மத்தேயு 8:17
அவர் தாமே நம்முடைய பெலவீனங்களை ஏற்றுக்கொண்டு, நம்முடைய நோய்களைச் சுமந்தார் என்று, ஏசாயா தீர்க்கதரிசியினால் உரைக்கப்பட்டது நிறைவேறும்படி இப்படி நடந்தது.
Cross Reference
ଦିତୀୟ ରାଜାବଳୀ 6:18
ତା'ପରେ ଅରାମର ସୈନ୍ଯଗଣ ଇଶ୍ରାୟେଲ ରେ ପହନ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ମୁଁ ବିନଯ କରୁଛି, ସହେି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:11
ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହାଇଯେିବ ଓ କିଛି ସମୟ ପାଇଁ ସୂର୍ୟ୍ଯ ଆଲୁଅ ମଧ୍ଯ ଦେଖି ପାରିବ ନାହିଁ।
ଦିତୀୟ ବିବରଣ 28:28
ସଦାପ୍ରଭୁ ତୁମ୍ଭମାନଙ୍କୁ ଉନ୍ନାଦ ଓ ଅନ୍ଧତା ଓ ତିତ୍ତ ସ୍ତବ୍ଧତା ଦ୍ବାରା ଆଘାତ କରିବେ।
ଯିରିମିୟ 2:36
ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଚାଲିଛ, ଏତେ ଅବ ହଳେିତ ଭାବରେ ? ତୁମ୍ଭେ ଅଶୂରର ବିଷଯ ରେ ଯେପରି ଲଜ୍ଜିତା ହାଇେଥିଲ, ସହେିପରି ମିଶରର ବିଷଯ ରେ ଲଜ୍ଜିତା ହବେ।
ଉପଦେଶକ 10:15
ପ୍ରେତ୍ୟକକ ମୂର୍ଖର ପରିଶ୍ରମ ତାହାକୁ କ୍ଲାନ୍ତ କରେ, କାରଣ କିପରି ନଗରକୁ ୟିବାକୁ ହୁଏ ତାହା ସେ ଜାଣେ ନାହିଁ।
ଯିଶାଇୟ 57:10
ତୁମ୍ଭେ ଦୀର୍ଘପଥ ୟାତ୍ରା ୟୋଗୁଁ ଯଦିଓ କ୍ଲାନ୍ତ ହାଇେଥିଲ, ତଥାପି ତୁମ୍ଭେ ଭରସା ନାହିଁ ବୋଲି କହି ନ ଥିଲ। ତୁମ୍ଭେ ନୂତନ ବଳ ପାଇ ସତଜେ ହେଲ, ତେଣୁ ତୁମ୍ଭେ କ୍ଲାନ୍ତ ଅନୁଭବ କଲ ନାହିଁ।
மத்தேயு 8:17 in English
Tags அவர் தாமே நம்முடைய பெலவீனங்களை ஏற்றுக்கொண்டு நம்முடைய நோய்களைச் சுமந்தார் என்று ஏசாயா தீர்க்கதரிசியினால் உரைக்கப்பட்டது நிறைவேறும்படி இப்படி நடந்தது
Matthew 8:17 in Tamil Concordance Matthew 8:17 in Tamil Interlinear Matthew 8:17 in Tamil Image
Read Full Chapter : Matthew 8