରରୁ ନିଯମସିନ୍ଦୁକ ଫରୋଇ ଆଣିବା ନିମନ୍ତେ ଏକତ୍ର ହେଲେ।
6 and David goeth up, and all Israel, to Baalah, unto Kirjath-Jearim that `is' to Judah, to bring up thence the ark of God Jehovah, inhabiting the cherubs, where the Name is called on.ଦାଉଦ ଓ ତାଙ୍କ ସହିତ ଇଶ୍ରାୟେଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିଯତ୍-ୟିଯାରୀମର ଅନ୍ୟ ଏକ ନାମ ଅଟେ। ସମାନେେ ନିଯମସିନ୍ଦୁକ ଆଣିବା ନିମନ୍ତେ ସଠାେକୁ ଗଲେ। ସହେି ନିଯମସିନ୍ଦୁକ ପରମେଶ୍ବର ସଦାପ୍ରଭୁଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ଯମାନ ଥାଆନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମ ରେ ନାମିତ ଅଟେ।
7 And they place the ark of God on a new cart, from the house of Abinadab, and Uzza and Ahio are leading the cart,ଲୋକମାନେ ନିଯମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସମାନେେ ତାହାକୁ ଏକ ନୂତନ ଶଗଡ଼ଗାଡ଼ି ରେ ରଖିଲେ। ଉଷ ଓ ଅହିଯୋ ସହେି ଶଗଡ଼କୁ ଚଳାଇଲେ।
8 and David and all Israel are playing before God, with all strength, and with songs, and with harps, and with psalteries, and with timbrels, and with cymbals, and with trumpets.ଦାଉଦ ଓ ଇଶ୍ରାୟେଲ ସମସ୍ତ ଲୋକ ପରମେଶ୍ବରଙ୍କ ସମ୍ମୁଖ ରେ ଆନନ୍ଦ ଉତ୍ସବ କରୁଥିଲେ। ସମାନେେ ପରମେଶ୍ବରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସମାନେେ ବୀଣା, ସାରଙ୍ଗ, ଢ଼ୋଲ, ଗିନି ଓ ତୂରୀ ବାଦ୍ଯସବୁ ବଜାଇଲେ।
9 And they come in unto the threshing-floor of Chidon, and Uzza putteth forth his hand to seize the ark, for the oxen were released,ସମାନେେ କୀଦୋନସ୍ଥିତ ଶସ୍ଯ ଝାଡ଼ିବା ସ୍ଥାନକୁ ଆସିଲେ। ଶଗଡ଼ଗାଡ଼ିକୁ ଟାଣୁଥିବା ବଳଦମାନେ ଝୁଣ୍ଟିପଡ଼ିଲେ। ଏବଂ ନିଯମସିନ୍ଦୁକ ପ୍ରାଯ ପଡ଼ିୟିବା ତୁଲ୍ଯ ହେଲା। ତେଣୁ ଉଷ ସିନ୍ଦୁକଟିକୁ ଧରିବା ନିମନ୍ତେ ନିଜର ହାତ ବଢ଼ାଇଲା।
10 and the anger of Jehovah is kindled against Uzza, and He smiteth him, because that he hath put forth his hand on the ark, and he dieth there before God.ସଦାପ୍ରଭୁ ଉଷଙ୍କ ପ୍ରତି ଅତ୍ଯନ୍ତ କୋରାଧାନ୍ବିତ ହେଲେ। ସଦାପ୍ରଭୁ ଉଷଙ୍କୁ ବଧ କଲେ, କାରଣ ସେ ସିନ୍ଦୁକକୁ ସ୍ପର୍ଶ କଲା। ତେଣୁ ଉଷ ସହେିଠା ରେ ପରମେଶ୍ବରଙ୍କ ସମ୍ମୁଖ ରେ ମୃତ୍ଯୁ ଭୋଗ କଲା।
11 And it is displeasing to David, because Jehovah hath made a breach upon Uzza, and one calleth that place `Breach of Uzza' unto this day.ପରମେଶ୍ବର ଉଷଙ୍କ ପ୍ରତି ଆପଣାର କୋର୍ଧ ପ୍ରକାଶିତ କଲେ। ଏଥି ନିମନ୍ତେ ଦାଉଦ ଅସନ୍ତୁଷ୍ଟ ହେଲେ। ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ସହେି ସ୍ଥାନ ପରେସ-ଉଷ ନାମ ରେ ନାମିତ ହାଇେଅଛି।
12 And David feareth God on that day, saying, `How do I bring in unto me the ark of God?'ସହେିଦିନ ଦାଉଦ ପରମେଶ୍ବରଙ୍କୁ ଭୟ କଲେ। ଦାଉଦ କହିଲେ, ମୁଁ ଏଠାକୁ ମାେ ନିକଟକୁ ନିଯମସିନ୍ଦୁକକୁ ଆଣିପାରିବି ନାହିଁ।
13 And David hath not turned aside the ark unto himself, unto the city of David, and turneth it aside unto the house of Obed-Edom the Gittite.ତେଣୁ ଦାଉଦ ନିଯମସିନ୍ଦୁକକୁ ତାଙ୍କ ସହିତ ଦାଉଦ ନଗରକୁ ନେଲେ ନାହିଁ। ସେ ନିଯମସିନ୍ଦୁକକୁ ଓବେଦ୍-ଇଦୋମର ଗୃହ ରେ ଛାଡ଼ିଦଇେ ଗଲେ। ଓବେଦ୍-ଇଦୋମ ଗାଥ୍ ନଗରର ଲୋକ ଥିଲେ।
14 And the ark of God dwelleth with the household of Obed-Edom, in his house, three months, and Jehovah blesseth the house of Obed-Edom, and all that he hath.ନିଯମସିନ୍ଦୁକ ଓବେଦ୍-ଇଦୋମଙ୍କର ପରିବାର ସହିତ ତାହାଙ୍କ ଗୃହ ରେ ତିନିମାସ ରହିଲା। ସଦାପ୍ରଭୁ ଓବେଦ୍-ଇଦୋମଙ୍କର ପରିବାରକୁ ଓ ଓବେଦ୍-ଇଦୋମଙ୍କର ନିଜସ୍ବ ସମସ୍ତ ସମ୍ପତ୍ତି ଉପରେ ଆଶୀର୍ବାଦ କଲେ।
Oriya Bible