Hebrews 13 - ORIYA (Malayalam)
1 ଖ୍ରୀଷ୍ଟଙ୍କଠା ରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ ରମେଭାବ ରଖିଥାଅ।സഹോദരപ്രീതി നിലനിൽക്കട്ടെ, അതിഥിസൽക്കാരം മറക്കരുതു.
2 ନିଜ ଘ ରେ ସ୍ବାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାୟ୍ଯ କରିବା କଥା ମନେ ରଖ। କେତବେେଳେ ଏହିପରି କରି ଅଜାଣତ ରେ ସ୍ବର୍ଗଦୂତମାନଙ୍କୁ ସାହାୟ୍ଯ କରିଛନ୍ତି।അതിനാൽ ചിലർ അറിയാതെ ദൈവദൂതന്മാരെ സല്ക്കരിച്ചിട്ടുണ്ടല്ലോ.
3 ବନ୍ଦୀଘ ରେ ଥିବା ସହେି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭମାନେେ ନିଜେ ମଧ୍ଯ ବନ୍ଦୀଘ ରେ ଥିବା ଭଳି ସମାନଙ୍କେୁ ମନେ ରଖ। ଯେଉଁମାନେ ଯାତନା ପାଉଛନ୍ତି, ସମାନଙ୍କେୁ ମଧ୍ଯ ଭୁଲ ନାହିଁ। ମନେ ରଖ ଯେ, ତୁମ୍ଭମାନେେ ମଧ୍ଯ ସମାନଙ୍କେ ସ୍ଥାନ ରେ ଭବିଷ୍ଯତ ରେ ରହିପାର।നിങ്ങളും തടവുകാർ എന്നപോലെ തടവുകാരെയും നിങ്ങളും ശരീരത്തിൽ ഇരിക്കുന്നവരാകയാൽ കഷ്ടമനുഭവിക്കുന്നവരെയും ഓർത്തുകൊൾവിൻ.
4 ବିବାହକୁ ସବୁଲୋକଙ୍କ ଦ୍ବାରା ସମ୍ମାନ ମିଳିବା ଆବଶ୍ଯକ। ପ୍ରେତ୍ୟକକ ବିବାହକୁ କବଳେ ଦୁଇ ଜଣକ ଭିତ ରେ ନିର୍ଦ୍ଦିଷ୍ଟ ରଖିବା ଉଚିତ। ଯେଉଁମାନେ ୟୌନଗତ ପାପ ଓ ବ୍ଯଭିଚାର କରୁଛନ୍ତି ପରମେଶ୍ବର ସମାନଙ୍କେୁ ଦୋଷୀ ବୋଲି ବିଚାର କରିବେ।വിവാഹം എല്ലാവർക്കും മാന്യവും കിടക്ക നിർമ്മലവും ആയിരിക്കട്ടെ; എന്നാൽ ദുർന്നടപ്പുകാരെയും വ്യഭിചാരികളെയും ദൈവം വിധിക്കും.
5 ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସେଥି ରେ ସନ୍ତାଷେ ଲାଭ କର। ପରମେଶ୍ବର କହିଛନ୍ତି :നിങ്ങളുടെ നടപ്പു ദ്രവ്യാഗ്രഹമില്ലാത്തതായിരിക്കട്ടെ; ഉള്ളതുകൊണ്ടു തൃപ്തിപ്പെടുവിൻ; “ഞാൻ നിന്നെ ഒരുനാളും കൈ വിടുകയില്ല, ഉപേക്ഷിക്കയുമില്ല” എന്നു അവൻ തന്നെ അരുളിച്ചെയ്തിരിക്കുന്നുവല്ലോ.
6 ଅତଏବ ଆମ୍ଭେ ନିଃସନ୍ଦହେ ଭାବରେ କହିପାରିବା :ആകയാൽ “കർത്താവു എനിക്കു തുണ; ഞാൻ പേടിക്കയില്ല; മനുഷ്യൻ എന്നോടു എന്തു ചെയ്യും” എന്നു നമുക്കു ധൈര്യത്തോടെ പറയാം.
7 ତୁମ୍ଭମାନେେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସମାନେେ ପରମେଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସମାନେେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ଯୁ ଭୋଗ କଲେ ତାହା ମନେ ପକାଅ, ଏବଂ ସମାନଙ୍କେର ବିଶ୍ବାସର ଉଦାହରଣକୁ ଅନୁସରଣ କର।നിങ്ങളോടു ദൈവവചനം പ്രസംഗിച്ചു നിങ്ങളെ നടത്തിയവരെ ഓർത്തുകൊൾവിൻ; അവരുടെ ജീവാവസാനം ഓർത്തു അവരുടെ വിശ്വാസം അനുകരിപ്പിൻ.
8 ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।യേശുക്രിസ്തു ഇന്നലെയും ഇന്നും എന്നെന്നേക്കും അനന്യൻ തന്നേ.
9 ନାନା ପ୍ରକାରର ଅଜଣା ଶିକ୍ଷା ଦ୍ବାରା ଭୁଲ ବାଟରେ ପରିଚାଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ବାରା ନୁହେଁ, ବରଂ ପରମେଶ୍ବରଙ୍କ ଅନୁଗଅହ ଦ୍ବାରା ଶକ୍ତିଶାଳୀ ହବୋ ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ବାରା କିଛି ସାହାୟ୍ଯ ମିଳେ ନାହିଁ।വിവിധവും അന്യവുമായ ഉപദേശങ്ങളാൽ ആരും നിങ്ങളെ വലിച്ചുകൊണ്ടുപോകരുതു; ആചരിച്ചുപോന്നവർക്കു പ്രയോജനമില്ലാത്ത ഭോജനനിയമങ്ങളാലല്ല, കൃപയാൽ തന്നേ ഹൃദയം ഉറപ്പിക്കുന്നതു നല്ലതു.
10 ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ328 ରେ ସବୋ କରୁଥିବା ଯାଜକମାନେ ଆମ୍ଭ ବଳିରୁ ଖାଇପାରିବେ ନାହିଁ।കൂടാരത്തിൽ ശുശ്രൂഷിക്കുന്നവർക്കു അഹോവൃത്തി കഴിപ്പാൻ അവകാശമില്ലാത്ത ഒരു യാഗപീഠം നമുക്കുണ്ടു.
11 ମହାୟାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନଇେ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହା ରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ।മഹാപുരോഹിതൻ പാപപരിഹാരമായി രക്തം വിശുദ്ധമന്ദിരത്തിലേക്കു കൊണ്ടുപോകുന്ന മൃഗങ്ങളുടെ ഉടൽ പാളയത്തിന്നു പുറത്തുവെച്ചു ചുട്ടുകളയുന്നു.
12 ସହେି ଭଳି ଯୀଶୁ ମଧ୍ଯ ସହର ବାହା ରେ ଯାତନା ପାଇଲେ। ନିଜ ରକ୍ତ ଦ୍ବାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ।അങ്ങനെ യേശുവും സ്വന്തരക്തത്താൽ ജനത്തെ വിശുദ്ധീകരിക്കേണ്ടതിന്നു നഗരവാതിലിന്നു പുറത്തുവെച്ചു കഷ്ടം അനുഭവിച്ചു.
13 ଅତଏବ, ଆମ୍ଭେ ଶିବିରର ବାହାରକୁ ଯୀଶୁଙ୍କ ପାଖକୁ ୟିବା ଉଚିତ। ଆମ୍ଭେ ମଧ୍ଯ, ଯୀଶୁ ପାଇଥିବା ସମାନ ଲଜ୍ଜା ଗ୍ରହଣ କରିବା ଉଚିତ୍।ആകയാൽ നാം അവന്റെ നിന്ദ ചുമന്നുകൊണ്ടു പാളയത്തിന്നു പുറത്തു അവന്റെ അടുക്കൽ ചെല്ലുക.
14 ଏହି ପୃଥିବୀ ରେ ଆମ୍ଭର କୌଣସି ଚିରସ୍ଥାଯୀ ନଗର ନାହିଁ। କିନ୍ତୁ ଆମ୍ଭେ ଗୋଟିଏ ନଗର ପାଇଁ ପ୍ରତୀକ୍ଷା କରୁଛ, ଯାହା ଭବିଷ୍ଯତ ରେ ଆସିବ।ഇവിടെ നമുക്കു നിലനില്ക്കുന്ന നഗരമില്ലല്ലോ, വരുവാനുള്ളതു അത്രേ നാം അന്വേഷിക്കുന്നതു.
15 ଅତଏବ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କବେେ ହେଲେ ବନ୍ଦ କରିବା ଉଚିତ ନୁହେଁ। ମୁଖ ଦ୍ବାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସହେି 'ବଳି' ଅଟେ।അതുകൊണ്ടു അവൻ മുഖാന്തരം നാം ദൈവത്തിന്നു അവന്റെ നാമത്തെ ഏറ്റു പറയുന്ന അധരഫലം എന്ന സ്തോത്രയാഗം ഇടവിടാതെ അർപ്പിക്കുക.
16 ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କବେେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ବାରା ପରମେଶ୍ବର ପ୍ରସନ୍ନ ହୁଅନ୍ତି।നന്മചെയ്വാനും കൂട്ടായ്മ കാണിപ്പാനും മറക്കരുതു. ഈവക യാഗത്തിലല്ലോ ദൈവം പ്രസാദിക്കുന്നതു.
17 ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସମାନଙ୍କେର ଅଧୀନ ରେ ରୁହ। ସମାନେେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାଯୀ। ଅତଏବ, ସମାନେେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥାଆନ୍ତି। ସମାନଙ୍କେର ଆଜ୍ଞାପାଳନ କର ଯେପରି ଏହି କାମଟି ସମାନେେ ଖୁସି ମନ ରେ କରିବେ, ଦୁଃଖ ରେ ନୁହେଁ। ସମାନଙ୍କେର କାମ କଠିନ ହେଲେ, ତା'ଦ୍ବାରା ତୁମ୍ଭମାନଙ୍କର କୌଣସି ଲାଭ ହବେ ନାହିଁ।നിങ്ങളെ നടത്തുന്നവരെ അനുസരിച്ചു കീഴടങ്ങിയിരിപ്പിൻ; അവർ കണക്കു ബോധിപ്പിക്കേണ്ടുന്നവരാകയാൽ നിങ്ങളുടെ ആത്മാക്കൾക്കുവേണ്ടി ജാഗരിച്ചിരിക്കുന്നു; ഇതു അവർ ഞരങ്ങിക്കൊണ്ടല്ല സന്തോഷത്തോടെ ചെയ്വാൻ ഇടവരുത്തുവിൻ; അല്ലാഞ്ഞാൽ നിങ്ങൾക്കു നന്നല്ല.
18 ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ।ഞങ്ങൾക്കു വേണ്ടി പ്രാർത്ഥിപ്പിൻ. സകലത്തിലും നല്ലവരായി നടപ്പാൻ ഇച്ഛിക്കകൊണ്ടു ഞങ്ങൾക്കു നല്ല മനസ്സാക്ഷി ഉണ്ടെന്നു ഞങ്ങൾ ഉറച്ചിരിക്കുന്നു.
19 ମୁଁ ତୁମ୍ଭମାନଙ୍କୁ ଅନୁ ରୋଧ କରୁଛି, ତୁମ୍ଭମାନେେ ପ୍ରାର୍ଥନା କର ଯେ, ଯେପରି ପରମେଶ୍ବର ମାେତେ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାନ୍ତୁ। ଅନ୍ୟ କୌଣସି କଥା ଅପେକ୍ଷା ଏହା ମୁଁ ବିଶଷେ ଭାବରେ ଚା ହେଁ।എന്നെ നിങ്ങൾക്കു വേഗത്തിൽ വീണ്ടും കിട്ടേണ്ടതിന്നു നിങ്ങൾ പ്രാർത്ഥിക്കേണം എന്നു ഞാൻ വിശേഷാൽ അപേക്ഷിക്കുന്നു.
20 ମୁଁ ଶାନ୍ତିର ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସା ରେ ତୁମ୍ଭମାନେେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରେତ୍ୟକକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ବର ହିଁ ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନଃଜୀବିତ କରିଥିଲେ। ମହାନ୍ ମଷେପାଳକ ଯୀଶୁଙ୍କୁ ପରମେଶ୍ବର ତାହାଙ୍କ ରକ୍ତ ହତେୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନଚୁକ୍ତି ଚିରନ୍ତନ ଅଟେ।നിത്യനിയമത്തിന്റെ രക്തത്താൽ ആടുകളുടെ വലിയ ഇടയനായ നമ്മുടെ കർത്താവായ യേശുവിനെ മരിച്ചവരുടെ ഇടയിൽനിന്നു മടക്കിവരുത്തിയ സമാധാനത്തിന്റെ ദൈവം
21 ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ୟ୍ଯଗୁଡ଼ିକ ପରମେଶ୍ବର ଆମ୍ଭ ଦ୍ବାରା କରାଉଥାଆନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍ !നിങ്ങളെ അവന്റെ ഇഷ്ടം ചെയ്വാൻ തക്കവണ്ണം എല്ലാനന്മയിലും യഥാസ്ഥാനപ്പെടുത്തി തനിക്കു പ്രസാദമുള്ളതു യേശുക്രിസ്തുമുഖാന്തരം നമ്മിൽ നിവർത്തിക്കുമാറാകട്ടെ; അവന്നു എന്നേക്കും മഹത്വം. ആമേൻ.
22 ମାେ ଭାଇ ଓ ଭଉଣୀମାନେ !ମୁଁ କହିଥିବା କଥାଗୁଡ଼ିକୁ ର୍ଧୈୟ୍ଯପୂର୍ବକ ଶୁଣ ବୋଲି ମୁଁ ଅନୁ ରୋଧ କରେ। ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ପାଇଁ କହିଛି। ଏହି ଚିଠିଟି ବହୁତ ଲମ୍ବା ନୁହେଁ।സഹോദരന്മാരേ, ഈ പ്രബോധനവാക്യം പൊറുത്തുകൊൾവിൻ എന്നു അപേക്ഷിക്കുന്നു; ചുരുക്കമായിട്ടല്ലോ ഞാൻ എഴുതിയിരിക്കുന്നതു.
23 ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହାଇେ ଅଛନ୍ତି, ଏହା ତୁମ୍ଭମାନେେ ଜାଣ ବୋଲି ମାରେ ଇଚ୍ଛା। ଯଦି ସେ ମାେ ପାଖକୁ ଶୀଘ୍ର ଆସନ୍ତି, ତା' ହେଲେ ଆମ୍ଭେ ଦୁ ହେଁ ତୁମ୍ଭମାନଙ୍କ ଦଖାେ କରିବାକୁ ଆସିବୁ।സഹോദരനായ തിമോഥെയോസ് തടവിൽനിന്നു ഇറങ്ങി എന്നു അറിവിൻ. അവൻ വേഗത്തിൽ വന്നാൽ ഞാൻ അവനുമായി നിങ്ങളെ വന്നുകാണും.
24 ସଠାେରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ବରଙ୍କ ଲୋକମାନଙ୍କୁ ଆମର ନମସ୍କା ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ବରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର।നിങ്ങളെ നടത്തുന്നവർക്കു എല്ലാവർക്കും സകലവിശുദ്ധന്മാർക്കും വന്ദനം ചൊല്ലുവിൻ. ഇതല്യക്കാർ നിങ്ങൾക്കു വന്ദനം ചൊല്ലുന്നു.
25 ପରମେଶ୍ବରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହିଥାଉ।കൃപ നിങ്ങളോടെല്ലാവരോടുംകൂടെ ഇരിക്കുമാറാകട്ടെ. ആമേൻ.
Malayalam Bible