Bible

Psalm 21 - ORIYA (Gujarati)

1 ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ। ତୁମ୍ଭେ ଯେତବେେଳେ ତା'କୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ।હે યહોવા, તમારી શકિતથી રાજા ખૂબ આનંદ પામે છે. તમારા તારણથી તેને એટલો બધો ગર્વ અને આનંદ થાય છે.

2 ତୁମ୍ଭେ ସହେି ରାଜାକୁ ୟାହା ସେ ଚା ହେଁ ପ୍ରଦାନ କର। ହେ ସଦାପ୍ରଭୁ ସହେି ରାଜା ତୁମ୍ଭ ନିକଟରୁ କିଛି ଚାହିଁଥିଲା ଓ ତୁମ୍ଭେ ତା'ର ସକଳ ଇଚ୍ଛା ପୂରଣ କଲ।કારણ કે તમે તેને તેનાં હૃદયની ઇચ્છા પ્રમાણે આપ્યું છે. તેના હોઠે કરેલી અરજીને તમે કદી નકારી નથી.

3 ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ। ତୁମ୍ଭେ ତା'ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦଇେଛ।કારણ કે તમે તેને સફળતાં અને સમૃદ્ધિ આપી રાજ્યાસન પર બેસાડ્યો છે. અને પ્રેમથી તમે તેના માથે શુદ્ધ સોનાનો મુગટ પહેરાવ્યો છે.

4 ହେ ପରମେଶ୍ବର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ। ତୁମ୍ଭେ ତାକୁ ଅନନ୍ତ ଜୀବନଦାନ କରିଛ, ୟାହା ଅନନ୍ତକାଳସ୍ଥାଯୀ।હે યહોવા, રાજાએ તમારી પાસે જીવન માગ્યું અને તમે તેને સર્વકાળ રહે એવું દીર્ધાયુષ્ય આપ્યું.

5 ସହେି ରାଜାଙ୍କୁ ତୁମ୍ଭେ ବିଜଯ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ। ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ ?તમે તેને જે વિજય અપાવ્યો તેનાથી તેની કિતિર્માં ઘણો વધારો થયો. તમે તેને કૃપાના અને ગૌરવના વસ્રોથી શણગાર્યો છે.

6 ହେ ପରମେଶ୍ବର, ତୁମ୍ଭେ ପ୍ରକୃତରେ ସହେି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ। ଯେତବେେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା'ର ଆନନ୍ଦ ଆହୁରି ବଢ଼ିୟାଏ।કારણ કે તમે તેને હંમેશા આશીર્વાદ આપો છો. અને તમે તેને તમારી સમક્ષ રહેવાનો આનંદ આપો છો.

7 ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ। ସର୍ବୋପରିସ୍ଥ ପରମେଶ୍ବରଙ୍କ ସ୍ନହପେୂର୍ଣ୍ଣ କରୁଣା କବେେ ହେଲେ ତା'କୁ ପଡ଼ିବା ପାଇଁ ଦବେେ ନାହିଁ।કારણ રાજા યહોવાનો ભરોસો કરે છે. અને તેને કદીય પરાત્પર દેવની કૃપાથી વંચિત કરવામાં નહિ આવે.

8 ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।તમે તમારા તમામ શત્રુઓને પકડી લેશો અને તમારો જમણો હાથ શોધી કાઢશે કે કોણ તમને ધિક્કારે છે.

9 ତୁମ୍ଭେ ଆପଣା ରାଜାଙ୍କୁ ଏକ ଜଳନ୍ତ ଚୁଲ୍ଲୀ ତୁଲ୍ଯ କରିବ, ଯେତବେେଳେ ତୁମ୍ଭେ ତାଙ୍କୁ ସାହାୟ୍ଯ କରିବା ପାଇଁ ଆସ, ଏବଂ ତାଙ୍କ କୋର୍ଧରେ ସେ ସମ୍ପୂର୍ଣ୍ଣ ଭାବରେ ସମାନଙ୍କେୁ ଧ୍ବଂସ କରିବେ।જયારે તમે પ્રગટ થશો ત્યારે તેઓ તમારી પવિત્ર ઉપસ્થિતિના દિવ્ય અગ્નિમાં નાશ પામશે. યહોવા પોતાના કોપથી તેઓને ગળી જશે અને તેમનો કોપાજ્ઞિ તેમને બાળીને રાખ કરી દેશે.

10 ଏ ପୃଥିବୀରୁ ସମାନଙ୍କେର ଫଳ ଓ ମନୁଷ୍ଯ ସନ୍ତାନଗଣ ମଧ୍ଯରୁ ସମାନଙ୍କେର ବଂଶ ଲୋପ କରିବ।યહોવા પૃથ્વી પરના તેઓના પરિવારોનો વિનાશ કરશે; માણસ જાતમાંથી તેમના વંશજો નાશ પામશે.

11 କାହିଁକି ? କାରଣ ସହେି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ। ହେ ସଦାପ୍ରଭୁ, ସମାନେେ ମନ୍ଦ କାର୍ୟ୍ଯ କରିବାକୁ ଯୋଜନା କରୁଥଲେ କିନ୍ତୁ ସମାନେେ ସହେି କାର୍ୟ୍ଯରେ ସଫଳ ହେଲେ ନାହିଁ।કારણ, હે યહોવા, આ માણસોએ તમારી વિરુદ્ધ કાવતરું કર્યું છે. છતાં તેઓને કદાપિ સફળતાં મળવાની નથી.

12 ହେ ସଦାପ୍ରଭୁ, ତୁମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ଦାସ କରିଛ। ସମାନଙ୍କେୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ। ତୁମ୍ଭେ ରଶିରେ ସମାନଙ୍କେର ବକେକୁ ଫାଶ କରି ବସାଇ ଦଇେଛ। ତୁମ୍ଭେ ସମାନଙ୍କେୁ ଦାସ କରି ରଖିବାକୁ ବାଧ୍ଯ କରିଛ।તમારી પણછથી તમે તેઓ પર જે નિશાન તાકયું છે. તે જ્યારે તેઓ જોશે, ત્યારે તેઓએ પાછા હઠી જવું પડશે.

13 ହେ ସଦାପ୍ରଭୁ ତୁମ୍ଭର ଶକ୍ତିର ବିଜଯ ଗୀତ ଚାରିଆଡ଼େ ଗୁଞ୍ଜରିତ ହେଉ। ଆମ୍ଭେ ସହେି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ଯ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଚାରିଆଡ଼େ ପ୍ରଚାର କରିବୁ।હે યહોવા, તમારા મહાન સાર્મથ્ય માટે અમે તમારી સ્તુતિ કરીએ છીએ; અને તમારા મહાન કમોર્ની ઉજવણી કરવા સ્તુતિગીતો બનાવી ગાઇશું.

Gujarati Bible