யோசுவா 10:15
பின்பு யோசுவா இஸ்ரவேல் அனைத்தோடுங்கூடக் கில்காலிலிருக்கிற பாளயத்துக்குத் திரும்பினான்.
Cross Reference
ଦିତୀୟ ଶାମୁୟେଲ 21:2
ଗିବିଯୋନୀଯମାନେ ଇଶ୍ରାୟେଲୀୟ ନ ଥିଲେ। ସମାନେେ ଇ ମାରେୀଯ ବଂଶଧର ଥିଲେ। ଇଶ୍ରାୟେଲୀୟମାନେ ପ୍ରତିଜ୍ଞା କରିଥିଲେ ସମାନେେ ଗିବିଯୋନୀଯମାନଙ୍କୁ ହତ୍ଯା କରିବେ ନାହିଁ। କିନ୍ତୁ ଶାଉଲ ସମାନଙ୍କେୁ ହତ୍ଯା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇଶ୍ରାୟେଲୀୟମାନଙ୍କ ପ୍ରତି ଓ ୟିହକ୍ସ୍ଟଦାମାନଙ୍କ ପ୍ରତି ଉଦ୍ୟୋଗୀ ହାଇେ ସମାନଙ୍କେୁ ବଧ କରିବାକୁ ଚେଷ୍ଟା କରିଥିଲେ।
ଯିହୋଶୂୟ 11:19
କବଳେ ଗୋଟିଏ ନଗର ଇଶ୍ରାୟେଲ ସହିତ ଶାନ୍ତି ଚକ୍ସ୍ଟକ୍ତି କଲେ। ତାହା ଥିଲା ଗିବିଯୋନ ନିବାସୀ ହିଦ୍ଦୀଯ। ଅନ୍ୟ ସମସ୍ତ ସହର ୟକ୍ସ୍ଟଦ୍ଧ ରେ ଧ୍ବଂସପ୍ରାଲ୍ଗ ହେଲା।
ଯାତ୍ରା ପୁସ୍ତକ 23:32
ତୁମ୍ଭେ ସମାନଙ୍କେ ସହିତ କିମ୍ବା ସମାନଙ୍କେ ଦବେତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ।
ଦିତୀୟ ବିବରଣ 20:10
ଯେତବେେଳେ ତୁମ୍ଭମାନେେ ଗୋଟିଏ ନଗରକକ୍ସ୍ଟ ଆକ୍ରମଣ କରିବାକୁ ୟିବ ପ୍ରଥମେ ତାଙ୍କୁ ସନ୍ଧିର କଥା ଘାଷେଣା କର।
ଯିହୋଶୂୟ 2:12
ଏଣୁ ମୁ ଗ୍ଭ ହେଁ, ତୁମ୍ଭମାନେେ ସଦାପ୍ରଭୁଙ୍କ ନାମ ରେ ଶପଥ କର। ମୁ ତୁମ୍ଭମାନଙ୍କ ପ୍ରତି ଦୟା ଦଖାଇେଅଛି। ଏଥିପାଇଁ ତକ୍ସ୍ଟମ୍ଭମାନେ ମଧ୍ଯ ମାରେ ପରିବାର ପାଇଁ ଦୟା ଦଖାଇବେ। ଏ ବିଷଯ ରେ ମାେତେ ଏକ ସତ୍ଯ ଚିହ୍ନ ଦିଅ।
ଯିହୋଶୂୟ 6:22
ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ଡାକି କହିଲେ, ତୁମ୍ଭେ ସେ ବେଶ୍ଯା ଗୃହକକ୍ସ୍ଟ ୟାଅ ଓ ତାକକ୍ସ୍ଟ ବାହାରକକ୍ସ୍ଟ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କକ୍ସ୍ଟ ମଧ୍ଯ ବାହାରକକ୍ସ୍ଟ ଆଣ। ଏହିପରି କର କାରଣ ତୁମ୍ଭେ ସମାନଙ୍କେ ସହିତ ଏହିପରି ପ୍ରତିଜ୍ଞା କରିଅଛ।
ଯିରିମିୟ 18:7
ସମୟ ଆସିବ ଯେତବେେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ଯ ବିଷଯ ରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା।
யோசுவா 10:15 in English
Tags பின்பு யோசுவா இஸ்ரவேல் அனைத்தோடுங்கூடக் கில்காலிலிருக்கிற பாளயத்துக்குத் திரும்பினான்
Joshua 10:15 in Tamil Concordance Joshua 10:15 in Tamil Interlinear Joshua 10:15 in Tamil Image
Read Full Chapter : Joshua 10