Bible

Jonah 1 - ORIYA (Malayalam)

1 ଅମିତାଯଙ୍କ ପୁତ୍ର ୟୂନସକୁ ସଦାପ୍ରଭୁ କହିଲେ।അമിത്ഥായുടെ മകനായ യോനെക്കു യഹോവയുടെ അരുളപ്പാടു ഉണ്ടായതെന്തെന്നാൽ:

2 ସଦାପ୍ରଭୁ କହିଲେ, ନୀନିବୀ ଗୋଟିଏ ବିରାଟ ନଗରୀ। ସଠାେ ରେ ଲୋକମାନେ ବହୁତ ମନ୍ଦକାର୍ୟ୍ଯ କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ଉଠ ଓ ସହେି ନଗରୀକୁ ୟାଅ ଏବଂ ତାହା ବିରୁଦ୍ଧ ରେ ଆମ୍ଭ ବିଚାରଧାରା ଘାଷେଣା କର।നീ പുറപ്പെട്ടു മഹാനഗരമായ നീനെവേയിലേക്കു ചെന്നു അതിന്നു വിരോധമായി പ്രസംഗിക്ക; അവരുടെ ദുഷ്ടത എന്റെ സന്നിധിയിൽ എത്തിയിരിക്കുന്നു.

3 ୟୂନସ ପରମେଶ୍ବରଙ୍କ କଥା ମାନିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସଦାପ୍ରଭୁଙ୍କଠାରୁ ଦୂ ରଇେ ୟିବାକୁ ଚେଷ୍ଟା କଲା। ସେ ୟୋଫୋକୁ ଗ୍ଭଲିଗଲା। ସେ ଦେଖିଲା ଗୋଟିଏ ନେ ୗକା ସୁଦୂର ତର୍ଶୀଶ ନଗରୀକୁ ଯାଉଥିଲା। ସେ ଅର୍ଥ ଦଇେ ସହେି ନେ ୗକା ରେ ୟାତ୍ରା କଲା। ସେ ତର୍ଶୀଶ ଯାଉଥିବା ଲୋକମାନଙ୍କ ସହିତ ଭ୍ରମଣ କରିବାକୁ ଇଚ୍ଛା କଲା ଏବଂ ସଦାପ୍ରଭୁଙ୍କଠାରୁ ଦୂ ରଇେ ଗଲା।എന്നാൽ യോനാ യഹോവയുടെ സന്നിധിയിൽനിന്നു തർശീശിലേക്കു ഓടിപ്പോകേണ്ടതിന്നു പുറപ്പെട്ടു യാഫോവിലേക്കു ചെന്നു, തർശീശിലേക്കു പോകുന്ന ഒരു കപ്പൽ കണ്ടു കൂലി കൊടുത്തു യഹോവയുടെ സന്നിധിയിൽനിന്നു അവരോടുകൂടെ തർശീശിലേക്കു പോയ്ക്കളവാൻ അതിൽ കയറി.

4 କିନ୍ତୁ ସଦାପ୍ରଭୁ ଗୋଟିଏ ପ୍ରକାଣ୍ତ ଝଡି ସହେି ସମୁଦ୍ରକୁ ପ୍ ରରଣେ କଲେ। ସହେି ବାତ୍ଯା ସମୁଦ୍ରକୁ ଅଶାନ୍ତ କରି ଦଲୋ। ସହେି ଝଡ ଅତି ଶକ୍ତିଶାଳୀ ଥିଲା ଏବଂ ନେ ୗକାଟି ଭାଙ୍ଗି ଖଣ୍ତ ଖଣ୍ତ ହବୋକୁ ବସିଲା।യഹോവയോ സമുദ്രത്തിൽ ഒരു പെരുങ്കാറ്റു അടിപ്പിച്ചു; കപ്പൽ തകർന്നു പോകുവാൻ തക്കവണ്ണം സമുദ്രത്തിൽ വലിയൊരു കോൾ ഉണ്ടായി.

5 ଲୋକମାନେ ବୁଡି ଯାଉଥିବା ନେ ୗକାକୁ ହାଲୁକା କରିବାକୁ ଇଚ୍ଛା କଲେ। ସମାନେେ ନେ ୗକା ରେ ବୋଝଇେ ହାଇେଥିବା ମାଲକୁ ସମୁଦ୍ରକୁ ଫିଙ୍ଗିବା ଆରମ୍ଭ କଲେ। ନାବିକମାନେ ଭୟଭୀତ ହାଇେ ପଡିଲେ। ସମସ୍ତେ ନିଜ ନିଜ ଇଶ୍ବରଙ୍କୁ ଡାକିବା ଆରମ୍ଭ କଲେ।കപ്പൽക്കാർ ഭയപ്പെട്ടു ഓരോരുത്തൻ താന്താന്റെ ദേവനോടു നിലവിളിച്ചു; കപ്പലിന്നു ഭാരം കുറെക്കേണ്ടതിന്നു അവർ അതിലെ ചരക്കു സമുദ്രത്തിൽ എറിഞ്ഞുകളഞ്ഞു. യോനയോ കപ്പലിന്റെ അടിത്തട്ടിൽ ഇറങ്ങി കിടന്നു നല്ലവണ്ണം ഉറങ്ങുകയായിരുന്നു.

6 ୟୂନସ ଜାହଜ ରେ ଶାଇେଥିବାର ଦେଖି ଜାହାଜର କାପ୍ତାନ କହିଲେ, ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ବରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିବେ ଓ ଆମ୍ଭମାନଙ୍କୁ ରକ୍ଷା କରିବେ।കപ്പൽപ്രമാണി അവന്റെ അടുക്കൽ വന്നു അവനോടു: നീ ഉറങ്ങുന്നതു എന്തു? എഴുന്നേറ്റു നിന്റെ ദൈവത്തെ വിളിച്ചപേക്ഷിക്ക; നാം നശിച്ചുപോകാതിരിക്കേണ്ടതിന്നു ദൈവം പക്ഷേ നമ്മെ കടാക്ഷിക്കും എന്നു പറഞ്ഞു.

7 ତା'ପ ରେ ନାବିକମାନେ ପରସ୍ପର କୁହାକୁହି ହେଲେ, ଆମ୍ଭମାନେେ ଗୁଳାବାଣ୍ଟ ଫିଙ୍ଗି ଜାଣିବା, କାହିଁକି ଏ ଦୁଃଖ ଆମ୍ଭମାନଙ୍କ ଉପ ରେ ଘଟୁଛି।അനന്തരം അവർ: വരുവിൻ; ആരുടെ നിമിത്തം ഈ അനർത്ഥം നമ്മുടെമേൽ വന്നിരിക്കുന്നു എന്നറിയേണ്ടതിന്നു നാം ചീട്ടിടുക എന്നു തമ്മിൽ തമ്മിൽ പറഞ്ഞു. അങ്ങനെ അവർ ചീട്ടിട്ടു; ചീട്ടു യോനെക്കു വീണു.

8 ତା'ପ ରେ ଲୋକମାନେ ୟୂନସକୁ କହିଲେ, ଏହା ହେଉଛି ତୁମ୍ଭର ଦୋଷ, ଯାହା ଯୋଗୁଁ ଆମ୍ଭମାନଙ୍କର ଏହି ଭୟଙ୍କର ଦୁଃଖ ଘଟୁଛି। ତେଣୁ ତୁମ୍ଭେ କ'ଣ କରିଛ ଆମ୍ଭମାନଙ୍କୁ କୁହ। ତୁମ୍ଭର କାମ କ'ଣ? ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭର ଘର କେଉଁଠି? ତୁମ୍ଭର ଲୋକ କିଏ?അവർ അവനോടു: ആരുടെനിമിത്തം ഈ അനർത്ഥം നമ്മുടെമേൽ വന്നു എന്നു നീ പറഞ്ഞുതരേണം; നിന്റെ തൊഴിൽ എന്തു? നീ എവിടെനിന്നു വരുന്നു? നിന്റെ നാടു ഏതു? നീ ഏതു ജാതിക്കാരൻ? എന്നു ചോദിച്ചു.

9 ୟୂନସ ସହେି ନାବିକମାନଙ୍କୁ କହିଲେ, ମୁଁ ଜଣେ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କରେ ୟିଏକି ସ୍ବର୍ଗର ପରମେଶ୍ବର। ସହେି ହେଉଛନ୍ତି ପରମେଶ୍ବର ୟିଏକି ସମୁଦ୍ର ଓ ଦେଶର ସୃଷ୍ଟିକର୍ତ୍ତା।അതിന്നു അവൻ അവരോടു: ഞാൻ ഒരു എബ്രായൻ, കടലും കരയും ഉണ്ടാക്കിയ സ്വർഗ്ഗീയദൈവമായ യഹോവയെ ഞാൻ ഭജിച്ചുവരുന്നു എന്നു പറഞ്ഞു.

10 ୟୂନସ ସଦାପ୍ରଭୁଙ୍କଠାରୁ ଦୂ ରଇେ ଯାଉଥିଲା ବୋଲି ସହେି ନାବିକମାନଙ୍କୁ କହିଲା। ଯେତବେେଳେ ସମାନେେ ଏକଥା ଜାଣିଲେ, ସମାନେେ ଭୟଭୀତ ହାଇେ ପଡିଲେ। ସମାନେେ ୟୂନସକୁ ପଚାରିଲେ, ତୁମ୍ଭେ କି ଭୟଙ୍କର କାର୍ୟ୍ଯ ପରମେଶ୍ବରଙ୍କ ବିରୁଦ୍ଧ ରେ କଲ?ആ പുരുഷന്മാർ അത്യന്തം ഭയപ്പെട്ടു അവനോടു: നീ എന്തിന്നു അങ്ങനെ ചെയ്തു എന്നു പറഞ്ഞു. അവൻ അവരോടു അറിയിച്ചിരുന്നതുകൊണ്ടു അവൻ യഹോവയുടെ സന്നിധിയിൽനിന്നു ഓടിപ്പോകുന്നു എന്നു അവർ അറിഞ്ഞു.

11 ପବନ ଓ ଢେଉ ସମୁଦ୍ର ରେ ଅଧିକ ଶକ୍ତିଶାଳୀ ହାଇେ ବଢିବାକୁ ଲାଗିଲା। ତେଣୁ ଲୋକମାନେ ୟୂନସକୁ କହିଲେ, ଆମ୍ଭମାନେେ ଆମ୍ଭମାନଙ୍କୁ ରକ୍ଷା କରିବାକୁ କ'ଣ କରିବୁ? ତୁମ୍ଭ ପ୍ରତି କ'ଣ କଲେ ସମୁଦ୍ର ଶାନ୍ତ ହବେ?എന്നാൽ സമുദ്രം മേല്ക്കുമേൽ അധികം കോപിച്ചതുകൊണ്ടു അവർ അവനോടു: സമുദ്രം അടങ്ങുവാന്തക്കവണ്ണം ഞങ്ങൾ നിന്നോടു എന്തു ചെയ്യേണ്ടു എന്നു ചോദിച്ചു.

12 ୟୂନସ ସହେି ନାବିକମାନଙ୍କୁ କହିଲେ, ମୁଁ ଜାଣେ, ମୁଁ ଭୂଲ୍ କରିଛି, ସେଥିପାଇଁ ସମୁଦ୍ର ରେ ଝଡ ଆସିଲା। ତେଣୁ ତୁମ୍ଭମାନେେ ମାେତେ ସମୁଦ୍ରକୁ ଫିଙ୍ଗି ଦିଅ, ତହିଁରେ ସମୁଦ୍ର ଶାନ୍ତ ହାଇଯେିବ।അവൻ അവരോടു: എന്നെ എടുത്തു സമുദ്രത്തിൽ ഇട്ടുകളവിൻ; അപ്പോൾ സമുദ്രം അടങ്ങും; എന്റെ നിമിത്തം ഈ വലിയ കോൾ നിങ്ങൾക്കു തട്ടിയിരിക്കുന്നു എന്നു ഞാൻ അറിയുന്നു എന്നു പറഞ്ഞു.

13 କିନ୍ତୁ ସହେି ନାବିକମାନେ ୟୂନସକୁ ସମୁଦ୍ରକୁ ଫିଙ୍ଗିବାକୁ ଇଚ୍ଛା କରି ନଥିଲେ। ସମାନେେ ଜାହାଜକୁ କୂଳକୁ ନବୋକୁ ବହୁ ଚେଷ୍ଟା କଲେ, କିନ୍ତୁ କୂଳକୁ ନବୋକୁ ସକ୍ଷମ ହେଲେ ନାହିଁ। ପବନ ଓ ତରଙ୍ଗ ଅଧିକ ଶକ୍ତିଶାଳୀ ହାଇେ ସମାନଙ୍କେ ବିରୁଦ୍ଧ ରେ ବହିବାକୁ ଲାଗିଲା।എന്നാൽ അവർ കരെക്കു അടുക്കേണ്ടതിന്നു മുറുകെ തണ്ടുവലിച്ചു; എങ്കിലും സമുദ്രം കോപിച്ചു കോൾ പെരുകി വന്നതുകൊണ്ടു അവർക്കു സാധിച്ചില്ല.

14 ତେଣୁ ସହେି ନାବିକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ଆମ୍ଭମାନେେ ୟୂନସକୁ ସମୁଦ୍ର ମଧ୍ଯକୁ ପକାଉଛୁ କାରଣ ସେ ବହୁ ମନ୍ଦକାର୍ୟ୍ଯ କରିଛି। ଏଥିପାଇଁ ଆମ୍ଭକୁ ଦୋଷୀ କର ନାହିଁ, ସତେ ଯେପରି ଆମ୍ଭେ ଏକ ନିରୀହ ବ୍ଯକ୍ତିକୁ ବଧ କରୁଅଛୁ। ପୁଣି ନିରୀହ ବ୍ଯକ୍ତିର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପ ରେ ବର୍ତ୍ତାଅ ନାହିଁ। ଆମ୍ଭମାନେେ ଜାଣୁ ତୁମ୍ଭେ ସଦାପ୍ରଭୁ ଅଟ ଏବଂ ତୁମ୍ଭେ ଯାହା ଗ୍ଭହିଁବ ତାହା କରିବ। କିନ୍ତୁ ଆମ୍ଭମାନଙ୍କ ପ୍ରତି ସଦଯ ହୁଅ।അവർ യഹോവയോടു നിലവിളിച്ചു: അയ്യോ യഹോവേ, ഈ മനുഷ്യന്റെ ജീവൻ നിമിത്തം ഞങ്ങൾ നശിച്ചുപോകരുതേ; നിർദ്ദോഷരക്തം ചൊരിയിച്ച കുറ്റം ഞങ്ങളുടെമേൽ വരുത്തരുതേ; യഹോവേ, നിനക്കു ഇഷ്ടമായതു പോലെ നീ ചെയ്തിരിക്കുന്നുവല്ലോ എന്നു പറഞ്ഞു

15 ତେଣୁ ସହେି ନାବିକମାନେ ୟୂନସକୁ ସମୁଦ୍ର ରେ ଫିଙ୍ଗି ଦେଲେ। ଝଡ ବନ୍ଦ ହେଲା ଓ ସମୁଦ୍ର ଶାନ୍ତ ହେଲା।പിന്നെ അവർ യോനയെ എടുത്തു സമുദ്രത്തിൽ ഇട്ടുകളകയും സമുദ്രത്തിന്റെ കോപം അടങ്ങുകയും ചെയ്തു.

16 ଯେତବେେଳେ ଲୋକମାନେ ଏହା ଦେଖିଲେ ସମାନେେ ଭୟଭୀତ ହାଇେ ପଡିଲେ ଏବଂ ସଦାପ୍ରଭୁଙ୍କୁ ଉପାସନା କଲେ। ସମାନେେ ସଦାପ୍ରଭୁଙ୍କୁ ବଳି ଦେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ମାନସିକ କରି ଶପଥ କଲେ।അപ്പോൾ അവർ യഹോവയെ അത്യന്തം ഭയപ്പെട്ടു യഹോവെക്കു യാഗം കഴിച്ചു നേർച്ചകളും നേർന്നു.

17 ଯେତବେେଳେ ୟୂନସ ସମୁଦ୍ର ରେ ପଡିଲା, ସେତବେେଳେ ସଦାପ୍ରଭୁ ଏକ ବିରାଟ ମାଛ ୟୂନସକୁ ଗିଲିବାକୁ ପଠାଇଲେ। ୟୂନସ ସହେି ମାଛ ଗର୍ଭ ରେ ତିନିଦିନ ଓ ତିନିରାତି ରହିଲା।യോനയെ വിഴുങ്ങേണ്ടതിന്നു യഹോവ ഒരു മഹാമത്സ്യത്തെ കല്പിച്ചാക്കിയിരുന്നു. അങ്ങനെ യോനാ മൂന്നു രാവും മൂന്നു പകലും മത്സ്യത്തിന്റെ വയറ്റിൽ കിടന്നു.

Malayalam Bible