Acts 2 - ORIYA (Kannada)
1 ଯେତବେେଳେ ପେଣ୍ଟିକଷ୍ଟ ଦିନ ଆସିଲା ସମାନେେ ସମସ୍ତେ ଗୋଟିଏ ସ୍ଥାନ ରେ ଏକାଠି ଜମା ହାଇେଥିଲେ।ಪಂಚಾಶತ್ತಮ ದಿನವು ಪೂರ್ಣವಾಗಿ ಬಂದಾಗ ಅವರೆಲ್ಲರೂ ಒಂದೇ ಮನಸ್ಸಿ ನಿಂದ ಒಂದೇ ಸ್ಥಳದಲ್ಲಿ ಇದ್ದರು.
2 ସେତବେେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସମାନେେ ଯେଉଁ ଘର ଭିତ ରେ ବସିଥିଲେ, ସହେି ଘରର ଚ଼ାରିଆଡ଼େ ବ୍ଯାପି ଗଲା।ಆಗ ರಭಸವಾಗಿ ಬೀಸುವ ಬಲವಾದ ಗಾಳಿಯೋಪಾದಿಯಲ್ಲಿ ಒಂದು ಶಬ್ದವು ಆಕಾಶದಿಂದ ಫಕ್ಕನೆ ಬಂದು ಅವರು ಕೂತಿದ್ದ ಮನೆಯನ್ನೆಲ್ಲಾ ತುಂಬಿಕೊಂಡಿತು.
3 ସମାନେେ ଅଗ୍ନିଶିଖା ପରି ଜିହ୍ବାଗୁଡ଼ିକ କିଛି ଦେଖିଲେ। ଏହି ଅଗ୍ନିଶିଖାସବୁ ଭାଗ ଭାଗ ହାଇେ ସଠାେରେ ଥିବା ପ୍ରେତ୍ୟକକ ବ୍ଯକ୍ତିର ଉପରେ ରହିଲା।ಇದಲ್ಲದೆ ಅಲ್ಲಿ ವಿಂಗಡಿಸಲ್ಪಟ್ಟ ನಾಲಿಗೆಗಳು ಬೆಂಕಿಯಂತೆ ಅವರಿಗೆ ಕಾಣಿಸಿಕೊಂಡು ಅವರಲ್ಲಿ ಪ್ರತಿಯೊಬ್ಬನ ಮೇಲೆ ಅದು ಕೂತುಕೊಂಡಿತು.
4 ସମସ୍ତେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହେଲେ। ପବିତ୍ର ଆତ୍ମାଙ୍କ ଦ୍ବାରା ପାଉଥିବା ଶକ୍ତି ସାହାୟ୍ଯ ରେ ସମାନେେ ଭିନ୍ନ ଭିନ୍ନ ଭାଷା ରେ କଥା କହିବାକୁ ଆରମ୍ଭ କଲେ।ಆಗ ಅವರೆಲ್ಲರೂ ಪವಿತ್ರಾತ್ಮಭರಿತರಾಗಿ ಆತ್ಮನು ತಮಗೆ ನುಡಿಯುವ ಶಕ್ತಿಯನ್ನು ಕೊಟ್ಟ ಪ್ರಕಾರ ಅವರು ಬೇರೆಬೇರೆ ಭಾಷೆಗಳಲ್ಲಿ ಮಾತನಾಡುವದಕ್ಕೆ ಪ್ರಾರಂಭಿಸಿದರು.
5 ସେ ସମୟରେ ପୃଥିବୀର ସବୁ ଦେଶରୁ ଯିହୂଦୀ ଭକ୍ତମାନେ ଆସି ୟିରୂଶାଲମ ରେ ରହୁଥିଲେ।ಆಕಾಶದ ಕೆಳಗಿರುವ ಪ್ರತಿಯೊಂದು ಜನಾಂಗದವರೊಳಗಿಂದ (ಬಂದಿದ್ದ) ಭಕ್ತಿಯುಳ್ಳ ಯೆಹೂದ್ಯರು ಯೆರೂಸಲೇಮಿನಲ್ಲಿ ವಾಸ ಮಾಡುತ್ತಿದ್ದರು
6 ଏହି ଶବ୍ଦ ଶୁଣିବା ମାତ୍ ରେ ସମାନଙ୍କେ ଭିତରୁ ବହୁତ ଲୋକ ଆସି ଜମା ହାଇଗେଲେ। ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ, କାରଣ ସମାନେେ ନିଜେ ଯେଉଁ ଭାଷା ରେ କଥା ହେଉଥିଲେ, ପ୍ ରରେିତମାନେ ସହେି ସହେି ଭାଷା ରେ କଥା ହେଉଥିବାର ଶୁଣିଲେ।ಆಗ ಈ ಶಬ್ದವು ಬಹು ದೂರದವರೆಗೆ ಕೇಳಿಸಿದ್ದರಿಂದ ಜನಸಮೂಹವು ಕೂಡಿ ಬಂದು ಪ್ರತಿಯೊಬ್ಬನು ತನ್ನ ತನ್ನ ಸ್ವಭಾಷೆಯಲ್ಲಿ ಅವರು ಮಾತನಾಡಿದ್ದನ್ನು ಕೇಳಿ ಭ್ರಮೆಗೊಂಡರು.
7 ଏଥି ରେ ଯିହୂଦୀମାନେ ଆଶ୍ଚର୍ୟ୍ଯ ହାଇେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ, ଦେଖ, ଏହିପରି କଥା କହିଥିବା ଏହି ସମସ୍ତ ଲୋକେ ଗାଲିଲୀର ନୁହଁନ୍ତି କି?ಅವರು ಆಶ್ಚರ್ಯಪಟ್ಟು ಬೆರ ಗಾಗಿ--ಇಗೋ, ಮಾತನಾಡುತ್ತಿರುವ ಇವರೆಲ್ಲರೂ ಗಲಿಲಾಯದವರಲ್ಲವೇ?
8 କିନ୍ତୁ ଆମ୍ଭମାନେେ ସମାନଙ୍କେୁ ଆମ୍ଭ ମାତୃଭାଷା ରେ କଥା କହିବାର କିପରି ଶୁଣୁଛୁ? ଏହା କିପରି ସମ୍ଭବ!ಹಾಗಾದರೆ ಪ್ರತಿಯೊ ಬ್ಬನು ನಮ್ಮ ಸ್ವಂತ ಹುಟ್ಟುಭಾಷೆಯಲ್ಲಿ ಮಾತನಾಡು ವದನ್ನು ನಾವು ಕೇಳುವದು ಹೇಗೆ?
9 ଆମ୍ଭେ ଏଠାରୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମସପେତାମିଆର ଲୋକମାନେ,ಪಾರ್ಥ್ಯರೂ ಮೇದ್ಯರೂ ಎಲಾಮ್ಯರೂ ಮೆಸೊಪೊತಾಮ್ಯ, ಯೂದಾಯ, ಕಪ್ಪದೋಕ್ಯ, ಪೊಂತ, ಆಸ್ಯ,
10 ଏବଂ ୟିହୂଦା, କାପ୍ପାଦକିଆ, ପନ୍ତ ଓ ଆସିଆ, ଫ୍ରୁଗିଆ ଓ ପ୍ରଫୁଲିଆ, ମିଶର ନିବାସୀ କୂରୀଣୀ ନିକଟବର୍ତ୍ତୀ ଲିବିଯା ପ୍ରଦେଶ ଲୋକେ ରୋମ ନଗରରୁ ଆସିଥିବା ତଥା କ୍ରୀତୀୟ ଓ ଆରବୀୟ ପରିଦର୍ଶକଗଣ। ଆମ୍ଭ ଭିତରୁ କେତଜେଣ ଜନ୍ମରୁ ଯିହୂଦୀ ଏବଂ ଅନ୍ୟ କେତକେ ଯିହୂଦୀ ଧର୍ମଗ୍ରହଣ କରିଥିବା ଲୋକମାନେ।ಫ್ರುಗ್ಯ, ಪಂಫುಲ್ಯ, ಐಗುಪ್ತದಲ್ಲಿದ್ದವರು, ಕುರೇನದ ಮಗ್ಗುಲಲ್ಲಿ ರುವ ಲಿಬ್ಯದ ಪ್ರಾಂತ್ಯದವರು, ರೋಮದ ಪ್ರವಾಸಿ ಗಳು, ಯೆಹೂದ್ಯರು, ಯೆಹೂದ್ಯ ಮತಾವಲಂಬಿಗಳು,
11 ଆମ୍ଭେ ସମସ୍ତେ ଭିନ୍ନ ଭିନ୍ନ ଦେଶରୁ ଆସିଛୁ। କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ। ସମାନେେ ପରମେଶ୍ବରଙ୍କର ମହତ୍ ଓ ଆଶ୍ଚର୍ୟ୍ଯ ପୂର୍ଣ୍ଣ କାର୍ୟ୍ଯକୁ ଆମ୍ଭ ଭାଷା ରେ ବର୍ଣ୍ଣନା କରୁଛନ୍ତି। ଆମ୍ଭେ ଏହା ବୁଝି ପାରୁଛୁ।ಕ್ರೇತ್ಯರು ಮತ್ತು ಅರಬಿಯರು ಆಗಿರುವ ನಾವು ನಮ್ಮ ಭಾಷೆಗಳಲ್ಲಿ ದೇವರ ಮಹತ್ಕಾರ್ಯಗಳನ್ನು ಇವರು ಹೇಳುವದನ್ನು ಕೇಳುತ್ತೇವೆ ಎಂದು ಒಬ್ಬರಿಗೊಬ್ಬರು ಮಾತನಾಡಿಕೊಂಡರು.
12 ସମାନେେ ସମସ୍ତେ ଆଶ୍ଚର୍ୟ୍ଯ ଓ ବିଭ୍ରାନ୍ତ ହାଇେ ପଡ଼ିଲେ। ସମାନେେ ପରସ୍ପର ଭିତ ରେ ପଚ଼ାରା ଉଚ଼ରା ହେଲେ, ଏ ସବୁ କ'ଣ ହେଉଛି?ಅವರೆ ಲ್ಲರೂ ವಿಸ್ಮಯಗೊಂಡು ಸಂದೇಹಪಟ್ಟವರಾಗಿ-- ಇದರ ಅರ್ಥವೇನು ಎಂದು ಒಬ್ಬರನ್ನೊಬ್ಬರು ಕೇಳುವವರಾದರು.
13 କିନ୍ତୁ ଅନ୍ୟ ଲୋକମାନେ ପ୍ ରରେିତମାନଙ୍କୁ ଉପହାସ କରି କହିଲେ, ଏମାନେ ସମସ୍ତେ ମଦପିଇ ମାତାଲ ହାଇେଛନ୍ତି।ಕೆಲವರು--ಈ ಮನುಷ್ಯರು ಹೊಸ ಮದ್ಯಪಾನ ಮಾಡಿ ಮತ್ತರಾಗಿದ್ದಾರೆ ಎಂದು ಹೇಳಿ ಹಾಸ್ಯ ಮಾಡಿದರು.
14 ପିତର ସହେି ଏଗାରଜଣ ପ୍ ରରେିତ ସହ ଠିଆ ହାଇେ ସହେି ଲୋକମାନଙ୍କୁ ବଡ଼ ପାଟି ରେ କହିଲେ, ହେ ୟିଦୂଦୀୟମାନେ, ହେ ୟିରୂଶାଲମ ବାସିନ୍ଦାମାନେ, ସମସ୍ତେ ମାେ କଥା ଶୁଣ।ಆದರೆ ಪೇತ್ರನು ಹನ್ನೊಂದು ಮಂದಿಯೊಂದಿಗೆ ಎದ್ದು ನಿಂತು ಗಟ್ಟಿಯಾದ ಸ್ವರದಿಂದ ಅವರಿಗೆ-- ಯೂದಾಯದವರೇ, ಯೆರೂಸಲೇಮಿನಲ್ಲಿ ವಾಸ ವಾಗಿರುವ ಎಲ್ಲಾ ಜನರೇ, ಈ ವಿಷಯ ನಿಮಗೆ ಗೊತ್ತಾಗುವ ಹಾಗೆ ನನ್ನ ಮಾತುಗಳಿಗೆ ಕಿವಿಗೊಡಿರಿ.
15 ତୁମ୍ଭମାନେେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ ସକାଳ ନ'ଟା ବାଜିଛି।ನೀವು ಭಾವಿಸಿದಂತೆ ಇವರು ಕುಡಿದು ಅಮಲೇರಿ ದವರಲ್ಲ; ಯಾಕಂದರೆ ಈಗ ಹಗಲು ಮೂರು (ಒಂಭತ್ತು) ಗಂಟೆಯಾಗಿದೆಯಷ್ಟೆ.
16 ଏବେ ଯାହା ଘଟୁଛି ସେ ବିଷୟ ରେ ଭାବବାଦୀ ଯାୟେଲ କହିଥିଲେ, ପରମେଶ୍ବର କହନ୍ତି,ಆದರೆ ಇದು ಪ್ರವಾದಿಯಾದ ಯೋವೇಲನಿಂದ ಹೇಳಲ್ಪಟ್ಟದ್ದಾಗಿದೆ. ಅದೇನಂದರೆ--
17 ମୁଁ ଶଷେ ସମୟରେ ସମସ୍ତଙ୍କ ଉପରେ ମାରେ ଆତ୍ମା ଢ଼ାଳି ଦବେି। ଯାହାଦ୍ବାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ଯତ ବାଣୀ କହିପାରିବେ। ତୁମ୍ଭମାନଙ୍କର ୟୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ।ಕಡೇ ದಿವಸಗಳಲ್ಲಿ ನಾನು ಎಲ್ಲಾ ಮನುಷ್ಯರ ಮೇಲೆ ನನ್ನ ಆತ್ಮವನ್ನು ಸುರಿಸುವೆನು; ನಿಮ್ಮ ಕುಮಾರರೂ ಕುಮಾರ್ತೆಯರೂ ಪ್ರವಾದಿಸು ವರು; ಇದಲ್ಲದೆ ನಿಮ್ಮ ಯೌವನಸ್ಥರಿಗೆ ದರ್ಶನಗಳಾ ಗುವವು; ನಿಮ್ಮ ವೃದ್ಧರಿಗೆ ಕನಸುಗಳು ಬೀಳುವವು ಎಂದು ದೇವರು ಹೇಳುತ್ತಾನೆ.
18 ହଁ, ସେତବେେଳେ ମୁଁ ନିଜ ସବେକ ସବେିକାମାନଙ୍କ ଉପରେ ନିଜ ଆତ୍ମା ଢ଼ାଳି ଦବେି, ସମାନେେ ଭବିଷ୍ଯତବାଣୀ କହିବେ।ಇದಲ್ಲದೆ ಆ ದಿನಗಳಲ್ಲಿ ನನ್ನ ಸೇವಕ ಸೇವಕಿಯರ ಮೇಲೆಯೂ ನನ್ನ ಆತ್ಮವನ್ನು ಸುರಿಸುವೆನು; ಅವರೂ ಪ್ರವಾದಿಸು ವರು;
19 ମୁଁ ଉପରିସ୍ଥ ଆକାଶ ରେ ବିସ୍ମୟଜନକ କାର୍ୟ୍ଯ ଓ ନୀଚ୍ଚସ୍ଥ ପୃଥିବୀ ରେ ରକ୍ତ ନିଆଁ ମେଘ, ଧୂଆଁର ଚିହ୍ନମାନ ଦଖାଇବେି।ಮೇಲೆ ಆಕಾಶದಲ್ಲಿ ಅದ್ಭುತಕಾರ್ಯಗಳನೂ ಕೆಳಗೆ ಭೂಮಿಯ ಮೇಲೆ ಸೂಚಕ ಕಾರ್ಯಗಳನ್ನೂ ನಾನು ತೋರಿಸುವೆನು. ಇದಲ್ಲದೆ ರಕ್ತ, ಬೆಂಕಿ ಮತ್ತು ಹೊಗೆಯ ಹಬೆಯು ಉಂಟಾಗುವವು.
20 ପ୍ରଭୁଙ୍କର ସହେି ମହତ୍ ଓ ପ୍ରସିଦ୍ଧ ଦିନ ଆସିବା ପୂର୍ବରୁ ସୁର୍ୟ୍ଯ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତ ବର୍ଣ୍ଣ ହାଇୟିବେ।ಕರ್ತನ ಗಂಭೀರವಾದ ಆ ಮಹಾದಿನವು ಬರುವ ಮುಂಚೆ ಸೂರ್ಯನು ಕತ್ತಲಾಗುವನು, ಚಂದ್ರನು ರಕ್ತವಾಗು ವನು.
21 ସେତବେେଳେ ଯେ କହେି ପ୍ରଭୁଙ୍କ ନାମ ଉଚ୍ଚାରଣ କରିବ, ସେ ଉଦ୍ଧାର ପାଇବ।'ଯାୟେଲ 2:28-32ಆಗ ಕರ್ತನ ನಾಮವನ್ನು ಹೇಳಿಕೊಳ್ಳು ವವರೆಲ್ಲರೂ ರಕ್ಷಣೆ ಹೊಂದುವರು ಎಂದು ದೇವರು ಹೇಳುತ್ತಾನೆ ಎಂಬದೇ.
22 ହେ ଇଶ୍ରାୟେଲର ଲୋକମାନେ, ଏହି ସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ଯକ୍ତି ଥିଲେ। ଯାହାଙ୍କୁ ଈଶ୍ବର ପଠାଇ ଥିଲେ। ଯୀଶୁ ଯେଉଁ ସବୁ ଶକ୍ତିଶାଳୀ କାର୍ୟ୍ଯ ଏବଂ ଆଶ୍ଚର୍ୟ୍ଯ ଘଟଣା ସବୁ କରିଥିଲେ, ତାହାଦ୍ବାରା ପରମେଶ୍ବର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି।ಇಸ್ರಾಯೇಲ್ ಜನರೇ, ಈ ಮಾತುಗಳನ್ನು ಕೇಳಿರಿ; ನಿಮಗೂ ತಿಳಿದಿರುವಂತೆ ನಜರೇತಿನ ಯೇಸುವು ದೇವರಿಗೆ ಮೆಚ್ಚಿಕೆಯಾದ ನೆಂಬದಕ್ಕೆ ದೇವರು ಆತನಿಂದ ಮಹತ್ಕಾರ್ಯ ಗಳನ್ನೂ ಅದ್ಭುತಕಾರ್ಯಗಳನ್ನೂ ಸೂಚಕಕಾರ್ಯ ಗಳನ್ನೂ ನಿಮ್ಮ ಮಧ್ಯದಲ್ಲಿ ನಡಿಸಿದನು.
23 ତୁମ୍ଭମାନେେ ସମସ୍ତେ ଏସବୁ ଦିଖିଛ ଓ ଏସବୁ ଯେ ନିରାଟ ସତ୍ଯ ତାହା ଜାଣିଛ। ଏହି ଯୀଶୁଙ୍କୁ ଇଶ୍ବର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭମାନେେ ଦୁଷ୍ଟମାନଙ୍କ ସାହାୟ୍ଯ ରେ ତାହାଙ୍କୁ କୃଶ ରେ ଚ଼ଢ଼ଇେ କଣ୍ଟା ବାଡ଼ଇେ ହତ୍ଯା କରିଦଲେ।ಆದರೆ ದೇವರ ಸ್ಥಿರಸಂಕಲ್ಪಕ್ಕನುಸಾರವಾಗಿಯೂ ಭವಿಷ್ಯದ್ ಜ್ಞಾನಕ್ಕನುಸಾರವಾಗಿಯೂ ಆತನು ಒಪ್ಪಿಸಲ್ಪಟ್ಟಾಗ ನೀವು ಆತನನ್ನು ಹಿಡಿದು ದುಷ್ಟರ ಕೈಗಳಿಂದ ಶಿಲುಬೆಗೆ ಹಾಕಿಸಿಕೊಂದಿರಿ.
24 କିନ୍ତୁ ଇଶ୍ବର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ଯୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ଯୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।ದೇವರು ಆತನನ್ನು ಮರಣ ವೇದನೆಗಳಿಂದ ಬಿಡಿಸಿ ಎಬ್ಬಿಸಿದನು. ಯಾಕಂದರೆ ಮರಣವು ಆತನನ್ನು ಹಿಡಿದುಕೊಂಡಿರುವದು ಅಸಾಧ್ಯ ವಾಗಿತ್ತು.
25 ଦାଉଦ ତାହାଙ୍କ ବିଷୟ ରେ କହିଥିଲେ,ದಾವೀದನು ಆತನ ವಿಷಯವಾಗಿ-- ನಾನು ಕರ್ತನನ್ನು ನನ್ನ ಎದುರಿನಲ್ಲಿ ಯಾವಾಗಲೂ ನೋಡುತ್ತಿದ್ದೆನು; ನಾನು ಕದಲದಂತೆ ಆತನು ನನ್ನ ಬಲಗಡೆಯಲ್ಲಿಯೇ ಇದ್ದಾನೆ.
26 ଏହାଦ୍ବାରା ମାରେ ମନ ପ୍ରଫୁଲ୍ଲିତ ହେଲା ଓ ମାେ ମୁଁହରୁ ଆନନ୍ଦପୁର୍ଣ୍ଣ କଥା ବାହାରିଲା।ಆದದರಿಂದ ನನ್ನ ಹೃದಯವು ಹರ್ಷಿಸಿತು, ನನ್ನ ನಾಲಿಗೆಯು ಉಲ್ಲಾಸ ಗೊಂಡಿತು; ಇದಲ್ಲದೆ ನನ್ನ ಶರೀರವು ಸಹ ನಿರೀಕ್ಷೆಯಲ್ಲಿ ನೆಲೆಯಾಗಿರುವದು;
27 ମାେ ଶରୀର ମଧ୍ଯ ଭରସା ରେ ବଞ୍ଚି ରହିବ, ଯେ ହତେୁ ତୁମ୍ଭେ ମାରେ ଆତ୍ମାକୁ ମୃତ୍ଯୁ ସ୍ଥାନ ରେ ଛାଡ଼ିଦବେ ନାହିଁ। ତୁମ୍ଭେ ନିଜର ପବିତ୍ର ବ୍ଯକ୍ତିକୁ କବର ରେ କ୍ଷୟ ହବୋକୁ ଦବେ ନାହିଁ।ಯಾಕಂ ದರೆ--ನೀನು ನನ್ನ ಆತ್ಮವನ್ನು ಪಾತಾಳದಲ್ಲಿ ಬಿಡುವ ದಿಲ್ಲ. ನಿನ್ನ ಪರಿಶುದ್ಧನಿಗೆ ಕೊಳೆಯುವ ಅವಸ್ಥೆಯನ್ನು ನೋಡಗೊಡಿಸುವದಿಲ್ಲ.
28 ତୁମ୍ଭେ ମାେତେ ଜୀବନର ପଥ ଦଖାଇେ ଅଛ। ତୁମ୍ଭ ଉପସ୍ଥିତି ରେ ମାେତେ ବହୁତ ଆନନ୍ଦ ମିଳିବ।'ଗାତସଂହିତା 16:8-11ನೀನು ಜೀವಮಾರ್ಗ ಗಳನ್ನು ನನಗೆ ತಿಳಿಯಪಡಿಸಿದ್ದೀ; ನಿನ್ನ ಸಮ್ಮುಖದಲ್ಲಿ ನನ್ನನ್ನು ಆನಂದಭರಿತನಾಗ ಮಾಡುವಿ ಎಂದು ಹೇಳು ತ್ತಾನೆ.
29 ହେ ମାରେ ଭାଇମାନେ, ମୁଁ ବିଶ୍ବାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟ ରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ଯୁବରଣ କରି କବରସ୍ଥ ହାଇେଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ଯାବଧି ଆମ୍ଭ ନିକଟରେ ଅଛି।ಜನರೇ, ಸಹೋದರರೇ, ಮೂಲಪಿತೃವಾದ ದಾವೀದನ ವಿಷಯವಾಗಿ ನಿಮ್ಮೊಂದಿಗೆ ಧಾರಾಳವಾಗಿ ಮಾತನಾಡುತ್ತೇನೆ. ಅವನು ಸತ್ತು ಹೂಣಲ್ಪಟ್ಟನು, ಅವನ ಸಮಾಧಿ ಈ ದಿನದ ವರೆಗೂ ನಮ್ಮಲ್ಲಿದೆ.
30 ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।ದಾವೀದನು ಪ್ರವಾದಿಯಾಗಿದ್ದದರಿಂದ ಶರೀರದ ಪ್ರಕಾರ ತನ್ನ ಸಂತಾನದವರಲ್ಲಿ ದೇವರು ಕ್ರಿಸ್ತನನ್ನು ಎಬ್ಬಿಸಿ ತನ್ನ ಸಿಂಹಾಸನದ ಮೇಲೆ ಕೂತುಕೊಳ್ಳುವಂತೆ ಮಾಡುವನೆಂದು ಆಣೆಯಿಟ್ಟು ಪ್ರಮಾಣ ಪೂರ್ವಕ ವಾಗಿ ತನಗೆ ಹೇಳಿದ್ದನ್ನು ಅವನು ಬಲ್ಲವನಾಗಿದ್ದನು.
31 ଏଣୁ ଭବିଷ୍ଯତ ରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସମ୍ପର୍କ ରେ କହିଥିଲେ, ତାହାଙ୍କ ମୃତ୍ଯୁର ସ୍ଥାନ ରେ ଛାଡ଼ି ଦିଆ ଯାଇନାହିଁ ଓ ତାହାଙ୍କର ଦହେ କବର ରେ ପଚିସଢ଼ି ଯାଇନାହିଁ।'ಆತನ ಆತ್ಮವು ಪಾತಾಳದಲ್ಲಿ ಬಿಡಲ್ಪಡಲಿಲ್ಲ ವೆಂತಲೂ ಆತನ ಶರೀರವು ಕೊಳೆಯಲಿಲ್ಲವೆಂತಲೂ ಕ್ರಿಸ್ತನ ಪುನರುತ್ಥಾನದ ವಿಷಯವಾಗಿ ಅವನು ಇದನ್ನು ಮುಂದಾಗಿ ನೋಡಿ ಹೇಳಿದನು;
32 ଏହି ଯୀଶୁଙ୍କୁ ଇଶ୍ବର ଯେ ମୃତ୍ଯୁରୁ ଉଠାଇଛନ୍ତି, ଆମ୍ଭମାନେେ ସେଥି ରେ ନିଜେ ସାକ୍ଷୀ ଅଟୁ।ಈ ಯೇಸುವನ್ನೇ ದೇವರು ಎಬ್ಬಿಸಿದನು. ಇದಕ್ಕೆ ನಾವೆಲ್ಲರೂ ಸಾಕ್ಷಿ ಗಳಾಗಿದ್ದೇವೆ.
33 ଯୀଶୁଙ୍କୁ ସ୍ବର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଇଶ୍ବରଙ୍କର ଡ଼ାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବୁତ୍ରଆତ୍ମା ଦଇେଛନ୍ତି। ଇଶ୍ବର ଏହି ପବିତ୍ରଆତ୍ମା ଦବୋ ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ର ଆତ୍ମାଙ୍କୁ ଢ଼ାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭମାନେେ ଏହା ଦେଖୁଅଛ ଓ ଶୁଣୁଅଛ।ದೇವರ ಬಲಗೈಯಿಂದ ಆತನು ಉನ್ನತ ಸ್ಥಾನಕ್ಕೆ ಏರಿಸಲ್ಪಟ್ಟು ತಂದೆಯಿಂದ ಪವಿತ್ರಾತ್ಮನ ವಾಗ್ದಾನವನ್ನು ಹೊಂದಿ ನೀವು ಈಗ ನೋಡಿ ಕೇಳುವದನ್ನು ಆತನು ಸುರಿಸಿದ್ದಾನೆ.
34 ଦାଉଦ ସ୍ବର୍ଗ ଆରୋହଣ କରି ନାହିଁନ୍ତି। କିନ୍ତୁ ଯୀଶୁ ସ୍ବର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି:ಯಾಕಂದರೆ ದಾವೀದನು ಆಕಾಶಗಳಿಗೆ ಏರಿಹೋಗಲಿಲ್ಲ; ಆದರೆ ಕರ್ತನು ನನ್ನ ಕರ್ತನಿಗೆ--
35 ମୁଁ ତୁମ୍ଭର ଶତୃମାନଙ୍କୁ ତୁମ୍ଭର ପାଦ ତଳକୁ ନ ଆଣିବା ପର୍ୟ୍ଯନ୍ତ ତୁମ୍ଭେ ମାରେ ଡ଼ାହାଣ ପଟେ ବସିଥାଅ।' ଗୀତସଂହିତା 110:1ನಾನು ನಿನ್ನ ವಿರೋಧಿ ಗಳನ್ನು ನಿನ್ನ ಪಾದಪೀಠವಾಗಿ ಮಾಡುವ ತನಕ ನೀನು ನನ್ನ ಬಲಗಡೆಯಲ್ಲಿ ಕೂತುಕೊಂಡಿರು ಎಂದು ತಾನೇ ಹೇಳುತ್ತಾನೆ.
36 ତେଣୁ ଇଶ୍ରାୟେଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭମାନେେ କୃଶ ରେ ବିଦ୍ଧ କରିଛ, ଇଶ୍ବର ତାହାଙ୍କୁ ପ୍ରଭୁ ଓ ମଶୀହ ପଦ ରେ ନିୟୁକ୍ତ କରିଛନ୍ତି।ಆದದರಿಂದ ನೀವು ಶಿಲುಬೆಗೆ ಹಾಕಿದ ಈ ಯೇಸುವನ್ನೇ ದೇವರು ಕರ್ತನನ್ನಾಗಿಯೂ ಕ್ರಿಸ್ತನನ್ನಾಗಿಯೂ ಮಾಡಿದ್ದಾನೆಂದು ಇಸ್ರಾಯೇಲ್ ಮನೆತನದವರೆಲ್ಲರಿಗೂ ನಿಶ್ಚಯವಾಗಿ ತಿಳಿದಿರಲಿ ಎಂದು ಹೇಳಿದನು.
37 ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସମାନେେ ପିତର ଓ ଅନ୍ୟ ପ୍ ରରେିତମାନଙ୍କୁ ପଚାରିଲେ, ଭାଇମାନେ, ଆମ୍ଭେ କ'ଣ କରିବା?ಅವರು ಇದನ್ನು ಕೇಳಿ ತಮ್ಮ ಹೃದಯದಲ್ಲಿ ತಿವಿಯಲ್ಪಟ್ಟವರಾಗಿ ಪೇತ್ರನಿಗೂ ಉಳಿದ ಅಪೊಸ್ತಲರಿಗೂ--ಜನರೇ, ಸಹೋದರರೇ, ನಾವು ಏನು ಮಾಡಬೇಕು ಎಂದು ಕೇಳಿದರು.
38 ପିତର ସମାନଙ୍କେୁ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକଙ୍କୁ ନିଜ ପାପ କ୍ଷମା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ବାପ୍ତିସ୍ମ ନବୋକୁ ପଡ଼ିବ। ତବେେ ତୁମ୍ଭମାନେେ ପବିତ୍ରଆତ୍ମାର ଦାନ ପାଇବ।ಆಗ ಪೇತ್ರನು ಅವರಿಗೆ--ನೀವು ಮಾನಸಾಂತರಪಟ್ಟು ಪಾಪಗಳ ಪರಿಹಾರಕ್ಕಾಗಿ ನಿಮ್ಮಲ್ಲಿ ಪ್ರತಿಯೊಬ್ಬನು ಯೇಸು ಕ್ರಿಸ್ತನ ಹೆಸರಿನಲ್ಲಿ ಬಾಪ್ತಿಸ್ಮ ಮಾಡಿಸಿಕೊಳ್ಳಿರಿ; ಆಗ ನೀವು ಪವಿತ್ರಾತ್ಮನ ದಾನವನ್ನು ಹೊಂದುವಿರಿ.
39 ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ଯ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂର ରେ ଅଛନ୍ତି ସମାନଙ୍କେ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଇଶ୍ବର ଆମ୍ଭମାନଙ୍କ ପ୍ରଭୁ, ଡ଼ାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।ಯಾಕಂದರೆ ಆ ವಾಗ್ದಾನವು ನಿಮಗೂ ನಿಮ್ಮ ಮಕ್ಕಳಿಗೂ ದೂರವಾಗಿರುವವರೆಲ್ಲರಿಗೂ ಅಂತೂ ನಮ್ಮ ದೇವರಾದ ಕರ್ತನು ಕರೆಯುವವರೆಲ್ಲರಿಗೂ ಮಾಡಿಯದೆ ಎಂದು ಹೇಳಿದನು.
40 ପିତର ସମାନଙ୍କେୁ ଚତନୋ ଦଇେ କହିଲେ, ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।ಅವನು ಇನ್ನೂ ಬೇರೆ ಅನೇಕ ಮಾತುಗಳಿಂದ ಸಾಕ್ಷಿಕೊಟ್ಟು--ಈ ಮೂರ್ಖ ಸಂತತಿಯವರಿಂದ ನಿಮ್ಮನ್ನು ನೀವು ರಕ್ಷಿಸಿಕೊಳ್ಳಿರಿ ಎಂದು ಎಚ್ಚರಿಸಿ ಹೇಳಿದನು.
41 ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।ಆಗ ಅವನ ಮಾತನ್ನು ಸಂತೋಷವಾಗಿ ಅಂಗೀಕರಿಸಿದವರು ಬಾಪ್ತಿಸ್ಮ ಮಾಡಿಸಿಕೊಂಡರು. ಅದೇ ದಿನದಲ್ಲಿ ಸುಮಾರು ಮೂರು ಸಾವಿರ ಜನರು ಅವರೊಂದಿಗೆ ಸೇರಿಸಲ್ಪಟ್ಟರು.
42 ବିଶ୍ବାସୀ ଲୋକମାନେ ଏକାଠି ମିଳିତ ହବୋକୁ ଲାଗିଲେ। ପ୍ ରରେିତମାନଙ୍କ ଉପଦେଶ ଶୁଣିବାକୁ ସମାନେେ ସମାନଙ୍କେର ସମୟ ଦେଲେ। ବିଶ୍ବାସୀମାନେ ପରସ୍ପରର ସହଭାଗୀ ହେଲେ। ସମାନେେ ରୋଟୀ ବାଣ୍ଟି ଖାଇବାର ଏବଂ ପ୍ରାର୍ଥନା କରିବା ରେ ସମୟ ଦେଲେ।ಅವರು ಅಪೊಸ್ತಲರ ಬೋಧನೆ ಯಲ್ಲಿಯೂ ಅನ್ಯೋನ್ಯತೆಯಲ್ಲಿಯೂ ರೊಟ್ಟಿ ಮುರಿ ಯುವದರಲ್ಲಿಯೂ ಪ್ರಾರ್ಥನೆಗಳಲ್ಲಿಯೂ ನಿರತರಾಗಿ ಸ್ಥಿರಚಿತ್ತರಾಗಿದ್ದರು.
43 ପ୍ ରରେିତମାନେ ବହୁତ ଶକ୍ତିଶାଳୀ ଓ ବହୁତ ଆଶ୍ଚର୍ୟ୍ଯପୂର୍ଣ୍ଣ କାର୍ୟ୍ଯ କରୁଥିଲେ। ପ୍ରେତ୍ୟକକ ଲୋକର ଇଶ୍ବରଙ୍କ ପ୍ରତି ଅତି ଭକ୍ତି ଥିଲା।ಆಗ ಪ್ರತಿಯೊಬ್ಬನಿಗೂ ಭಯಉಂಟಾಯಿತು; ಇದಲ್ಲದೆ ಅನೇಕ ಅದ್ಭುತಕಾರ್ಯಗಳೂ ಸೂಚಕ ಕಾರ್ಯಗಳೂ ಅಪೊಸ್ತಲರಿಂದ ನಡೆದವು.
44 ସମସ୍ତ ବିଶ୍ବାସୀମାନେ ଏକାଠି ରହିଲେ ଏବଂ ସମାନଙ୍କେ ପାଖ ରେ ଯାହା ସବୁଥିଲା, ସେଥି ରେ ସମସ୍ତେ ଭାଗୀଦାର ହେଲେ।ನಂಬಿದ ವರೆಲ್ಲರೂ ಒಂದಾಗಿದ್ದು ತಮಗಿದ್ದದ್ದನ್ನು ಹುದುವಾಗಿ ಅನುಭವಿಸುತ್ತಿದ್ದರು.
45 ସମାନେେ ନିଜ ନିଜର ସବୁ ସମ୍ପତ୍ତି ଓ ଜିନିଷପତ୍ର ବିକି ଦେଲେ ଓ ସମସ୍ତ ଲୋକମାନଙ୍କୁ ସମାନଙ୍କେ ନିଜନିଜ ଆବଶ୍ଯକତା ଅନୁସାରେ ବାଣ୍ଟି ଦେଲେ।ಅವರು ಚರಸ್ಥಿರಾಸ್ತಿಗಳನ್ನು ಮಾರಿ ಪ್ರತಿಯೊಬ್ಬನಿಗೆ ಅಗತ್ಯವಿದ್ದ ಹಾಗೆ ಹಂಚಿ ಕೊಟ್ಟರು.
46 ପ୍ରତିଦିନ ସମାନେେ ଏକାଠି ହାଇେ ଉପାସନା ମନ୍ଦିର ରେ ପରସ୍ପରକୁ ଭଟେୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ଯ ଏକ ଥିଲା। ସମାନେେ ସମାନଙ୍କେ ଘ ରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟ ରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ।ಅವರು ದೇವಾಲಯದಲ್ಲಿ ಪ್ರತಿ ದಿನ ಒಮ್ಮನಸ್ಸಿನಿಂದ ಕೂಡುತ್ತಾ ಮನೆಮನೆಗಳಲ್ಲಿ ರೊಟ್ಟಿ ಮುರಿಯುತ್ತಾ ಉಲ್ಲಾಸದಿಂದಲೂ ಏಕಹೃದಯ ದಿಂದಲೂ ಊಟಮಾಡುತ್ತಿದ್ದರು.
47 ବିଶ୍ବସୀମାନେ ଇଶ୍ବଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସମାନଙ୍କେୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ବାସୀମାନଙ୍କ ଦଳ ରେ ସଂୟୁକ୍ତ କରୁଥିଲେ।ಇದಲ್ಲದೆ ಅವರು ದೇವರನ್ನು ಕೊಂಡಾಡುವವರಾಗಿಯೂ ಜನ ರೆಲ್ಲರ ದಯೆಯನ್ನು ಹೊಂದುವವರಾಗಿಯೂ ಇದ್ದರು. ಪ್ರತಿ ದಿನ ರಕ್ಷಣೆ ಹೊಂದುತ್ತಿದ್ದವರನ್ನು ಕರ್ತನು ಸಭೆಗೆ ಸೇರಿಸುತ್ತಿದ್ದನು.
Kannada Bible