Full Screen தமிழ் ?
   🏠  Lyrics  Chords  Bible 

Exodus 12:7 in Tamil

Exodus 12:7 Bible Exodus Exodus 12

யாத்திராகமம் 12:7
அதின் இரத்தத்தில் கொஞ்சம் எடுத்து, தாங்கள் அதைப் புசிக்கும் வீட்டுவாசல் நிலைக்கால்கள் இரண்டிலும் நிலையின் மேற்சட்டத்திலும் தெளித்து,

Proverbs 1 in Tamil and English

1 ଏହି ହିତାପଦେେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇଶ୍ରାୟେଲର ରାଜା ଥିଲେ।
The proverbs of Solomon the son of David, king of Israel;

2 ଏହି ହିତାପଦେେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସମାନେେ ଜାଣିପାରିବେ କେଉଁ କାର୍ୟ୍ଯଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ଯମାନ ସାହାୟ୍ଯ କରିବ।
To know wisdom and instruction; to perceive the words of understanding;

3 ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହାଦ୍ବାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ଯାଯ ଶିକ୍ଷା କରିବେ।
To receive the instruction of wisdom, justice, and judgment, and equity;

4 ଏହି ଉପଦେଶଗୁଡ଼ିକ ସହେି ଲୋକମାନଙ୍କୁ ଶିକ୍ଷା ଦଇପୋରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଚାହାନ୍ତି। ଏହି ଉପଦେଶଗୁଡ଼ିକ ୟୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ଯବହାର କରିବାକୁ ହୁଏ ସମାନଙ୍କେୁ ଶିକ୍ଷା ଦିଏ।
To give subtilty to the simple, to the young man knowledge and discretion.

5 ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ଯଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସମାନେେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ।
A wise man will hear, and will increase learning; and a man of understanding shall attain unto wise counsels:

6 ଯେଉଁ ଲୋକମାନେ, ୟିଏକି ଏହି ହିତାପଦେେଶ ଶୁଣନ୍ତି, ଜ୍ଞାନୀ ଲୋକ କହି ୟାଇଥିବା କଥା ବୁଝିବା ରେ ସକ୍ଷମ ହବେେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ଯ ବୁଝିପାରିବେ। ସମାନେେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ।
To understand a proverb, and the interpretation; the words of the wise, and their dark sayings.

7 ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।
The fear of the Lord is the beginning of knowledge: but fools despise wisdom and instruction.

8 ହେ ମାରେ ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତବେେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ଯାଗ କର ନାହିଁ।
My son, hear the instruction of thy father, and forsake not the law of thy mother:

9 ତୁମ୍ଭର ପିତା ଓ ମାତା, ଯାହା କିଛି ଶିକ୍ଷା ଦିଅନ୍ତି, ସହେି ବାକ୍ଯଗୁଡ଼ିକ ତୁମ୍ଭର ପାଇଁ ଆଶୀର୍ବାଦ ଫୁଲମାଳ ପରି ଅଟେ ଏବଂ ତୁମ୍ଭର ଗଳା ପାଇଁ ହାର ଅଟେ।
For they shall be an ornament of grace unto thy head, and chains about thy neck.

10 ହେ ମାରେ ପୁତ୍ର, ପାପୀମାନେ ପାପକର୍ମ କରିବାକୁ ଭଲ ପାଆନ୍ତି ଏବଂ ସହେିପରି ଲୋକମାନେ ତୁମ୍ଭକୁ କୁକାର୍ୟ୍ଯ କରାଇବାକୁ ପ୍ରବର୍ତ୍ତାଇବେ। ସମାନଙ୍କେୁ ତୁମ୍ଭର ସମ୍ମତି ଦିଅ ନାହିଁ।
My son, if sinners entice thee, consent thou not.

11 ସହେି ଲୋକମାନେ ତୁମ୍ଭକୁ କହିପାରନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭମାନେେ ରକ୍ତପାଦ କରିବାକୁ ଚାହିଁ ବସୁ। ନିର୍ଦ୍ଦୋଶମାନଙ୍କୁ ବିନା କାରଣ ରେ ଧରିବାକୁ ଗୁପ୍ତ ରେ ଲୁଚି ରହୁ।
If they say, Come with us, let us lay wait for blood, let us lurk privily for the innocent without cause:

12 ଆମ୍ଭମାନେେ ସମାନଙ୍କେୁ ହତ୍ଯା କରିବା। ଆମ୍ଭମାନେେ ସମାନଙ୍କେୁ ମୃତ୍ଯୁର ସ୍ଥାନକୁ ପଠାଇବା। ଆମ୍ଭମାନେେ ସମାନଙ୍କେୁ ବିନାଶ କରି କବରକୁ ପଠାଇବା।
Let us swallow them up alive as the grave; and whole, as those that go down into the pit:

13 ଆମ୍ଭମାନେେ ତହିଁରୁ ସବୁପ୍ରକାର ବହୁମୂଲ୍ଯ ଧନ ପାଇବା। ଲୁଟିତ ଦ୍ରବ୍ଯ ରେ ଆମ୍ଭମାନଙ୍କର ଗୃହକୁ ପରିପୂର୍ଣ୍ଣ କରିବା।
We shall find all precious substance, we shall fill our houses with spoil:

14 ତେଣୁ ଆସ ଆମ୍ଭମାନଙ୍କ ସହିତ ଯୋଗ ଦିଅ, ଏବଂ ଆମ୍ଭେ ସମସ୍ତେ ଯାହା ପାଇବା ତାହା ବାଣ୍ଟ କରିବା।
Cast in thy lot among us; let us all have one purse:

15 ହେ ମାରେ ପୁତ୍ର, ଏପରି ଲୋକମାନଙ୍କୁ ଅନୁସରଣ କର ନାହିଁ। ଏପରି ପଥରେ ତୁମ୍ଭେ ପାଦ ଦିଅ ନାହିଁ।
My son, walk not thou in the way with them; refrain thy foot from their path:

16 ସହେି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥାନ୍ତି। ସମାନେେ ସର୍ବଦା ଲୋକମାନଙ୍କୁ ହତ୍ଯା କରିବାକୁ ଚାହାଁନ୍ତି।
For their feet run to evil, and make haste to shed blood.

17 ପକ୍ଷୀମାନଙ୍କୁ ଧରିବା ପାଇଁ ଲୋକମାନେ ଜାଲ ବିଛାଇ ଥାନ୍ତି। କିନ୍ତୁ କୌଣସି ପକ୍ଷୀ ଆଗ ରେ ଜାଲ ବିଛାଇବା ବ୍ଯର୍ଥ ଅଟେ।
Surely in vain the net is spread in the sight of any bird.

18 ତେଣୁ ଏହି ଲୋକମାନେ ଗୁପ୍ତ ରେ ଛକି ବସନ୍ତି ଅନ୍ୟମାନଙ୍କୁ ହତ୍ଯା କରିବା ପାଇଁ। କିନ୍ତୁ ବାସ୍ତବ ରେ ସମାନେେ ନିଜ ନିଜର ପ୍ରାଣକୁ ଧରିବା ପାଇଁ ଜାଲ ବିଛାଇଥାନ୍ତି।
And they lay wait for their own blood; they lurk privily for their own lives.

19 ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।
So are the ways of every one that is greedy of gain; which taketh away the life of the owners thereof.

20 ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପ ରେ ଉଚ୍ଚ ସ୍ବର ରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା'ର ସ୍ବର ଶୁଣାଏ।
Wisdom crieth without; she uttereth her voice in the streets:

21 ସେ ଲୋକମାନଙ୍କର ପ୍ରଧାନ ସ୍ଥାନ ରେ ଡ଼ାକଇ। ନଗର ଦ୍ବାରର ପ୍ରବେଶ ସ୍ଥାନ ରେ, ନଗର ମଧିଅରେ ଆପଣାର ବାକ୍ଯ ଉଚ୍ଚାରଣ କରି କ ହେ।
She crieth in the chief place of concourse, in the openings of the gates: in the city she uttereth her words, saying,

22 ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ?
How long, ye simple ones, will ye love simplicity? and the scorners delight in their scorning, and fools hate knowledge?

23 ମାରେ ବାକ୍ଯକୁ ସାବଧାନ ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ଯସବୁ ତୁମ୍ଭମାନଙ୍କୁ ଜଣାଇବି।
Turn you at my reproof: behold, I will pour out my spirit unto you, I will make known my words unto you.

24 କିନ୍ତୁ ତୁମ୍ଭମାନେେ ମାରେ ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାୟ୍ଯ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭମାନେେ ମାରେ ସାହାୟ୍ଯ ଗ୍ରହଣ କରିବାକୁ ମନାକଲ।
Because I have called, and ye refused; I have stretched out my hand, and no man regarded;

25 ତୁମ୍ଭମାନେେ ମାରେ ସମସ୍ତ ବାକ୍ଯକୁ ହଯେ ଜ୍ଞାନ କଲ। ମାରେ କୌଣସି ଅନୁୟୋଗକୁ ଚାହିଁଲ ନାହିଁ।
But ye have set at nought all my counsel, and would none of my reproof:

26 ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି।
I also will laugh at your calamity; I will mock when your fear cometh;

27 ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ବଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାଯୁ ପରି ତୁମ୍ଭକୁ ପୋଡି଼ ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହବେ।
When your fear cometh as desolation, and your destruction cometh as a whirlwind; when distress and anguish cometh upon you.

28 ଯେତବେେଳେ ଏହିସବୁ ଘଟିବ, ତୁମ୍ଭମାନେେ ମାରେ ସାହାୟ୍ଯ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାୟ୍ଯ କରିବି ନାହିଁ। ତୁମ୍ଭମାନେ ମାେତେ ଖାଜେିବ। କିନ୍ତୁ ତୁମ୍ଭମାନେେ ମାେତେ ପାଇବ ନାହିଁ।
Then shall they call upon me, but I will not answer; they shall seek me early, but they shall not find me:

29 ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବି ନାହିଁ, କାରଣ ତୁମ୍ଭମାନେେ ମାରେ ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭମାନେେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦବୋ ପାଇଁ ତୁମ୍ଭମାନେେ ନାସ୍ତି କଲ।
For that they hated knowledge, and did not choose the fear of the Lord:

30 ତୁମ୍ଭମାନେେ ତୁମ୍ଭର ନିଜ ଇଚ୍ଛା ରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ଯବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚଯ ଗ୍ରହଣ କରିବ।
They would none of my counsel: they despised all my reproof.

31 ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ।
Therefore shall they eat of the fruit of their own way, and be filled with their own devices.

32 କିନ୍ତୁ ୟିଏ କହେି ମାରେକଥା ଶୁଣିବ, ସେ ସୁରକ୍ଷା ରେ ପ୍ରବେଶ କରିବ। ତାହାର କବେେ ହେଲେ କୌଣସି ଦୁର୍ଭାଗ୍ଯ ନ ଥିବ।
For the turning away of the simple shall slay them, and the prosperity of fools shall destroy them.

33 ମାତ୍ର ଯେଉଁ ଲୋକ ମାରେ ବାକ୍ଯ ମାନି ଚଳେ। ସେ ନିରାପଦ ରେ ବାସ କରିବ, ତା'ର ଅମଙ୍ଗଳ ହବେ ନାହିଁ।
But whoso hearkeneth unto me shall dwell safely, and shall be quiet from fear of evil.


யாத்திராகமம் 12:7 in English

athin Iraththaththil Konjam Eduththu, Thaangal Athaip Pusikkum Veettuvaasal Nilaikkaalkal Iranntilum Nilaiyin Maersattaththilum Theliththu,


Tags அதின் இரத்தத்தில் கொஞ்சம் எடுத்து தாங்கள் அதைப் புசிக்கும் வீட்டுவாசல் நிலைக்கால்கள் இரண்டிலும் நிலையின் மேற்சட்டத்திலும் தெளித்து
Exodus 12:7 in Tamil Concordance Exodus 12:7 in Tamil Interlinear Exodus 12:7 in Tamil Image

Read Full Chapter : Exodus 12