1 Corinthians 16:18 in Oriya

Oriya Oriya Bible 1 Corinthians 1 Corinthians 16 1 Corinthians 16:18

1 Corinthians 16:18
ସମାନେେ ମାେ ଆତ୍ମାକୁ ଏବଂ ତୁମ୍ଭ ଆତ୍ମାକୁ ମଧ୍ଯ ଆରାମ ପ୍ରଦାନ କରିଛନ୍ତି। ତୁମ୍ଭମାନେେ ଏଭଳି ଲୋକମାନଙ୍କୁ ସମ୍ମାନ କରିବା ଉଚିତ୍।

1 Corinthians 16:171 Corinthians 161 Corinthians 16:19

1 Corinthians 16:18 in Other Translations

King James Version (KJV)
For they have refreshed my spirit and your's: therefore acknowledge ye them that are such.

American Standard Version (ASV)
For they refreshed my spirit and yours: acknowledge ye therefore them that are such.

Bible in Basic English (BBE)
For they gave comfort to my spirit and to yours: for which cause give respect to such people.

Darby English Bible (DBY)
For they have refreshed my spirit and yours: own therefore such.

World English Bible (WEB)
For they refreshed my spirit and yours. Therefore acknowledge those who are like that.

Young's Literal Translation (YLT)
for they did refresh my spirit and yours; acknowledge ye, therefore, those who `are' such.

For
ἀνέπαυσανanepausanah-NAY-paf-sahn
they
have
refreshed
γὰρgargahr

τὸtotoh
my
ἐμὸνemonay-MONE
spirit
πνεῦμαpneumaPNAVE-ma
and
καὶkaikay

τὸtotoh
yours:
ὑμῶνhymōnyoo-MONE
therefore
ἐπιγινώσκετεepiginōsketeay-pee-gee-NOH-skay-tay
acknowledge
ye
οὖνounoon
them
that
τοὺςtoustoos
are
such.
τοιούτουςtoioutoustoo-OO-toos

Cross Reference

Philemon 1:7
ହେ ଭାଇ ପରମେଶ୍ବରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ ରମେଭାବ ଦଖାଇେଛ, ସମାନଙ୍କେୁ ତୁମ୍ଭେ ଖୁସି କରିଛ। ଏହା ମାେତେ ବହୁତ ଆନନ୍ଦ ଓ ଆଶ୍ବାସନା ଦଲୋ।

1 Thessalonians 5:12
ଭାଇ ଓ ଭଉଣୀମାନେ! ଯେଉଁମାନେ ତୁମ୍ଭମାନଙ୍କ ସହିତ କଠାେର ପରିଶ୍ରମ କରୁଛନ୍ତି, ଓ ପ୍ରଭୁଙ୍କଠା ରେ ତୁମ୍ଭକୁ ନତେୃତ୍ବ ଦେଉଛନ୍ତି ଓ ତୁମ୍ଭକୁ ଉପଦେଶ ପ୍ରଦାନ କରୁଛନ୍ତି, ସମାନଙ୍କେୁ ସମ୍ମାନ ଦବୋ ପାଇଁ ଆମ୍ଭେ ନିବଦନେ କରୁଛୁ।

2 Corinthians 7:13
ଏହି କାରଣରୁ ଆମ୍ଭେ ଆଶ୍ବସ୍ତ ଥିଲୁ।

Romans 15:32
ତା'ପରେ ଯଦି ପରମେଶ୍ବର ଇଚ୍ଛା କରନ୍ତି ତା' ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନବେି।

3 John 1:11
ମାରେ ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କୁ କବେେ ଦେଖି ନାହିଁ।

3 John 1:4
ମୁଁ ଯେତବେେଳେ ଶୁଣେ ଯେ ମାରେ ପିଲାମାନେ ସତ୍ଯର ମାର୍ଗ ଅନୁସରଣ କରୁଛନ୍ତି, ତାହା ମାେତେ ବିଶଷେ ଆନନ୍ଦ ଦିଏ।

Hebrews 13:7
ତୁମ୍ଭମାନେେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସମାନେେ ପରମେଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସମାନେେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ଯୁ ଭୋଗ କଲେ ତାହା ମନେ ପକାଅ, ଏବଂ ସମାନଙ୍କେର ବିଶ୍ବାସର ଉଦାହରଣକୁ ଅନୁସରଣ କର।

Philemon 1:20
ତେଣୁ ହେ ମାରେ ଭାଇ ! ପ୍ରଭୁଙ୍କଠା ରେ ତୁମ୍ଭେ ମାେ ପାଇଁ କିଛି ଆବଶ୍ଯକୀୟ ବିଷୟ କର ବୋଲି, ମୁଁ କୁ ହେ। ଖ୍ରୀଷ୍ଟଙ୍କଠା ରେ ମାେ ହୃଦୟକୁ ଆଶ୍ବାସନା ଦିଅ।

1 Thessalonians 3:6
କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫରେି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ବାସ ଓ ପ୍ ରମରେ ସୁଖବର ଆମ୍ଭକୁ ଦଇେଛନ୍ତି। ତୁମ୍ଭମାନେେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭମାନେେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଚାହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ଯ ସହେି ଇଚ୍ଛା। ଆମ୍ଭମାନେେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ।

Colossians 4:8
ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭମାନେେ କିପରି ଅଛୁ, ତାହା ତୁମ୍ଭମାନେେ ଜାଣ।

Philippians 2:28
ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ଯ ତାହାଙ୍କୁ ଦେଖିଲେ ଖୁସି ହବେ, ମୁଁ ମଧ୍ଯ ତୁମ୍ଭ ବିଷୟ ରେ ଚିନ୍ତାମୁକ୍ତ ହବେି।

2 Corinthians 7:6
କିନ୍ତୁ ଯେଉଁ ପରମେଶ୍ବର ଭାଙ୍ଗି ପଡ଼ିଥିବା ଲୋକକୁ ସାନ୍ତ୍ବନା ଦିଅନ୍ତି, ସେ ତିତସଙ୍କର ଆଗମନ ଦ୍ବାରା ଆମ୍ଭମାନଙ୍କୁ ମଧ୍ଯ ସାନ୍ତ୍ବନା ପ୍ରଦାନ କଲେ।

Proverbs 25:25
ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଚାର ସହେିପରି ଅଟେ।

Proverbs 25:13
ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ ରରକଗେଣ ପ୍ରତି ବିଶ୍ବସ୍ତ ଦୂତ ସପରେି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣ ରେ ଆଶ୍ବାସ ଦିଏ।