Judges 21 - ORIYA (Malayalam)
1 ମିପୀ ରେ ଇଶ୍ରାୟେଲର ସୈନ୍ଯମାନେ ଏକ ପ୍ରତିଜ୍ଞା କଲେ। ସମାନଙ୍କେର ପ୍ରତିଜ୍ଞା ଏହିପରି ଥିଲା, ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ବିନ୍ଯାମୀନ ପରିବାରବର୍ଗକକ୍ସ୍ଟ ଆମ୍ଭମାନଙ୍କର କନ୍ଯାକକ୍ସ୍ଟ ବିବାହ ଦବେେ ନାହିଁ।എന്നാൽ നമ്മിൽ ആരും തന്റെ മകളെ ഒരു ബെന്യാമീന്യന്നു ഭാര്യയായി കൊടുക്കരുതു എന്നു യിസ്രായേല്യർ മിസ്പയിൽവെച്ചു ശപഥം ചെയ്തിരുന്നു.
2 ଇଶ୍ରାୟେଲର ଲୋକମାନେ ବୈଥଲହମେକକ୍ସ୍ଟ ଗଲେ ଏବଂ ସଠାେରେ ସମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସନ୍ଧ୍ଯା ପର୍ୟ୍ଯନ୍ତ ବସି ରହିଲେ। ସମାନେେ ସଠାେରେ ସଦାପ୍ରଭୁଙ୍କ ଆଗ ରେ କରୁଣ ଭାବରେ ଜାରେ ରେ ରୋଦନ କଲେ।ആകയാൽ ജനം ബേഥേലിൽ ചെന്നു അവിടെ ദൈവസന്നിധിയിൽ സന്ധ്യവരെ ഇരുന്നു ഉച്ചത്തിൽ മഹാവിലാപം കഴിച്ചു:
3 ସମାନେେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ! ତୁମ୍ଭେ ଇଶ୍ରାୟେଲର ପରମେଶ୍ବର। ଇଶ୍ରାୟେଲୀୟ ପ୍ରତି ଏପରି ବିପଦ କାହିଁକି ପଡିଲା? ଏବଂ କାହିଁକି ଇଶ୍ରାୟେଲର ପରିବାରବର୍ଗ ମଧ୍ଯରକ୍ସ୍ଟ ଗୋଟିଏ ହଜି ଯାଉଛି। യിസ്രായേലിന്റെ ദൈവമായ യഹോവേ, ഇന്നു യിസ്രായേലിൽ ഒരുഗോത്രം ഇല്ലാതെപോകുവാൻ തക്കവണ്ണം യിസ്രായേലിൽ ഇങ്ങനെ സംഭവിച്ചുവല്ലോ എന്നു പറഞ്ഞു.
4 ତା'ପରଦିନ ଠିକ୍ ସକାଳେ ଇଶ୍ରାୟେଲର ଲୋକମାନେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ସମାନେେ ସଠାେରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।പിറ്റെന്നാൾ ജനം അതികാലത്തു എഴുന്നേറ്റു അവിടെ ഒരു യാഗപീഠം പണിതു ഹോമയാഗങ്ങളും സമാധാനയാഗങ്ങളും അർപ്പിച്ചു.
5 ଏହାପରେ ସମାନେେ ପଚାରିଲେ, ଯେଉଁ ପରିବାରବର୍ଗଟି ଯାହା ସଦାପ୍ରଭୁଙ୍କ ଆଡେ ଫରେିଲା ନାହିଁ? ସମାନେେ ଏହି ପ୍ରଶ୍ନ ପଚାରିଲେ କାରଣ ସମାନେେ ଏକ ଗମ୍ଭୀର ଶପଥ କରିଥିଲେ। ସମାନେେ ସହେି ଲୋକମାନଙ୍କ ହତ୍ଯା କରିବାକୁ ପ୍ରତିଜ୍ଞା କରିଥିଲେ, ଯେଉଁମାନେ ଦର୍ଶନ କରିବାକୁ ସଦାପ୍ରଭୁଙ୍କୁ ମିସ୍ପୀକକ୍ସ୍ଟ ଆସିଲେ ନାହିଁ।പിന്നെ യിസ്രായേൽമക്കൾ: എല്ലായിസ്രായേൽഗോത്രങ്ങളിലും യഹോവയുടെ അടുക്കൽ സഭെക്കു വരാതെ ആരെങ്കിലും ഉണ്ടോ എന്നു ചോദിച്ചു. മിസ്പയിൽ യഹോവയുടെ അടുക്കൽ വരാത്തവൻ മരണശിക്ഷ അനുഭവിക്കേണം എന്നു അവർ ഒരു ഉഗ്രശപഥം ചെയ്തിരുന്നു.
6 ଇଶ୍ରାୟେଲର ଲୋକମାନେ ବିନ୍ଯାମୀନର ସଐର୍କୀଯମାନଙ୍କ ପାଇଁ ଦକ୍ସ୍ଟଃଖ କଲେ, ବିନ୍ଯାମୀନର ଲୋକମାନେ କହିଲେ, ଆଜି ଇଶ୍ରାୟେଲ ମଧ୍ଯରକ୍ସ୍ଟ ଗୋଟିଏ ପରିବାରବର୍ଗ ଉଚ୍ଛନ୍ନ ହେଲା।എന്നാൽ യിസ്രായേൽമക്കൾ തങ്ങളുടെ സഹോദരന്മാരായ ബെന്യാമീന്യരെക്കുറിച്ചു അനുതപിച്ചു: ഇന്നു യിസ്രായേലിൽനിന്നു ഒരു ഗോത്രം അറ്റുപോയിരിക്കുന്നു.
7 ଆମ୍ଭମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପ୍ରତିଜ୍ଞା କରି ଅଛକ୍ସ୍ଟ ଯେ ବିନ୍ଯାମୀନର ପରିବାରବର୍ଗ କୌଣସି ଲୋକଙ୍କକ୍ସ୍ଟ ଆମ୍ଭମାନଙ୍କର କନ୍ଯାକକ୍ସ୍ଟ ବିବାହ ଦବେକ୍ସ୍ଟ ନାହିଁ। ଏହି ପରିବାରବର୍ଗର ଲୋକମାନଙ୍କ ପାଇଁ ସ୍ତ୍ରୀ ଖାଜେିବା ବିଷଯ ରେ ଆମ୍ଭମାନେେ କ'ଣ କରିବା?ശേഷിച്ചിരിക്കുന്നവർക്കു നമ്മുടെ പുത്രിമാരെ ഭാര്യമാരായി കൊടുക്കരുതു എന്നു നാം യഹോവയുടെ നാമത്തിൽ സത്യംചെയ്തിരിക്കകൊണ്ടു അവർക്കു ഭാര്യമാരെ കിട്ടുവാൻ നാം എന്തു ചെയ്യേണ്ടു എന്നു പറഞ്ഞു.
8 ଇଶ୍ରାୟେଲର ପରିବାରବର୍ଗ ମଧ୍ଯରକ୍ସ୍ଟ ଏପରି କେଉଁ ପରିବାରବର୍ଗ, ମିସ୍ପୀର ସଦାପ୍ରଭୁଙ୍କ ନିକଟକକ୍ସ୍ଟ ଆସିଲା ନାହିଁ। ଏବଂ ବାସ୍ତବ ରେ ସମାନେେ ଅନ୍ୟ ଇଶ୍ରାୟେଲମାନଙ୍କ ସହିତ ୟାବେଶ ଗିଲିଯଦରକ୍ସ୍ଟ କହେି ମିଶିବାକକ୍ସ୍ଟ ଆସି ନଥିଲେ। യിസ്രായേൽഗോത്രങ്ങളിൽനിന്നു മിസ്പയിൽ യഹോവയുടെ അടുക്കൽ വരാതെ ആരെങ്കിലും ഉണ്ടോ എന്നു അവർ അന്വേഷിച്ചപ്പോൾ ഗിലെയാദിലെ യാബേശിൽ നിന്നു ആരും പാളയത്തിൽ സഭെക്കു വന്നിട്ടില്ല എന്നു കണ്ടു.
9 ଇଶ୍ରାୟେଲର ଲୋକମାନେ ଗଣନା କରି ଦେଖିଲେ ଯେଉଁମାନେ ଆସିଛନ୍ତି ଓ କେଉଁମାନେ ଆସି ନାହାଁନ୍ତି। ସମାନେେ ଦେଖିଲେ ଯେ ୟାବେଶ ଗିଲିଯଦରକ୍ସ୍ଟ କହେି ଆସି ନାହାଁନ୍ତି।ജനത്തെ എണ്ണിനോക്കിയാറെ ഗിലെയാദിലെ യാബേശ് നിവാസികളിൽ ആരും അവിടെ ഇല്ല എന്നു കണ്ടു.
10 ତେଣୁ ଇଶ୍ରାୟେଲର ଲୋକମାନେ 12,000 ସାହସୀ ୈସନ୍ଯମାନଙ୍କୁ ୟାବେଶ୍ ଗିଲିଯଦକକ୍ସ୍ଟ ପଠାଇଲେ। ସମାନେେ ସହେି ୈସନ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦକକ୍ସ୍ଟ ପାଖକକ୍ସ୍ଟ ୟାଅ ସଠାେକାର ସମସ୍ତ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କୁ ହତ୍ଯା କର।അപ്പോൾ സഭ പരാക്രമശാലികളായ പന്തീരായിരംപേരെ അവിടേക്കു അയച്ചു അവരോടു കല്പിച്ചതു: നിങ്ങൾ ചെന്നു ഗിലെയാദിലെ യാബേശ് നിവാസികളെ സ്ത്രീകളും പൈതങ്ങളും ഉൾപടെ വാളിന്റെ വായ്ത്തലയാൽ കൊല്ലുവിൻ.
11 ତୁମ୍ଭେ ନିଶ୍ଚିତ ଏହିପରି କରିବ! ତୁମ୍ଭମାନେେ ନିଶ୍ଚିତ ୟାବେଶ ଗିଲିଯାଦର ସମସ୍ତ ପୁରୁଷମାନଙ୍କୁ ହତ୍ଯା କରିବ ଏବଂ ପୁରୁଷ ସହିତ ସହବାସ କରିଥିବା ପ୍ରେତ୍ୟକକ ସ୍ତ୍ରୀକକ୍ସ୍ଟ ହତ୍ଯା କରିବ। ଯେଉଁ ସ୍ତ୍ରୀ ଲୋକମାନଙ୍କର କୌଣସି ୟୌନ ସଐର୍କ ନ ଥିବ ସମାନଙ୍କେୁ ହତ୍ଯାକର ନାହିଁ। ତେଣୁ ସହେି ସୈନ୍ଯମାନେ ଠିକ୍ ସହେିପରି କରିଥିଲେ।അതിൽ നിങ്ങൾ പ്രവർത്തിക്കേണ്ടതു ഇവ്വണ്ണം: സകലപുരുഷന്മാരെയും പുരുഷനോടുകൂടെ ശയിച്ച സകലസ്ത്രീകളെയും നിങ്ങൾ നിർമ്മൂലമാക്കേണം.
12 ସହେି 12,000 ସୈନ୍ଯମାନେ ଏପରି 400 ୟକ୍ସ୍ଟବତୀଙ୍କକ୍ସ୍ଟ ଦେଖିଲେ ଯେଉଁମାନଙ୍କର କୌଣସି ପୁରୁଷଙ୍କ ସହିତ ଶାରିରୀକ ସଐର୍କ ନ ଥିଲା। ସହେି ସୈନ୍ଯମାନେ ୟାବେଶ ଗିଲିଯଦରକ୍ସ୍ଟ ସହେି ସ୍ତ୍ରୀ ଲୋକମାନଙ୍କୁ ଶୀଲୋ ନିକଟର ଛାଉଣୀକକ୍ସ୍ଟ ନଇେ ଆସିଲେ। ଯାହାକି କିଣାନ ଦେଶ ରେ ଥିଲା।അങ്ങനെ ചെയ്തതിൽ ഗിലെയാദിലെ യാബേശ് നിവാസികളുടെ ഇടയിൽ പുരുഷനുമായി ശയിച്ചു പുരുഷസംസർഗ്ഗം ചെയ്തിട്ടില്ലാത്ത നാനൂറു കന്യകമാരെ കണ്ടെത്തി അവരെ കനാൻ ദേശത്തിലെ ശീലോവിൽ പാളയത്തിലേക്കു കൊണ്ടുവന്നു.
13 ଏହିପରି ଇଶ୍ରାୟେଲର ଲୋକମାନେ ବିନ୍ଯାମୀନୀୟମାନଙ୍କ ପାଖକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ରିମ୍ମୋନ୍ ଶୈଳଠା ରେ ରହକ୍ସ୍ଟଥିବା ବିନ୍ଯାମୀନ ଲୋକମାନଙ୍କ ସହିତ ଶାନ୍ତି ଚକ୍ସ୍ଟକ୍ତି ପ୍ରଦାନ କଲେ। സർവ്വസഭയും രിമ്മോൻ പാറയിലെ ബെന്യാമീന്യരോടു സംസാരിച്ചു സമാധാനം അറിയിപ്പാൻ ആളയച്ചു.
14 ସହେି ସମୟରେ ବିନ୍ଯାମୀନୀଯ ଲୋକମାନେ ଫରେି ଆସିଲେ। ଇଶ୍ରାୟେଲର ଲୋକମାନେ ଯେଉଁମାନଙ୍କୁ ସମାନେେ ଜୀବିତ ରଖିଥିଲେ, ସମାନଙ୍କେୁ ୟାବେଶ ଗିଲିଯଦର ସ୍ତ୍ରୀ ଲୋକମାନଙ୍କୁ ବିବାହ କରିବା ପାଇଁ ଅନକ୍ସ୍ଟମତି ଦେଲେ। କିନ୍ତୁ ବିନ୍ଯାମୀନର ସମସ୍ତ ଲୋକମାନଙ୍କ ପାଇଁ ୟଥେଷ୍ଟ ସ୍ତ୍ରୀ ଲୋକ ନ ଥିଲେ।അപ്പോൾ ബെന്യാമീന്യർ മടങ്ങിവന്നു; ഗിലെയാദിലെ യാബേശിലുള്ള സ്ത്രീകളിൽവെച്ചു അവർ ജീവനോടെ രക്ഷിച്ചിരുന്നവരെ അവർക്കു കൊടുത്തു;
15 ଲୋକମାନେ ବିନ୍ଯାମୀନର ପରିବାରବର୍ଗର ଲୋକମାନଙ୍କ ପାଇଁ ଦକ୍ସ୍ଟଃଖ ଅନକ୍ସ୍ଟଭବ କଲେ, କାରଣ ସଦାପ୍ରଭୁ ଇଶ୍ରାୟେଲ ରେ ଅନ୍ୟ ପରିବାରବର୍ଗଠାରକ୍ସ୍ଟ ସମାନଙ୍କେୁ ଅଲଗା କଲେ।അവർക്കു അവരെക്കൊണ്ടു തികെഞ്ഞില്ല. യഹോവ യിസ്രായേൽഗോത്രങ്ങളിൽ ഒരു ഛേദം വരുത്തിയിരിക്കകൊണ്ടു ജനം ബെന്യാമീന്യരെക്കുറിച്ചു ദുഃഖിച്ചു.
16 ଇଶ୍ରାୟେଲର ଅଧିପତିମାନେ କହିଲେ, ବିନ୍ଯାମୀନ ପରିବାରବର୍ଗ ମଧ୍ଯରକ୍ସ୍ଟ ସ୍ତ୍ରୀମାନେ ମରା ୟାଇଛନ୍ତି। ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷଯ ରେ ଆମ୍ଭମାନେେ କ'ଣ କରିବା?ശേഷിച്ചവർക്കു സ്ത്രീകളെ കിട്ടേണ്ടതിന്നു നാം എന്തു ചെയ്യേണ്ടു? ബെന്യാമീൻ ഗോത്രത്തിൽനിന്നു സ്ത്രീകൾ അറ്റുപോയിരിക്കുന്നുവല്ലോ എന്നു സഭയിലെ മൂപ്പന്മാർ പറഞ്ഞു.
17 ବିନ୍ଯାମୀନ ପରିବାରବର୍ଗର ଅବଶିଷ୍ଟ ଲୋକମାନେ ସମାନଙ୍କେର ବଂଶ ରକ୍ଷା କରିବା ଉଚିତ୍। ତା' ନ ହେଲେ ଇଶ୍ରାୟେଲରକ୍ସ୍ଟ ପରିବାରବର୍ଗ ଲୋପ ପାଇଯିବେ।യിസ്രായേലിൽനിന്നു ഒരു ഗോത്രം നശിച്ചു പോകാതിരിക്കേണ്ടതിന്നു ബെന്യാമീന്യരിൽ രക്ഷപ്പെട്ടവർക്കു അവരുടെ അവകാശം നിൽക്കേണം.
18 କିନ୍ତୁ ଆମ୍ଭେ ଆମର ଝିଅମାନଙ୍କୁ ସମାନଙ୍କେୁ ବିବାହ ଦବୋନାହିଁ। ଆମ୍ଭମାନେେ ଏହିପରି ପ୍ରତିଜ୍ଞା କରିଅଛକ୍ସ୍ଟ, ' ଯେ କହେି ବିନ୍ଯାମୀନକକ୍ସ୍ଟ କନ୍ଯା ଦବେ ସେ ଶାପଗ୍ରସ୍ଥ ହବେ ବୋଲି ଆମ୍ଭେ ସଦାପ୍ରଭୁଙ୍କଠା ରେ ଶପଥ ନଇେଛକ୍ସ୍ଟ।' എങ്കിലും നമുക്കു നമ്മുടെ പുത്രിമാരെ അവർക്കു ഭാര്യമാരായി കൊടുത്തുകൂടാ; ബെന്യാമീന്യർക്കു സ്ത്രീയെ കൊടുക്കുന്നവൻ ശപിക്കപ്പെട്ടവൻ എന്നു യിസ്രായേൽമക്കൾ ശപഥം ചെയ്തിരിക്കുന്നുവല്ലോ എന്നും അവർ പറഞ്ഞു.
19 ସମାନେେ କହିଲେ, ଶୀଲୋ ରେ ସଦାପ୍ରଭୁଙ୍କର ଉତ୍ସବ ଗ୍ଭଲିଛି। ଏହି ଉତ୍ସବ ପ୍ରତି ବର୍ଷ ସଠାେରେ ହକ୍ସ୍ଟଏ। ଶୀଲୋ ବୈେଥଲର ଉତ୍ତର ରେ ଥିଲା, ବୈଥଲଠାେରକ୍ସ୍ଟ ଶିଖିମ ରାସ୍ତାର ପୂର୍ବପଟେ ଥିଲା ଏବଂ ଲବୋନାର ଦକ୍ଷିଣକକ୍ସ୍ଟ ଥିଲା।അപ്പോൾ അവർ: ബേഥേലിന്നു വടക്കും ബേഥേലിൽനിന്നു ശെഖേമിലേക്കു പോകുന്ന പെരുവഴിക്കു കിഴക്കും ലെബോനെക്കു തെക്കും ശീലോവിൽ ആണ്ടുതോറും യഹോവയുടെ ഉത്സവം ഉണ്ടല്ലോ എന്നു പറഞ്ഞു.
20 ତେଣୁ ଇଶ୍ରାୟେଲର ନତେୃବର୍ଗ ବିଦ୍ଯାମୀନଙ୍କକ୍ସ୍ଟ ସମାନଙ୍କେର ଯୋଜନା ବିଷଯ ରେ କହିଲେ। ସମାନେେ କହିଲେ, ଦ୍ରାକ୍ଷାକ୍ଷେତ୍ରକକ୍ସ୍ଟ ୟାଅ ଓ ଲକ୍ସ୍ଟଚି ରକ୍ସ୍ଟହ।ആകയാൽ അവർ ബെന്യാമീന്യരോടു: നിങ്ങൾ ചെന്നു മുന്തിരിത്തോട്ടങ്ങളിൽ പതിയിരിപ്പിൻ.
21 ଆଉ ଯବେେ ବେଳେ ଶୀଲୋର କନ୍ଯାମାନେ ଭୋଜି ମଧିଅରେ ନିଚିବା ପାଇଁ ବାହାର ହାଇେ ଆସିବେ ତୁମ୍ଭମାନେେ ଦ୍ରାକ୍ଷାକ୍ଷେତ୍ରରକ୍ସ୍ଟ ବାହାରି ପ୍ରେତ୍ୟକକ ନିଜ ନିଜ ପାଇଁ ଶୀଲୋ କନ୍ଯାଗଣ ମଧ୍ଯରକ୍ସ୍ଟ ପ୍ରେତ୍ୟକକ ଜଣଙ୍କକ୍ସ୍ଟ ଧରି ବିନ୍ଯାମୀନ ଦେଶକକ୍ସ୍ଟ ଗ୍ଭଲିୟାଅ।ശീലോവിലെ കന്യകമാർ നിരനിരയായി നൃത്തംചെയ്വാൻ പുറപ്പെട്ടു വരുന്നതു നിങ്ങൾ കാണുമ്പോൾ മുന്തിരിത്തോട്ടങ്ങളിൽനിന്നു പുറപ്പെട്ടു ഓരോരുത്തൻ ശീലോവിലെ കന്യകമാരിൽനിന്നു ഭാര്യയെ പിടിച്ചു ബെന്യാമീൻ ദേശത്തേക്കു പൊയ്ക്കൊൾവിൻ എന്നു കല്പിച്ചു.
22 ଯେତବେେଳେ ସମାନଙ୍କେ ପିତା ବା ଭାଇମାନେ ଆମ୍ଭମାନଙ୍କ ନିକଟକକ୍ସ୍ଟ ଆପତ୍ତି କରିବାକୁ ଆସିବେ। ଆମ୍ଭମାନେେ କହିବକ୍ସ୍ଟ, 'ଦୟାକରି ବିନ୍ଯାମୀନୀଯମାନଙ୍କୁ ଅନକ୍ସ୍ଟଗ୍ରହ କର। ଯଦିଓ ସମାନେେ ତୁମ୍ଭମାନଙ୍କର ସ୍ତ୍ରୀ ଲୋକମାନଙ୍କୁ ନଇୟୋଇଛନ୍ତି। ସମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ନାହିଁ। ତୁମ୍ଭେ ନୀରିହ ଅଟ, ଏପର୍ୟ୍ଯନ୍ତ ତୁମ୍ଭେ ସମାନଙ୍କେୁ ତୁମ୍ଭର କନ୍ଯାଗଣଙ୍କକ୍ସ୍ଟ ବିବାହ ଦଲେ, ଏଥିପାଇଁ ତୁମ୍ଭମାନେେ ତୁମ୍ଭର ସଦାପ୍ରଭୁଙ୍କ ପ୍ରତି ଶପଥ ଭାଙ୍ଗିଲ ନାହିଁ।അവരുടെ അപ്പന്മാരോ ആങ്ങളമാരോ ഞങ്ങളുടെ അടുക്കൽ വന്നു സങ്കടം പറഞ്ഞാൽ ഞങ്ങൾ അവരോടു: അവരെ ഞങ്ങൾക്കു ദാനം ചെയ്വിൻ; നാം പടയിൽ അവർക്കെല്ലാവർക്കും ഭാര്യമാരെ പിടിച്ചു കൊണ്ടുവന്നില്ല; നിങ്ങൾ കുറ്റക്കാരാകുവാൻ നിങ്ങൾ ഇക്കാലത്തു അവർക്കു കൊടുത്തിട്ടും ഇല്ലല്ലോ എന്നു പറഞ്ഞു കൊള്ളാം.
23 ଏଣୁ ଏହା ଅନକ୍ସ୍ଟସା ରେ ବିନ୍ଯାମୀନୀଯ ପରିବାରବର୍ଗର ଲୋକମାନେ କଲେ। ଯେତବେେଳେ ୟକ୍ସ୍ଟବତୀମାନେ ନିଚକ୍ସ୍ଟଥିଲେ, ପ୍ରେତ୍ୟକକ ଲୋକ ମାନେ ଜଣେ ଜଣେ ୟକ୍ସ୍ଟବତୀମାନଙ୍କୁ ଧରିଲେ, ସମାନଙ୍କେୁ ନଇଗେଲେ ଏବଂ ବିବାହ କଲେ। ତା'ପରେ ସମାନେେ ସମାନଙ୍କେର ଦେଶକକ୍ସ୍ଟ ଫରେି ଆସିଲେ। ବିନ୍ଯାମୀନୀଯ ଲୋକମାନେ ପକ୍ସ୍ଟନ୍ନରାଯ ସମାନଙ୍କେର ନଗର ନିର୍ମାଣ କଲେ ଓ ସଠାେରେ ବାସ କରିବାକୁ ଆରମ୍ଭ କଲେ। ബെന്യാമിന്യർ അങ്ങനെ ചെയ്തു; നൃത്തംചെയ്യുന്ന സ്ത്രീകളെ തങ്ങളുടെ എണ്ണത്തിന്നു ഒത്തവണ്ണം പിടിച്ചു, തങ്ങളുടെ അവകാശത്തിലേക്കു മടങ്ങിച്ചെന്നു പട്ടണങ്ങളെ വീണ്ടും പണിതു അവയിൽ പാർത്തു.
24 ଏହାପରେ ଇଶ୍ରାୟେଲର ଲୋକମାନେ ସମାନଙ୍କେର ନିଜ ପରିବାରବର୍ଗକକ୍ସ୍ଟ ଏବଂ ସମାନଙ୍କେର ପରିବାରକକ୍ସ୍ଟ ଏବଂ ନିଜ ଦେଶ ରେ ଥିବା ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।യിസ്രായേൽമക്കളും ആ കാലത്തു അവിടം വിട്ടു ഓരോരുത്തൻ താന്താന്റെ ഗോത്രത്തിലേക്കും വീട്ടിലേക്കും പോയി; അങ്ങനെ അവർ അവിടം വിട്ടു ഓരോരുത്തൻ താന്താന്റെ അവകാശത്തിലേക്കു ചെന്നു.
25 ସେ ସମୟର ଇଶ୍ରାୟେଲର ଲୋକମାନଙ୍କର ଜଣେ ରାଜା ନ ଥିଲେ। ତେଣୁ ପ୍ରେତ୍ୟକକ ବ୍ଯକ୍ତି ଯାହା ସମାନଙ୍କେ ପାଇଁ ଠିକ୍ ମଣକ୍ସ୍ଟଥିଲେ ତାହା କରୁଥିଲେ।ആ കാലത്തു യിസ്രായേലിൽ രാജാവില്ലായിരുന്നു; ഓരോരുത്തൻ തനിക്കു ബോധിച്ചതുപോലെ നടന്നു.
Malayalam Bible