Romans 13 - ORIYA (Malayalam)
1 ପ୍ରେତ୍ୟକକ ଲୋକର ସରକାରୀ ଶାସକମାନଙ୍କ ଅଧୀନତା ସ୍ବୀକାର କରିବା ଉଚିତ୍। କାରଣ ସମାନଙ୍କେ ଏହି କ୍ଷମତା ପରମେଶ୍ବରଙ୍କ ଦ୍ବାରା ଦିଆଯାଇଛି ଏବଂ ବର୍ତ୍ତମାନ ଯେଉଁ ମାନେ ଅଧିକାରୀ , ପରମେଶ୍ବରଙ୍କ ଦ୍ବାରା ସମାନଙ୍କେୁ ଏହି କ୍ଷମତା ପ୍ରଦାନ କରା ଯାଇଛି।ഏതു മനുഷ്യനും ശ്രേഷ്ഠാധികാരങ്ങൾക്കു കീഴടങ്ങട്ടെ. ദൈവത്താലല്ലാതെ ഒരധികാരവുമില്ലല്ലോ; ഉള്ള അധികാരങ്ങളോ ദൈവത്താൽ നിയമിക്കപ്പെട്ടിരിക്കുന്നു.
2 ଅତଏବ ଅଧିକାର ବି ରୋଧ କରୁଥିବା ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ଆଜ୍ଞାର ବିରୋଧୀ। ଏପରି ବି ରୋଧ କରୁଥିବା ଲୋକ, ନିଜ ପାଇଁ ଦଣ୍ତ ପାଇବା ବ୍ଯବସ୍ଥା କରିଥାଏ।ആകയാൽ അധികാരത്തോടു മറുക്കുന്നവൻ ദൈവ വ്യവസ്ഥയോടു മറുക്കുന്നു. മറുക്കുന്നവരോ ശിക്ഷാവിധി പ്രാപിക്കും.
3 ଯେଉଁ ମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସମାନଙ୍କେଠା ରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ କାମ କରନ୍ତି ସମାନେେ ଭୟ କରିବାକୁ ବାଧ୍ଯ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ।വാഴുന്നവർ സൽപ്രവൃത്തിക്കല്ല ദുഷ്പ്രവൃത്തിക്കത്രേ ഭയങ്കരം. അധികാരസ്ഥനെ ഭയപ്പെടാതിരിപ്പാൻ ഇച്ഛിക്കുന്നുവോ? നന്മചെയ്ക; എന്നാൽ അവനോടു പുകഴ്ച ലഭിക്കും.
4 ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ବରଙ୍କ ସବେକ। କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ। ଶାସକର ଦଣ୍ତ ଦବୋ କ୍ଷମତା ଅଛି, ସେ ସହେି କ୍ଷମତାର ପ୍ରଯୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦବେେ।നിന്റെ നന്മെക്കായിട്ടല്ലോ അവൻ ദൈവശുശ്രൂഷക്കാരനായിരിക്കുന്നതു; നീ തിന്മ ചെയ്താലോ ഭയപ്പെടുക; വെറുതെ അല്ല അവൻ വാൾ വഹിക്കുന്നതു; അവൻ ദോഷം പ്രവർത്തിക്കുന്നവന്റെ ശിക്ഷെക്കായി പ്രതികാരിയായ ദൈവശുശ്രൂഷക്കാരൻ തന്നേ.
5 ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ଯ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହବେ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଯାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।അതുകൊണ്ടു ശിക്ഷയെ മാത്രമല്ല മനസ്സാക്ഷിയെയും വിചാരിച്ചു കീഴടങ്ങുക ആവശ്യം.
6 ଏହି ଦୃଷ୍ଟିରୁ ତୁମ୍ଭମାନେେ ସରକାରକୁ କର ମଧ୍ଯ ଦିଅ। ସମାନେେ ପରମେଶ୍ବରଙ୍କ ସବୋ ରେ ରହିଛନ୍ତି, ଏବଂ ସହେି କାର୍ୟ୍ଯ କରିବା ପାଇଁ ନିଜର ସଂପୂର୍ଣ ସମୟ ଦେଉଛନ୍ତି।അതുകൊണ്ടു നിങ്ങൾ നികുതിയും കൊടുക്കുന്നു. അവർ ദൈവശുശ്രൂഷകന്മാരും ആ കാര്യം തന്നേ നോക്കുന്നവരുമാകുന്നു.
7 ସମାଜ ରେ ଯାହାଙ୍କର ଯାହା ପ୍ରାପ୍ଯ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦବୋ କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦଇେ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସମାନଙ୍କେୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦବୋ କଥା ସମାନଙ୍କେୁ ସମ୍ମାନ ଦିଅ।എല്ലാവർക്കും കടമായുള്ളതു കൊടുപ്പിൻ; നികുതി കൊടുക്കേണ്ടവന്നു നികുതി; ചുങ്കം കൊടുക്കേണ്ടവന്നു ചുങ്കം; ഭയം കാണിക്കേണ്ടവന്നു ഭയം; മാനം കാണിക്കേണ്ടവന്നു മാനം.
8 କାହାର ଋଣୀ ହୁଅ ନାହିଁ। କିନ୍ତୁ ପରପ୍ପର ପ୍ରତି ପ୍ ରମରେ ଋଣ ରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବେଶୀକୁ ପ୍ ରମେ କରେ ସେ ସଂପୂର୍ଣ ବ୍ଯବସ୍ଥା ମାନିଛି।അന്യോന്യം സ്നേഹിക്കുന്നതു അല്ലാതെ ആരോടും ഒന്നും കടമ്പെട്ടിരിക്കരുതു; അന്യനെ സ്നേഹിക്കുന്നവൻ ന്യായപ്രമാണം നിവർത്തിച്ചിരിക്കുന്നുവല്ലോ.
9 ମୁଁ ଏପରି କହୁଛି, କାରଣ ବ୍ଯବସ୍ଥା କୁ ହେ: ବ୍ଯଭିଗ୍ଭର କର ନାହିଁ, କାହାକୁ ବଧ କର ନାହିଁ, କୌଣସି ଜିନିଷ ଗ୍ଭରେି କର ନାହିଁ, ଅନ୍ୟ ଲୋକର ଜିନିଷ ପ୍ରତି ଲୋଭ ରଖ ନାହିଁ। ଏହି ସମସ୍ତ ଆଦେଶ ଗୁଡିକ ଓ ଅନ୍ୟ ସମସ୍ତ ଆଦେଶ ଗୁଡିକ ସାରାଂଶ ଭାବେ ଏହି ବ୍ଯବସ୍ଥାର ଅନ୍ତର୍ଗତ ଅଟେ, ଯଥା: ନିଜକୁ ପ୍ ରମେ କଲା ଭଳି ଅନ୍ୟ ପ୍ରତିବାଶୀକୁ ପ୍ ରମେ କର।വ്യഭിചാരം ചെയ്യരുതു, കുല ചെയ്യരുതു, മോഷ്ടിക്കരുതു, മോഹിക്കരുതു, എന്നുള്ളതും മറ്റു ഏതു കല്പനയും കൂട്ടുകാരനെ നിന്നെപ്പോലെ സ്നേഹിക്ക എന്നീ വചനത്തിൽ സംക്ഷേപിച്ചിരിക്കുന്നു.
10 ପ୍ ରମେ ଅନ୍ୟ ଲୋକକୁ ଆଘାତ କରେ ନାହିଁ, ଅତଏବ ପ୍ ରମେ କରିବା ସଂପୂର୍ଣ ବ୍ଯବସ୍ଥା ପାଳନର ସମକକ୍ଷ।സ്നേഹം കൂട്ടുകാരന്നു ദോഷം പ്രവർത്തിക്കുന്നില്ല; ആകയാൽ സ്നേഹം ന്യായപ്രമാണത്തിന്റെ നിവൃത്തി തന്നേ.
11 ମୁଁ ଏହି ସମସ୍ତ କଥା କହୁଛି, କାରଣ ଆମ୍ଭର ଏହି ସମୟଟି ଅତି ମହତ୍ତ୍ବପୂର୍ଣ। ନିଦ୍ରାରୁ ଜାଗ୍ରତ ହବୋର ସମୟ ଉପସ୍ଥିତ ହାଇେଅଛି। ଆରମ୍ଭ କାଳ ରେ ବିଶ୍ବାସ କରିବା ତୁଳନା ରେ ଏବେ ଆମ୍ଭେ ଉଦ୍ଧାର ପାଇବା ସମୟର ନିକଟତର ହାଇେଛୁ।ഇതു ചെയ്യേണ്ടതു ഉറക്കത്തിൽനിന്നു ഉണരുവാൻ നാഴിക വന്നിരിക്കുന്നു എന്നിങ്ങനെ നിങ്ങൾ സമയത്തെ അറികയാൽ തന്നേ; നാം വിശ്വസിച്ച സമയത്തെക്കാൾ രക്ഷ ഇപ്പോൾ നമുക്കു അധികം അടുത്തിരിക്കുന്നു.
12 'ରାତି' ପ୍ରାଯଃ କଟି ଗଲାଣି। 'ଦିନ' ପ୍ରାଯଃ ଏହିଠା ରେ। ଅତଏବ ଅନ୍ଧକାର ରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ। ଆମ୍ଭେ ପ୍ରକାଶ ରେ ହେଉଥିବା ଭଲ କାମ କରିବାପାଇଁ ପ୍ରସ୍ତୁତ କରିବା ଉଚିତ।രാത്രി കഴിവാറായി പകൽ അടുത്തിരിക്കുന്നു അതുകൊണ്ടു നാം ഇരുട്ടിന്റെ പ്രവൃത്തികളെ വെച്ചുകളഞ്ഞു വെളിച്ചത്തിന്റെ ആയുധവർഗ്ഗം ധരിച്ചുകൊൾക.
13 ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ। ଆମ୍ଭେ ଖର୍ଚ୍ଚାନ୍ତ ରସରଙ୍ଗ ରେ ମାତିବା ଠିକ୍ ନୁହେଁ। ମାତାଲ ହବୋ ଉଚିତ ନୁହେଁ। ୟୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସ ରେ ଲିପ୍ତ ହବୋ ଠିକ୍ ନୁହେଁ। ୟୁକ୍ତି ତର୍କ କରିବା ଓ ଇର୍ଷାଳୁ ହାବୋ ଉଚିତ୍ ନୁହେଁ।പകൽസമയത്തു എന്നപോലെ നാം മര്യാദയായി നടക്ക; വെറിക്കൂത്തുകളിലും മദ്യപാനങ്ങളിലുമല്ല, ശയനമോഹങ്ങളിലും ദുഷ്കാമങ്ങളിലുമല്ല, പിണക്കത്തിലും അസൂയയിലുമല്ല.
14 ନିଜର ପାପପୂର୍ଣ ସ୍ବାର୍ଥପର ଇଚ୍ଛାକୁ ତୃପ୍ତି କରିବା ରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ।കർത്താവായ യേശുക്രിസ്തുവിനെത്തന്നേ ധരിച്ചുകൊൾവിൻ. മോഹങ്ങൾ ജനിക്കുമാറു ജഡത്തിന്നായി ചിന്തിക്കരുതു.
Malayalam Bible