Bible

Mark 16 - ORIYA (Hindi)

1 ବିଶ୍ରାମ ଦିବସର ପରଦିନ ମଗ୍ଦଲୀନୀ ମରିୟମ, ଯାକୁବଙ୍କ ମାଆ ମରିୟମ ଓ ଶ ଲୋମୀ ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତଲେ ଆଣିଲେ।जब सब्त का दिन बीत गया, तो मरियम मगदलीनी और याकूब की माता मरियम और शलोमी ने सुगन्धित वस्तुएं मोल लीं, कि आकर उस पर मलें।

2 ସପ୍ତାହର ସହେି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ େଯ୍ଯାଦୟ ପରେ ପରେ ସମାନେେ କବର ପାଖକୁ ଗଲେ।और सप्ताह के पहिले दिन बड़ी भोर, जब सूरज निकला ही था, वे कब्र पर आईं।

3 ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ବାରା ବନ୍ଦ କରି ଦିଆ ହାଇେଛି। ପଥରଟିକୁ ଆମ୍ଭ ପାଇଁ କିଏ ସଠାରୁେ ଗଡଇେ ଦବେ?और आपस में कहती थीं, कि हमारे लिये कब्र के द्वार पर से पत्थर कौन लुढ़ाएगा?

4 ତା'ପରେ ସମାନେେ ସେ ଆଡକୁ ଚାହିଁଲେ। ସମାନେେ ଦେଖିଲେ ଯେ ସହେି ବଡ ପଥରଟି ସଠାରୁେ ଘୁଞ୍ଚା ଯାଇଛି।जब उन्होंने आंख उठाई, तो देखा कि पत्थर लुढ़का हुआ है! क्योंकि वह बहुत ही बड़ा था।

5 ସମାନେେ କବର ଭିତରକୁ ଗଲେ। ସଠାେରେ ସମାନେେ ଧଳା ପୋଷାକ ପିନ୍ଧିଥିବା ଜଣେ ୟୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲା। ସମାନେେ ଡରିଗଲେ।और कब्र के भीतर जाकर, उन्होंने एक जवान को श्वेत वस्त्र पहिने हुए दाहिनी ओर बैठे देखा, और बहुत चकित हुईं।

6 କିନ୍ତୁ ୟୁବକ ଜଣକ କହିଲେ, ଭୟ କର ନାହିଁ। ତୁମ୍ଭମାନେେ କୃଶବିଦ୍ଧ ନାଜରିତର ଯୀଶୁଙ୍କୁ ଖାଜେୁଛ। ସେ ମୃତ୍ଯୁରୁ ପୁନରୁତ୍ଥିତ ହାଇେଛନ୍ତି। ସେ ଏଠା ରେ ନାହାନ୍ତି। ଦେଖ, ସମାନେେ ତାହାଙ୍କୁ ଏହି ସ୍ଥାନ ରେ ରଖିଥିଲେ।उस ने उन से कहा, चकित मत हो, तुम यीशु नासरी को, जो क्रूस पर चढ़ाया गया था, ढूंढ़ती हो: वह जी उठा है; यहां नहीं है; देखो, यही वह स्थान है, जहां उन्होंने उसे रखा था।

7 ଏବେ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଏବଂ ପିତରଙ୍କୁ କୁହ ଯେ ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁ ଭଳି କହିଥିଲେ, ତୁମ୍ଭମାନେେ ତାହାଙ୍କୁ ସହେିଭଳି ସଠାେରେ ଦେଖିବ।परन्तु तुम जाओ, और उसके चेलों और पतरस से कहो, कि वह तुम से पहिले गलील को जाएगा; जैसा उस ने तुम से कहा था, तुम वहीं उसे देखोगे।

8 ସହେି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟ ରେ ଅଭିଭୁତ ହାଇେ ଯାଉଥିଲେ। ସମାନେେ କବରରୁ ବାହାରି ଦୌଡି ପଳାଇଲେ, କିନ୍ତୁ ଭୟଭୀତ ହାଇେ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ।और वे निकलकर कब्र से भाग गईं; क्योंकि कपकपी और घबराहट उन पर छा गई थीं और उन्होंने किसी से कुछ न कहा, क्योंकि डरती थीं॥

9 ସପ୍ତାହର ପ୍ରଥମ ଦିନର ବଡି ସକାଳୁ ଯୀଶୁ ମୃତ୍ଯୁରୁ ପୁନରୁତ୍ଥିତ ହେଲେ। ସର୍ବ ପ୍ରଥମେ ସେ ମଗ୍ଦଲୀନୀ ମରୀୟମଙ୍କ ନିକଟରେ ନିଜକୁ ଦଖାେ ଦେଲେ। ଅତୀତ ରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତଟି ଭୂତଙ୍କୁ ତଡି ଦଇେଥିଲେ।सप्ताह के पहिले दिन भोर होते ही वह जी उठ कर पहिले पहिल मरियम मगदलीनी को जिस में से उस ने सात दुष्टात्माएं निकाली थीं, दिखाई दिया।

10 ମରିୟମ ଯୀଶୁଙ୍କୁ ଦେଖି ସାରିବା ପରେ ତାହାଙ୍କ ଶିଷ୍ଯମାନଙ୍କ ପାଖକୁ ଯାଇ ଏ ବିଷୟ କହିଲେ। ସେତବେେଳକେୁ ଶିଷ୍ଯମାନେ ଶାେକରେ ବୁଡି ଯାଇଥିଲେ ଓ ବିଳାପ କରୁଥିଲେ।उस ने जाकर उसके साथियों को जो शोक में डूबे हुए थे और रो रहे थे, समाचार दिया।

11 ମରିୟମ ସମାନଙ୍କେୁ କହିଲେ ଯେ ଯୀଶୁ ଜୀବିତ ଅଛନ୍ତି ଏବଂ ସେ ନିଜେ ଯୀଶୁଙ୍କୁ ଦେଖିଛନ୍ତି। କିନ୍ତୁ ଶିଷ୍ଯମାନେ ସମାନଙ୍କେ କଥା ରେ ବିଶ୍ବାସ କଲେ ନାହିଁ।और उन्होंने यह सुनकर की वह जीवित है, और उस ने उसे देखा है प्रतीति न की॥

12 ଏହା ପରେ ଦୁଇଜଣ ଶିଷ୍ଯ ପଡିଆ ମଧିଅରେ ଯାଉଥିବା ସମୟରେ ଯୀଶୁ ସମାନଙ୍କେ ନିକଟରେ ଅନ୍ୟ ଏକ ରୂପରେ ଦଖାେ ଦେଲେ।इस के बाद वह दूसरे रूप में उन में से दो को जब वे गांव की ओर जा रहे थे, दिखाई दिया।

13 ଏହି ଶିଷ୍ଯ ଦୁଇଜଣ ଫରେିଆସି ଅନ୍ୟ ଶିଷ୍ଯମାନଙ୍କୁ ଏକଥା ଜଣାଇଲେ। ତଥାପି ଶିଷ୍ଯମାନେ ତାହାଙ୍କ କଥାକୁ ମଧ୍ଯ ବିଶ୍ବାସ କଲେ ନାହିଁ।उन्होंने भी जाकर औरों को समाचार दिया, परन्तु उन्होंने उन की भी प्रतीति न की॥

14 ପରେ ଯେତବେେଳେ ଏଗାର ଜଣ ପ୍ ରରେିତ ଖାଉଥିଲେ, ସତେିକି ବେଳେ ଯୀଶୁ ସମାନଙ୍କେୁ ଦଖାେ ଦେଲେ। ସେ ସମାନଙ୍କେୁ ସମାନଙ୍କେର ଅବିଶ୍ବାସ ଓ ମନର ଜଡତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥାନ ହାଇେଛନ୍ତି ବୋଲି ଦେଖିଥିଲେ ସମାନଙ୍କେୁ ଏହି ଶିଷ୍ଯମାନେ ବିଶ୍ବାସ କରି ନଥିଲେ।पीछे वह उन ग्यारहों को भी, जब वे भोजन करने बैठे थे दिखाई दिया, और उन के अविश्वास और मन की कठोरता पर उलाहना दिया, क्योंकि जिन्हों ने उसके जी उठने के बाद उसे देखा था, इन्होंने उन की प्रतीति न की थी।

15 ଯୀଶୁ ସମାନଙ୍କେୁ କହିଲେ, ପୃଥିବୀର ଚାରିଆଡକୁ ଯାଅ। ପ୍ରେତ୍ୟକକ ଲୋକକୁ ସୁସମାଚାର ଶୁଣାଅ।और उस ने उन से कहा, तुम सारे जगत में जाकर सारी सृष्टि के लोगों को सुसमाचार प्रचार करो।

16 ଯେଉଁ ଲୋକ ବିଶ୍ବାସ କରିବ ଓ ବାପ୍ତିଜିତ ହବେ, ସେ ଉଦ୍ଧାର ପାଇବ। କିନ୍ତୁ ଯେଉଁ ଲୋକ ଅବିଶ୍ବାସ କରିବ, ସେ ଦୋଷୀ ସାବ୍ଯସ୍ତ ହବେ।जो विश्वास करे और बपतिस्मा ले उसी का उद्धार होगा, परन्तु जो विश्वास न करेगा वह दोषी ठहराया जाएगा।

17 ଯେଉଁମାନେ ମାେତେ ବିଶ୍ବାସ କରିବେ, ସମାନେେ ତାର ପ୍ରମାଣ ସ୍ବରୂପ ଏହି ସବୁ କାମ କରିବାକୁ ସକ୍ଷମ ହବେେ: ସମାନେେ ଲୋକମାନଙ୍କଠାରୁ ମାେ ନାମ ରେ ଭୂତମାନଙ୍କୁ ବାହାର କରି ଦଇେ ପାରିବେ। କବେେ ହେଲେ ଶିଖି ନଥିବା ନୂଆନୂଆ ଅନକେ ଭାଷା ରେ କଥାବାର୍ତ୍ତା କରିବେ।और विश्वास करने वालों में ये चिन्ह होंगे कि वे मेरे नाम से दुष्टात्माओं को निकालेंगे।

18 ସମାନେେ ନିଜ ହାତ ରେ ସାପକୁ ଧରିବେ କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ସମାନେେ ବିଷ ମଧ୍ଯ ପିଇ ଦବେେ, କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହାଇଯେିବେ।नई नई भाषा बोलेंगे, सांपों को उठा लेंगे, और यदि वे नाशक वस्तु भी पी जांए तौभी उन की कुछ हानि न होगी, वे बीमारों पर हाथ रखेंगे, और वे चंगे हो जाएंगे।

19 ପ୍ରଭୁ ଯୀଶୁ ଏହିସବୁ କଥା ପ୍ ରରେିତମାନଙ୍କୁ କହିସାରିବା ପରେ ତାହାଙ୍କୁ ସ୍ବର୍ଗକୁ ନିଆଗଲା। ସେ ପରମେଶ୍ବରଙ୍କ ଡାହାଣ ପଟେ ବସିଲେ।निदान प्रभु यीशु उन से बातें करने के बाद स्वर्ग पर उठा लिया गया, और परमेश्वर की दाहिनी ओर बैठ गया।

20 ତା'ପରେ ପ୍ ରରେିତମାନେ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସମାନଙ୍କେୁ ସାହାୟ୍ଯ କଲେ। ପ୍ରଭୁ ପ୍ରମାଣିତ କରି ଦେଲେ ଯେ, ପ୍ ରରେିତମାନେ ଯେଉଁ ସୁସମାଚାର ପ୍ରଚାର କରୁଥିଲେ ତାହା ସତ୍ଯ। ପ୍ରଭୁ ସମାନଙ୍କେୁ ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରି ଦେଲେ।और उन्होंने निकलकर हर जगह प्रचार किया, और प्रभु उन के साथ काम करता रहा, और उन चिन्हों के द्वारा जो साथ साथ होते थे वचन को, दृढ़ करता रहा। आमीन॥

Hindi Bible