Judges 21 - ORIYA (Kannada)
1 ମିପୀ ରେ ଇଶ୍ରାୟେଲର ସୈନ୍ଯମାନେ ଏକ ପ୍ରତିଜ୍ଞା କଲେ। ସମାନଙ୍କେର ପ୍ରତିଜ୍ଞା ଏହିପରି ଥିଲା, ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ବିନ୍ଯାମୀନ ପରିବାରବର୍ଗକକ୍ସ୍ଟ ଆମ୍ଭମାନଙ୍କର କନ୍ଯାକକ୍ସ୍ଟ ବିବାହ ଦବେେ ନାହିଁ।ಆದರೆ ಇಸ್ರಾಯೇಲ್ಯರು ತಮ್ಮಲ್ಲಿ ಯಾವನೂ ತನ್ನ ಮಗಳನ್ನು ಬೆನ್ಯಾವಿಾನ್ಯ ರಿಗೆ ಮದುವೆಮಾಡಿಕೊಡುವದಿಲ್ಲ ಎಂದು ಮಿಚ್ಪೆಯಲ್ಲಿ ಆಣೆಇಟ್ಟರು.
2 ଇଶ୍ରାୟେଲର ଲୋକମାନେ ବୈଥଲହମେକକ୍ସ୍ଟ ଗଲେ ଏବଂ ସଠାେରେ ସମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସନ୍ଧ୍ଯା ପର୍ୟ୍ଯନ୍ତ ବସି ରହିଲେ। ସମାନେେ ସଠାେରେ ସଦାପ୍ରଭୁଙ୍କ ଆଗ ରେ କରୁଣ ଭାବରେ ଜାରେ ରେ ରୋଦନ କଲେ।ಆದದರಿಂದ ಜನರು ದೇವರ ಮನೆಗೆ ಬಂದು ಅಲ್ಲಿ ದೇವರ ಮುಂದೆ ಸಾಯಂಕಾಲದ ವರೆಗೆ ಇದ್ದು ತಮ್ಮ ಸ್ವರವೆತ್ತಿ ಬಹಳವಾಗಿ ಅತ್ತು--
3 ସମାନେେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ! ତୁମ୍ଭେ ଇଶ୍ରାୟେଲର ପରମେଶ୍ବର। ଇଶ୍ରାୟେଲୀୟ ପ୍ରତି ଏପରି ବିପଦ କାହିଁକି ପଡିଲା? ଏବଂ କାହିଁକି ଇଶ୍ରାୟେଲର ପରିବାରବର୍ଗ ମଧ୍ଯରକ୍ସ୍ଟ ଗୋଟିଏ ହଜି ଯାଉଛି।ಇಸ್ರಾಯೇಲಿನ ದೇವರಾದ ಕರ್ತನೇ ಈಹೊತ್ತು ಇಸ್ರಾಯೇಲಿನಲ್ಲಿ ಒಂದು ಗೋತ್ರ ಕೊರತೆಯಾದ ದ್ದೇನು ಅಂದರು.
4 ତା'ପରଦିନ ଠିକ୍ ସକାଳେ ଇଶ୍ରାୟେଲର ଲୋକମାନେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ସମାନେେ ସଠାେରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।ಜನರು ಮಾರನೇ ದಿವಸ ಉದಯ ದಲ್ಲಿ ಎದ್ದು, ಅಲ್ಲಿ ಬಲಿಪೀಠವನ್ನು ಕಟ್ಟಿ ದಹನಬಲಿ ಗಳನ್ನೂ ಸಮಾಧಾನದ ಬಲಿಗಳನ್ನೂ ಅರ್ಪಿಸಿದರು.
5 ଏହାପରେ ସମାନେେ ପଚାରିଲେ, ଯେଉଁ ପରିବାରବର୍ଗଟି ଯାହା ସଦାପ୍ରଭୁଙ୍କ ଆଡେ ଫରେିଲା ନାହିଁ? ସମାନେେ ଏହି ପ୍ରଶ୍ନ ପଚାରିଲେ କାରଣ ସମାନେେ ଏକ ଗମ୍ଭୀର ଶପଥ କରିଥିଲେ। ସମାନେେ ସହେି ଲୋକମାନଙ୍କ ହତ୍ଯା କରିବାକୁ ପ୍ରତିଜ୍ଞା କରିଥିଲେ, ଯେଉଁମାନେ ଦର୍ଶନ କରିବାକୁ ସଦାପ୍ରଭୁଙ୍କୁ ମିସ୍ପୀକକ୍ସ୍ଟ ଆସିଲେ ନାହିଁ।ಆದರೆ ಇಸ್ರಾಯೇಲ್ ಮಕ್ಕಳು--ಕರ್ತನ ಬಳಿಗೆ ಸಭೆಯೊಂದಿಗೆ ಇಸ್ರಾಯೇಲಿನ ಸಮಸ್ತ ಗೋತ್ರದಲ್ಲಿ ಬಾರದವರು ಯಾರು ಅಂದರು. ಯಾಕಂದರೆ ಕರ್ತನ ಬಳಿಗೆ ಮಿಚ್ಪೆಗೆ ಬಾರದವನು ಖಂಡಿತವಾಗಿ ಸಾಯಬೇಕೆಂದು ದೊಡ್ಡ ಆಣೆಇಟ್ಟುಕೊಂಡಿದ್ದರು.
6 ଇଶ୍ରାୟେଲର ଲୋକମାନେ ବିନ୍ଯାମୀନର ସଐର୍କୀଯମାନଙ୍କ ପାଇଁ ଦକ୍ସ୍ଟଃଖ କଲେ, ବିନ୍ଯାମୀନର ଲୋକମାନେ କହିଲେ, ଆଜି ଇଶ୍ରାୟେଲ ମଧ୍ଯରକ୍ସ୍ଟ ଗୋଟିଏ ପରିବାରବର୍ଗ ଉଚ୍ଛନ୍ନ ହେଲା।ಆಗ ಇಸ್ರಾಯೇಲ್ ಮಕ್ಕಳು ತಮ್ಮ ಸಹೋದರ ನಾದ ಬೆನ್ಯಾವಿಾನನ ವಿಷಯವಾಗಿ ಪಶ್ಚಾತ್ತಾಪಪಟ್ಚು ಹೇಳಿದ್ದೇನಂದರೆ--ಈಹೊತ್ತು ಇಸ್ರಾಯೇಲಿನಲ್ಲಿ ಒಂದು ಗೋತ್ರವು ಛೇದಿಸಲ್ಪಟ್ಟು ಹೋಯಿತು.
7 ଆମ୍ଭମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପ୍ରତିଜ୍ଞା କରି ଅଛକ୍ସ୍ଟ ଯେ ବିନ୍ଯାମୀନର ପରିବାରବର୍ଗ କୌଣସି ଲୋକଙ୍କକ୍ସ୍ଟ ଆମ୍ଭମାନଙ୍କର କନ୍ଯାକକ୍ସ୍ଟ ବିବାହ ଦବେକ୍ସ୍ଟ ନାହିଁ। ଏହି ପରିବାରବର୍ଗର ଲୋକମାନଙ୍କ ପାଇଁ ସ୍ତ୍ରୀ ଖାଜେିବା ବିଷଯ ରେ ଆମ୍ଭମାନେେ କ'ଣ କରିବା?ನಾವು ನಮ್ಮ ಕುಮಾರ್ತೆಯರಲ್ಲಿ ಒಬ್ಬಳನ್ನಾದರೂ ಅವರಿಗೆ ಕೊಡುವದಿಲ್ಲವೆಂದು ನಾವು ಕರ್ತನ ಮೇಲೆ ಆಣೆ ಇಟ್ಟುಕೊಂಡದ್ದರಿಂದ ಉಳಿದವರಿಗೆ ಹೆಂಡತಿ ಯರು ದೊರಕುವಂತೆ ನಾವು ಅವರಿಗೋಸ್ಕರ ಏನು ಮಾಡೋಣ ಅಂದರು.
8 ଇଶ୍ରାୟେଲର ପରିବାରବର୍ଗ ମଧ୍ଯରକ୍ସ୍ଟ ଏପରି କେଉଁ ପରିବାରବର୍ଗ, ମିସ୍ପୀର ସଦାପ୍ରଭୁଙ୍କ ନିକଟକକ୍ସ୍ଟ ଆସିଲା ନାହିଁ। ଏବଂ ବାସ୍ତବ ରେ ସମାନେେ ଅନ୍ୟ ଇଶ୍ରାୟେଲମାନଙ୍କ ସହିତ ୟାବେଶ ଗିଲିଯଦରକ୍ସ୍ଟ କହେି ମିଶିବାକକ୍ସ୍ଟ ଆସି ନଥିଲେ।ಇಸ್ರಾಯೇಲಿನ ಗೋತ್ರ ಗಳಲ್ಲಿ ಮಿಚ್ಪೆಗೆ ಕರ್ತನ ಬಳಿಗೆ ಬಾರದವರು ಯಾರಾ ದರೂ ಒಬ್ಬರಿದ್ದಾರೋ ಅಂದರು. ಆಗ ಇಗೋ, ಯಾಬೇಷ್ ಗಿಲ್ಯಾದಿನವರಲ್ಲಿ ಒಬ್ಬನಾದರೂ ಸಭೆಯ ಬಳಿಗೆ ಪಾಳೆಯಕ್ಕೆ ಬಂದದ್ದಿರಲಿಲ್ಲ.
9 ଇଶ୍ରାୟେଲର ଲୋକମାନେ ଗଣନା କରି ଦେଖିଲେ ଯେଉଁମାନେ ଆସିଛନ୍ତି ଓ କେଉଁମାନେ ଆସି ନାହାଁନ୍ତି। ସମାନେେ ଦେଖିଲେ ଯେ ୟାବେଶ ଗିଲିଯଦରକ୍ସ୍ଟ କହେି ଆସି ନାହାଁନ୍ତି।ಜನರು ಲೆಕ್ಕ ಮಾಡಲ್ಪಟ್ಟಾಗ
10 ତେଣୁ ଇଶ୍ରାୟେଲର ଲୋକମାନେ 12,000 ସାହସୀ ୈସନ୍ଯମାନଙ୍କୁ ୟାବେଶ୍ ଗିଲିଯଦକକ୍ସ୍ଟ ପଠାଇଲେ। ସମାନେେ ସହେି ୈସନ୍ଯମାନଙ୍କୁ କହିଲେ, ତୁମ୍ଭମାନେେ ୟାବେଶ ଗିଲିଯଦକକ୍ସ୍ଟ ପାଖକକ୍ସ୍ଟ ୟାଅ ସଠାେକାର ସମସ୍ତ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କୁ ହତ୍ଯା କର।ಇಗೋ, ಯಾಬೇಷ್ ಗಿಲ್ಯಾದಿನಲ್ಲಿ ಇರುವವರಲ್ಲಿ ಒಬ್ಬನಾದರೂ ಇದ್ದದ್ದಿಲ್ಲ. ಆಗ ಸಭೆಯು ಪರಾಕ್ರಮಶಾಲಿಗಳಲ್ಲಿ ಹನ್ನೆರಡು ಸಾವಿರ ಮನುಷ್ಯರನ್ನು ಅಲ್ಲಿಗೆ ಕಳುಹಿಸುವಾಗ ಅವರಿಗೆ--ನೀವು ಹೋಗಿ ಯಾಬೇಷ್ ಗಿಲ್ಯಾದಿನ ನಿವಾಸಿಗಳನ್ನೂ ಸ್ತ್ರೀಯರನ್ನೂ ಚಿಕ್ಕವರನ್ನೂ ಕೂಡಾ, ಕತ್ತಿಯಿಂದ ಹೊಡೆದು ಬಿಡಿರಿ.
11 ତୁମ୍ଭେ ନିଶ୍ଚିତ ଏହିପରି କରିବ! ତୁମ୍ଭମାନେେ ନିଶ୍ଚିତ ୟାବେଶ ଗିଲିଯାଦର ସମସ୍ତ ପୁରୁଷମାନଙ୍କୁ ହତ୍ଯା କରିବ ଏବଂ ପୁରୁଷ ସହିତ ସହବାସ କରିଥିବା ପ୍ରେତ୍ୟକକ ସ୍ତ୍ରୀକକ୍ସ୍ଟ ହତ୍ଯା କରିବ। ଯେଉଁ ସ୍ତ୍ରୀ ଲୋକମାନଙ୍କର କୌଣସି ୟୌନ ସଐର୍କ ନ ଥିବ ସମାନଙ୍କେୁ ହତ୍ଯାକର ନାହିଁ। ତେଣୁ ସହେି ସୈନ୍ଯମାନେ ଠିକ୍ ସହେିପରି କରିଥିଲେ।ನೀವು ಮಾಡಬೇಕಾದದ್ದೇನಂದರೆ--ಎಲ್ಲಾ ಗಂಡಸ ರನ್ನೂ ಪುರುಷನನ್ನು ಅರಿತ ಸ್ತ್ರೀಯರನ್ನೂ ನಿರ್ಮೂಲ ಮಾಡಿರೆಂದು ಆಜ್ಞಾಪಿಸಿದರು.
12 ସହେି 12,000 ସୈନ୍ଯମାନେ ଏପରି 400 ୟକ୍ସ୍ଟବତୀଙ୍କକ୍ସ୍ଟ ଦେଖିଲେ ଯେଉଁମାନଙ୍କର କୌଣସି ପୁରୁଷଙ୍କ ସହିତ ଶାରିରୀକ ସଐର୍କ ନ ଥିଲା। ସହେି ସୈନ୍ଯମାନେ ୟାବେଶ ଗିଲିଯଦରକ୍ସ୍ଟ ସହେି ସ୍ତ୍ରୀ ଲୋକମାନଙ୍କୁ ଶୀଲୋ ନିକଟର ଛାଉଣୀକକ୍ସ୍ଟ ନଇେ ଆସିଲେ। ଯାହାକି କିଣାନ ଦେଶ ରେ ଥିଲା।ಹಾಗೆಯೆ ಯಾಬೇಷ್ ಗಿಲ್ಯಾದಿನ ನಿವಾಸಿಗಳಲ್ಲಿ ಅವರ ಸಂಗಡ ಮಲಗುವದರಿಂದ ಪುರುಷರನ್ನು ಅರಿಯದೆ ಇರುವ ನಾನೂರು ಮಂದಿ ಪ್ರಾಯದ ಕನ್ನಿಕೆಯರನ್ನು ಕಂಡು ಕೊಂಡು ಅವರನ್ನು ಕಾನಾನ್ದೇಶದಲ್ಲಿರುವ ಶೀಲೋ ವಿನಲ್ಲಿದ್ದ ಪಾಳೆಯಕ್ಕೆ ತಂದರು.
13 ଏହିପରି ଇଶ୍ରାୟେଲର ଲୋକମାନେ ବିନ୍ଯାମୀନୀୟମାନଙ୍କ ପାଖକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ରିମ୍ମୋନ୍ ଶୈଳଠା ରେ ରହକ୍ସ୍ଟଥିବା ବିନ୍ଯାମୀନ ଲୋକମାନଙ୍କ ସହିତ ଶାନ୍ତି ଚକ୍ସ୍ଟକ୍ତି ପ୍ରଦାନ କଲେ।ಆಗ ಸಭೆಯವ ರೆಲ್ಲರೂ ರಿಮ್ಮೋನ್ ಗುಡ್ಡದಲ್ಲಿರುವ ಬೆನ್ಯಾವಿಾನನ ಮಕ್ಕಳ ಸಂಗಡ ಮಾತನಾಡಿ ಅವರಿಗೆ ಸಮಾಧಾನ ವನ್ನು ಸಾರಲು ಕೆಲವರನ್ನು ಕಳುಹಿಸಿದರು.
14 ସହେି ସମୟରେ ବିନ୍ଯାମୀନୀଯ ଲୋକମାନେ ଫରେି ଆସିଲେ। ଇଶ୍ରାୟେଲର ଲୋକମାନେ ଯେଉଁମାନଙ୍କୁ ସମାନେେ ଜୀବିତ ରଖିଥିଲେ, ସମାନଙ୍କେୁ ୟାବେଶ ଗିଲିଯଦର ସ୍ତ୍ରୀ ଲୋକମାନଙ୍କୁ ବିବାହ କରିବା ପାଇଁ ଅନକ୍ସ୍ଟମତି ଦେଲେ। କିନ୍ତୁ ବିନ୍ଯାମୀନର ସମସ୍ତ ଲୋକମାନଙ୍କ ପାଇଁ ୟଥେଷ୍ଟ ସ୍ତ୍ରୀ ଲୋକ ନ ଥିଲେ।ಆ ಕಾಲದಲ್ಲಿ ಬೆನ್ಯಾವಿಾನ್ಯರು ತಿರಿಗಿ ಅವರ ಬಳಿಗೆ ಬಂದರು. ಅವರು ಯಾಬೇಷ್ ಗಿಲ್ಯಾದಿನ ಸ್ತ್ರೀಯ ರಲ್ಲಿ ಜೀವದಿಂದ ಉಳಿಸಿದ ಸ್ತ್ರೀಯರನ್ನು ಅವರಿಗೆ ಹೆಂಡತಿಯರಾಗಿ ಕೊಟ್ಟರು. ಅದಾಗ್ಯೂ ಅವರಿಗೆ ತಕ್ಕಷ್ಟು ಹೆಂಡತಿಯರು ಸಿಕ್ಕಲಿಲ್ಲ.
15 ଲୋକମାନେ ବିନ୍ଯାମୀନର ପରିବାରବର୍ଗର ଲୋକମାନଙ୍କ ପାଇଁ ଦକ୍ସ୍ଟଃଖ ଅନକ୍ସ୍ଟଭବ କଲେ, କାରଣ ସଦାପ୍ରଭୁ ଇଶ୍ରାୟେଲ ରେ ଅନ୍ୟ ପରିବାରବର୍ଗଠାରକ୍ସ୍ଟ ସମାନଙ୍କେୁ ଅଲଗା କଲେ।ಕರ್ತನು ಇಸ್ರಾಯೇಲ್ ಗೋತ್ರಗಳಲ್ಲಿ ಒಂದು ಲೋಪವನ್ನು ಮಾಡಿದ್ದರಿಂದ ಜನರು ಬೆನ್ಯಾವಿಾನ ನಿಗಾಗಿ ಪಶ್ಚಾತ್ತಾಪಪಟ್ಟರು.
16 ଇଶ୍ରାୟେଲର ଅଧିପତିମାନେ କହିଲେ, ବିନ୍ଯାମୀନ ପରିବାରବର୍ଗ ମଧ୍ଯରକ୍ସ୍ଟ ସ୍ତ୍ରୀମାନେ ମରା ୟାଇଛନ୍ତି। ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷଯ ରେ ଆମ୍ଭମାନେେ କ'ଣ କରିବା?ಸಭೆಯ ಹಿರಿಯರುಬೆನ್ಯಾವಿಾನನ ಗೋತ್ರದ ಸ್ತ್ರೀಯರು ನಾಶವಾದದ್ದ ರಿಂದ ಉಳಿದ ಜನರಿಗೆ ಹೆಂಡತಿಯರು ದೊರಕುವದ ಕ್ಕಾಗಿ ಏನು ಮಾಡೋಣ ಅಂದರು.
17 ବିନ୍ଯାମୀନ ପରିବାରବର୍ଗର ଅବଶିଷ୍ଟ ଲୋକମାନେ ସମାନଙ୍କେର ବଂଶ ରକ୍ଷା କରିବା ଉଚିତ୍। ତା' ନ ହେଲେ ଇଶ୍ରାୟେଲରକ୍ସ୍ଟ ପରିବାରବର୍ଗ ଲୋପ ପାଇଯିବେ।ಇಸ್ರಾಯೇಲಿ ನಲ್ಲಿ ಒಂದು ಗೋತ್ರವು ಅಳಿದು ಹೋಗದ ಹಾಗೆ ತಪ್ಪಿಸಿಕೊಂಡ ಬೆನ್ಯಾವಿಾನ್ಯರಿಗೆ ಬಾಧ್ಯತೆ ಇರಬೇಕು.
18 କିନ୍ତୁ ଆମ୍ଭେ ଆମର ଝିଅମାନଙ୍କୁ ସମାନଙ୍କେୁ ବିବାହ ଦବୋନାହିଁ। ଆମ୍ଭମାନେେ ଏହିପରି ପ୍ରତିଜ୍ଞା କରିଅଛକ୍ସ୍ଟ, ' ଯେ କହେି ବିନ୍ଯାମୀନକକ୍ସ୍ଟ କନ୍ଯା ଦବେ ସେ ଶାପଗ୍ରସ୍ଥ ହବେ ବୋଲି ଆମ୍ଭେ ସଦାପ୍ରଭୁଙ୍କଠା ରେ ଶପଥ ନଇେଛକ୍ସ୍ଟ।'ನಾವಾದರೋ ನಮ್ಮ ಕುಮಾರ್ತೆಯರಲ್ಲಿ ಅವರಿಗೆ ಹೆಣ್ಣು ಕೊಡಕೂಡದು. ಯಾಕಂದರೆ, ಬೆನ್ಯಾವಿಾನ್ಯರಿಗೆ ಹೆಣ್ಣು ಕೊಡುವವನು ಶಪಿಸಲ್ಪಡಲೆಂದು ಇಸ್ರಾಯೇ ಲಿನ ಮಕ್ಕಳು ಆಣೆ ಇಟ್ಟುಕೊಂಡಿದ್ದಾರೆ ಅಂದರು.
19 ସମାନେେ କହିଲେ, ଶୀଲୋ ରେ ସଦାପ୍ରଭୁଙ୍କର ଉତ୍ସବ ଗ୍ଭଲିଛି। ଏହି ଉତ୍ସବ ପ୍ରତି ବର୍ଷ ସଠାେରେ ହକ୍ସ୍ଟଏ। ଶୀଲୋ ବୈେଥଲର ଉତ୍ତର ରେ ଥିଲା, ବୈଥଲଠାେରକ୍ସ୍ଟ ଶିଖିମ ରାସ୍ତାର ପୂର୍ବପଟେ ଥିଲା ଏବଂ ଲବୋନାର ଦକ୍ଷିଣକକ୍ସ୍ଟ ଥିଲା।ಅವರು--ಇಗೋ, ಬೇತೇಲಿಗೆ ಉತ್ತರದಲ್ಲಿಯೂ ಬೇತೇಲಿನಿಂದ ಶೆಕೆಮಿಗೆ ಹೋಗುವ ಹೆದ್ದಾರಿಯ ಮೂಡಲಲ್ಲಿಯೂ ಲೆಬೋನಕ್ಕೆ ದಕ್ಷಿಣದಲ್ಲಿರುವ ಶೀಲೋವಿನಲ್ಲಿ ಪ್ರತಿ ವರುಷ ಕರ್ತನ ಹಬ್ಬ ಉಂಟೆಂದು ಹೇಳಿದರು.
20 ତେଣୁ ଇଶ୍ରାୟେଲର ନତେୃବର୍ଗ ବିଦ୍ଯାମୀନଙ୍କକ୍ସ୍ଟ ସମାନଙ୍କେର ଯୋଜନା ବିଷଯ ରେ କହିଲେ। ସମାନେେ କହିଲେ, ଦ୍ରାକ୍ଷାକ୍ଷେତ୍ରକକ୍ସ୍ଟ ୟାଅ ଓ ଲକ୍ସ୍ଟଚି ରକ୍ସ୍ଟହ।ಅವರು ಬೆನ್ಯಾವಿಾನನ ಮಕ್ಕಳಿಗೆನೀವು ಹೋಗಿ ದ್ರಾಕ್ಷೇ ತೋಟಗಳಲ್ಲಿ ಹೊಂಚಿ ಕೊಂಡಿರ್ರಿ.
21 ଆଉ ଯବେେ ବେଳେ ଶୀଲୋର କନ୍ଯାମାନେ ଭୋଜି ମଧିଅରେ ନିଚିବା ପାଇଁ ବାହାର ହାଇେ ଆସିବେ ତୁମ୍ଭମାନେେ ଦ୍ରାକ୍ଷାକ୍ଷେତ୍ରରକ୍ସ୍ଟ ବାହାରି ପ୍ରେତ୍ୟକକ ନିଜ ନିଜ ପାଇଁ ଶୀଲୋ କନ୍ଯାଗଣ ମଧ୍ଯରକ୍ସ୍ଟ ପ୍ରେତ୍ୟକକ ଜଣଙ୍କକ୍ସ୍ଟ ଧରି ବିନ୍ଯାମୀନ ଦେଶକକ୍ସ୍ଟ ଗ୍ଭଲିୟାଅ।ಇಗೋ, ಶೀಲೋವಿನ ಕುಮಾರ್ತೆ ಯರು ನಾಟ್ಯಮಾಡುತ್ತಾ ಹೊರಟು ಬರುವರು. ನೀವು ಅವರನ್ನು ನೋಡಿದಾಗ ದ್ರಾಕ್ಷೇ ತೋಟಗಳಿಂದ ಹೊರಟು ಶೀಲೋವಿನ ಕುಮಾರ್ತೆಯರಲ್ಲಿ ನಿಮ್ಮಲ್ಲಿ ಅವನವನು ತನಗೆ ಹೆಂಡತಿಯಾಗಿ ಒಬ್ಬೊಬ್ಬಳನ್ನು ಹಿಡುಕೊಂಡು ಬೆನ್ಯಾವಿಾನನ ದೇಶಕ್ಕೆ ಹೋಗಿರಿ ಎಂದು ಆಜ್ಞಾಪಿಸಿದರು.
22 ଯେତବେେଳେ ସମାନଙ୍କେ ପିତା ବା ଭାଇମାନେ ଆମ୍ଭମାନଙ୍କ ନିକଟକକ୍ସ୍ଟ ଆପତ୍ତି କରିବାକୁ ଆସିବେ। ଆମ୍ଭମାନେେ କହିବକ୍ସ୍ଟ, 'ଦୟାକରି ବିନ୍ଯାମୀନୀଯମାନଙ୍କୁ ଅନକ୍ସ୍ଟଗ୍ରହ କର। ଯଦିଓ ସମାନେେ ତୁମ୍ଭମାନଙ୍କର ସ୍ତ୍ରୀ ଲୋକମାନଙ୍କୁ ନଇୟୋଇଛନ୍ତି। ସମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ନାହିଁ। ତୁମ୍ଭେ ନୀରିହ ଅଟ, ଏପର୍ୟ୍ଯନ୍ତ ତୁମ୍ଭେ ସମାନଙ୍କେୁ ତୁମ୍ଭର କନ୍ଯାଗଣଙ୍କକ୍ସ୍ଟ ବିବାହ ଦଲେ, ଏଥିପାଇଁ ତୁମ୍ଭମାନେେ ତୁମ୍ଭର ସଦାପ୍ରଭୁଙ୍କ ପ୍ରତି ଶପଥ ଭାଙ୍ଗିଲ ନାହିଁ।ಅವರ ತಂದೆಗಳಾದರೂ ಅವರ ಸಹೋದರರಾದರೂ ನಮ್ಮ ಸಂಗಡ ವ್ಯಾಜ್ಯ ವಾಡುವದಕ್ಕೆ ಬಂದರೆ ನಾವು ಅವರಿಗೆ--ಯುದ್ದದಲ್ಲಿ ನಾವು ಅವನಿಗೆ ಹೆಂಡತಿಯನ್ನು ತಕ್ಕೊಳ್ಳದ ಕಾರಣ ನಮಗೋಸ್ಕರ ಅವರ ಮೇಲೆ ದಯೆ ತೋರಿಸಿರಿ. ಯಾಕಂದರೆ ನೀವು ಈ ಸಮಯದಲ್ಲಿ ಅವರಿಗೆ ಕೊಟ್ಟು ಅಪರಾಧಸ್ಥರಾಗಲಿಲ್ಲ ಎಂಬದಾಗಿ ಹೇಳುತ್ತೇವೆ ಅಂದರು.
23 ଏଣୁ ଏହା ଅନକ୍ସ୍ଟସା ରେ ବିନ୍ଯାମୀନୀଯ ପରିବାରବର୍ଗର ଲୋକମାନେ କଲେ। ଯେତବେେଳେ ୟକ୍ସ୍ଟବତୀମାନେ ନିଚକ୍ସ୍ଟଥିଲେ, ପ୍ରେତ୍ୟକକ ଲୋକ ମାନେ ଜଣେ ଜଣେ ୟକ୍ସ୍ଟବତୀମାନଙ୍କୁ ଧରିଲେ, ସମାନଙ୍କେୁ ନଇଗେଲେ ଏବଂ ବିବାହ କଲେ। ତା'ପରେ ସମାନେେ ସମାନଙ୍କେର ଦେଶକକ୍ସ୍ଟ ଫରେି ଆସିଲେ। ବିନ୍ଯାମୀନୀଯ ଲୋକମାନେ ପକ୍ସ୍ଟନ୍ନରାଯ ସମାନଙ୍କେର ନଗର ନିର୍ମାଣ କଲେ ଓ ସଠାେରେ ବାସ କରିବାକୁ ଆରମ୍ଭ କଲେ।ಆಗ ಬೆನ್ಯಾವಿಾನನ ಮಕ್ಕಳು ಅದೇ ಪ್ರಕಾರಮಾಡಿ ನಾಟ್ಯವಾಡುವ ಹೆಣ್ಣುಗಳಲ್ಲಿ ತಮ್ಮ ಲೆಕ್ಕಕ್ಕೆ ಸರಿಯಾಗಿ ಹಿಡುಕೊಂಡವರನ್ನು ಅವನವನು ತನಗೆ ಹೆಂಡತಿಯಾಗಿ ತೆಗೆದುಕೊಂಡು ತಮ್ಮ ಬಾಧ್ಯತೆಗೆ ತಿರುಗಿಕೊಂಡು ಹೋಗಿ ಪಟ್ಟಣಗಳನ್ನು ಕಟ್ಟಿ ಅವು ಗಳಲ್ಲಿ ವಾಸಿಸಿದರು.
24 ଏହାପରେ ଇଶ୍ରାୟେଲର ଲୋକମାନେ ସମାନଙ୍କେର ନିଜ ପରିବାରବର୍ଗକକ୍ସ୍ଟ ଏବଂ ସମାନଙ୍କେର ପରିବାରକକ୍ସ୍ଟ ଏବଂ ନିଜ ଦେଶ ରେ ଥିବା ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।ಇಸ್ರಾಯೇಲ್ ಮಕ್ಕಳು ಆ ಕಾಲದಲ್ಲಿ ಆ ಸ್ಥಳ ವನ್ನು ಬಿಟ್ಟು ತಮ್ಮ ತಮ್ಮ ಗೋತ್ರಕ್ಕೂ ಕುಟುಂಬಕ್ಕೂ ಹೋದರು. ಅಲ್ಲಿಂದ ಒಬ್ಬೊಬ್ಬನು ತನ್ನ ಬಾಧ್ಯತೆಗೆ ಹೊರಟು ಹೋದನು.
25 ସେ ସମୟର ଇଶ୍ରାୟେଲର ଲୋକମାନଙ୍କର ଜଣେ ରାଜା ନ ଥିଲେ। ତେଣୁ ପ୍ରେତ୍ୟକକ ବ୍ଯକ୍ତି ଯାହା ସମାନଙ୍କେ ପାଇଁ ଠିକ୍ ମଣକ୍ସ୍ଟଥିଲେ ତାହା କରୁଥିଲେ।ಆ ದಿವಸದಲ್ಲಿ ಇಸ್ರಾ ಯೇಲಿನಲ್ಲಿ ಅರಸನು ಇರಲಿಲ್ಲ; ಒಬ್ಬೊಬ್ಬನು ತನ್ನ ದೃಷ್ಟಿಗೆ ಸರಿಯಾಗಿ ತೋಚಿದ್ದನ್ನು ಮಾಡಿದನು.
Kannada Bible