மத்தேயு 7:3
நீ உன் கண்ணிலிருக்கிற உத்திரத்தை உணராமல், உன் சகோதரன் கண்ணிலிருக்கிற துரும்பைப் பார்க்கிறதென்ன?
Cross Reference
ଗଣନା ପୁସ୍ତକ 9:6
ମାତ୍ର କେତକେ ଲୋକ ମନୁଷ୍ଯର ଶବ ସ୍ପର୍ଶ କରି ଅଶୁଚି ହବୋରୁ ସହେିଦିନ ସମାନେେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସମାନେେ ସହେିଦିନ ମାଶାେ ଓ ହାରୋଣଙ୍କ ନିକଟକୁ ଆସିଲେ।
ଲେବୀୟ ପୁସ୍ତକ 21:1
ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହାରୋଣଙ୍କ ପୁତ୍ର ଯାଜକଗଣଙ୍କୁ କୁହ, ଜଣେ ଯାଜକ ଏକ ମୃତ୍ଯୁବ୍ଯକ୍ତିକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ।
ଲେବୀୟ ପୁସ୍ତକ 21:10
ଆଉ ନିଜ ଭ୍ରାତାମାନଙ୍କ ଉପରେ ଯେଉଁ ଲୋକ ମହାୟାଜକ ହାଇେଅଛି, ଯାହାର ମସ୍ତକରେ ଅଭିଷକୋର୍ଥକ ତୈଳ ଢଳା ୟାଇଅଛି, ଆଉ ୟିଏ ପବିତ୍ର ବସ୍ତ୍ର ପରିଧାନ କରିବାକୁ ପଦବୀ ରେ ନିୟୁକ୍ତ ହାଇେଅଛି, ସେ ନିଜ ମସ୍ତକର କେଶ ମୁକୁଳା କରିବା ଉଚିତ୍ ନୁହେଁ ଓ ନିଜ ବସ୍ତ୍ର ଚିରିବା ଉଚିତ୍ ନୁହେଁ।
ଯିହିଜିକଲ 44:25
କାରଣ ସମାନେେ ଅଶୁଚି କରିବା ପାଇଁ କୌଣସି ମୃତ ଲୋକ ଶବ ନିକଟକୁ ଆସିବେ ନାହିଁ। କିନ୍ତୁ ସମାନେେ ନିଜର ପିତା, ମାତା, ପୁତ୍ର, କନ୍ଯା, ଭ୍ରାତା କିମ୍ବା ଅବିବାହିତା ଭଗିନୀ ନିମନ୍ତେ ନିଜକୁ ଅଶୁଚି କରିପାରିବେ।
மத்தேயு 7:3 in English
Tags நீ உன் கண்ணிலிருக்கிற உத்திரத்தை உணராமல் உன் சகோதரன் கண்ணிலிருக்கிற துரும்பைப் பார்க்கிறதென்ன
Matthew 7:3 in Tamil Concordance Matthew 7:3 in Tamil Interlinear Matthew 7:3 in Tamil Image
Read Full Chapter : Matthew 7