1 Chronicles 12 - WEB (Oriya)
1 Now these are those who came to David to Ziklag, while he yet kept himself close because of Saul the son of Kish; and they were among the mighty men, his helpers in war.ଦାଉଦ ସିଲ୍ଲଗ ରେ ଥିବା ସମୟରେ ଯେଉଁ ବ୍ଯକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସମାନଙ୍କେର ତାଲିକା ଏହା ଥିଲା। ଦାଉଦ ଯେତବେେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତବେେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ୟୁଦ୍ଧ ସମୟରେ ସାହାୟ୍ଯ କରିଥିଲେ।
2 They were armed with bows, and could use both the right hand and the left in slinging stones and in shooting arrows from the bow: they were of Saul's brothers of Benjamin.ଏହି ଲୋକମାନେ ଧନୁର୍ଦ୍ଧର ଥିଲେ, ଯେଉଁମାନେ ଡ଼ାହାଣ ଓ ବାମ ଉଭୟ ହସ୍ତଦ୍ବାରା ଧନୁରୁ ତୀର ମାରିପାରୁଥିଲେ। ଆହୁରି ମଧ୍ଯ, ସମାନେେ ସମାନଙ୍କେ ଡ଼ାହାଣ ଓ ବାମ, ଉଭୟ ହସ୍ତଦ୍ବାରା ବାଟୁଳି ଦ୍ବାରା ପଥର ମାରିପାରୁ ଥିଲେ। ସମାନେେ ବିନ୍ଯାମୀନୀଯ ଗୋଷ୍ଠୀବର୍ଗ ଓ ଶାଉଲଙ୍କ ଆତ୍ମୀଯ ଥିଲେ।
3 The chief was Ahiezer; then Joash, the sons of Shemaah the Gibeathite, and Jeziel, and Pelet, the sons of Azmaveth, and Beracah, and Jehu the Anathothite,ଅହୀଯଷେର, ସମାନଙ୍କେ ନେତା ଓ ୟୋଯାଶ (ଅହୀଯଷେର ଓ ୟୋଯାଶ, ଗିବିଯାଥୀଯରୁ ଶମାଯରଙ୍କ ପୁତ୍ର ଥିଲେ।) ୟିଷୀଯଲେ ଓ ପେଲ୍ଟ ଅସ୍ମାବତଙ୍କର ପୁତ୍ର ଥିଲେ ; ଅନାେଥାତୀଯରୁ ବରାଖା ଓ ଯହେୁ ଥିଲେ।
4 and Ishmaiah the Gibeonite, a mighty man among the thirty, and over the thirty, and Jeremiah, and Jahaziel, and Johanan, and Jozabad the Gederathite,ଗିବିଯୋନ ୟିଶ୍ମଯିଯ ତିରିଶ ଜଣ ବୀରଙ୍କ ମଧିଅରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦରୋଥୀଯ ଲୋକମାନଙ୍କ ମଧ୍ଯରୁ ଯିରିମିୟ, ୟହସୀଯଲେ, ୟୋହାନନ ଓ ୟୋଷାବଦ୍ ଥିଲେ।
5 Eluzai, and Jerimoth, and Bealiah, and Shemariah, and Shephatiah the Haruphite,ଇଲିଯୁଷଯ, ଯିରମୋେତ୍, ବାଲିଯା, ଶମରିଯ ଓ ହରୂବଂୀଯ, ଶଫଟିଯ ;
6 Elkanah, and Isshiah, and Azarel, and Joezer, and Jashobeam, the Korahites,ଇଲକାନା, ୟିଶିଯ, ଅସ ରେଲ, ୟୋଯଷେର ଓ ୟାଶ୍ବିଯାମ୍, କୋରହ ପରିବାରବର୍ଗର ସମସ୍ତ ଲୋକ,
7 and Joelah, and Zebadiah, the sons of Jeroham of Gedor.ଗଦୋର ସହରର ୟିରୋହମଙ୍କ ପୁତ୍ର ଯାୟେଲା ଓ ସବଦିଯ ସାହସୀ ଥିଲେ।
8 Of the Gadites there separated themselves to David to the stronghold in the wilderness, mighty men of valor, men trained for war, that could handle shield and spear; whose faces were like the faces of lions, and they were as swift as the roes on the mountains;ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗ ରେ ଗାଦ୍ ପରିବାର ବର୍ଗର କେତଜେଣ ଆସି ସଠାେରେ ବାସ କଲେ। ସମାନେେ ୟୁଦ୍ଧ ବିଦ୍ଯା ରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ଯଗଣ ଥିଲେ। ସମାନେେ ବର୍ଚ୍ଛା ଓ ଢ଼ାଲ ଚାଳନା ରେ ଦକ୍ଷ ଥିଲେ। ସମାନେେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତ ରେ ହରିଣ ସଦୃଶ ଦ୍ରୁତ ଗତି ରେ ଦୌଡ଼ି ମଧ୍ଯ ପାରୁଥିଲେ।
9 Ezer the chief, Obadiah the second, Eliab the third,ଏସର, ଗାଦ୍ ଗୋଷ୍ଠୀର ସୈନ୍ଯଦଳର ସନୋପତି ଥିଲେ। ଓବଦିଯ ଦ୍ବିତୀୟ ସନୋଧ୍ଯକ୍ଷ ଥିଲେ। ଇଲିଯାବ୍ ତୃତୀୟ ସନୋଧ୍ଯକ୍ଷ ଥିଲେ।
10 Mishmannah the fourth, Jeremiah the fifth,ମିଶମନ୍ନା ଚତୁର୍ଥ ସନୋଧ୍ଯକ୍ଷ ଥିଲେ, ଯିରିମିୟ ପଞ୍ଚମ ସନୋଧ୍ଯକ୍ଷ ଥିଲେ,
11 Attai the sixth, Eliel the seventh,ଅତ୍ତଯ ଷଷ୍ଠ ସନୋଧ୍ଯକ୍ଷ ଥିଲେ, ଇଲୀଯଲେ ସପ୍ତମ ସନୋଧ୍ଯକ୍ଷ ଥିଲେ,
12 Johanan the eighth, Elzabad the ninth,ୟୋହାନନ ଅଷ୍ଟମ ସନୋଧ୍ଯକ୍ଷ ଥିଲେ, ଇଲ୍ସାବଦ୍ ନବମ ସନୋଧ୍ଯକ୍ଷ ଥିଲେ,
13 Jeremiah the tenth, Machbannai the eleventh.ଯିରିମିୟ ଦଶମ ସନୋଧ୍ଯକ୍ଷ ଥିଲେ, ମଗ୍ବନ୍ନଯ ଏକାଦଶ ସନୋଧ୍ଯକ୍ଷ ଥିଲେ।
14 These of the sons of Gad were captains of the host: he who was least was equal to one hundred, and the greatest to one thousand.ଏହି ବ୍ଯକ୍ତିମାନେ ଗାଦର ସୈନ୍ଯଦଳର ନେତା ଥିଲେ। ସହେି ଦଳର ସବୁଠାରୁ ଦୁର୍ବଳ ବ୍ଯକ୍ତି 100 ଜଣ ଶତ୍ରୁ ସୈନ୍ଯଙ୍କ ସହତ ୟୁଦ୍ଧ କରିବା ନିମନ୍ତେ ସମର୍ଥ ଥିଲା। ଆଉ ସହେି ଦଳର ସବୁଠାରୁ ପରାକ୍ରମୀ ବ୍ଯକ୍ତି 1,000 ଜଣ ଶତ୍ରୁ ସୈନ୍ଯଙ୍କ ସହିତ ୟୁଦ୍ଧ କରିବା ନିମନ୍ତେ ସାମର୍ଥ ଥିଲା।
15 These are those who went over the Jordan in the first month, when it had overflowed all its banks; and they put to flight all them of the valleys, both toward the east, and toward the west.ଗାଦ ଗୋଷ୍ଠୀର ଏହି ସୈନ୍ଯମାନେ ବର୍ଷର ପ୍ରଥମ ମାସ ରେ ୟର୍ଦ୍ଦନ ନଦୀ ପାର ହାଇୟୋଇଥିଲେ। ବର୍ଷର ଏହି ସମୟରେ ୟର୍ଦ୍ଦନ ନଦୀ ବନ୍ଯା ଜଳ ରେ ପୂର୍ଣ୍ଣ ହାଇେ ରହିଥିଲା। ସମାନେେ ଉପତ୍ୟକା ରେ ବା କରୁଥିବା ସମସ୍ତ ଲୋକଙ୍କୁ ତଡ଼ି ପକାଇଥିଲେ। ସମାନେେ ସହେି ଲୋକମାନଙ୍କୁ ପୂର୍ବ ଓ ପଶ୍ଚିମ ଦିଗକୁ ତଡ଼ି ପଠାଇ ଦଇେଥିଲେ।
16 There came of the children of Benjamin and Judah to the stronghold to David.ସହେି ଦୁର୍ଗ ରେ ବିନ୍ଯାମୀନ ଓ ଯିହୁଦା ଗୋଷ୍ଠୀର ଲୋକମାନେ ମଧ୍ଯ ଆସି ଦାଉଦଙ୍କ ସହିତ ୟୋଗ ଦେଲେ।
17 David went out to meet them, and answered them, If you be come peaceably to me to help me, my heart shall be knit to you; but if [you be come] to betray me to my adversaries, seeing there is no wrong in my hands, the God of our fathers look thereon, and rebuke it.ଦାଉଦ ସମାନଙ୍କେୁ ସାକ୍ଷାତ କରିବାକୁ ଗଲେ। ଦାଉଦ ସମାନଙ୍କେୁ କହିଲେ, ଯଦି ତୁମ୍ଭେ ଶାନ୍ତି ସହକା ରେ ମାେତେ ସାହାୟ୍ଯ କରିବାକୁ ଆସିଅଛ, ତବେେ ମୁଁ ତୁମ୍ଭକୁ ସ୍ବାଗତ କରୁଅଛି। ମାେ' ସହିତ ସହୟୋଗ କର। କିନ୍ତୁ ମୁଁ କୌଣସି ଭୁଲ୍ କାର୍ୟ୍ଯ କରି ନ ଥିବା ସତ୍ତ୍ବେ ଯଦି ତୁମ୍ଭେ ମାେ' ବିରୁଦ୍ଧ ରେ ଗୁପ୍ତଚର ବୃତ୍ତି କରିବାକୁ ଆସିଅଛ, ତବେେ ଆମ୍ଭମାନଙ୍କ ପୂର୍ବ ପୁରୁଷ ଗଣଙ୍କର ପରମେଶ୍ବର ତାହା ଦେଖନ୍ତୁ ଓ ସେ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।
18 Then the Spirit came on Amasai, who was chief of the thirty, [and he said], "We are yours, David, and on your side, you son of Jesse: peace, peace be to you, and peace be to your helpers; for your God helps you." Then David received them, and made them captains of the band.ଅମାସଯ ତିରିଶ ବୀରଙ୍କର ନେତା ଥିଲେ। ଏହାପରେ, ଆତ୍ମା ଅମାସଯଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ,
19 Of Manasseh also there fell away some to David, when he came with the Philistines against Saul to battle: but they didn't help them; for the lords of the Philistines sent him away after consultation, saying, He will fall away to his master Saul to the jeopardy of our heads.ମନଃଶୀଯ ଗୋଷ୍ଠୀର କେତକେ ବ୍ଯକ୍ତି ମଧ୍ଯ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତବେେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ୟାଇଥିଲେ, ସେତବେେଳେ ସମାନେେ ତାହାଙ୍କ ସହିତ ଯୋଗ ଦଇେଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତ ରେ ପଲେଷ୍ଟୀୟମାନଙ୍କୁ ସାହାୟ୍ଯ କରି ନ ଥିଲେ। ଦାଉଦ ଯେ ସମାନଙ୍କେୁ ସାହାୟ୍ଯ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା'ପରେ ସମାନେେ ତାହାଙ୍କୁ ପଠାଇଦବୋ ନିମନ୍ତେ ସ୍ଥିର କଲେ। ସହେି ଶାସକମାନେ କହିଲେ, ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫରେିୟାଏ, ତବେେ ଆମ୍ଭମାନଙ୍କର ମୁଣ୍ଡକାଟ ହବେ !
20 As he went to Ziklag, there fell to him of Manasseh, Adnah, and Jozabad, and Jediael, and Michael, and Jozabad, and Elihu, and Zillethai, captains of thousands who were of Manasseh.ଦାଉଦ ସିକ୍ଲଗ ସହରକୁ ୟିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ୟୋଗ ଦଇେଥିଲେ ; ଅଦ୍ନହ, ୟୋଷାବଦ୍, ୟିଦୀଯଲେ, ମୀଖାଯଲେ, ୟୋଷାବଦ୍, ଇଲିହୂ, ଓ ସିଲ୍ଲଥଯ। ଯେଉଁମାନେ ମନଃଶିର 1,000 ଜଣ ସୈନ୍ଯଙ୍କର ମୁଖ୍ଯ ଥିଲେ।
21 They helped David against the band of rovers: for they were all mighty men of valor, and were captains in the host.ସମାନେେ ମନ୍ଦ ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ଦାଉଦଙ୍କୁ ସାହାୟ୍ଯ କରୁଥିଲେ। ଏହି ମନ୍ଦ ଲୋକମାନେ ଦେଶସାରା ବ୍ଯାପି ୟାଇଥିଲେ ଓ ଲୋକମାଙ୍କର ଜିନିଷପତ୍ର ଚେୀରି କରିନଇେ ଯାଉଥିଲେ। ମନଃଶିର ଏହି ଲୋକମାନେ ଦୁଃସାହସୀ ସୈନ୍ଯ ଥିଲେ। ସମାନେେ ଦାଉଦଙ୍କ ସୈନ୍ଯଦଳର ସନୋଧ୍ଯକ୍ଷ ହେଲେ।
22 For from day to day men came to David to help him, until there was a great host, like the host of God.ଦାଉଦ୍ଙ୍କୁ ସାହାୟ୍ଯ କରିବା ନିମନ୍ତେ ପ୍ରେତ୍ୟକକ ଦିନ ଅଧିକରୁ ଅଧିକ ସଂଖ୍ଯକ ଲୋକ ଆସିବାକୁ ଲାଗିଲେ। ତେଣୁ ଦାଉଦଙ୍କର ଏକ ବିଶାଳ ଓ ମହାପରାକ୍ରମୀ ସୈନ୍ଯଦଳ ହେଲା।
23 These are the numbers of the heads of those who were armed for war, who came to David to Hebron, to turn the kingdom of Saul to him, according to the word of Yahweh.ହିବ୍ରୋଣ ସହର ରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ଯା ଏହିପରି ଥିଲା। ଏହି ଲୋକମାନେ ୟୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସମାନେେ ଶାଉଲଙ୍କ ରାଜ୍ଯକୁ ଦାଉଦଙ୍କ ହସ୍ତ ରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସମାନଙ୍କେ ସଂଖ୍ଯା ଏହିପରି ଥିଲା।
24 The children of Judah who bore shield and spear were six thousand and eight hundred, armed for war.ଯିହୁଦା ଗୋଷ୍ଠୀରୁ 6,800 ଲୋକ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସମାନେେ ଢ଼ାଲ ଓ ବର୍ଚ୍ଛା ବହନ କରୁଥିଲେ।
25 Of the children of Simeon, mighty men of valor for the war, seven thousand and one hundred.ଶିମିୟୋନ ଗୋଷ୍ଠୀରୁ 7,100 ଲୋକ ଥିଲେ। ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ସମାନେେ ସାହସୀ ସୈନ୍ଯଗଣ ଥିଲେ।
26 Of the children of Levi four thousand and six hundred.ଲବେୀ ଗୋଷ୍ଠୀରୁ 4,600 ଲୋକ ଥିଲେ।
27 Jehoiada was the leader of [the house of] Aaron; and with him were three thousand and seven hundred,ଯିହାୟୋଦାରଦା ସହେି ଦଳ ରେ ଥିଲେ। ସେ ହାରୋଣଙ୍କ ପରିବାରର ମୁଖ୍ଯ ଥିଲେ। ଯିହାୟୋଦାରଦାଙ୍କ ସହିତ 3,700 ଲୋକ ଥିଲେ।
28 and Zadok, a young man mighty of valor, and of his father's house twenty-two captains.ସାଦୋକ୍ ମଧ୍ଯ ସହେି ଦଳ ରେ ଥିଲେ। ସେ ଜଣେ ସାହସୀ ୟୁବା ସୈନ୍ଯ ଥିଲେ। ସେ ତାଙ୍କ ପରିବାରର ବାଇଶ ଜଣ କାର୍ୟ୍ଯକାରୀଙ୍କ ସହିତ ଆସିଲେ।
29 Of the children of Benjamin, the brothers of Saul, three thousand: for hitherto the greatest part of them had kept their allegiance to the house of Saul.ବିନ୍ଯାମୀନ ଗୋଷ୍ଠୀରୁ 3,000 ଲୋକ ଥିଲେ। ସମାନେେ ଶାଉଲଙ୍କ ଆତ୍ମୀଯ ଥିଲେ। ସହେି ପର୍ୟ୍ଯନ୍ତ ସମାନଙ୍କେ ମଧ୍ଯରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ବସ୍ତ ଥିଲେ।
30 Of the children of Ephraim twenty thousand eight hundred, mighty men of valor, famous men in their fathers' houses.ଇଫ୍ରଯିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସମାନେେ ସାହସୀ ସୈନ୍ଯ ଥିଲେ। ସମାନେେ ନିଜର ପରିବାର ରେ ଅତି ପ୍ରସିଦ୍ଧ ଥିଲେ।
31 Of the half-tribe of Manasseh eighteen thousand, who were mentioned by name, to come and make David king.ମନଃଶି ଅର୍ଦ୍ଧକେ ଗୋଷ୍ଠୀରୁ 18,000 ଲୋକ ଥିଲେ। ଦାଉଦଙ୍କୁ ରାଜା କରିବା ପାଇଁ ସମାନଙ୍କେୁ ନାମ ଧରି ଡକା ୟାଇଥିଲା।
32 Of the children of Issachar, men who had understanding of the times, to know what Israel ought to do, the heads of them were two hundred; and all their brothers were at their commandment.ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସହେି ବ୍ଯକ୍ତିମାନେ ଇଶ୍ରାୟେଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସମାନଙ୍କେର ଆତ୍ମୀଯମାନେ ସମାନଙ୍କେ ସହିତ ରେ ଓ ସମାନଙ୍କେ ଅଧୀନ ରେ ଥିଲେ।
33 Of Zebulun, such as were able to go out in the host, who could set the battle in array, with all manner of instruments of war, fifty thousand, and who could order [the battle array, and were] not of double heart.ସବୂଲୂନ ଗୋଷ୍ଠୀରୁ 50,000 ସୈନ୍ଯ ଥିଲେ। ସମାନେେ ସବୁପ୍ରକାର ଅସ୍ତ୍ରଶସ୍ତ୍ର ବ୍ଯବହାର କରିବା ନିମନ୍ତେ ତାଲିମପ୍ରାପ୍ତ ହାଇେଥିଲେ । ଏବଂ ଦାଉଦଙ୍କୁ ବିନା ସନ୍ଦହେ ରେ ସାହାୟ୍ଯ କଲେ।
34 Of Naphtali one thousand captains, and with them with shield and spear thirty-seven thousand.ନପ୍ତଲି ଗୋଷ୍ଠୀ 1,000 କାର୍ୟ୍ଯକାରୀ ଥିଲେ। ସମାନଙ୍କେ ସହିତ 37,000 ଲୋକ ଥିଲେ। ଏହି ଲୋକମାନେ ଢ଼ାଲ ଓ ବର୍ଚ୍ଛାଧାରୀ ଥିଲେ।
35 Of the Danites who could set the battle in array, twenty-eight thousand six hundred.ଦାନୀଯ ଗୋଷ୍ଠୀ 28,600 ଲୋକ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।
36 Of Asher, such as were able to go out in the host, who could set the battle in array, forty thousand.ଆଶରେ ଗୋଷ୍ଠୀରୁ 40,000 ତାଲିମପ୍ରାପ୍ତ ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।
37 On the other side of the Jordan, of the Reubenites, and the Gadites, and of the half-tribe of Manasseh, with all manner of instruments of war for the battle, one hundred twenty thousand.ୟର୍ଦ୍ଦନ ନଦୀର ପୂର୍ବ ଦିଗରୁ ରୁବନ୍େ, ଗାଦ ଓ ମନଃଶିର ଅର୍ଦ୍ଧକେ ପରିବାରବର୍ଗର 1,20,000 ଲୋକ ଥିଲେ। ଏହି ଲୋକମାନଙ୍କ ନିକଟରେ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା।
38 All these being men of war, who could order the battle array, came with a perfect heart to Hebron, to make David king over all Israel: and all the rest also of Israel were of one heart to make David king.ସହେି ସମସ୍ତ ଲୋକମାନେ ସାହସୀ ସୈନ୍ଯ ଥିଲେ। ସମାନେେ ସମ୍ପୂର୍ଣ୍ଣ ଏକମତ ହାଇେ ଦାଉଦଙ୍କୁ ଇଶ୍ରାୟେଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇଶ୍ରାୟେଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ଯ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହାଇେଥିଲେ।
39 They were there with David three days, eating and drinking; for their brothers had made preparation for them.ସହେି ଲୋକମାନେ ଦାଉଦଙ୍କ ସହିତ ହିବ୍ରୋଣ ରେ ତିନିଦିନ କଟାଇଲେ। ସମାନେେ ଭୋଜନ କଲେ ଓ ପାନ କଲେ, କାରଣ ସମାନଙ୍କେର ଆତ୍ମୀଯମାନେ ସମାନଙ୍କେ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରୁଥିଲେ।
40 Moreover those who were near to them, [even] as far as Issachar and Zebulun and Naphtali, brought bread on donkeys, and on camels, and on mules, and on oxen, food of meal, cakes of figs, and clusters of raisins, and wine, and oil, and oxen, and sheep in abundance: for there was joy in Israel.ଆହୁରି ମଧ୍ଯ ସମାନଙ୍କେର ପଡ଼ୋଶୀ ଇଷାଖର, ସବଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ଯ ଲଦି ସମାନଙ୍କେ ନିକଟକୁ ଆଣୁଥିଲେ। ସମାନେେ ବହୁତ ପରିମାଣ ରେ ମଇଦା, ଡ଼ିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କିସମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମଷେପଲ ନଇେ ଆସୁଥିଲେ। ଇଶ୍ରାୟେଲ ଲୋକମାନେ ଅତ୍ଯନ୍ତ ଆନନ୍ଦିତ ଥିଲେ।
Oriya Bible