Numbers 21 - ORIYA (Hindi)
1 କିଣାନ ବଂଶୀଯ ରାଜା ଆରାଦ ଦକ୍ଷିଣ ପ୍ରଦେଶ ରେ ବାସ କରୁଥିବା ବେଳେ ଶୁଣିଲେ ଯେ ଇଶ୍ରାୟେଲର ଲୋକମାନେ ଅଥାରୀମର ପଥ ଦଇେ ଆସୁଛନ୍ତି। ତେଣୁ ସେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କଲେ ଓ ସମାନଙ୍କେ ମଧ୍ଯରୁ କେତକଙ୍କେୁ ବନ୍ଧୀ କଲେ।तब अराद का कनानी राजा, जो दक्खिन देश में रहता था, यह सुनकर, कि जिस मार्ग से वे भेदिये आए थे उसी मार्ग से अब इस्त्राएली आ रहे हैं, इस्त्राएल से लड़ा, और उन में से कितनों को बन्धुआ कर लिया।
2 ଇଶ୍ରାୟେଲର ଲୋକମାନେ ପ୍ରତିଜ୍ଞା କଲେ: ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତ ରେ ସମର୍ପଣ କର, ତବେେ ଆମ୍ଭେ ସମାନଙ୍କେ ନଗରସବୁ ବିନାଶ କରିବୁ।तब इस्त्राएलियों ने यहोवा से यह कहकर मन्नत मानी, कि यदि तू सचमुच उन लोगों को हमारे वश में कर दे, तो हम उनके नगरों को सत्यनाश कर देंगे।
3 ତହୁଁ ସଦାପ୍ରଭୁ ସମାନଙ୍କେ ପ୍ରାର୍ଥନା ଶୁଣିଲେ, ସେ କିଣାନୀଯମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ ଓ ସମାନଙ୍କେ ସମସ୍ତ ନଗର ବର୍ଜନୀଯ ରୂପେ ବିନାଶ ହେଲା। ତେଣୁ ସହେି ସ୍ଥାନର ନାମ ହର୍ମା ହେଲା।इस्त्राएल की यह बात सुनकर यहोवा ने कनानियों को उनके वश में कर दिया; सो उन्होंने उनके नगरों समेत उन को भी सत्यानाश किया; इस से उस स्थान का नाम होर्मा रखा गया॥
4 ତା'ପରେ ସମାନେେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହାରେ ପର୍ବତରୁ ଲୋହିତ ସାଗର ପଥ ଦଇେ ୟାତ୍ରା କଲେ। ପୁଣି ଦୀର୍ଘପଥ ୟୋଗୁଁ ସମାନେେ ର୍ଧୈୟ୍ଯହରା ହାଇଗେଲେ।फिर उन्होंने होर पहाड़ से कूच करके लाल समुद्र का मार्ग लिया, कि एदोम देश से बाहर बाहर घूमकर जाएं; और लोगों का मन मार्ग के कारण बहुत व्याकुल हो गया।
5 ତହିଁରେ ଲୋକମାନେ ପରମେଶ୍ବର ଓ ମାଶାଙ୍କେ ବିରୁଦ୍ଧ ରେ ଅଭିଯୋଗ କଲେ ଏବଂ କହିଲେ, କାହିଁକି ତୁମ୍ଭମାନେେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠା ରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭମାନେେ ଏହି ଅଖାଦ୍ୟକୁ ଘୃଣା କରୁ।सो वे परमेश्वर के विरुद्ध बात करने लगे, और मूसा से कहा, तुम लोग हम को मिस्र से जंगल में मरने के लिये क्यों ले आए हो? यहां न तो रोटी है, और न पानी, और हमारे प्राण इस निकम्मी रोटी से दुखित हैं।
6 ତେଣୁ ସଦାପ୍ରଭୁ ସମାନଙ୍କେ ମଧ୍ଯକୁ ବିଷଧର ସର୍ପ ପ୍ ରରଣେ କଲେ। ସହେି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇଶ୍ରାୟେଲର ଅନକେ ଲୋକ ମଲେ।सो यहोवा ने उन लोगों में तेज विष वाले सांप भेजे, जो उन को डसने लगे, और बहुत से इस्त्राएली मर गए।
7 ଏଥି ରେ ଲୋକମାନେ ମାଶାଙ୍କେ ନିକଟକୁ ଆସି ନିବଦନେ କଲେ, ଆମ୍ଭମାନେେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କରି ପାପ କରିଅଛୁଁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂ ରଇେ ନବେେ। ତେଣୁ ମାଶାେ ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।तब लोग मूसा के पास जा कर कहने लगे, हम ने पाप किया है, कि हम ने यहोवा के और तेरे विरुद्ध बातें की हैं; यहोवा से प्रार्थना कर, कि वह सांपों को हम से दूर करे। तब मूसा ने उनके लिये प्रार्थना की।
8 ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ବାରା ଦଂଶିତ ହାଇେଥିବା ଲୋକମାନେ ମୃତ୍ଯୁବରଣ କରିବେ ନାହିଁ। ଯଦି ସମାନେେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।यहोवा ने मूसा से कहा एक तेज विष वाले सांप की प्रतिमा बनवाकर खम्भे पर लटका; तब जो सांप से डसा हुआ उसको देख ले वह जीवित बचेगा।
9 ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ଯକ୍ତି ସହେି ଖମ୍ବସ୍ଥିତ ପିତ୍ତଳ ସର୍ପପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ।सो मूसा ने पीतल को एक सांप बनवाकर खम्भे पर लटकाया; तब सांप के डसे हुओं में से जिस जिसने उस पीतल के सांप को देखा वह जीवित बच गया।
10 ଅନନ୍ତର ଇଶ୍ରାୟେଲର ଲୋକମାନେ ୟାତ୍ରାକରି ଓବୋତ ରେ ଛାଉଣୀ ସ୍ଥାପନ କଲେ।फिर इस्त्राएलियों ने कूच करके ओबोत में डेरे डाले।
11 ତାହାପରେ ଓବୋତରୁ ୟାତ୍ରା କରି ପୂର୍ବ ଦିଗ ରେ ମାୟୋବର ପୂର୍ବଦିଗସ୍ଥିତ ମରୁଭୂମିରେ ଇଯୀ ଅବାରୀମ ରେ ଛାଉଣୀ ସ୍ଥାପନ କଲେ।और ओबोत से कूच करके अबारीम नाम डीहों में डेरे डाले, जो पूरब की ओर मोआब के साम्हने के जंगल में है।
12 ପୁଣି ସମାନେେ ସଠାରୁେ ୟାତ୍ରା କରି ସରେଦ୍ ଉପତ୍ୟକା ରେ ଛାଉଣୀ ସ୍ଥାପନ କଲେ।वंहा से कूच करके उन्होंने जेरेद नाम नाले में डेरे डाले।
13 ସଠାରୁେ ସମାନେେ ୟାତ୍ରକରି ଇମାରେୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣୋନ ନଦୀର ଅନ୍ୟ ପାଶର୍ବ ମରୁଭୂମିରେ ଛାଉଣୀ ସ୍ଥାପନ କଲେ। କାରଣ ମାୟୋବର ଓ ଇ ମାରେୀଯମାନଙ୍କର ମଧ୍ଯବର୍ତ୍ତୀ ଅର୍ଣୋନ୍ ମାୟୋବର ସୀମା ଥିଲା।वहां से कूच करके उन्होंने अर्नोन नदी, जो जंगल में बहती और एमोरियों के देश से निकलती है, उसकी परली ओर डेरे खड़े किए; क्योंकि अर्नोन मोआबियों और एमोरियों के बीच हो कर मोआब देश का सिवाना ठहरा है।
14 ଏଥି ନିମନ୍ତେ ସଦାପ୍ରଭୁଙ୍କ ୟୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା:इस कारण यहोवा के संग्राम नाम पुस्तक में इस प्रकार लिखा है, कि सूपा में बाहेब, और अर्नोन के नाले,
15 ଘାଟିର ଗଡାଣିଗୁଡିକ ଯେଉଁଗୁଡିକ ଆରର ନିବାସ ଆଡେ ୟାଇଥିଲା ଏବଂ ସଗେୁଡିକ ମାୟୋବର ସୀମା ରେ ଅବସ୍ଥିତ ଥିଲା।और उन नालों की ढलान जो आर नाम नगर की ओर है, और जो मोआब के सिवाने पर है।
16 ସଠାରୁେ ସମାନେେ ବରେ ନାମକ ସ୍ଥାନକୁ ଆସିଲେ। ସହେି କୂପ ବିଷଯ ରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଏହି ସ୍ଥାନ ରେ ଲୋକମାନଙ୍କୁ ଏକତ୍ର କର। ମୁଁ ସମାନଙ୍କେୁ ଜଳ ଦବେି।फिर वहां से कूच करके वे बैर तक गए; वहां वही कूआं है जिसके विषय में यहोवा ने मूसा से कहा था, कि उन लोगों को इकट्ठा कर, और मैं उन्हे पानी दूंगा॥
17 ସହେି ସମୟରେ ଇଶ୍ରାୟେଲ ଏହି ଗୀତ ଗାଇଲେ:उस समय इस्त्राएल ने यह गीत गया, कि हे कूएं, उबल आ, उस कूएं के विषय में गाओ!
18 ରାଜାମାନେ ଓ ଅଧିପତିମାନେ ସହେି କୂପ ଖୋଳିଛନ୍ତି। କୁଳୀନମାନେ ଓ ରାଜାମାନେ ସମାନଙ୍କେର ଆଶାବାଡି ରେ ଓ ରାଜଦଣ୍ତ ରେ ତାହା ଖାେଳିଛନ୍ତି।जिस को हाकिमों ने खोदा, और इस्त्राएल के रईसों ने अपने सोंटों और लाठियों से खोद लिया॥
19 ଲୋକମାନେ ମତ୍ତାନରୁ ନହଲୀଯଲକେୁ ଓ ନହଲୀଯଲଠାରୁେ ବାମାେତକୁ ୟାତ୍ରା କଲେ।फिर वे जंगल से मत्ताना को, और मत्ताना से नहलीएल को, और नहलीएल से बामोत को,
20 ବାମାେତରୁ ମାୟୋବ କ୍ଷେତ୍ରସ୍ଥିତ ଉପତ୍ୟକା ଦଇେ ପିସ୍ଗା ପର୍ବତର ଶୃଗଂକୁ ୟାତ୍ରା କଲେ। ତାହା ମରୁଭୂମି ଆଡକୁ ଥିଲା।और बामोत से कूच करके उस तराई तक जो मोआब के मैदान में है, और पिसगा के उस सिक्के तक भी जो यशीमोन की ओर झुका है पहुंच गए॥
21 ଅନନ୍ତର ଇଶ୍ରାୟେଲ ଇମାରେୀୟମାନଙ୍କ ରାଜା ସୀହାନେ ନିକଟକୁ କେତକେ ଦୂତଙ୍କ ପଠାଇଲେ, ସମାନେେ ରାଜାଙ୍କୁ କହିଲେ,तब इस्त्राएल ने एमोरियों के राजा सीहोन के पास दूतों से यह कहला भेजा,
22 ଦୟାକରି ତୁମ୍ଭ ରାଜ୍ଯ ଦଇେ ଆମ୍ଭମାନଙ୍କୁ ୟିବାକୁ ଦିଅ। ଆମ୍ଭମାନେେ ତୁମ୍ଭ ଶସ୍ଯକ୍ଷେତ୍ର କିମ୍ବା ଦ୍ରାକ୍ଷାଲତାକୁ ପ୍ରବେଶ କରିବୁ ନାହିଁ। ଆମ୍ଭମାନେେ ତୁମ୍ଭ କୂପରୁ ଜଳପାନ କରିବୁ ନାହିଁ। ଆମ୍ଭମାନେେ ତୁମ୍ଭ ଦେଶସୀମା ପାର ହବୋ ପର୍ୟ୍ଯନ୍ତ କବଳେ ରୀଜପଥ ଦଇେ ଗମନ କରିବୁ।कि हमें अपने देश में हो कर जाने दे; हम मुड़कर किसी खेत वा दाख की बारी में तो न जाएंगे; न किसी कूएं का पानी पीएंगे; और जब तक तेरे देश से बाहर न हो जाएं तब तक सड़क ही से चले जाएंगे।
23 ମାତ୍ର ସୀହାନରେ ରାଜା ଆପଣା ଦେଶ ମଧ୍ଯ ଦଇେ ଇଶ୍ରାୟେଲକୁ ୟାତ୍ରା କରିବାକୁ ଦେଲେ ନାହିଁ। ସେ ଆପଣାର ସମସ୍ତ ଲୋକଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ବାହାରିଲେ। ୟହସଠା ରେ ପହଞ୍ଚି ସେ ଇଶ୍ରାୟେଲର ବିରୁଦ୍ଧ ରେ ୟୁଦ୍ଧ କଲେ।तौभी सीहोन ने इस्त्राएल को अपने देश से हो कर जाने न दिया; वरन अपनी सारी सेना को इकट्ठा करके इस्त्राएल का साम्हना करने को जंगल में निकल आया, और यहस को आकर उन से लड़ा।
24 ମାତ୍ର ଇଶ୍ରାୟେଲର ଲୋକମାନେ ରାଜାଙ୍କୁ ହତ୍ଯା କଲେ। ତା'ପରେ ସମାନେେ ଅର୍ଣୋନଠାରୁ ୟଦ୍ଦୋକ ପର୍ୟ୍ଯନ୍ତ ଅର୍ଥାତ୍ ଅେମ୍ମାନୀୟମାନଙ୍କର ସୀମା ପର୍ୟ୍ଯନ୍ତ ଅଗ୍ରସର ହେଲେ। ସମାନେେ ସମାନଙ୍କେର ଦେଶ ଅଧିକାର କଲେ କିନ୍ତୁ ଆଗକୁ ୟାଇ ପାରିଲେ ନାହିଁ। କାରଣ ଅେମ୍ମାନୀୟମାନେ ଶକ୍ତିଶାଳି ଥିଲେ।तब इस्त्राएलियों ने उसको तलवार से मार लिया, और अर्नोन से यब्बोक नदी तक, जो अम्मोनियों का सिवाना था, उसके देश के अधिकारी हो गए; अम्मोनियों का सिवाना तो दृढ़ था।
25 ଏହିରୂପେ ଇଶ୍ରାୟେଲ ସେ ସମସ୍ତ ନଗର ଦଖଲ କଲେ। ଇଶ୍ରାୟେଲ ଇମାରେୀୟମାନଙ୍କ ସମସ୍ତ ନଗର ରେ ଅର୍ଥାତ୍ ହିଷବୋନ ରେ ଓ ତହିଁର ସମସ୍ତ ନଗର ରେ ବାସକଲେ।सो इस्त्राएल ने एमोरियों के सब नगरों को ले लिया, और उन में, अर्थात हेशबोन और उसके आस पास के नगरों में रहने लगे।
26 କାରଣ ହିଷ୍ ବୋନ ଇ ମାରେୀଯମାନଙ୍କ ରାଜା ସୀହାନଙ୍କେ ରାଜକୀଯ ନଗର ଥିଲା। ସେ ମାଯାେବର ପୂର୍ବ ରାଜା ବିପକ୍ଷ ରେ ୟୁଦ୍ଧ କଲେ ଏବଂ ଅର୍ଣୋନ୍ ପର୍ୟ୍ଯନ୍ତ ଦେଶ ଅଧିକାର କଲେ।हेशबोन एमोरियों के राजा सीहोन का नगर था; उसने मोआब के अगले राजा से लड़ के उसका सारा देश अर्नोन तक उसके हाथ से छीन लिया था।
27 ଏଥି ନିମନ୍ତେ କବିମାନେ କହନ୍ତି,इस कारण गूढ़ बात के कहने वाले कहते हैं, कि हेशबोन में आओ, सीहोन का नगर बसे, और दृढ़ किया जाए।
28 ହିଷ୍ ବୋନଠାରୁ ଅଗ୍ନି ନିର୍ଗତ ହାଇେଅଛି। ଏକ ଶିଖା ସୀହାନେ ନଗରକୁ ବାହାରିଲା। ସହେି ଅଗ୍ନି ମାୟୋବର ଆର ନଗରକୁ ଧ୍ବଂସ କଲା ଏବଂ ଅର୍ଣୋନର ପର୍ବତଗୁଡିକୁ ଧ୍ବଂସ କଲା।क्योंकि हेशबोन से आग, अर्थात सीहोन के नगर से लौ निकली; जिस से मोआब देश का आर नगर, और अर्नोन के ऊंचे स्थानों के स्वामी भस्म हुए।
29 ହେ ମାୟୋବ ତୁମ୍ଭେ ଦୁଃଖିତ ଅଟ। ତୁମ୍ଭେ କମାେଶର ଲୋକମାନଙ୍କୁ ହରାଇଛ। ତା'ର ପୁତ୍ରଗଣ ପଳାଯନ କରିଛନ୍ତି, ତା'ର କନ୍ଯାମାନେ ଇ ମାରେୀଯ ଶାସକ କର୍ତ୍ତା ରାଜା ସୀହାନେ ହସ୍ତ ରେ ବନ୍ଦୀ ହାଇେଛନ୍ତି।हे मोआब, तुझ पर हाय! कमोश देवता की प्रजा नाश हुई, उसने अपने बेटों को भगेडू, और अपनी बेटियों को एमोरी राजा सीहोन की दासी कर दिया।
30 ସମାନଙ୍କେର ଭବିଷ୍ଯତ୍ ବଂଶଧରଗଣ ହିଷ୍ ବୋନଠାରୁ ଦୀବୋନ ପର୍ୟ୍ଯନ୍ତ ଧ୍ବଂସ ହାଇେଛନ୍ତି। ଆମ୍ଭମାନେେ ସମାନଙ୍କେୁ ଶର ନିକ୍ଷପେ କରିଅଛୁ। ହିଷବୋନ୍ ଦୀବୋନ୍ ପର୍ୟ୍ଯନ୍ତ ହେଲା। ଆମ୍ଭମାନେେ ନୋଫହ ପର୍ୟ୍ଯନ୍ତ ଧ୍ବଂସ କଲୁ, ଯାହା ମଦବୋ ନିକଟରେ ଅଛି।हम ने उन्हें गिरा दिया है, हेशबोन दीबोन तक नष्ट हो गया है, और हम ने नोपह और मेदबा तक भी उजाड़ दिया है॥
31 ଏହିରୂପେ ଇଶ୍ରାୟେଲ ଇ ମାରେୀଯମାନଙ୍କ ଦେଶ ରେ ବାସ କଲେ।सो इस्त्राएल एमोरियों के देश में रहने लगा।
32 ମାଶାେ ୟା ସରେ ଅନୁସନ୍ଧାନ କରିବାପାଇଁ ତାଙ୍କର ଲୋକ ପଠାଇଲେ ଏବଂ ତାଙ୍କର ଲୋକମାନେ ତହିଁର ସମସ୍ତ େଛାଟ ନଗରଗୁଡିକୁ ଅକ୍ତିଆର କଲେ ଓ ସଠାେରେ ବାସ କରୁଥିବା ଇ ମାରେୀଯମାନଙ୍କୁ ତଡି ଦେଲେ।तब मूसा ने याजेर नगर का भेद लेने को भेजा; और उन्होंने उसके गांवों को लिया, और वहां के एमोरियों को उस देश से निकाल दिया।
33 ତହୁଁ ସମାନେେ ବାଶନ ଆଡକୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସମାନଙ୍କେ ସହିତ ଇଦ୍ରିଯୀଠା ରେ ୟୁଦ୍ଧ କଲେ।तब वे मुड़के बाशान के मार्ग से जाने लगे; और बाशान के राजा ओग न उनका साम्हना किया, अर्थात लड़ने को अपनी सारी सेना समेत एद्रेई में निकल आया।
34 ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ରାଜାକୁ ଭୟ କରନାହିଁ, କାରଣ ମୁଁ ତାହାକୁ, ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତ ରେ ସର୍ମପଣ କରିବି। ତୁମ୍ଭେ ହିଷବୋନବାସୀ ଇ ମାରେୀଯ ରାଜା ସୀହାନେ ପ୍ରତି ଯେପରି କରିଥିଲ, ତାହା ପ୍ରତି ସହେିପରି କରିବ।तब यहोवा ने मूसा से कहा, उससे मत डर; क्योंकि मैं उसको सारी सेना और देश समेत तेरे हाथ में कर देता हूं; और जैसा तू ने एमोरियों के राजा हेशबोनवासी सीहोन के साथ किया है, वैसा ही उसके साथ भी करना।
35 ଏଣୁ କହେି ଅବଶିଷ୍ଟ ନ ରହିବା ପର୍ୟ୍ଯନ୍ତ ସମାନେେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆକ୍ରମଣ କଲେ ଏବଂ ସମାନେେ ତାହାର ରାଜ୍ଯ ଅଧିକାର କଲେ।तब उन्होंने उसको, और उसके पुत्रों और सारी प्रजा को यहां तक मारा कि उसका कोई भी न बचा; और वे उसके देश के अधिकारी को गए।
Hindi Bible