மாற்கு 10:32
பின்பு அவர்கள் எருசலேமுக்குப் பிரயாணமாய்ப்போகையில், இயேசு அவர்களுக்கு முன்னே நடந்து போனார்; அவர்கள் திகைத்து, அவருக்குப் பின்னே, பயத்தோடே போனார்கள். அப்பொழுது அவர் பன்னிருவரையும் அழைத்து, தமக்குச் சம்பவிக்கப்போகிறவைகளை அவர்களுக்கு மறுபடியும் சொல்லத்தொடங்கினார்:
Cross Reference
Matthew 10:11
କୌଣସି ନଗର ବା ଗାଁ ରେ ପ୍ରବେଶ କଲା ବେଳେ ସଠାେରେ ଯୋଗ୍ଯ ଲୋକଟିକୁ ବାଛି ବାହାର କର। ସହେି ନଗର ବା ଗାଁ ନ ଛାଡିବା ପର୍ୟ୍ଯନ୍ତ ସହେି ସ୍ଥାନ ରେ ରୁହ।
Acts 11:26
ଯେତବେେଳେ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନଇେ ଆସିଲେ। ଶାଉଲ ଓ ବର୍ଣ୍ଣବ୍ବା ସଠାେରେ ବର୍ଷେ ପର୍ୟ୍ଯନ୍ତ ରହିଲେ ଓ ଯେତେଥର ବିଶ୍ବାସୀମାନଙ୍କ ଦଳ ସମାନଙ୍କେ ନିକଟକୁ ଆସିଲେ, ସମାନେେ ସମାନଙ୍କେୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ। ଆନ୍ତିୟଖିଆ ରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମ ରେ ଖ୍ରୀଷ୍ଟିଆନ ନାମ ରେ ନାମିତ ହେଲେ।
Acts 19:1
ଆପଲ୍ଲ କରିନ୍ଥ ରେ ଥିଲେ ବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦଇେ ଯାତ୍ରା କରି ଏଫିସ ରେ ଆସି ପହନ୍ଚିଲେ। ତା'ପରେ ପାଉଲ ସଠାେରେ ସେ ଯୋହନଙ୍କ କେତକେ ଶିଷ୍ଯଙ୍କୁ ଦେଖିଲେ।
Acts 20:6
ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ସମାନଙ୍କେ ପାଖ ରେ ତ୍ରୋଯା ରେ ପହଞ୍ଚିଲୁ। ଆମ୍ଭେ ସଠାେରେ ସାତ ଦିନ ପର୍ୟ୍ଯନ୍ତ ରହିଲୁ।
Acts 20:22
କିନ୍ତୁ ମୁଁ ବର୍ତ୍ତମାନ ପବିତ୍ର ଆତ୍ମାଙ୍କର ବଧ୍ଯ ହାଇେ ୟିରୁଶାଲମକୁ ଯାଉଛି। ମୁଁ ଜାଣିନାହିଁ, ମାରେ ସଠାେରେ କ'ଣ ହବେ।
Acts 21:10
ସଠାେରେ ଆମ୍ଭେ ବହୁତ ଦିନ ରହିଲା ପରେ ୟିହୂଦା ଦେଶରୁ ଆଗାବ ନାମ ରେ ଜଣେ ଭବିଷ୍ଯଦ୍ବକ୍ତା ଆସି ପହନ୍ଚିଲେ।
Acts 28:14
ସଠାେରେ ଆମ୍ଭେ କେତକେ ଭାଇମାନଙ୍କୁ ଭଟେିଲୁ। ସମାନେେ ଆମ୍ଭକୁ ସଠାେରେ ସାତ ଦିନ ରହିବାକୁ ଅନୁ ରୋଧ କଲେ। ତା'ପରେ ଆମ୍ଭେ ରୋମକୁ ଆସିଲୁ।
2 Timothy 1:17
ସେ ରୋମକୁ ଯେତବେେଳେ ଆସିଲେ, ମାେତେ ପାଇବା ପର୍ୟ୍ଯନ୍ତ ସେ ଅତି ଯତ୍ନ ସହକା ରେ ମାେତେ ଖାଜେି ଥିଲେ।
Revelation 1:10
ପ୍ରଭୁଙ୍କ ଦିନ ରେ ପବିତ୍ର ଆତ୍ମା ମାେତେ ସମ୍ପୂର୍ଣ୍ଣରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା।
மாற்கு 10:32 ஆங்கிலத்தில்
Tags பின்பு அவர்கள் எருசலேமுக்குப் பிரயாணமாய்ப்போகையில் இயேசு அவர்களுக்கு முன்னே நடந்து போனார் அவர்கள் திகைத்து அவருக்குப் பின்னே பயத்தோடே போனார்கள் அப்பொழுது அவர் பன்னிருவரையும் அழைத்து தமக்குச் சம்பவிக்கப்போகிறவைகளை அவர்களுக்கு மறுபடியும் சொல்லத்தொடங்கினார்
மாற்கு 10:32 Concordance மாற்கு 10:32 Interlinear மாற்கு 10:32 Image
முழு அதிகாரம் வாசிக்க : மாற்கு 10