Daniel 11 - ORIYA (Kannada)
1 ପୁଣି ମାଦୀଯ ଦାରିଯାବସର ଅଧିକାରର ପ୍ରଥମ ବର୍ଷ ରେ ଆମ୍ଭେ ତାହାକୁ ସୁସ୍ଥିର ଓ କରିବା ପାଇଁ ଠିଆ ହେଲୁ।ನಾನು ಸಹ ಮೇದ್ಯನಾದ ದಾರ್ಯಾವೆಷನ ಮೊದಲನೆಯ ವರುಷದಲ್ಲಿ ಅವ ನನ್ನು ಸ್ಥಿರಪಡಿಸುವದಕ್ಕೂ ಬಲಪಡಿಸುವದಕ್ಕೂ ನಿಂತಿ ದ್ದೇನೆ.
2 'ବର୍ତ୍ତମାନ, ହେ ଦାନିୟେଲ, ଆମ୍ଭେ ତୁମ୍ଭକୁ ସତ୍ଯ କଥା ଜଣାଇବା। ପାରସ୍ଯର ଆଉ ତିନି ରାଜା ଜନ୍ମ ନବେେ। ତା'ପ ରେ ଚତୁର୍ଥ ରାଜା ଯେ ଆସିବ, ସେ ସବୁଠାରୁ ଅଧିକ ଧନଶାଳୀ ହବେ। ଆଉ ଆପଣା ଧନ ରେ ବଳବାନ ହବେ ଓ ଗ୍ରୀସ ରାଜ୍ଯ ବିରୁଦ୍ଧ ରେ ସମସ୍ତଙ୍କୁ ଉତ୍ତଜେିତ କରିବ।ನಾನು ಈಗ ನಿನಗೆ ಸತ್ಯವನ್ನು ತಿಳಿಸುತ್ತೇನೆ; ಇಗೋ, ಪಾರಸಿಯರಲ್ಲಿ ಇನ್ನು ಮೂರು ಅರಸರು ನಿಲ್ಲುವರು; ನಾಲ್ಕನೆಯವನು ಅವರೆಲ್ಲರಿಗಿಂತಲೂ ಬಹಳ ಐಶ್ವರ್ಯವಂತನಾಗಿರುವನು; ಅವನು ತನ್ನ ಐಶ್ವರ್ಯದಿಂದಾಗುವ ಸಾಮರ್ಥ್ಯದಿಂದ ಗ್ರೀಕ್ ರಾಜ್ಯಕ್ಕೆ ವಿರೋಧವಾಗಿ ಎಲ್ಲರನ್ನೂ ಹುರಿದುಂಬಿಸು ವನು.
3 ତା'ପ ରେ ଏକ ମହା ପରାକ୍ରମୀ ରାଜା ଉତ୍ପନ୍ନ ହବେ, ସେ ମହା କତ୍ତୃର୍ତ୍ବ ରେ ରାଜତ୍ବ କରିବ ଓ ସ୍ବେଚ୍ଛାଗ୍ଭରୀ ହାଇେ କର୍ମ କରିବ।ಆಗ, ಬಲವುಳ್ಳ ಒಬ್ಬ ಅರಸನು ಎದ್ದು ಮಹಾಅಧಿಕಾರದಿಂದ ಆಳಿ ತನ್ನ ಚಿತ್ತದ ಪ್ರಕಾರ ಮಾಡುವನು.
4 ସହେି ରାଜା ୟିବାପ ରେ, ତାଙ୍କର ରାଜ୍ଯ ଗ୍ଭରିଭାଗ ରେ ବିଭକ୍ତ ହବେ। ତାଙ୍କର ପ୍ରଭୁତ୍ବ ତାଙ୍କ ପୁତ୍ର ନାତିଙ୍କ ମଧିଅରେ ଦିଆୟିବ ନାହିଁ। ଏହା ଅନ୍ୟମାନଙ୍କ ମଧିଅରେ ବଣ୍ଟନ ହବେ। ସହେି ରାଜ୍ଯଗୁଡିକ ପ୍ରଥମ ରାଜ୍ଯପରି ଶକ୍ତିଶାଳୀ ହବେ ନାହିଁ।ಅವನು ತಲೆ ಎತ್ತಿದ ಮೇಲೆ ಅವನ ರಾಜ್ಯವು ಮುರಿಯಲ್ಪಟ್ಟು ಆಕಾಶದ ನಾಲ್ಕು ದಿಕ್ಕುಗಳ ಕಡೆಗೆ ವಿಭಾಗಿಸಲ್ಪಡುವದು; ಅವನ ಸಂತತಿಗಾಗಿ ಅಲ್ಲ, ಅಥವಾ ಅವನು ಆಳಿದ ಅಧಿಕಾರದ ಹಾಗಲ್ಲ ಅವನ ರಾಜ್ಯವು ಕೀಳಲ್ಪಟ್ಟು ಅವರಿಗಲ್ಲ, ಮತ್ತೊಬ್ಬರಿಗೆ ಹಂಚಲ್ಪಡುವದು.
5 ଦକ୍ଷିଣର ରାଜା ଶକ୍ତିଶାଳୀ ହବେେ କିନ୍ତୁ ତାଙ୍କର ସନୋପତିମାନଙ୍କ ମଧ୍ଯରୁ ଜଣେ ରାଜାଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହବେ। ସେ ଦକ୍ଷିଣ ରାଜାଙ୍କ ଅପେକ୍ଷା ବୃହତ୍ ରାଜ୍ଯ ରେ ରାଜତ୍ବ କରିବ।ದಕ್ಷಿಣದ ಅರಸನು ಬಲಿಷ್ಠನಾಗಿ ರುವನು. ಆದರೆ ಅವನ ಪ್ರಧಾನರಲ್ಲಿ ಒಬ್ಬನು ಇವನಿ ಗಿಂತ ಬಲಿಷ್ಠನಾಗಿದ್ದು ಅವನ ಆಳ್ವಿಕೆಯು ಮಹಾ ಆಳ್ವಿಕೆಯಾಗುವದು.
6 'ମାତ୍ର କିଛି ବର୍ଷ ପ ରେ ସମାନେେ ଏକତ୍ରୀତ ହବେେ। ଦକ୍ଷିଣ ରାଜ୍ଯର ରାଜକନ୍ଯା ଉତ୍ତରର ରାଜାକୁ ବିବାହ କରିବେ ମାତ୍ର ସହେି ରାଜକୁମାରୀ ନିଜ ଶକ୍ତି ଓ ଶାନ୍ତି ହରାଇବେ, ତା'ର ସ୍ବାମୀ ଦୁର୍ବଳ ହବେେ। ସେ ଓ ତାଙ୍କର ସ୍ବାମୀ, ସମାନଙ୍କେର ସନ୍ତାନ ଏବଂ ତାହାର ଦାସମାନଙ୍କୁ ହସ୍ତାନ୍ତର କରାୟିବ।ವರುಷಗಳ ಅಂತ್ಯದಲ್ಲಿ ಅವರು ಒಬ್ಬರಿಗೊಬ್ಬರು ಒಂದಾಗುವರು; ಹೇಗಂದರೆ ದಕ್ಷಿಣದ ಅರಸನ ಮಗಳು ಉತ್ತರದ ಅರಸನ ಬಳಿಗೆ ಬಂದು ಒಪ್ಪಂದ ಮಾಡಿಕೊಳ್ಳುವಳು; ಆದರೆ ಅವಳು ಭುಜ ಬಲವನ್ನು ಉಳಿಸಿಕೊಳ್ಳುವದಿಲ್ಲ; ಅವನೂ ಅವನ ತೋಳುಗಳೂ ನಿಲ್ಲುವದಿಲ್ಲ; ಅವಳೂ ಅವಳನ್ನು ಕರೆ ತಂದವರೂ ಅವಳನ್ನು ಪಡೆದವನೂ ಆ ಕಾಲದಲ್ಲಿ ಅವಳನ್ನು ಬಲಪಡಿಸಿದವನೂ ಉಳಿಯುವದಿಲ್ಲ.
7 ମାତ୍ର ତାହାର ପରିବାରରୁ କହେି ଜଣେ ବ୍ଯକ୍ତି ଉତ୍ତର ଦେଶସ୍ଥ ସୈନ୍ଯବାହିନୀକୁ ଆକ୍ରମଣ କରିବ। ଏବଂ ସହେି ୟୁଦ୍ଧ ରେ ସେ ଜଯୟୁକ୍ତ ହବେ।ಆದರೆ ಅವಳ ಬೇರುಗಳ ಚಿಗುರಿನಿಂದ ಒಬ್ಬನು ಎದ್ದು ಆ ಸ್ಥಾನದಲ್ಲಿ ನಿಂತು ಸೈನ್ಯದೊಂದಿಗೆ ಬಂದು ಉತ್ತರದ ಅರಸನ ಕೋಟೆಯೊಳಗೆ ನುಗ್ಗಿ ಅವರನ್ನು ವಿರೋಧಿಸಿ ಪ್ರಬಲವಾಗುವನು.
8 ସେ ସମାନଙ୍କେର ପ୍ରତିମାଗୁଡିକୁ, ସମାନଙ୍କେର ଦବଗେଣଙ୍କୁ ଓ ସୁନା ରୂପାର ମନୋହର ପାତ୍ରଗୁଡିକୁ ମିଶରକୁ ନଇୟିବେ। କିଛି ବର୍ଷ ପାଇଁ ସେ ଉତ୍ତର ଦେଶୀଯ ରାଜାଙ୍କ ପାଇଁ ଆଉ ବିବ୍ରତ ହବେ ନାହିଁ।ಅವರ ದೇವರು ಗಳನ್ನೂ ಅವರ ಪ್ರಧಾನರನ್ನೂ ಬೆಳ್ಳಿಬಂಗಾರಗಳ ಪಾತ್ರೆಗಳನ್ನೂ ಸೂರೆಮಾಡಿ ಐಗುಪ್ತದೇಶಕ್ಕೆ ಬಂದು ಉತ್ತರದ ಅರಸನಿಗಿಂತ ಹೆಚ್ಚು ವರುಷಗಳು ಆಳುವನು.
9 ଉତ୍ତରର ରାଜା ଦକ୍ଷିଣର ରାଜ୍ଯକୁ ଆକ୍ରମଣ କରିବ। ମାତ୍ର ସେ ୟୁଦ୍ଧ ରେ ହାରି ଆପଣା ଦେଶକୁ ଫରେିୟିବ।ಹೀಗೆ ದಕ್ಷಿಣದ ಅರಸನು ಅವನ ರಾಜ್ಯಕ್ಕೆ ಬಂದು ಮತ್ತೆ ಸ್ವಂತ ದೇಶಕ್ಕೆ ಹಿಂತಿರುಗಿ ಹೋಗುವನು.
10 ଆଉ ତାହା ପୁତ୍ରଗଣ ୟୁଦ୍ଧ କରିବେ। ସମାନେେ ଏକ ବିରାଟ ସୈନ୍ଯବାହିନୀ ସଂଗ୍ରହ କରିବେ। ଆଉ ଦକ୍ଷିଣ ରେ ସମାନେେ ବନ୍ଯାଜଳ ତୁଲ୍ଯ ଉଚ୍ଛୁଳି ବହିଯିବେ। ଏବଂ ସମାନେେ ଦକ୍ଷିଣ ରାଜାଙ୍କର ଦୁର୍ଗ ପର୍ୟ୍ଯନ୍ତ ୟୁଦ୍ଧ କରିବେ।ಆಮೇಲೆ ಅವನ ಮಕ್ಕಳು ಸನ್ನದ್ಧರಾಗಿ ದೊಡ್ಡ ಸೈನ್ಯಗಳ ಸಮೂಹವನ್ನು ಕೂಡಿಸುವರು; ಅವರಲ್ಲಿ ಒಬ್ಬನು ನಿಶ್ಚಯವಾಗಿ ಬಂದು ಅದರಲ್ಲಿ ಪ್ರಳಯದಂತೆ ಹಾದುಹೋಗುವನು. ಅವನು ಮತ್ತೆ ಸನ್ನದ್ಧನಾಗಿ ಕೋಟೆಯನ್ನು ಮುತ್ತುವನು.
11 ସେତବେେଳେ ଦକ୍ଷିଣ ଦେଶର ରାଜା କୋରଧାନ୍ବିତ ହାଇେ ଉତ୍ତର ଦେଶୀଯ ରାଜାଙ୍କ ସହିତ ୟୁଦ୍ଧ ରେ ଅଗ୍ରସର ହବେେ। ଯଦିଓ ଉତ୍ତର ଦେଶୀଯ ରାଜାଙ୍କର ବୃହତ୍ତ ସୈନ୍ଯବାହିନୀ ଥିବ, ତଥାପି ସେ ୟୁଦ୍ଧ ରେ ହାରିବ।ಆಗ ದಕ್ಷಿಣದ ಅರಸನು ಕೋಪಿಸಿಕೊಂಡು ಹೊರಟು ಅವನ ಸಂಗಡ ಅಂದರೆ ಉತ್ತರದ ಅರಸನ ಸಂಗಡ ಯುದ್ಧಮಾಡುವನು; ಅವನು ಮಹಾ ಸೈನ್ಯವನ್ನು ನಿಲ್ಲಿಸುವನು; ಆದರೆ ಆ ಮಹಾ ಸಮೂಹವು ಇವನ ಕೈಗೆ ಕೊಡಲ್ಪಡುವದು.
12 ଉତ୍ତରର ରାଜା ହାରିବା ପ ରେ ତାଙ୍କର ସୈନ୍ଯମାନଙ୍କୁ ବନ୍ଦୀକରି ନିଆୟିବ ଓ ଦକ୍ଷିଣ ଦେଶର ରାଜା ଗର୍ବିତ ହାଇେ ହଜାର ହଜାର ସୈନ୍ଯଙ୍କୁ ବଧ କରିବ। ତଥାପି ସେ ନିଯନ୍ତ୍ରଣ ରେ ରହିବ ନାହିଁ।ಆ ಸಮೂಹವನ್ನು ಅವನು ತೆಗೆದು ಹಾಕಿದ ಮೇಲೆ ಅವನ ಹೃದಯವು ಹೆಚ್ಚಳಪಡುವದು; ಹೌದು, ಸಹಸ್ರಾರು ಸೈನಿಕರನ್ನು ಬೀಳಿಸಿದ್ದರೂ ಪ್ರಬಲವಾಗ ಲಾರನು.
13 ଆଉ ଉତ୍ତର ଦେଶର ରାଜା ଫରେି ଏକ ବୃହତ୍ ସୈନ୍ଯ ବାହିନୀ ସଂଗ୍ରହ କରିବ। ବହୁ ବର୍ଷ ପ ରେ ପୂର୍ବାପେକ୍ଷା ବିପୁଳ ସୈନ୍ଯ ସାମନ୍ତ ନଇେ ଦକ୍ଷିଣ ଦେଶ ଆକ୍ରମଣ କରିବ। ସହେି ସୈନ୍ଯମାନଙ୍କ ହସ୍ତ ରେ ବିପୁଳ ଅସ୍ତ୍ର ଶସ୍ତ୍ର ରହିବ ଓ ସମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହାଇେ ରହିବେ।ಉತ್ತರದ ಅರಸನು ಮತ್ತೆ ತಿರುಗಿಕೊಂಡು ಮೊದಲನೇ ಸಾರಿಗಿಂತಲೂ ದೊಡ್ಡ ಸಮೂಹವನ್ನು ನಿಲ್ಲಿಸಿ ಕೆಲವು ವರುಷಗಳಾದ ಮೇಲೆ ದೊಡ್ಡ ಸೈನ್ಯದ ಸಂಗಡವೂ ಬಹಳ ಸಂಪತ್ತಿನ ಸಂಗಡವೂ ನಿಶ್ಚಯವಾಗಿ ಬರುವನು.
14 ସେ ସମୟରେ ଅନକେ ଲୋକ ଦକ୍ଷିଣ ଦେଶ ବିରୁଦ୍ଧ ରେ ଉଠିବେ। ତୁମ୍ଭ ଲୋକମାନଙ୍କ ମଧିଅରେ ବିଦ୍ରୋହୀମାନେ ଦକ୍ଷିଣ ଦେଶୀଯ ବିରୁଦ୍ଧ ରେ ଏହି ଦର୍ଶନ ପାଇଁ ୟୁଦ୍ଧ କରିବେ। ମାତ୍ର ସମାନେେ ପତିତ ହବେେ।ಅದೇ ಕಾಲದಲ್ಲಿ ದಕ್ಷಿಣದ ಅರಸನಿಗೆ ವಿರೋಧವಾಗಿ ಅನೇಕರು ಎದುರು ನಿಲ್ಲುವರು; ಅಲ್ಲದೆ ನಿನ್ನ ಜನರಲ್ಲಿ ದರೋಡೆಕೋರರು ಆ ದರ್ಶನವನ್ನು ಸ್ಥಾಪಿಸಬೇಕೆಂದು ತಮ್ಮನ್ನು ತಾವು ಹೆಚ್ಚಿಸಿಕೊಳ್ಳುವರು; ಆದರೆ ಅವರು ಬಿದ್ದು ಹೋಗುವರು.
15 ଏହି ରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡବନ୍ଦୀ କରି ସୁଦୃଢ ନଗର ହସ୍ତଗତ କରିବ। ସେତବେେଳେ ଦକ୍ଷିଣ ଦେଶର ସୈନ୍ଯବାହିନୀ ଓ ମନୋନୀତ ଲୋକମାନେ ତାଙ୍କୁ ପ୍ରତିରୋଧ କରିପାରିବେ ନାହିଁ। ଏପରିକି ମହାଶକ୍ତିଶାଳୀ ସୈନ୍ଯମାନେ ମଧ୍ଯ ତାଙ୍କୁ ବାଧା ଦଇେ ପାରିବେ ନାହିଁ।ಆದರೆ ಉತ್ತರದ ಅರಸನು ಬಂದು ಮುತ್ತಿಗೆ ಹಾಕಿ ದಿಬ್ಬವನ್ನು ಕೆಡವಿ ಕೋಟೆಯುಳ್ಳ ಪಟ್ಟಣಗಳನ್ನು ವಶಪಡಿಸಿಕೊಳ್ಳು ವನು; ದಕ್ಷಿಣದ ಭುಜಬಲವಾದರೂ ಅವನು ಆದು ಕೊಂಡ ಜನರಾದರೂ ನಿಲ್ಲುವದಕ್ಕೆ ಬಲವಿರುವದಿಲ್ಲ.
16 ଉତ୍ତର ଦେଶର ରାଜା ନିଜ ଇଚ୍ଛାନୁସା ରେ ସମାନଙ୍କେ ବିରୁଦ୍ଧ ରେ କାର୍ୟ୍ଯ କରିବ। ତା'ର ବିପକ୍ଷ ରେ କହେି ଠିଆ ହବେେ ନାହିଁ। ଆଉ ସେ ସହେି ପବିତ୍ର ଦେଶ ରେ ଠିଆ ହବେ ଓ ତାହା ହସ୍ତ ରେ ବିନାଶର ଶକ୍ତି ରହିବ।ಆದರೆ ಅವನಿಗೆ ಎದುರಾಗಿ ಬರುವವನು ತನ್ನ ಇಷ್ಟದ ಪ್ರಕಾರ ಮಾಡುವನು; ಯಾರೂ ಅವನ ಮುಂದೆ ನಿಲ್ಲಲಾರರು; ಅವನು ರಮ್ಯವಾದ ದೇಶದಲ್ಲಿ ನಿಲ್ಲುವನು. ಅದು ಅವನ ಕೈಯಿಂದ ನಾಶವಾಗುವದು.
17 ଉତ୍ତର ଦେଶର ରାଜା ତାହାର ସମସ୍ତ ଶକ୍ତି ଦକ୍ଷିଣ ଦେଶ ବିରୁଦ୍ଧ ରେ ଲଗାଇବ। ସେ ଦକ୍ଷିଣ ଦେଶର ରାଜା ସହିତ ଏକ ଶାନ୍ତି ଚୁକ୍ତି କରିବ। ଏହାକୁ ନଷ୍ଟ କରିବା ପାଇଁ, ନିଜ କନ୍ଯାଗଣ ମଧ୍ଯରୁ ଜଣକୁ ଦକ୍ଷିଣର ରାଜା ସହିତ ବିବାହ ଦବେ। ତା'ର ଯୋଜନା ଫଳପ୍ରଦ ଦବେ ନାହିଁ କି ତାକୁ କହେି ସାହାୟ୍ଯ କରିବେ ନାହିଁ।ಅವನು ತನ್ನ ರಾಜ್ಯದ ಸಮಸ್ತ ಬಲ ಸಮೇತನಾಗಿ ಹೊರಟು ಅವನನ್ನು ಎದುರುಗೊಳ್ಳುವನು. ಪ್ರಮಾಣಿ ಕರು ಅವನೊಂದಿಗಿರುವರು; ಹೀಗೆ ಅವನು ಮಾಡು ವನು. ಮತ್ತು ಹೆಣ್ಣು ಮಗಳನ್ನು ಕೆಡಿಸುವದಕ್ಕೆ ಅವನಿಗೆ ಕೊಡುವನು. ಆದರೆ ಅವಳು ಅವನ ಕಡೆಗೆ ನಿಲ್ಲುವ ದಿಲ್ಲ, ಅವನಿಗಾಗಿ ಇರುವದಿಲ್ಲ.
18 ଏହାପ ରେ ସେ ଉପକୂଳବର୍ତ୍ତୀ ଅଞ୍ଚଳ ବିରୁଦ୍ଧ ରେ ୟାଇ ଅନକଙ୍କେୁ କାବୁ କରିବ। ମାତ୍ର ଜଣେ ଅଧିପତି ତାକୁ ପରାସ୍ତ କରିବ। ସେ ତାହା ବିରୁଦ୍ଧ ରେ ୟାଇ ତାକୁ ଅପମାନିତ କରିବ।ಇದಾದ ಮೇಲೆ ಅವನು ತನ್ನ ಮುಖವನ್ನು ದ್ವೀಪಗಳ ಕಡೆಗೆ ತಿರುಗಿಸಿ ಆನೇಕರನ್ನು ವಶಪಡಿಸಿಕೊಳ್ಳುವನು; ಆದರೆ ಒಬ್ಬ ಅಧಿಪತಿಯು ತನಗಾಗಿ ಅವನ ನಿಂದೆಯನ್ನು ಅಡಗಿಸಿ ಬಿಡುವನು; ಆ ನಿಂದೆಯನ್ನು ತನ್ನ ಮೇಲೆ ಹಾಕಿಕೊಳ್ಳದೆ ಅವನ ಮೇಲೆ ತಿರುಗಿಸಿಬಿಡುವನು.
19 ଏହାପ ରେ ସେ ଆପଣା ଦେଶର ଦୁର୍ଗ ଆଡେ ଫରେିବ ମାତ୍ର ସଠାେ ରେ ତା'ର ପତନ ଘଟିବ ଓ ସେ ଶଷେ ହବେ।ಆಗ ಅವನು ತನ್ನ ಸ್ವದೇಶದ ಕೋಟೆಗೆ ಮುಖವನ್ನು ತಿರುಗಿಸುವನು; ಆದರೆ ಅವನು ಎಡವಿಬಿದ್ದು ಕಾಣದೆ ಹೋಗುವನು.
20 ସେ ଉତ୍ତର ଦେଶର ରାଜାଙ୍କ ଅନ୍ତେ ଜଣେ ନୂତନ ରାଜା ଆସିବେ। ସେ ରାଜା ଜଣଙ୍କ ରାଜକୀଯ ପରିବାରରୁ ଆସିବେ ନାହିଁ। ନିଜର ସୁଖ ବୃଦ୍ଧି ପାଇଁ ଧନ ଉପାର୍ଜନ କରିବା ନିମନ୍ତେ ଜଣେ କରଆଦାଯକାରୀଙ୍କୁ ନିୟୁକ୍ତି କରିବ। ମାତ୍ର ଅଳ୍ପଦିନ ପ ରେ, ସେ ବିନଷ୍ଟ ହବେ, ମାତ୍ର କୋରଧ ରେ ନୁହେଁ କି ୟୁଦ୍ଧ ରେ ନୁହେଁ।ಆಗ ಅವನಿಗೆ ಬದಲಾಗಿ ರಮ್ಯವಾದ ರಾಜ್ಯದಲ್ಲಿ ಗುತ್ತಿಗೆಯನ್ನು ಹೆಚ್ಚಿಸುವನು, ತನ್ನ ಸ್ಥಾನದಲ್ಲಿ ನಿಲ್ಲು ವನು ಮತ್ತು ಅವನು ಕೆಲವು ದಿನಗಳೊಳಗೆ ನಾಶ ವಾಗುವನು; ಆದರೆ ಕೋಪದ ಪೆಟ್ಟಿನಿಂದಲ್ಲ, ಯುದ್ಧ ದಿಂದಲೂ ಅಲ್ಲ.
21 ଜଣେ ନିଷ୍ଠୁର ଓ ଘୃଣ୍ଯ ବ୍ଯକ୍ତି ତାଙ୍କ ପ ରେ ରାଜ୍ଯ ପ୍ରାପ୍ତ ହବେ। ମାତ୍ର ସେ ନିରାପଦ ସମୟରେ ଆସିବ ଓ ଗ୍ଭଟବାକ୍ଯଦ୍ବାରା ରାଜ୍ଯ ପାଇବ।ಅವನ ಸ್ಥಾನದಲ್ಲಿ ಒಬ್ಬ ನೀಚನು ನಿಲ್ಲುವನು; ಅವನಿಗೆ ರಾಜ್ಯದ ಮರ್ಯಾದೆಯನ್ನು ಕೊಡುವದಿಲ್ಲ, ಆದರೆ ಅವನು ಸಮಾಧಾನವಾಗಿ ನಯನುಡಿಗಳಿಂದ ರಾಜ್ಯವನ್ನು ಪಡಕೊಳ್ಳುವನು.
22 ସେ ବୃହତ ଓ ଶକ୍ତିଶାଳୀ ସୈନ୍ଯବାହିନୀକୁ ପରାସ୍ତ କରିବ ଓ ସେ ପରମେଶ୍ବରଙ୍କ, ଲୋକମାନଙ୍କ ଦ୍ବାରା ମନୋନୀତ ଅଧିପତିକୁ ଧ୍ବଂସ କରିବ।ಪ್ರವಾಹದಂತಿರುವ ಆ ವ್ಯೂಹಗಳೂ ಒಡಂಬಡಿಕೆಯ ಪ್ರಧಾನನೂ ಅವನ ರಭಸಕ್ಕೆ ಸಿಕ್ಕಿ ಒಡೆದುಕೊಂಡು ಹೋಗಿ ಮುರಿದು ಹೋಗುವರು.
23 ବହୁଦେଶ ତାଙ୍କ ସହିତ ଚୁକ୍ତି ସ୍ଥିର କରିବେ, ମାତ୍ର ସେ ପ୍ରତାରଣା ପୂର୍ବକ କାର୍ୟ୍ଯ କରିବ। କାରଣ ସେ ଅଳ୍ପ ଲୋକଙ୍କ ଦ୍ବାରା ପରାକ୍ରମୀ ହବେ।ಅವನ ಸಂಗಡ ಸಮಾಧಾನ ಮಾಡಿ ಕೊಂಡ ಮೇಲೆ ಕಪಟವಾಗಿ ನಡೆಯುವನು. ಕೊಂಚ ಜನರ ಸಹಾಯದಿಂದ ಏಳಿಗೆಯಾಗಿ ಬಲಗೊಳ್ಳುವನು.
24 ଯେତବେେଳେ ଧନଶାଳୀ ଦେଶଗୁଡିକ ନିରାପଦ ଅନୁଭବ କରିବେ, ସେ ସମାନଙ୍କେୁ ଆକ୍ରମଣ କରିବ। ତାହା ପିତୃ ପିତାମହଗଣ ଯାହା କରିନଥିଲେ ସେ ତାହା କରିବ। ସେ ତାକୁ ବନ୍ଧୁମାନଙ୍କ ମଧିଅରେ ଲୁଣ୍ଠିତ ଦ୍ରବ୍ଯ ଅପହୃତ ବସ୍ତୁ ଓ ଧନ ବାଣ୍ଟି ଦବେ। ସେ ଅଳ୍ପ ସମୟ ପାଇଁ ସଫଳ ହବେ।ನೆಮ್ಮದಿಯಿಂದ ಸಂಸ್ಥಾನದ ಫಲವತ್ತಾದ ಪ್ರದೇಶ ಗಳಲ್ಲಿ ನುಗ್ಗಿ ತಂದೆ ತಾತಂದಿರು ಮಾಡದ ಕಾರ್ಯ ಗಳನ್ನು ಮಾಡುವನು; ಸೂರೆ, ಸುಲಿಗೆ, ಕೊಳ್ಳೆಹೊಡೆ ದವುಗಳನ್ನು ಅವರಲ್ಲಿ ಚೆಲ್ಲಿಬಿಡುವನು. ಹೌದು, ಕೋಟೆಗಳನ್ನು ಹಿಡಿಯುವ ಕುತಂತ್ರಗಳನ್ನು ಕ್ಲುಪ್ತ ಕಾಲದ ತನಕ ಕಲ್ಪಿಸುತ್ತಿರುವನು.
25 ପୁଣି ସେ ମହା ସୈନ୍ଯଦଳ ସଙ୍ଗ ରେ ନଇେ ଦକ୍ଷିଣ ଦେଶ ବିରୁଦ୍ଧ ରେ ଆପଣା ବଳ ଓ ସାହାସ ଦଖାଇବେ। ତେଣୁ ଦକ୍ଷିଣ ଦେଶର ରାଜା ଅତି ବୃହତ୍ ଓ ପରାକ୍ରମୀ ସୈନ୍ଯଦଳ ଘନେି ତାହା ସଙ୍ଗେ ୟୁଦ୍ଧ କରିବ। ମାତ୍ର ସେ ସ୍ଥିର ହାଇେ ରହିବ ନାହିଁ, କାରଣ ସମାନେେ ତାହା ବିରୁଦ୍ଧ ରେ ନାନା କୌଶଳ କଳ୍ପନା କରିବେ।ಅವನು ದಕ್ಷಿಣದ ಅರಸನಿಗೆ ವಿರೋಧವಾಗಿ ತನ್ನ ಶಕ್ತಿಯಿಂದಲೂ ಧೈರ್ಯದಿಂದಲೂ ದೊಡ್ಡ ಸೈನ್ಯದ ಸಂಗಡ ದಂಡೆತ್ತಿ ಬರುವನು; ದಕ್ಷಿಣದ ಅರಸನೂ ಅಧಿಕ ಬಲವುಳ್ಳ ದೊಡ್ಡ ಸೈನ್ಯದ ಸಂಗಡ ಯುದ್ಧಕ್ಕೆ ಸನ್ನದ್ಧನಾಗುವನು. ಆದರೆ ನಿಲ್ಲಲಾರದೆ ಹೋಗುವನು. ಯಾಕಂದರೆ ಅವನಿಗೆ ವಿರೋಧವಾಗಿ ಕುಯುಕ್ತಿಗಳನ್ನು ಕಲ್ಪಿಸುವರು.
26 ଯେଉଁମାନେ ତା'ର ସପକ୍ଷ ରେ ଥିବେ ସମାନେେ ତାକୁ ବିନାଶ କରିବେ। ତା'ର ସୌନ୍ଯବାହିନୀ ପରାସ୍ତ ହେଲାପ ରେ ବହୁସୈନ୍ଯ ନିହତ ହବେେ।ಹೌದು, ಅವನ ರಾಜಭೋಜನದಲ್ಲಿ ಅರ್ಧಭಾಗ ವನ್ನು ತಿಂದವರೇ ಅವನನ್ನು ನಾಶಮಾಡುವರು; ಅವನ ಸೈನ್ಯವು ತುಂಬಿ ತುಳುಕುವದು ಮತ್ತು ಅನೇಕರು ಹತವಾಗುವರು.
27 ପୁଣି ଦୁଇ ରାଜା ପରସ୍ପରର ଅନିଷ୍ଟ କରିବାକୁ ଚେଷ୍ଟା କରିବେ। ସମାନେେ ଏକା ମଜେ ଉପ ରେ ବସି ପରସ୍ପର ମିଥ୍ଯା କଥା କହିବେ। ମାତ୍ର ସମାନେେ ସଫଳ ହବେେ ନାହିଁ। କାରଣ ପରମେଶ୍ବର ସମାନଙ୍କେର ସମାପ୍ତ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିରୂପଣ କରିବେ।ಈ ಇಬ್ಬರು ಅರಸರ ಹೃದಯ ಗಳನ್ನು ಕೇಡನ್ನು ಮಾಡುವಂತವುಗಳಾಗಿರುವವು; ಒಂದೇ ಮೇಜಿನಲ್ಲಿ ಕುಳಿತು ಸುಳ್ಳು ಹೇಳುವರು; ಆದರೆ ಅದು ಅನುಕೂಲವಾಗದು; ಅದು ಹೇಗಾದರೂ ನಿಯಮಿಸಲ್ಪಟ್ಟ ಕಾಲದಲ್ಲಿ ಅಂತ್ಯವಾಗುವದು.
28 ତା'ପ ରେ ଉତ୍ତରର ରାଜା ଅନକେ ସମ୍ପତ୍ତି ନଇେ ନିଜ ଦେଶକୁ ଫରେିୟିବ। ତା'ର ଚିତ୍ତ ପବିତ୍ର ଚୁକ୍ତିର ପ୍ରତିକୂଳ ରେ ୟିବ। ସେ ପରମେଶ୍ବରଙ୍କର ଲୋକମାନଙ୍କୁ ଆକ୍ରମଣ କରିବ ଏବଂ ନିଜ ଇଚ୍ଛା ରେ କର୍ମ କରିବ।ಆಗ ಅವನು ಮಹಾ ಐಶ್ವರ್ಯದೊಂದಿಗೆ ಸ್ವದೇಶಕ್ಕೆ ಹಿಂತಿರುಗವನು; ಅವನ ಹೃದಯವು ಪರಿಶುದ್ಧ ಒಡಂಬಡಿಕೆಗೆ ವಿರೋಧವಾಗಿರುವದು; ಅವನು ಹೀಗೆ ಕಾರ್ಯ ಸಾಧಿಸಿ ಸ್ವಂತ ದೇಶಕ್ಕೆ ಹಿಂತಿರುಗುವನು.
29 'ନିରୂପିତ ସମୟରେ ସେ ପୁଣି ଦକ୍ଷିଣ ବିରୁଦ୍ଧ ରେ ୟିବ। ମାତ୍ର ପୂର୍ବପରି ସେ ଆଉ ସଫଳ ହବେନାହିଁ।ನಿಯಮಿತ ಕಾಲದಲ್ಲಿಯೇ ಅವನು ಹಿಂತಿರುಗಿ ದಕ್ಷಿಣಕ್ಕೆ ಬರುವನು; ಆದರೆ ಮೊದಲು ಆದಂತೆ ಎರಡನೆಯ ಸಾರಿ ಆಗುವದಿಲ್ಲ.
30 କାରଣ କିତ୍ତିମର ଜାହାଜ ସବୁ ତା'ର ବିରୁଦ୍ଧ ରେ ଆସିବ। ଏଥିପାଇଁ ସେ, ଦୁଃଖିତ ହାଇେ ଫରେିୟିବ ଓ ପବିତ୍ର ଚୁକ୍ତିର ପ୍ରତିକୂଳ ରେ କୋର୍ଧ କରି ସ୍ବେଚ୍ଛାମତେ କାର୍ୟ୍ଯ କରିବ। ସେ ଫରେିୟାଇ ପବିତ୍ର ଚୁକ୍ତି ଭଙ୍ଗକାରୀ ଲୋକଙ୍କ ସହିତ ୟୋଗ ଦବେ।ಕಿತ್ತೀಮಿನ ಹಡಗು ಗಳು ಅವನಿಗೆ ವಿರೋಧವಾಗಿ ಬರುವವು. ಆದದರಿಂದ ಅವನು ಎದೆಗುಂದಿ ಪರಿಶುದ್ಧ ಒಡಂಬಡಿಕೆಗೆ ವಿರೋಧ ವಾಗಿ ಅವನು ಕೋಪಿಸಿ ಹೀಗೆ ಮಾಡುವನು. ಹಿಂತಿರುಗಿ ಸೇರಿ ಪರಿಶುದ್ಧ ಒಡಂಬಡಿಕೆಯನ್ನು ತೊರೆದವನ ಸಂಗಡ ಜ್ಞಾನಿಯಾಗುವನು.
31 ଉତ୍ତରର ରାଜା ୟିରୁଶାଲମକୁ ସୈନ୍ଯଗଣ ପଠାଇଲେ ଏବଂ ମନ୍ଦିର ତିଆରି କଲେ ଏବଂ ଦୂର୍ଗକୁ ଅଶୁଚି କଲେ। ସମାନେେ ନିତ୍ଯ ନବୈେଦ୍ଯ ବନ୍ଦ କରିବେ ଏବଂ ଅତି ମନ୍ଦ ଘୃଣା ପ୍ରତି ମୂର୍ତ୍ତି ସ୍ଥାପନ କରିବେ।ಅವನು ಕೂಡಿಸುವ ಸೈನ್ಯವು ಆಶ್ರಯ ದುರ್ಗವಾದ ಪವಿತ್ರಾಲಯವನ್ನು ಹೊಲೆಗೆಡಿಸಿ, ನಿತ್ಯ ಯಜ್ಞವನ್ನು ನೀಗಿಸಿ, ಹಾಳು ಮಾಡುವ ಅಸಹ್ಯವಾದವುಗಳನ್ನು ಪ್ರತಿಷ್ಠಿಸುವದು.
32 ' ସେ ଅବିଶ୍ବସ୍ତ ୟିହୁଦୀମାନଙ୍କୁ ଛଳନା କଥା କହି, ବିପଥଗାମୀ କରିବେ। ମାତ୍ର ଯେଉଁ ୟିହୁଦୀମାନେ ଆପଣା ପରମେଶ୍ବରଙ୍କୁ ଶକ୍ତିଶାଳୀ ବୋଲି ଜାଣନ୍ତି ସମାନେେ ମହତ୍କର୍ମ କରିବେ।ಒಡಂಬಡಿಕೆಗೆ ವಿರೋಧವಾಗಿ ಕೆಟ್ಟವರಾಗಿ ನಡೆ ಯುವವರನ್ನು ವ್ಯರ್ಥವಾದ ಮಾತುಗಳಿಂದ ಕೆಡಿ ಸುವನು; ಆದರೆ ತಮ್ಮ ದೇವರನ್ನು ಅರಿಯುವ ಜನರು ದೃಢಚಿತ್ತರಾಗಿ ಕೃತಾರ್ಥರಾಗುವರು.
33 ଲୋକମାନଙ୍କ ମଧିଅରେ ଯେଉଁମାନେ ଜ୍ଞାନୀ, ସମାନେେ ଅନକଙ୍କେୁ ଉପଦେଶ ଦବେେ। ତଥାପି ବହୁଦିନ ପର୍ୟ୍ଯନ୍ତ ସମାନେେ ଖଡ୍ଗ ରେ, ଅଗ୍ନି ଶିଖା ରେ, ବନ୍ଦୀ ଅବସ୍ଥା ରେ ଓ ଲୁଟ ରେ ପତିତ ହବେେ।ಜನರಲ್ಲಿ ಬುದ್ಧಿವಂತರಾದವರು ಅನೇಕರಿಗೆ ಬೋಧಿಸುವರು, ಆದಾಗ್ಯೂ ಕತ್ತಿಯಿಂದಲೂ ಬೆಂಕಿಯಿಂದಲೂ ಸೆರೆ ಯಿಂದಲೂ ಕೊಳ್ಳೆಯಿಂದಲೂ ಅನೇಕ ದಿನಗಳು ಸಿಕ್ಕಿಬೀಳುವರು.
34 ଯେ ତବେଳେ ସମାନେେ ପତିତ ହବେେ, ସେତବେେଳେ ସମାନେେ ଅଳ୍ପ ସାହାୟ୍ଯ ପ୍ରାପ୍ତ ହବେେ। ମାତ୍ର ଅନକେେ ଗ୍ଭଟୁକାର ସମାନଙ୍କେ ସଙ୍ଗେ ଯୋଗ ହବେେ।ಅವರು ಬೀಳುವಾಗ ಅವರಿಗೆ ಸ್ವಲ್ಪ ಸಹಾಯ ದೊರೆಯುವದು; ಆದರೆ ಅನೇಕರು ವಂಚನೆಯ ನುಡಿಗಳಿಂದ ಅವರನ್ನು ಅಂಟಿಕೊಳ್ಳು ವರು.
35 କେତକେ ଜ୍ଞାନୀ ଲୋକଙ୍କର ପତନ ଘଟିବ ଓ ସମାନେେ ଭୁଲ କରିବେ। ମାତ୍ର ସହେି ଜ୍ଞାନୀମାନେ ସମାନଙ୍କେୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଲୀକୃତ କରିବା ପାଇଁ ଶଷେ ସମୟ ପତିତ ହବେେ। ସହେି ସମୟ ଆସିବ ଯେତବେେଳେ ପରମେଶ୍ବର ନିଷ୍ପତ୍ତି କରିବେ।'ಇದಲ್ಲದೆ ಅಂತ್ಯಕಾಲದ ವರೆಗೆ ಅವರನ್ನು ಶೋಧಿಸುವದಕ್ಕೂ ಶುದ್ಧಮಾಡುವದಕ್ಕೂ ಶುಭ್ರ ಪಡಿಸುವದಕ್ಕೂ ವಿವೇಕಿಗಳಲ್ಲಿ ಕೆಲವರು ಬೀಳುವರು; ಇದು (ಅಂತ್ಯವು) ನಿಯಮಿತ ಕಾಲಕ್ಕೆ ಇರುವದು;
36 ଉତ୍ତରର ରାଜା ନିଜ ଇଚ୍ଛା ଅନୁସାରେ କର୍ମ କରିବ। ସମସ୍ତ ଦବେତାଠାରୁ ନିଜକୁ ବଡ ବୋଲି ସେ ଗର୍ବ କରିବ। ପୁଣି ସେ ଇଶ୍ବରଗଣଙ୍କର ପରମେଶ୍ବରଙ୍କ ବିରୁଦ୍ଧ ରେ ଶକ୍ତିଶାଳୀ କଥା କହିବ। ତା'ର କୋରଧ ଫଳବତି ନ ହବୋ ପର୍ୟ୍ଯନ୍ତ ସେ ସଫଳ ହବେେ। କାରଣ ଯାହା ପରମେଶ୍ବରଙ୍କ ଯୋଜନା କରିଛନ୍ତି ତାହା ହବେ।ಅರಸನು ತನ್ನ ಇಷ್ಟದ ಪ್ರಕಾರ ಮಾಡುವನು; ತನ್ನನ್ನು ತಾನೇ ಹೆಚ್ಚಿಸಿಕೊಂಡು ತನ್ನನ್ನು ಎಲ್ಲಾ ದೇವರುಗಳಿಗೂ ದೊಡ್ಡವನನ್ನಾಗಿ ಮಾಡಿ ಕೊಂಡು ದೇವರುಗಳ ದೇವರಿಗೆ ವಿರೋಧವಾಗಿ ಆಶ್ಚರ್ಯವಾದ ಸಂಗತಿಗಳನ್ನು ಮಾತನಾಡಿ ರೋಷವು ತೀರುವ ವರೆಗೂ ವೃದ್ಧಿಯಾಗಿರುವನು; ಯಾಕಂದರೆ ನಿಶ್ಚಯಿ ಸಲ್ಪಟ್ಟದ್ದು ಮಾಡಲ್ಪಡಲೇ ಬೇಕಾಗುವದು.
37 ସେ ଆପଣା ପିତୃଗଣର ପ୍ରତିମାମାନଙ୍କୁ ମାନିବ ନାହିଁ। ସ୍ତ୍ରୀମାନଙ୍କ କୌଣସି ଦବେତାଙ୍କୁ ମାନିବ ନାହିଁ। କାରଣ ସେ ସମସ୍ତଙ୍କଠାରୁ ନିଜକୁ ବଡ ମନେ କରିବ।ಅವನು ತನ್ನ ಪಿತೃಗಳ ದೇವರನ್ನಾಗಲೀ ಸ್ತ್ರೀಯರ ಅಪೇಕ್ಷೆ ಯನ್ನಾಗಲೀ ಲಕ್ಷಿಸುವದಿಲ್ಲ, ಯಾವ ದೇವರನ್ನೂ ಲಕ್ಷಿಸುವದಿಲ್ಲ; ಅವನು ಎಲ್ಲವುಗಳಿಗಿಂತ ತನ್ನನ್ನು ತಾನೇ ಹೆಚ್ಚಿಸಿಕೊಂಡಿದ್ದಾನೆ.
38 ସହେି ରାଜା କବଳେ ଶକ୍ତିର ଦବେତାକୁ ଆରାଧନା କରିବ। ସେ ଶକ୍ତି ଓ ସାମର୍ଥକୁ ଆରାଧନା କରିବ। ସେ ତାହାର ପୂର୍ବ ପୁରୁଷଗଣର ଦବେତାଙ୍କୁ ଆରାଧନା କରିବ ନାହିଁ। ସେ ଶକ୍ତିର ଦବେତାଙ୍କୁ ସୁନା, ରୂପା ଓ ମୂଲ୍ଯବାନ ପଥର ଦଇେ ଆରାଧନା କରିବ।ಆದರೆ ಅವನು ತನ್ನ ಸ್ಥಾನದಲ್ಲಿ ದೇವರ ಶಕ್ತಿಗಳನ್ನು ಮತ್ತು ತನ್ನ ಪಿತೃಗಳು ಅರಿಯದ ದೇವರುಗಳನ್ನು ಗೌರವಿಸುವನು; ಬಂಗಾರ ದಿಂದಲೂ ಬೆಳ್ಳಿಯಿಂದಲೂ ಅಮೂಲ್ಯ ಕಲ್ಲುಗಳಿಂ ದಲೂ ರಮ್ಯವಾದವುಗಳಿಂದಲೂ ಗೌರವಿಸುವನು.
39 ସେ ବିଦେଶୀଯ ଦବେତା ଶକ୍ତିର ଦବେତାର ସାହାୟ୍ଯ ରେ, ମଜ୍ବୁତ୍ ଦୁର୍ଗର ପ୍ରତିକୂଳ ରେ କାର୍ୟ୍ଯ କରିବ। ଯେ କହେି ତାକୁ ସ୍ବୀକାର କରିବ ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନକଙ୍କେ ଉପ ରେ ସମାନଙ୍କେୁ କତ୍ତୃର୍ତ୍ବ ପଦ ଦବେ ଓ ଟଙ୍କା ପରିବର୍ତେ ଭୂମି ବିଭାଗ କରିବ।ಹೀಗೆ ಅನ್ಯದೇವರ ಸಹಾಯದಿಂದ ಬಲವಾದ ಕೋಟೆಗಳನ್ನು ಆಕ್ರಮಿಸುವನು. ಯಾರನ್ನು ಕಟಾಕ್ಷಿಸು ವನೋ ಅವರಿಗೆ ಘನತೆ ಹೆಚ್ಚುವದು. ಬಹುಜನರ ಮೇಲೆ ಆಳಿಕೆಯನ್ನು ಕೊಡುವನು; ದೇಶವನ್ನು ಲಾಭಕ್ಕೆ ಹಂಚುವನು.
40 ଆଉ ଅନ୍ତିମ କାଳ ରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବି ରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ବାରୋହୀଗଣ ଓ ଅନକେ ଜାହାଜ ନଇେ ତାହା ବିରୁଦ୍ଧ ରେ ଘୂର୍ଣ୍ଣିବାଯୁତୁଲ୍ଯ ଆସିବ। ସେ ନାନା ଦେଶ ରେ ପ୍ରବେଶ କରି ବନ୍ଯା ପରି ବହିୟିବ।ಅಂತ್ಯಕಾಲದಲ್ಲಿ ದಕ್ಷಿಣದ ಅರಸನು ಅವನ ಮೇಲೆ ಬೀಳುವನು; ಉತ್ತರದ ಅರಸನು ರಥಗಳೊಂ ದಿಗೂ ಸವಾರರೊಂದಿಗೂ ಅನೇಕ ಹಡಗುಗಳೊಂ ದಿಗೂ ಸುಳಿಗಾಳಿಯಂತೆ ಅವನಿಗೆ ವಿರೋಧವಾಗಿ ದೇಶಗಳನ್ನು ಪ್ರವೇಶಿಸಿ ಪ್ರಳಯದಂತೆ ಹಾದು ಹೋಗುವನು.
41 ଉତ୍ତର ଦେଶର ରାଜା ରମ୍ଯ ଦେଶ ରେ ପ୍ରବେଶ କରିବ ତହିଁରେ ଅନକେ ଦେଶ ପରାସ୍ତ ହବେେ। ମାତ୍ର ଇଦୋମ, ମାୟୋବ ଓ ଅମାନେ ଓ ସନ୍ତାନଗଣର ଅଧିପତି ତାଙ୍କ ହସ୍ତରୁ ରକ୍ଷା ପାଇବେ।ಇದಲ್ಲದೆ ಅವನು ರಮ್ಯವಾದ ದೇಶದೊಳಕ್ಕೂ ನುಗ್ಗುವನು; ಅನೇಕ ದೇಶಗಳು ಕೆಡವಲ್ಪಡುವವು; ಆದರೆ ಎದೋಮು, ಮೋವಾಬು ಅಮ್ಮೋನನ ಮಕ್ಕಳಲ್ಲಿ ಮುಖ್ಯಸ್ಥರು ಆತನ ಕೈಯಿಂದ ತಪ್ಪಿಸಿಕೊಳ್ಳುವರು.
42 ଆହୁରୀ ସେ ନାନା ଦେଶ ମଧିଅରେ ଆପଣା ହସ୍ତ ପ୍ରସାରିବ ଓ ମିଶର ମଧ୍ଯ ରକ୍ଷା ପାଇବ ନାହିଁ।ಅವನು ದೇಶಗಳ ಮೇಲೂ ತನ್ನ ಕೈಯನ್ನು ಚಾಚುವನು; ಐಗುಪ್ತ ದೇಶವು ತಪ್ಪಿಸಿ ಕೊಳ್ಳದು.
43 ସେ ମିଶର ଦେଶ ରେ ସୁନା ଓ ରୂପାର ଭଣ୍ତାର ସକଳ ଓ ବହୁମୂଲ୍ଯ ଦ୍ରବ୍ଯ ସବୁ ତାହାର ହସ୍ତଗତ ହବେ। ଆଉ ଲୁଦିଯ କୂଶୀଯମାନେ ତା'ର ଅନୁଚର ହବେେ।ಬಂಗಾರ ಬೆಳ್ಳಿ ಬೊಕ್ಕಸಗಳ ಮೇಲೆಯೂ ಐಗುಪ್ತದ ಎಲ್ಲಾ ಅಮೂಲ್ಯವಸ್ತುಗಳ ಮೇಲೆಯೂ ಅವನಿಗೆ ಅಧಿಕಾರವಿರುವದು. ಲೂಬ್ಯರೂ ಐಥೋ ಪ್ಯರೂ ಅವನನ್ನು ಹಿಂಬಾಲಿಸುವರು.
44 ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉଦ୍ବିଗ୍ନ କରିବ। ତହିଁରେ ସେ ଅନକଙ୍କେୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣରୂପେ ବିନାଶ କରିବା ପାଇଁ ମହା କୋପ ରେ ୟାତ୍ରା କରିବ।ಮೂಡಣ ದಿಂದಲೂ ಉತ್ತರದಿಂದಲೂ ಬರುವ ಸುದ್ದಿಗಳು ಅವನನ್ನು ಹೆದರಿಸುವವು. ಆದದರಿಂದ ಅವನು ಮಹಾ ಉಗ್ರನಾಗಿ ಅನೇಕರನ್ನು ಸಂಹರಿಸುವದಕ್ಕೂ ನಿರ್ಮೂಲ ಮಾಡುವದಕ್ಕೂ ಹೊರಡುವನು.
45 ଏବଂ ସେ ସାଗର ଓ ରମ୍ଯ ପବିତ୍ର ପର୍ବତର ମଧିଅରେ ଆପଣା ରାଜକୀଯ ତମ୍ବୁ ସ୍ଥାପନ କରିବ। ଆଉ ତାହାର ଅନ୍ତିମ କାଳ ଉପସ୍ଥିତ ହବେ ଓ କହେି ତାହାକୁ ସାହାୟ୍ଯ କରିବେ ନାହିଁ।'ಅವನು ತನ್ನ ಅರಮನೆಯ ಗುಡಾರಗಳನ್ನು ಸಮು ದ್ರದ ನಡುವೆ ರಮ್ಯವಾದ ಪರಿಶುದ್ಧ ಪರ್ವತದಲ್ಲಿ ಹಾಕುವನು; ಆದರೂ ಅವನು ಕೊನೆಗಾಣುವನು. ಯಾರೂ ಅವನಿಗೆ ಸಹಾಯ ಮಾಡರು.
Kannada Bible