Index
Full Screen ?
 
Numbers 5:8 in Telugu

எண்ணாகமம் 5:8 Telugu Bible Numbers Numbers 5

Numbers 5:8
ఆ అపరాధ నష్టమును తీసికొనుటకు ఆ మనుష్యునికి రక్తసంబంధి లేని యెడల యెహోవాకు చెల్లింపవలసిన అపరాధ నష్టమును యాజకుడు వాని నిమిత్తము ప్రాయశ్చిత్తము చేయుటకై అర్పించిన ప్రాయశ్చిత్తార్థమైన పొట్టేలును యాజకుని వగును.

Isaiah 19 in Tamil and English

1 ମିଶର ବିଷଯକ ଲୋକ ବାର୍ତ୍ତା : ଦେଖ ! ସଦାପ୍ରଭୁ ଦ୍ରୁତଗାମୀ ମେଘ ରେ ଆସୁଛନ୍ତି। ସେ ମିଶର ରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟ ରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ୟିବ।
The burden of Egypt. Behold, the Lord rideth upon a swift cloud, and shall come into Egypt: and the idols of Egypt shall be moved at his presence, and the heart of Egypt shall melt in the midst of it.

2 ପରମେଶ୍ବର କୁହନ୍ତି, ମିଶରୀଯମାନେ ଆପଣା ଆପଣା ବିରୁଦ୍ଧ ରେ ୟୁଦ୍ଧ କରିବେ, ମୁଁ ତା'ର କାରଣ ହବେି। ଲୋକେ ସମାନଙ୍କେ ଭାଇ ବିପକ୍ଷ ରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧିଅରେ ୟୁଦ୍ଧ ହବେ। ନଗର ନଗର ମଧିଅରେ ଓ ରାଜ୍ଯ ରାଜ୍ଯ ମଧିଅରେ ଲଢ଼ିବେ।
And I will set the Egyptians against the Egyptians: and they shall fight every one against his brother, and every one against his neighbour; city against city, and kingdom against kingdom.

3 ମିଶରୀଯମାନେ ବିଭ୍ରାନ୍ତ ହବେେ। ସମାନେେ କ'ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଚାରିବେ। ଆଉ ମଧ୍ଯ ସମାନେେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନବେେ। ମାତ୍ର ସମାନଙ୍କେର ଉପଦେଶ ଅର୍ଥହୀନ ହବେ।'
And the spirit of Egypt shall fail in the midst thereof; and I will destroy the counsel thereof: and they shall seek to the idols, and to the charmers, and to them that have familiar spirits, and to the wizards.

4 ମାରେପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ମୁଁ ମିଶରୀଯମାନଙ୍କୁ ଏକ ନିର୍ଦ୍ଦଯ ପ୍ରଭୁ ହସ୍ତ ରେ ସମର୍ପଣ କରିବି ଓ ଏକ ଦୂରନ୍ତ ରାଜା ସମାନଙ୍କେୁ ଶାସନ କରିବେ।
And the Egyptians will I give over into the hand of a cruel lord; and a fierce king shall rule over them, saith the Lord, the Lord of hosts.

5 ନୀଳନଦୀ ଶୁଷ୍କ ହବେ ଏବଂ ନଦୀଗୁଡ଼ିକ ଜଳଶୂନ୍ଯ ହବେ।
And the waters shall fail from the sea, and the river shall be wasted and dried up.

6 ସମସ୍ତ ନଦୀ ଦୁର୍ଗନ୍ଧ ହବେ। ମିଶରର ସମସ୍ତ ନାଳ ଶୁଷ୍କ ହାଇେ ଜଳଶୂନ୍ଯ ହବେ। ସମସ୍ତ ଜଳଜ ଉଦ୍ଭିଦ ଶୁଖି ମରିଯିବେ।
And they shall turn the rivers far away; and the brooks of defence shall be emptied and dried up: the reeds and flags shall wither.

7 ନଦୀ ତୀରବର୍ତ୍ତୀ ଉଦ୍ଭିଦ ସବୁ ମରିଯିବେ ଓ ପବନ ରେ ଉଡ଼ି ଯିବେ। ଏପରିକି ନୀଳନଦୀ କୂଳ ରେ ଜନ୍ମିଥିବା ଗଛଗୁଡ଼ିକ ମରିଯିବେ।
The paper reeds by the brooks, by the mouth of the brooks, and every thing sown by the brooks, shall wither, be driven away, and be no more.

8 ଯେଉଁ କବୈର୍ତ୍ତମାନେ ବନଶୀ ସାହାୟ୍ଯ ରେ ନୀଳନଦୀରୁ ମାଛ ଧରୁଥିଲେ, ସମାନେେ ଦୁଃଖିତ ହବେେ ଓ କାନ୍ଦିବା ଆରମ୍ଭ କରିବେ। ଯେଉଁମାନେ ବନିଶୀ ପକାଇ ନୀଳନଦୀରୁ ମାଛ ଧରୁଥିଲେ, ବିଳାପ କରିବେ। ଯେଉଁମାନେ ପାଣି ରେ ଜାଲ ପକାଉଥିଲେ ହତାଶ ହବେ। ସମାନଙ୍କେର ଜୀବିକା ପାଇଁ ନୀଳନଦୀ ଉପ ରେ ନିର୍ଭର କରୁଥିଲେ। କିନ୍ତୁ ସେ ଶୁଖିୟିବ।
The fishers also shall mourn, and all they that cast angle into the brooks shall lament, and they that spread nets upon the waters shall languish.

9 ଯେଉଁ ଲୋକମାନେ ଲୁଗା ବୁଣୁଥିଲେ ସମାନେେ ଅତ୍ଯନ୍ତ ଦୁଃଖିତ ହବେ। କାରଣ ସମାନେେ ଯେଉଁ ଛଣପଟ ଶୁକ୍ଲବସ୍ତ୍ର ପାଇଁ ଦରକାର କରନ୍ତି, ନଦୀ ଶୁଖି ୟିବାରୁ ତାହା ଆଉ ଜନ୍ମିବ ନାହିଁ।
Moreover they that work in fine flax, and they that weave networks, shall be confounded.

10 ଭଗ୍ନ ବୁଣାଳୀମାନେ ଏବଂ ଯେଉଁମାନେ ସବୁ ମଜୁରୀ ପାଇଁ କାମ କରୁଥିଲେ ଦୁଃଖୀ ହବେ।
And they shall be broken in the purposes thereof, all that make sluices and ponds for fish.

11 ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। ଫାରୋର ଜ୍ଞାନୀ ଉପଦେଷ୍ଟାଗଣ କୁପରାମର୍ଶ ଦିଅନ୍ତି। ସହେି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ବାନ ମନେ କରନ୍ତି। ସମାନେେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତ ରେ ସମାନେେ ଜ୍ଞାନୀ ନୁହଁନ୍ତି।'
Surely the princes of Zoan are fools, the counsel of the wise counsellers of Pharaoh is become brutish: how say ye unto Pharaoh, I am the son of the wise, the son of ancient kings?

12 ହେ ମିଶର, ତୁମ୍ଭର ଜ୍ଞାନୀ ବ୍ଯକ୍ତିଗଣ କେଉଁଠା ରେ ? ସହେି ଜ୍ଞାନୀ ବ୍ଯକ୍ତିଗଣଙ୍କୁ ଜଣାନ୍ତୁ ସର୍ବଶକ୍ତିମାନ ସଦାପ୍ରଭୁ ମିଶର ବିଷଯ ରେ କି ମନ୍ତ୍ରଣା କରିଛନ୍ତି। ସମାନଙ୍କେୁ କ'ଣ ଘଟିବ କୁହନ୍ତୁ।
Where are they? where are thy wise men? and let them tell thee now, and let them know what the Lord of hosts hath purposed upon Egypt.

13 ସିୟୋନର ଅଧିପତିମାନେ ନିର୍ବୋଧ ହାଇେ ଅଛନ୍ତି। ନୋଫର ଅଧିପତିମାନେ ଭ୍ରାନ୍ତ ଧାରଣା କରିଛନ୍ତି। ତେଣୁ ସହେି ଅଧିପତିଗଣ ମିଶରକୁ ବିପଥଗାମୀ କରାଇଛନ୍ତି।
The princes of Zoan are become fools, the princes of Noph are deceived; they have also seduced Egypt, even they that are the stay of the tribes thereof.

14 ସଦାପ୍ରଭୁ ମିଶରୀଯମାନଙ୍କୁ ବିଭ୍ରାନ୍ତ କରାଇଛନ୍ତି। ସମାନେେ ନିଜେ ବାଉଳା ହାଇେଛନ୍ତି ଓ ମିଶରକୁ କୁପଥରେ ନଇେଛନ୍ତି। ସହେି ପ୍ରାଚୀନଗଣ ଯାହା ସବୁ କରିଛନ୍ତି ସେ ସମସ୍ତ କୁକର୍ମ। ମାତାଲ ନିଜ ବାନ୍ତି ରେ ଟଳଟଳ ହେଲାପରି ସମାନେେ ମିଶରକୁ ପ୍ରେତ୍ୟକକ କାର୍ୟ୍ଯ ରେ ବିପଥଗାମୀ କରିଛନ୍ତି।
The Lord hath mingled a perverse spirit in the midst thereof: and they have caused Egypt to err in every work thereof, as a drunken man staggereth in his vomit.

15 ଅଧିପତିମାନେ ମିଶର ପାଇଁ କିଛି କରିପାରିବେ ନାହିଁ। ସମାନେେ, ମସ୍ତକ କି ଲାଙ୍ଗୁଳ, ତଳବାହୁଙ୍ଗା କି ଜଳଜ ତୃଣ ଯାହା କରିପା ରେ ସମାନେେ ତାହା କରିପାରିବେ ନାହିଁ।'
Neither shall there be any work for Egypt, which the head or tail, branch or rush, may do.

16 ସଦେିନ ମିଶରୀଯଗଣ ସ୍ତ୍ରୀ ସଦୃଶ ହବେେ। ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତବେେଳେ ସଦାପ୍ରଭୁ ଦଣ୍ଡ ଦବୋପାଇଁ ହସ୍ତ ଉତ୍ତୋଳନ କରିବେ, ସେତବେେଳେ ସମାନେେ ଭୟଭୀତ ହବେେ।
In that day shall Egypt be like unto women: and it shall be afraid and fear because of the shaking of the hand of the Lord of hosts, which he shaketh over it.

17 ମିଶର ପ୍ରତି ଯିହୁଦା ତ୍ରାସଜନକ ହବେ। ମିଶରର ଯେ କୌଣସି ବ୍ଯକ୍ତି ଯିହୁଦାର ନାମ ଶୁଣିବ ଭୟ ରେ ଥରିବ। ଏସବୁ ଘଟିବାର କାରଣ ହେଉଛି ସର୍ବଶକ୍ତିମାନ ସଦାପ୍ରଭୁ ମିଶର ରେ ଭୟଙ୍କର ଜିନିଷ ଘଟିବ ବୋଲି ମନ୍ତ୍ରଣା କରିଛନ୍ତି।
And the land of Judah shall be a terror unto Egypt, every one that maketh mention thereof shall be afraid in himself, because of the counsel of the Lord of hosts, which he hath determined against it.

18 ସେ ସମୟରେ, ମିଶରର ପାଞ୍ଚଟି ନଗର ରେ ଲୋକ କିଣାନୀଯ ଭାଷା କହିବେ, ସମାନେେ ସଦାପ୍ରଭୁ ସର୍ବଶକ୍ତିମାନଙ୍କୁ ଅନୁସରଣ କରିବେ ବୋଲି ଶପଥ ନବେେ। ସହେି ପାଞ୍ଚ ନଗରମାନଙ୍କ ମଧ୍ଯରୁ ଏକ ନଗର, ଉତ୍ପାଟନ ନଗର' ନାମ ରେ ଖ୍ଯାତ ହବେ।
In that day shall five cities in the land of Egypt speak the language of Canaan, and swear to the Lord of hosts; one shall be called, The city of destruction.

19 ସହେି ସମୟରେ ମିଶରର ମଧ୍ଯ ସ୍ଥାନ ରେ ସଦାପ୍ରଭୁଙ୍କ ପାଇଁ ଏକ ୟଜ୍ଞବଦେୀ ହବେ ଏବଂ ତାହାର ସୀମା ନିକଟରେ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ତମ୍ଭ ରହିବ।
In that day shall there be an altar to the Lord in the midst of the land of Egypt, and a pillar at the border thereof to the Lord.

20 ସଦାପ୍ରଭୁ ସର୍ବଶକ୍ତିମଯ ମହାନ୍ ବସ୍ତୁର ସୃଷ୍ଟିକର୍ତ୍ତା ବୋଲି ଏହା ତା'ର ସଙ୍କତେ ହବେ। ଯେ କୌଣସି ସମୟରେ ଲୋକମାନେ ସଦାପ୍ରଭୁଙ୍କୁ ସାହାୟ୍ଯ ଭିକ୍ଷା କରିବେ, ସଦାପ୍ରଭୁ ସାହାୟ୍ଯ ପଠାଇବେ। ଲୋକମାନଙ୍କ ପ୍ରତିରକ୍ଷା ପାଇଁ ସଦାପ୍ରଭୁ ଜଣେ ବ୍ଯକ୍ତିକୁ ପ୍ ରରଣେ କରିବେ। ସହେି ବ୍ଯକ୍ତିଟି ଦୁଷ୍କର୍ମ କରୁଥିବା ଲୋକମାନଙ୍କଠାରୁ ଅନ୍ୟମାନଙ୍କୁ ରକ୍ଷା କରିବ।
And it shall be for a sign and for a witness unto the Lord of hosts in the land of Egypt: for they shall cry unto the Lord because of the oppressors, and he shall send them a saviour, and a great one, and he shall deliver them.

21 ସହେିଦିନ ମିଶରୀଯମାନେ ସଦାପ୍ରଭୁଙ୍କର ପ୍ରକୃତ ପରିଚଯ ପାଇବେ। ସମାନେେ ପରମେଶ୍ବରଙ୍କୁ ପ୍ ରମେ କରିବେ। ସମାନେେ ତାଙ୍କୁ ସବୋ କରିବେ ଓ ତାଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଦବେେ। ଆଉ ମଧ୍ଯ ସମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଶପଥ ନବେେ ଓ ସେ ଶପଥ ପାଳନ କରିବେ।
And the Lord shall be known to Egypt, and the Egyptians shall know the Lord in that day, and shall do sacrifice and oblation; yea, they shall vow a vow unto the Lord, and perform it.

22 ସଦାପ୍ରଭୁ ମିଶରୀଯମାନଙ୍କୁ ଦଣ୍ଡ ଦବେେ। ଆଉ ମଧ୍ଯ ସମାନଙ୍କେୁ ସେ କ୍ଷମା ଦବେେ। ତେଣୁ ସମାନେେ ସଦାପ୍ରଭୁଙ୍କ ନିକଟକୁ ଚାଲି ଆସିବେ। ସଦାପ୍ରଭୁ ସମାନଙ୍କେର ପ୍ରାର୍ଥନା ଶୁଣିବେ ଓ ସମାନଙ୍କେୁ କ୍ଷମା ଦବେେ।
And the Lord shall smite Egypt: he shall smite and heal it: and they shall return even to the Lord, and he shall be intreated of them, and shall heal them.

23 ସହେି ସମୟରେ ମିଶରରୁ ଅଶୂର ପର୍ୟ୍ଯନ୍ତ ଏକ ରାଜପଥ ନିର୍ମିତ ହବେ। ତା'ପ ରେ ଅଶୂରର ଲୋକମନେ ମିଶରକୁ ଆସିବେ ଓ ମିଶରର ଲୋକମାନେ ଅଶୂରକୁ ଯିବେ। ମିଶରର ଲୋକମାନେ ଅଶୂରର ଲୋକମାନଙ୍କ ସହିତ ପୂଜା କରିବେ।
In that day shall there be a highway out of Egypt to Assyria, and the Assyrian shall come into Egypt, and the Egyptian into Assyria, and the Egyptians shall serve with the Assyrians.

24 ସେ ସମୟରେ ଇଶ୍ରାୟେଲ, ଅଶୂର ଓ ମିଶର ଏକତ୍ରୀତ ହବେେ ଓ ରାଜ୍ଯକୁ ନିଯନ୍ତ୍ରଣ କରିବେ। ଏମାନେ ପୃଥିବୀ ପାଇଁ ଆଶୀର୍ବାଦର ପାତ୍ର ହବେେ।
In that day shall Israel be the third with Egypt and with Assyria, even a blessing in the midst of the land:

25 ସଦାପ୍ରଭୁ ସର୍ବଶକ୍ତିମାନ ଏ ଦେଶଗୁଡ଼ିକୁ ଆଶୀର୍ବାଦ କରିବେ। ସେ କହିବେ, ହେ ମିଶରୀଯମାନେ, ତୁମ୍ଭମାନେେ ମାରେ ଲୋକ। ଅଶୂର ମୁଁ ତୁମ୍ଭକୁ ତିଆରି କରିଛି। ତୁମ୍ଭମାନେେ ସମସ୍ତେ ଆଶୀର୍ବାଦର ପାତ୍ର।'
Whom the Lord of hosts shall bless, saying, Blessed be Egypt my people, and Assyria the work of my hands, and Israel mine inheritance.

But
if
וְאִםwĕʾimveh-EEM
the
man
אֵ֨יןʾênane
no
have
לָאִ֜ישׁlāʾîšla-EESH
kinsman
גֹּאֵ֗לgōʾēlɡoh-ALE
to
recompense
לְהָשִׁ֤יבlĕhāšîbleh-ha-SHEEV
trespass
the
הָֽאָשָׁם֙hāʾāšāmha-ah-SHAHM
unto,
אֵלָ֔יוʾēlāyway-LAV
let
the
trespass
הָֽאָשָׁ֛םhāʾāšāmha-ah-SHAHM
be
recompensed
הַמּוּשָׁ֥בhammûšābha-moo-SHAHV
Lord,
the
unto
לַֽיהוָ֖הlayhwâlai-VA
even
to
the
priest;
לַכֹּהֵ֑ןlakkōhēnla-koh-HANE
beside
מִלְּבַ֗דmillĕbadmee-leh-VAHD
the
ram
אֵ֚ילʾêlale
atonement,
the
of
הַכִּפֻּרִ֔יםhakkippurîmha-kee-poo-REEM
whereby
אֲשֶׁ֥רʾăšeruh-SHER
an
atonement
shall
be
made
יְכַפֶּרyĕkapperyeh-ha-PER
for
בּ֖וֹboh
him.
עָלָֽיו׃ʿālāywah-LAIV

Chords Index for Keyboard Guitar