சங்கீதம் 81:7
நெருக்கத்திலே நீ கூப்பிட்டாய், நான் உன்னைத் தப்புவித்தேன்; இடிமுழக்கம் உண்டாகும் மறைவிடத்திலிருந்து உனக்கு உத்தரவு அருளினேன்; மேரிபாவின் தண்ணீர்களிடத்தில் உன்னைச் சோதித்து அறிந்தேன். (சேலா.)
Cross Reference
ଯିଶାଇୟ 32:1
ଦେଖ, ଜଣେ ରାଜା ଧର୍ମାନୁସା ରେ ରାଜତ୍ବ କରିବେ ଓ ଅଧିପତିଗଣ ନ୍ଯାଯ ରେ ଶାସନ କରିବେ।
ଯିଶାଇୟ 9:7
ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:11
ତା'ପରେ ମୁଁ ସ୍ବର୍ଗ ଖାଲିୟିବୋର ଦେଖିଲି। ସଠାେରେ ଗୋଟିଏ ଶ୍ବତେ ଅଶ୍ବ, ଠିଆ ହାଇେଥିଲା। ଅଶ୍ବାରୋହୀଙ୍କ ନାମ 'ବିଶ୍ବସ୍ତ' ଓ 'ସତ୍ଯବାନ'। ସେ ନ୍ଯାୟପୂର୍ଣ୍ଣ ଭାବରେ ବିଚାର କରନ୍ତି ଓ ଲଢ଼ନ୍ତି।
ଯିରିମିୟ 33:15
ସହେି ସମୟରେ ଆମ୍ଭେ ଦାଉଦ ବଂଶ ରେ ଧର୍ମସ୍ବରୂପ ଏକ 'ଶାଖା' ଉତ୍ପନ୍ନ କରାଇବା। ସହେି 'ଶାଖା' ସେ ଦେଶ ରେ ନ୍ଯାଯ ଓ ଧାର୍ମିକତା ବିଚାର ପ୍ରତିଷ୍ଠା କରିବେ।
ଯିଶାଇୟ 32:17
ପୁଣି ସହେି ଧାର୍ମିକତାର କାର୍ୟ୍ଯ ଶାନ୍ତିମଯ ହବେ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହବେ।
ଯିଶାଇୟ 11:2
ସହେି ପିଲାମଧିଅରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସହେି ଆତ୍ମା ଜ୍ଞାନ, ବିବଚେନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ଯ ସହେି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାୟ୍ଯ କରିବେ।
ଗୀତସଂହିତା 82:3
ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର। ଅତ୍ଯାଚାରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ଯାଯ ବ୍ଯବହାର କର।
ଗୀତସଂହିତା 72:12
ଆମ୍ଭର ରାଜା ସାହାୟ୍ଯ କରନ୍ତି, ଯେଉଁମାନେ ତାଙ୍କୁ ଡ଼ାକନ୍ତି, ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
ଗୀତସଂହିତା 45:6
ପରମେଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ବିରାଜମାନ କରିବ। ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
ଗୀତସଂହିତା 12:5
କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।
ଆୟୁବ ପୁସ୍ତକ 34:19
ପରମେଶ୍ବର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ବର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାହିଁକି ? କାରଣ ପରମେଶ୍ବର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।
ପ୍ରଥମ ରାଜାବଳୀ 3:5
ଶଲୋମନ ଗିବିଯୋନ ରେ ଥିଲା ବେଳେ, ସଦାପ୍ରଭୁ ରାତ୍ରି ରେ ସ୍ବପ୍ନ ରେ ତାଙ୍କୁ ଦର୍ଶନ ଦେଲେ। ପରମେଶ୍ବର ସ୍ବପ୍ନ ରେ କହିଲେ, ତୁମ୍ଭେ ଯାହା ଇଚ୍ଛା କରୁଛ ମାଗ, ଆମ୍ଭେ ତାହା ଦବୋ।
சங்கீதம் 81:7 in English
Tags நெருக்கத்திலே நீ கூப்பிட்டாய் நான் உன்னைத் தப்புவித்தேன் இடிமுழக்கம் உண்டாகும் மறைவிடத்திலிருந்து உனக்கு உத்தரவு அருளினேன் மேரிபாவின் தண்ணீர்களிடத்தில் உன்னைச் சோதித்து அறிந்தேன் சேலா
Psalm 81:7 Concordance Psalm 81:7 Interlinear Psalm 81:7 Image
Read Full Chapter : Psalm 81