Bible

1 Chronicles 13 - ASV (Oriya)

1 And David consulted with the captains of thousands and of hundreds, even with every leader.ଦାଉଦ ତାଙ୍କ ସୈନ୍ଯଦଳର ସମସ୍ତ ସନୋଧ୍ଯକ୍ଷମାନଙ୍କ ସହିତ କଥାବାର୍ତ୍ତା ହେଲେ।

2 And David said unto all the assembly of Israel, If it seem good unto you, and if it be of Jehovah our God, let us send abroad every where unto our brethren that are left in all the land of Israel, with whom the priests and Levites are in their cities that have suburbs, that they may gather themselves unto us;ଏହାପରେ ଦାଉଦ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କରି ଆପଣା ନିକଟକୁ ଡାକିଲେ। ସେ ସମାନଙ୍କେୁ କହିଲେ, ଯଦି ତୁମ୍ଭମାନେେ ଭାବୁଛ ଯେ ଏହା ଏକ ଉତ୍ତମ ବିଷଯ ଓ ସଦାପ୍ରଭୁ ଯଦି ତାହା ହିଁ ଇଚ୍ଛା କରନ୍ତି, ତବେେ ଆସ, ଇଶ୍ରାୟେଲର ସମସ୍ତ ଅଞ୍ଚଳ ରେ ଥିବା ଆମ୍ଭମାନଙ୍କର ଭ୍ରାତାମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପ୍ ରରଣେ କରିବା। ଆମ୍ଭମାନଙ୍କ ଭ୍ରାତାମାନଙ୍କ ସହିତ ସମାନଙ୍କେ ସହର ରେ ଓ ସହର ନିକଟସ୍ଥ କ୍ଷେତ୍ରମାନଙ୍କ ରେ ବାସ କରୁଥିବା ଯାଜକ ଓ ଲବେୀୟମାନଙ୍କ ନିକଟକୁ ମଧ୍ଯ ବାର୍ତ୍ତା ପଠାଇବା। ଏହି ବାର୍ତ୍ତା ସମାନଙ୍କେୁ ଜଣାଉ ଯେ, ସମାନେେ ଆସି ଆମ୍ଭମାନଙ୍କ ସହିତ ୟୋଗ ଦିଅନ୍ତୁ।

3 and let us bring again the ark of our God to us: for we sought not unto it in the days of Saul.ଆମ୍ଭମାନେେ ୟିରୁଶାଲମ ରେ ଆମ୍ଭମାନଙ୍କ ନିକଟକୁ ନିଯମ ସିନ୍ଦୁକକୁ ଫରୋଇ ଆଣିବା। ଶାଉଲ ରାଜା ଥିବା ସମୟରେ ଆମ୍ଭମାନେେ ନିଯମସିନ୍ଦୁକ ପ୍ରତି ଯତ୍ନଶୀଳ ହାଇେ ନାହୁଁ।

4 And all the assembly said that they would do so; for the thing was right in the eyes of all the people.ଇଶ୍ରାୟେଲର ସମସ୍ତ ଲୋକ ଦାଉଦଙ୍କ ସହିତ ଏକମତ ହେଲେ। ସମାନଙ୍କେର ହୃଦବୋଧ ହେଲା ଯେ, ଏହା ହିଁ ଯଥାର୍ଥ କର୍ମ ଅଟେ।

5 So David assembled all Israel together, from the Shihor `the brook' of Egypt even unto the entrance of Hamath, to bring the ark of God from Kiriath-jearim.ତେଣୁ ଦାଉଦ ମିଶରର ଶିଯୋରନଦୀଠାରୁ ହମାତର ସହର ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନଙ୍କୁ ଏକତ୍ର କଲେ। ସମାନେେ କିରିଯତ୍-ୟିଯାରୀମ ସହରରୁ ନିଯମସିନ୍ଦୁକ ଫରୋଇ ଆଣିବା ନିମନ୍ତେ ଏକତ୍ର ହେଲେ।

6 And David went up, and all Israel, to Baalah, `that is', to Kiriath-jearim, which belonged to Judah, to bring up from thence the ark of God Jehovah that sitteth `above' the cherubim, that is called by the Name.ଦାଉଦ ଓ ତାଙ୍କ ସହିତ ଇଶ୍ରାୟେଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିଯତ୍-ୟିଯାରୀମର ଅନ୍ୟ ଏକ ନାମ ଅଟେ। ସମାନେେ ନିଯମସିନ୍ଦୁକ ଆଣିବା ନିମନ୍ତେ ସଠାେକୁ ଗଲେ। ସହେି ନିଯମସିନ୍ଦୁକ ପରମେଶ୍ବର ସଦାପ୍ରଭୁଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ଯମାନ ଥାଆନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମ ରେ ନାମିତ ଅଟେ।

7 And they carried the ark of God upon a new cart, `and brought it' out of the house of Abinadab: and Uzza and Ahio drove the cart.ଲୋକମାନେ ନିଯମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସମାନେେ ତାହାକୁ ଏକ ନୂତନ ଶଗଡ଼ଗାଡ଼ି ରେ ରଖିଲେ। ଉଷ ଓ ଅହିଯୋ ସହେି ଶଗଡ଼କୁ ଚଳାଇଲେ।

8 And David and all Israel played before God with all their might, even with songs, and with harps, and with psalteries, and with timbrels, and with cymbals, and with trumpets.ଦାଉଦ ଓ ଇଶ୍ରାୟେଲ ସମସ୍ତ ଲୋକ ପରମେଶ୍ବରଙ୍କ ସମ୍ମୁଖ ରେ ଆନନ୍ଦ ଉତ୍ସବ କରୁଥିଲେ। ସମାନେେ ପରମେଶ୍ବରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସମାନେେ ବୀଣା, ସାରଙ୍ଗ, ଢ଼ୋଲ, ଗିନି ଓ ତୂରୀ ବାଦ୍ଯସବୁ ବଜାଇଲେ।

9 And when they came unto the threshing-floor of Chidon, Uzza put forth his hand to hold the ark; for the oxen stumbled.ସମାନେେ କୀଦୋନସ୍ଥିତ ଶସ୍ଯ ଝାଡ଼ିବା ସ୍ଥାନକୁ ଆସିଲେ। ଶଗଡ଼ଗାଡ଼ିକୁ ଟାଣୁଥିବା ବଳଦମାନେ ଝୁଣ୍ଟିପଡ଼ିଲେ। ଏବଂ ନିଯମସିନ୍ଦୁକ ପ୍ରାଯ ପଡ଼ିୟିବା ତୁଲ୍ଯ ହେଲା। ତେଣୁ ଉଷ ସିନ୍ଦୁକଟିକୁ ଧରିବା ନିମନ୍ତେ ନିଜର ହାତ ବଢ଼ାଇଲା।

10 And the anger of Jehovah was kindled against Uzza, and he smote him, because he put forth his hand to the ark; and there he died before God.ସଦାପ୍ରଭୁ ଉଷଙ୍କ ପ୍ରତି ଅତ୍ଯନ୍ତ କୋରାଧାନ୍ବିତ ହେଲେ। ସଦାପ୍ରଭୁ ଉଷଙ୍କୁ ବଧ କଲେ, କାରଣ ସେ ସିନ୍ଦୁକକୁ ସ୍ପର୍ଶ କଲା। ତେଣୁ ଉଷ ସହେିଠା ରେ ପରମେଶ୍ବରଙ୍କ ସମ୍ମୁଖ ରେ ମୃତ୍ଯୁ ଭୋଗ କଲା।

11 And David was displeased, because Jehovah had broken forth upon Uzza; and he called that place Perez-uzza, unto this day.ପରମେଶ୍ବର ଉଷଙ୍କ ପ୍ରତି ଆପଣାର କୋର୍ଧ ପ୍ରକାଶିତ କଲେ। ଏଥି ନିମନ୍ତେ ଦାଉଦ ଅସନ୍ତୁଷ୍ଟ ହେଲେ। ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ସହେି ସ୍ଥାନ ପରେସ-ଉଷ ନାମ ରେ ନାମିତ ହାଇେଅଛି।

12 And David was afraid of God that day, saying, How shall I bring the ark of God home to me?ସହେିଦିନ ଦାଉଦ ପରମେଶ୍ବରଙ୍କୁ ଭୟ କଲେ। ଦାଉଦ କହିଲେ, ମୁଁ ଏଠାକୁ ମାେ ନିକଟକୁ ନିଯମସିନ୍ଦୁକକୁ ଆଣିପାରିବି ନାହିଁ।

13 So David removed not the ark unto him into the city of David, but carried it aside into the house of Obed-edom the Gittite.ତେଣୁ ଦାଉଦ ନିଯମସିନ୍ଦୁକକୁ ତାଙ୍କ ସହିତ ଦାଉଦ ନଗରକୁ ନେଲେ ନାହିଁ। ସେ ନିଯମସିନ୍ଦୁକକୁ ଓବେଦ୍-ଇଦୋମର ଗୃହ ରେ ଛାଡ଼ିଦଇେ ଗଲେ। ଓବେଦ୍-ଇଦୋମ ଗାଥ୍ ନଗରର ଲୋକ ଥିଲେ।

14 And the ark of God remained with the family of Obed-edom in his house three months: and Jehovah blessed the house of Obed-edom, and all that he had.ନିଯମସିନ୍ଦୁକ ଓବେଦ୍-ଇଦୋମଙ୍କର ପରିବାର ସହିତ ତାହାଙ୍କ ଗୃହ ରେ ତିନିମାସ ରହିଲା। ସଦାପ୍ରଭୁ ଓବେଦ୍-ଇଦୋମଙ୍କର ପରିବାରକୁ ଓ ଓବେଦ୍-ଇଦୋମଙ୍କର ନିଜସ୍ବ ସମସ୍ତ ସମ୍ପତ୍ତି ଉପରେ ଆଶୀର୍ବାଦ କଲେ।

Oriya Bible